ଅନ୍ତର୍ଜାତୀୟ

ପାକିସ୍ତାନକୁ କ୍ରୀତଦାସ କରିଛି ଆମେରିକା, କହିଲେ ଇମ୍ରାନ୍‌…

ଇସଲାମାବାଦ୍‌, ୧୬।୫ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣି ଥରେ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ-ଜାରଦାରୀଙ୍କୁ ଟାର୍ଗେଟ କରିଛନ୍ତି। ଇମ୍ରାନ୍‌ କହିଛନ୍ତି ଯେ ଆସନ୍ତା…

4 years ago

ପୁଟିନ୍‌ଙ୍କୁ ରକ୍ତ କର୍କଟ, ଆମେରିକା ପତ୍ରିକାର ଦାବି…

ଓ୍ବାଶିଂଟନ/ମସ୍କୋ, ୧୬।୫ : ଆମେରିକାର ଏକ ପତ୍ରିକା ରିପୋର୍ଟ କରିଛି ଯେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରକ୍ତ କର୍କଟ ଭଳି ଗୁରୁତର ରୋଗରେ ପୀଡିତ। ନ୍ୟୁ…

4 years ago

ଦେବସହାୟମ୍‌ଙ୍କୁ ସନ୍ଥ ଘୋଷଣା କଲେ ପୋପ୍‌

ଭାଟିକାନ୍‌ ସିଟି, ୧୬ା୫: ଅଷ୍ଟାଦଶ ଶତାବ୍ଦୀରେ ହିନ୍ଦୁରୁ ଖ୍ରୀଷ୍ଟଧର୍ମ ଆପଣାଇଥିବା ଦେବସହାୟମ ପିଲାଇଙ୍କୁ କ୍ୟାଥୋଲିକ୍‌ ଚର୍ଚ୍ଚର ମୁଖ୍ୟ ପୋପ୍‌ ଫ୍ରାନ୍ସିସ୍‌ ରବିବାର ସନ୍ଥ ଘୋଷଣା କରିଛନ୍ତି। ଲାଜାରସ୍‌…

4 years ago

ବନ୍ଧୁକ ସଂସ୍କୃତି କାଳ

ନ୍ୟୁୟର୍କ, ୧୬ା୫: ପ୍ରାୟ ୫୦ ବର୍ଷ ପୂର୍ବେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଲିନ୍‌ଡୋନ୍‌ ବେନ୍ସ ଜନସନ୍‌ ଦେଶରେ ଘଟୁଥିବା ଅପରାଧ ମଧ୍ୟରୁ ଅଧିକାଂଶ ବନ୍ଧୁକ ଦ୍ୱାରା ଘଟୁଥିବା…

4 years ago

ପାକିସ୍ତାନରେ ୨ ଶିଖ୍‌ ବ୍ୟବସାୟୀଙ୍କୁ ହତ୍ୟା

ପେଶାଓ୍ବର,୧୬।୫(ପି.ଟି.): ପାକିସ୍ତାନର ଉତ୍ତରପଶ୍ଚିମ ଖାଇବର-ପଖତୁନଖ୍ବା ପ୍ରଦେଶ ଅନ୍ତର୍ଗତ ପେଶାଓ୍ବର ସହରରେ ରବିବାର ଦିନ ଦ୍ୱିପ୍ରହରରେ ୨ ଜଣ ଶିଖ୍‌ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଦୁଇଜଣ ଦୁର୍ବୃତ୍ତ…

4 years ago

କାଲିଫର୍ନିଆ ଚର୍ଚ୍ଚରେ ଗୁଳିକାଣ୍ଡ

କାଲିଫର୍ନିଆ,୧୬ ।୫: ଆମେରିକାରେ ଗୁଳିକାଣ୍ଡ ଘଟଣା ଲାଗି ରହିଛି । ଶନିବାର ବଫେଲୋ ସୁପରମାର୍କେଟରେ ଗୁଳିକାଣ୍ଡ ପରେ ରବିବାର କାଲିଫର୍ନିଆର ଏକ ଚର୍ଚ୍ଚରେ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି…

4 years ago

ଫିନଲ୍ୟାଣ୍ଡକୁ ଚେତାବନୀ ଦେଲା ରୁଷିଆ

ହେଲସିଙ୍କି,୧୫।୫:ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଫିନଲ୍ୟାଣ୍ଡ ସରକାର ରବିବାର ଏକ ବଡ ଘୋଷଣା କରିଛନ୍ତି। ଫିନଲ୍ୟାଣ୍ଡ ନାଟୋର ସଦସ୍ୟତା…

4 years ago

ପାକିସ୍ତାନର ଉତ୍ତର ୱଜିରିସ୍ତାନରେ ଆତ୍ମଘାତି ବିସ୍ଫୋରଣ, ୩ ସୁରକ୍ଷାକର୍ମୀଙ୍କ ସମେତ ୬ ମୃତ

ଇସଲାମାବାଦ,୧୫ ।୫: ଭାରତ ବିରୋଧରେ ଆତଙ୍କବାଦର ମଞ୍ଜି ବୁଣୁଥିବା ପାକିସ୍ତାନ ଏବେ ନିଜେ ସେହି ନିଆଁରେ ଜଳି ପୋଡି ପାଉଁଶ ହେଉଛି । ଉତ୍ତର ୱଜିରିସ୍ତାନର ମିରାନଶାହ…

4 years ago

ସରକାର ବଦଳିବା ପରେ ବି ସୁଧୁରିଲାନି ପାକିସ୍ତାନର ଅବସ୍ଥା

ଇସଲାମାବାଦ,୧୫ା୫: ପାକିସ୍ତାନରେ ନୂତନ ସରକାର କ୍ଷମତାକୁ ଆସିବା ପରେ ମଧ୍ୟ ସ୍ଥିତିରେ ସୁଧାର ଆସୁନାହିଁ। ଅନ୍ତର୍ଜାତୀୟ ମୂଲ୍ୟ ବୃଦ୍ଧି ହେତୁ ଦେଶର ଅର୍ଥନୀତି ଦ୍ରୁତଗତିରେ ହ୍ରାସ ପାଉଛି।…

4 years ago

ଉତ୍ତର କୋରିଆରେ ହାହାକାର, ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ସାଢ଼େ ୮ ଲକ୍ଷରୁ ଅଧିକ ସଂକ୍ରମିତ…

ପୋଙ୍ଗୟାଙ୍ଗ, ୧୫।୫ : ଉତ୍ତର କୋରିଆ ଏପରି ଏକ ଦେଶ ଯେଉଁଠାରେ ଏକଛତ୍ରବାନଦୀ ଶାସକ କିମ ଜୋଙ୍ଗ ଉନଙ୍କ ଅନୁମତି ବିନା ଗଛର ପତ୍ର ମଧ୍ୟ ପ୍ରବେଶ…

4 years ago