ଅନ୍ତର୍ଜାତୀୟ

ଅନ୍ନଦାତାଙ୍କୁ ସମର୍ଥନ: ପୁରସ୍କାର ଫେରାଇଲେ ନବ ଭାଟିଆ

ଟରୋଣ୍ଟୋ,୩୦।୧୨: ଭାରତରେ ଜାରି ରହିଥିବା ଅନ୍ନଦାତାଙ୍କୁ ସମର୍ଥନ ବିଦେଶରୁ ମଧ୍ୟ ମିଳିବାରେ ଲାଗିଛି। ଏହି ସମର୍ଥନ ତାଲିକାରେ ବ୍ରିଟେନ୍‌ ଏବଂ କାନାଡ଼ା ଶୀର୍ଷରେ ରହିଛନ୍ତି। ଭାରତୀୟ ବଂଶୋଭବ…

5 years ago

କ୍ରୋଏସିଆରେ ଭୟଙ୍କର ଭୂମିକମ୍ପ

କ୍ରୋଏସିଆ,୨୯ା୧୨: କେନ୍ଦ୍ରୀୟ କ୍ରୋଏସିଆରେ ମଙ୍ଗଳବାର ସନ୍ଧ୍ୟାରେ ଏକ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୫ ଥିବା ଜଣାପଡ଼ିଛି। ଏହା…

5 years ago

ପ୍ରବଳ ଥଣ୍ଡାରେ ଜମାଟ ବାନ୍ଧିଲା ଅଣ୍ଡା-ନୁଡୁଲ୍ସ୍‌ : ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୋଭୋସିବିରସ୍କି,୨୯।୧୨: ପ୍ରବଳ ଥଣ୍ଡାରେ ଅଣ୍ଡା ଏବଂ ନୁଡୁଲ୍ସ୍‌ କିଭଳି ତଳେ ନ ପଡ଼ି ଜମାଟ ବାନ୍ଧି ଯାଇଛି, ତାହାର ଏକ ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ…

5 years ago

ଉଇଗର ନିର୍ଯାତନାର ପର୍ଦ୍ଦାଫାଶ୍‌: ୧୩୫ ଯାତନା ଗୃହର ସାଟେଲାଇଟ୍‌ ଫଟୋ ଜାରି

ବେଜିଂ,୨୯।୧୨: ଚାଇନାର ଶିଂଜିଆଙ୍ଗ୍‌ ପ୍ରଦେଶରେ ଉଇଗର ମୁସଲମାନ୍‌ଙ୍କ ଉପରେ କରାଯାଉଥିବା ଅତ୍ୟାଚାରର ପର୍ଦ୍ଦାଫାଶ୍‌ ହୋଇଛି। ଏବେ ସାଟେଲାଇଟ୍‌ରୁ ମିଳିଥିବା ଫଟୋରୁ ନିର୍ଯାତନା ସମ୍ପର୍କରେ ଜଣାପଡ଼ିଛି। ନ୍ୟୁଜ୍‌ ଓ୍ବେବସାଇଟ୍‌…

5 years ago

ମହିଳା ଅଧିକାରକର୍ମୀ ଲୌଜେନ୍‌ଙ୍କୁ ୬ ବର୍ଷ ଜେଲ ଦଣ୍ଡାଦେଶ: ଅନ୍ତର୍ଜାତୀୟସ୍ତରରେ ନିନ୍ଦା

ଦୁବାଇ,୨୯।୧୨: ସୌଦିରେ ମହିଳା ଅଧିକାରକର୍ମୀ ଲୌଜେନ୍‌ ଅଲ୍‌-ହଥଲୌଲ୍‌ଙ୍କୁ ୬ ବର୍ଷ ଜେଲ୍‌ ଦଣ୍ଡାଦେଶ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଅନ୍ତର୍ଜାତୀୟସ୍ତରରେ ନିନ୍ଦା କରାଯାଇଛି। ସୌଦିରେ ପ୍ରଚଳିତ ଆତଙ୍କବାଦ ନିରୋଧୀ…

5 years ago

ଦ୍ରୁତ ଗତିରେ ବ୍ୟାପୁଛି କରୋନାର ନୂଆ ଷ୍ଟ୍ରେନ୍‌!

ୱାଶିଂଟନ,୨୯ ।୧୨: ବ୍ରିଟେନ ଓ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଏବେ ଭାରତର ବି ପହଞ୍ଚିଗଲାଣି । ଏହାସହ ପାଖାପାଖି ୧୨ଟି ଦେଶରେ…

5 years ago

ମାସ୍କ୍‌ ଭଳି କୋଭିଡ୍‌ ଭାକ୍ସିନ୍‌ ପାସପୋର୍ଟ ଏବେ ହେବ ଜରୁରୀ

ଲଣ୍ଡନ,୨୯।୧୨: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ୨୦୨୧ ବର୍ଷରେ ମାସ୍କ୍‌ ଭଳି କୋଭିଡ୍‌ ଭାକ୍ସିନ୍‌ ପାସପୋର୍ଟକୁ…

5 years ago

ଦେଶର ସୁରକ୍ଷା ସମ୍ପର୍କିତ ତଥ୍ୟ ହସ୍ତାନ୍ତର କରୁ ନାହାନ୍ତି ଟ୍ରମ୍ପ୍‌: ବାଇଡେନ୍‌

ଓ୍ବାଶିଂଟନ,୨୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଦେଶର ସୁରକ୍ଷା ସମ୍ପର୍କିତ ତଥ୍ୟ ପ୍ରଦାନ କରୁ ନାହାନ୍ତି। ଏନେଇ ନୂଆ ରାଷ୍ଟ୍ରପତି ଭାବେ ଶପଥ ନେବାକୁ ଯାଉଥିବା ଜୋ…

5 years ago

ଜନ୍ମପରେ ଶିଶୁର ଏହି ଅଙ୍ଗକୁ ରଖାଯାଏ ବାସ୍କରେ

ଶିଶୁଟିଏ ଜନ୍ମ ହେଲେ ପରିବାରରେ ଆନନ୍ଦର ଲହରୀ ଖେଳିଯାଏ। ତେବେ ଶିଶୁ ଜନ୍ମକୁ ନେଇ ପ୍ରାୟ ସବୁ ସ୍ଥାନରେ ଭିନ୍ନ ଭିନ୍ନ ନିୟମ ପାଳନ କରାଯାଏ। ବିଶ୍ୱର…

5 years ago

‘ଗେମ୍‌ ଅଫ୍‌ ଥ୍ରୋନ୍ସ’ ଡେଭେଲପରଙ୍କୁ ହତ୍ୟା

ବେଜିଂ, ୨୯ା୧୨: ଗେମ୍‌ ଡେଭେଲପର ୟୋଜୁର ସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଲିନ୍‌ ଚିଙ୍କ ଖ୍ରୀଷ୍ଟମାସରେ ମୃତ୍ୟୁ ଘଟିଛି। ‘ଗେମ୍‌ ଅଫ୍‌ ଥ୍ରୋନ୍ସ’ ପାଇଁ ପରିଚିତ ଲିନ୍‌ଙ୍କୁ…

5 years ago