ବେଜିଂ,୩୧।୧୦: ଚାଇନାରେ ଗୁପ୍ତରେ ଏହାର ଲୋକଙ୍କୁ କରୋନା ଟିକା ଦେବା ଆରମ୍ଭ କରିଛି। ତେବେ ଏନେଇ ବାହାରେ ପ୍ରକାଶ ନ କରିବାକୁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି…
ଓ୍ବିଲିଙ୍ଗଟନ୍,୩୧।୧୦: ଇଛାମୃତ୍ୟୁକୁ ନ୍ୟୁଜିଲାଣ୍ଡର ୬୫.୨ ପ୍ରତିଶତ ଲୋକ ସମର୍ଥନ କରିଛନ୍ତି। ଏନେଇ ଦେଶର ସାଧାରଣ ନିର୍ବାଚନ ସମୟରେ ଜନସାଧାରଣଙ୍କ ମତାମତ ଲୋଡ଼ା ଯାଇଥିଲା। ଜନମତ ଇଛାମୃତ୍ୟୁ ସପକ୍ଷରେ…
ପ୍ୟାରିସ୍,୩୧ା୧୦(ଆଇଏଏନ୍ଏସ୍): ଫ୍ରାନ୍ସର ନିସ୍ସ୍ଥିତ ନୋର୍ଟେ ଡେମ୍ ଚର୍ଚ୍ଚରେ ଛୁରାମାଡ଼ କରି ୩ ଜଣଙ୍କ ଜୀବନ ନେଇଥିବା ଆତଙ୍କବାଦୀ ଜଣେ ଟ୍ୟୁନିସିଆ ନାଗରିକ। ୨୧ ବର୍ଷୀୟ ଇବ୍ରାହିମ୍ ଔଇସାଓଉଇ…
କୁଆଲାଲମ୍ବୁର,୩୧ା୧୦: ନିସ୍ ଆକ୍ରମଣର କିଛି ସମୟ ପରେ ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀ ମହାଥିର ମହମ୍ମଦ ଟୁଇଟର୍ରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଲକ୍ଷ ଲକ୍ଷ…
ଇସ୍ତାନବୁଲ/ଏଥେନ୍ସ,୩୧।୧୦: ଗ୍ରୀସ୍ ଓ ତୁର୍କୀରେ ଶୁକ୍ରବାର ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିବା ସହ ଶତାଧିକ ଆହତ ହୋଇଛନ୍ତି। ବହୁ…
ନୂଆଦିଲ୍ଲୀ/ପ୍ୟାରିସ୍,୩୧ା୧୦: ତଥାକଥିତ ଇସ୍ଲାମ ବିରୋଧୀ ଆଭିମୁଖ୍ୟକୁ ନେଇ ଫ୍ରାନ୍ସକୁ ନିନ୍ଦିତ ହେବାକୁ ପଡ଼ିଛି। ବିଶେଷକରି ମୁସଲମାନ ବହୁଳ ରାଷ୍ଟ୍ରଗୁଡ଼ିକରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍ରଁଙ୍କୁ କଡ଼ା ବିରୋଧ…
ବ୍ରସେଲ୍ସ,୩୧ା୧୦: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ପକ୍ଷରୁ କରୋନା ଭାକ୍ସିନର ଏକ ବୀମା ଯୋଜନା ପ୍ରସ୍ତୁତ କରାଯାଉଛି। ଏହି ସ୍କିମ ପାଇଁ ଅନ୍ୟ କେତେକ ପକ୍ଷଙ୍କ ସହ…
ବେଜିଂ,୩୦ ।୧୦: ଗୋଟିଏ ପଟେ ଭାରତ ସହ ଶାନ୍ତି କଥାବାର୍ତ୍ତା କରୁଥିବା ଚାଇନା କିନ୍ତୁ ଲଦ୍ଦାଖ ସୀମାରେ ସେନାକୁ ମଜଭୁତ କରିବାରେ ଲାଗିଛି । ଆଗକୁ ପ୍ରବଳ…
ନ୍ୟୁୟର୍କ, ୩୦ା୧୦:ଆମେରିକା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ଆଉ ଜଣେ ଭାରତୀୟ ବଂଶୋଦ୍ଭବ। ସେ ହେଉଛନ୍ତି ସୁନୀଲ ଫ୍ରିମ୍ୟାନ୍। ପାର୍ଟି ଫର୍ ସୋସିଆଲିଜମ୍ ଆଣ୍ଡ୍ ଲିବରେଶନରୁ…
ପ୍ୟାରିସ୍,୩୦ା୧୦:୪ ବର୍ଷ ୩ ମାସ ବ୍ୟବଧାନରେ ପୁଣି ଥରେ ଆତଙ୍କରେ ଥରି ଉଠିଛି ଫ୍ରାନ୍ସର ପର୍ଯ୍ୟଟନ ନଗରୀ ନିସ୍। ସହରସ୍ଥିତ ଏକ ଚର୍ଚ୍ଚରେ ଗୁରୁବାର ଜଣେ ଆତଙ୍କବାଦୀ…