ବେଜିଂ,୧୬ା୬: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଚେତାବନୀକୁ ଅଣଦେଖା କରି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍ ସାର୍ବଭୌମତ୍ୱ ତଥା ସୁରକ୍ଷା ପ୍ରସଙ୍ଗକୁ ଦୃଢ଼ ଭାବେ ସମର୍ଥନ କରିଛନ୍ତି।…
କାନ୍ବେରା,୧୬ା୬: ଆଗାମୀ ଦିନରେ ଅଷ୍ଟ୍ରେଲିଆରେ ବିଦ୍ୟୁତ୍ ସଙ୍କଟ ଆହୁରି ବଢ଼ିପାରେ। ଏହାକୁ ଦୃଷ୍ଟିରେ ରଖି ଶକ୍ତି ମନ୍ତ୍ରୀ କ୍ରିସ୍ ବୋଓ୍ବେନ ଗୁରୁବାର ସିଡ୍ନୀରେ ଘରୁ ବ୍ଲାକଆଉଟ୍ ହେବାର…
ଓ୍ବାଶିଂଟନ, ୧୬।୬ : ବୃଦ୍ଧି ହେଉଥିବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ଆମେରିକାର ଫେଡେରାଲ ରିଜର୍ଭ ସୁଧ ହାର ବୃଦ୍ଧି କରିଛି। ଆମେରିକାର ଫେଡେରାଲ ରିଜର୍ଭ ସୁଧ…
ଓ୍ବାଶିଂଟନ, ୧୬।୬ : ଆମେରିକାରେ ଗର୍ଭପାତ ମାମଲା ବୃଦ୍ଧି ପାଇଛି। ସରକାରୀ ଆକଳନ ଅନୁଯାୟୀ, ଦୀର୍ଘ ଦିନ ଧରି କମ ମାମଲା ପରେ ୨୦୧୭ ତୁଳନାରେ ୨୦୨୦…
ଓ୍ବାଶିଂଟନ, ୧୬।୬ : ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ଖାଦ୍ୟ ସଙ୍କଟ ଦେଇ ଗତି କରୁଥିବା ଆଫଗାନିସ୍ତାନକୁ ବିଶ୍ୱ ବ୍ୟାଙ୍କ ସହାୟତାର ହାତ ବଢ଼ାଇଛି। ଏହା ଆଫଗାନିସ୍ତାନର ଚାଷୀମାନଙ୍କୁ…
ଜେନେଭା, ୧୬।୬ : ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ପ୍ରଦର୍ଶନ ନେଇ ହିଂସା ରୋକିବାକୁ ଅନୁରୋଧ କରିଛନ୍ତି। ସେକ୍ରେଟେରୀ ଜେନେରାଲଙ୍କ ମୁଖପାତ୍ର ଭାରତରେ କୌଣସି ପ୍ରକାର…
ଓ୍ବାଶିଂଟନ୍, ୧୬ା୬: ମାଇକ୍ରୋସଫ୍ଟର ସର୍ବପୁରାତନ ବ୍ରାଉଜର ଇଣ୍ଟରନେଟ୍ ଏକ୍ସପ୍ଲୋରର୍ (ଆଇଇ) ଦୀର୍ଘ ୨୭ ବର୍ଷ ଧରି ସେବା ଯୋଗାଇବା ପରେ ବୁଧବାର ମଧ୍ୟ ରାତ୍ରିରେ ଅବସର ନେଇଛି।…
ୱାଶିଂଟନ,୧୬ ।୬: କରୋନା ମହାମାରୀ ବିଶ୍ୱର ଅଧିକାଂଶ ଦେଶରୁ କମି ଆସିଥିବା ବେଳେ ଏବେ ପୁଣି ଥରେ କିଛି ଦେଶରେ ମୁଣ୍ଡ ଟେକିଲାଣି । ଆମେରିକାରେ ଦୀର୍ଘଦିନ…
ଦୁବାଇ,୧୫।୬: ୟୁନାଇଟେଡ ଆରବ ଏମିରେଟସ(ୟୁଏଇ) ଭାରତରୁ ଗହମ ଓ ଅଟାର ରପ୍ତାନୀ ଉପରେ ୪ ମାସ ପାଇଁ ରୋକ ଲଗାଇଛି। ୟୁଏଇର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା…
ହଂକଂ, ୧୫।୬ : କରୋନା ମହାମାରୀ ଯୋଗୁ ହଂକଂର ବୃହତ ଭାସମାନ ରେଷ୍ଟୁରାଣ୍ଟ ବନ୍ଦ ହୋଇଯାଇଛି। ମଙ୍ଗଳବାର ହଂକଂ ବନ୍ଦରରୁ ଏହି ଭାସମାନ ରେଷ୍ଟୁରାଣ୍ଟକୁ ହଟାଇ ଦିଆଯାଇଛି।…