ଓ୍ବାଶିଂଟନ୍,୩୧।୩: ଭାରତ ସୀମାରେ ଚାଇନା ଉତ୍ତେଜନାମୂଳକ ପଦକ୍ଷେପ ନେଇଛି ବୋଲି ଶୁକ୍ରବାର ଆମେରିକା କହିଛି। ଭବିଷ୍ୟତରେ ଭାରତ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଆମେରିକା ମଧ୍ୟ…
ମସ୍କୋ, ୩୧ା୩:ଗୁପ୍ତଚର ବୃତ୍ତି ଅଭିଯୋଗରେ ଓ୍ବାଲ୍ ଷ୍ଟ୍ରିଟ୍ ଜର୍ନାଲ(ଡବ୍ଲ୍ୟୁଏସ୍ଜେ)ର ଜଣେ ରିପୋର୍ଟରଙ୍କୁ ରୁଷିଆର ଶୀର୍ଷ ସୁରକ୍ଷା ସଂସ୍ଥା ଫେଡେରାଲ ସିକ୍ୟୁରିଟି ସର୍ଭିସ୍ (ଏଫ୍ଏସ୍ବି) ଗିରଫ କରିଛି। କେତେକ…
ଓ୍ବାଶିଂଟନ,୩୧ା୩ ଆମେରିକା ସିନେଟ ଭାରତୀୟ ମୂଳ ଆମେରିକୀୟ ରିଚାର୍ଡ ବର୍ମାଙ୍କୁ ଡେପୁଟି ସେକ୍ରେଟେରୀ, ମ୍ୟାନେଜମେଣ୍ଟ ଏବଂ ରିସୋର୍ସ ସଚିବ ଭାବରେ ନିଯୁକ୍ତି କରିଛି। ସିନେଟ ୬୭-୨୬ ଭୋଟରେ…
କଲମ୍ବିଆ, ୩୧।୩:ନାମିବ୍ୟା ଏବଂ ଦକ୍ଷିଣ ଆଫ୍ରିକାରୁ ଚିତାବାଘ ଆସିବା ପରେ ଏବେ କଲମ୍ବିଆରୁ ଜଳହସ୍ତୀ ଭାରତ ଆସିବେ। କଲମ୍ବିଆ ଅଭୟାରଣ୍ୟରେ ଜଳହସ୍ତୀଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି…
ଲଣ୍ଡନ,୩୧ ।୩: ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ‘ଡାଉନିଂ ଷ୍ଟ୍ରିଟ’ ଗୁରୁବାର କହିଛି ପ୍ରଧାନମନ୍ତ୍ରୀ ଋଷି ସୁନକ ଲଣ୍ଡନ ସ୍ଥିତ ଭାରତୀୟ ମିଶନରେ ହିଂସା ଘଟଣା ପରେ ଭାରତୀୟ…
ସାଣ୍ଟିଆଗୋ,୩୧।୩: ଚିଲି ରାଜଧାନୀ ସାଣ୍ଟିଆଗୋରେ ଗୁରୁବାର ବିଳମ୍ବିତ ରାତିରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ ରେକର୍ଡ କରାଯାଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ…
ଇସଲାମାବାଦ,୩୧ ।୩: ପାକିସ୍ତାନରେ ପୁଣିଥରେ ଜଣେ ହିନ୍ଦୁ ଡାକ୍ତରଙ୍କୁ ହତ୍ୟା କରାଯାଇଛି । କରାଚି ନଗର ନିଗମର ଅବସରପ୍ରାପ୍ତ ନିର୍ଦ୍ଦେଶକ ତଥା ଚକ୍ଷୁ ରୋଗ ବିଶେଷଜ୍ଞ ଡାକ୍ତର…
ନ୍ୟୁୟର୍କ,୩୧।୩: ଆଡଲ୍ଟ ଫିଲ୍ମ ଷ୍ଟାର ଷ୍ଟର୍ମି ଡାନିଏଲ୍ସ ମାମଲାରେ ଟ୍ରମ୍ପଙ୍କ ଅଡୁଆ ଆହୁରି ବୃଦ୍ଧି ପାଇଛି। ଏହି ମାମଲାରେ ଏବେ ତାଙ୍କ ନାଁରେ ମୋକଦ୍ଦମା ଚାଲିବ। ଡୋନାଲ୍ଡ…
ବ୍ରାସିଲିଆ, ୩୦।୩: ପୂର୍ବତନ ରାଷ୍ଟ୍ରପତି ଜୈର ବଲସୋନାରୋ ଗୁରୁବାର ବ୍ରାଜିଲ ଫେରିଛନ୍ତି। ୩ ମାସ ଫ୍ଲୋରିଡାରେ ରହି ଫେରିବା ପରେ ବର୍ତ୍ତମାନ ବ୍ରାଜିଲ୍ର ରାଜନୈତିକ ମହୋଲ ସରଗରମ…
ଫର୍ଟ କ୍ୟାମ୍ପବେଲ୍, ୩୦ା୩: ଆମେରିକା ସେନାର ଦୁଇ ବ୍ଲାକ୍ ହକ୍ ହେଲିକପ୍ଟର ପରସ୍ପର ମଧ୍ୟରେ ଧକ୍କା ହୋଇ ୯ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରଶିକ୍ଷଣ ଉଡ଼ାଣ ବେଳେ…