ଅନ୍ତର୍ଜାତୀୟ

ଚାଇନାର ଇଣ୍ଟରନେଟ ଅଫ୍‌ ଥିଙ୍ଗସ୍‌: ପୃଥିବୀ ପାଇଁ ସୃଷ୍ଟି କରିଛି ବିପଦ…

ବେଜିଂ,୪।୨ : ଆଗାମୀ ଦିନରେ ଚାଇନାର ଇଣ୍ଟରନେଟ ଅଫ ଥିଙ୍ଗସ (ଆଇଓଟି) ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ବିପଦ ସୃଷ୍ଟି କରିବାରେ। ଏକ ରିପୋର୍ଟ ଅନୁଯାୟୀ,…

3 years ago

୭ ମାସ ଧରି ଅଟକି ରହିଛି ନୀଲମ-ଝେଲମ ପରିଯୋଜନା: ଚାଇନାର ଆଗ୍ରହ କମୁଛି…

ବେଜିଂ/ଇସଲାମାବାଦ,୪।୨ : ନୀଲମ-ଜେଲମ ଜଳ ବିଦ୍ୟୁତ ପ୍ରକଳ୍ପ ସମ୍ବନ୍ଧରେ ଦେୟ ବିଳମ୍ବ ଯୋଗୁ ପାକିସ୍ତାନର ବିଶ୍ୱସ୍ତ ବନ୍ଧୁ ଚାଇନା ଏକ ବଡ଼ ଝଟକା ଦେଇଛି। ଏସୀୟ ଲାଇଟ…

3 years ago

ନିର୍ବାଚନ ସ୍ଥଗିତ ରଖି ଜରୁରୀକାଳୀନ ସ୍ଥିତି ୬ ମାସ ବଢ଼ାଇବାକୁ ମ୍ୟାନମାର ସାମରିକ ଶାସକଙ୍କ ଯୋଜନା…

ନାପିଦ୍ୱ,୪।୨ : କ୍ଷମତା ଦଖଲର ଦୁଇ ବର୍ଷ ହୋଇଛି। ମ୍ୟାନମାରର ସାମରିକ ଏକଛତ୍ରବାଦୀ ଶାସକମାନେ ଲୋକମାନଙ୍କୁ କୌଣସି ଆଶ୍ୱସ୍ତି ଦେବା ପରିବର୍ତ୍ତେ ଦେଶରେ ଜରୁରୀକାଳୀନ ପରିସ୍ଥିତିକୁ ଆହୁରି…

3 years ago

୧୭ ଲକ୍ଷ ଦିଅ, ଆମେରିକାରେ ଅନୁପ୍ରବେଶ କର…

ଓ୍ବାଶିଂଟନ,୪।୨ : ଆମେରିକୀୟ ସୀମାରେ ଅନୁପ୍ରବେଶ ଖବର ସାମ୍ନାକୁ ଆସୁଛି। କିନ୍ତୁ ଏଥର ଅନୁପ୍ରବେଶକୁ ନେଇ ଏକ ବଡ଼ ପର୍ଦ୍ଦାଫାଶ ହୋଇଛି। ବାସ୍ତବରେ ଆମେରିକାର ସାଂସଦମାନେ ଦାବି…

3 years ago

ପାକିସ୍ତାନରେ ଓ୍ବିକିପିଡ଼ିଆ ବ୍ଲକ୍‌…

ଇସଲାମାବାଦ,୪।୨ : ପାକିସ୍ତାନରେ ଓ୍ବିକିପିଡ଼ିଆର ସାଇଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବାସ୍ତବରେ, ପାକିସ୍ତାନ ସରକାର ଉଇକିପିଡ଼ିଆକୁ ଏହାର ୱେବସାଇଟରୁ ନିନ୍ଦନୀୟ ବିଷୟବସ୍ତୁ ହଟାଇବାକୁ କହିଥିଲେ। ଏହାକୁ ନେଇ…

3 years ago

ଚାଇନାରେ ସଙ୍କଟ: ଦେଶଛାଡି ସିଙ୍ଗାପୁର ମୁହାଁ ଧନକୁବେର…

ବେଜିଂ,୪।୨ : ଚାଇନାର କମ୍ୟୁନିଷ୍ଟ ଶାସକଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦେଶର ବହୁ ଧନକୁବେର ସମ୍ପ୍ରତି ସିଙ୍ଗାପୁରରେ ବସବାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ରାଷ୍ଟ୍ରପତି ଶି…

3 years ago

ଚିଲି ଜଙ୍ଗଲରେ ନିଆଁ: ୧୩ ମୃତ, ୩୫ ହଜାର ଏକର ଜଙ୍ଗଲ ପୋଡି ପାଉଁଶ

ସାଣ୍ଟିଆଗୋ,୪ ।୨: ଦକ୍ଷିଣ ଆମେରିକା ଦେଶ ଚିଲି ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି । ଏବେ ପର୍ଯ୍ୟନ୍ତ ଏହି ଜଙ୍ଗଲ ନିଆଁରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା…

3 years ago

ନ୍ୟୁକ୍ଲିୟ ବୋମା-କୋରାନ ହାତରେ ଧରି ବିଶ୍ୱକୁ ଡରାଅ, ଭିକ ମାଗିବାର ଆବଶ୍ୟକତା ନାହିଁ

ଇସଲାମାବାଦ,୪ ।୨: ପାକିସ୍ତାନର ଆର୍ଥିକ ସଙ୍କଟ ସମସ୍ତଙ୍କୁ ଅବଗତ । ଦେଶ ଏମିତି ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଯେ ଏବେ ଦେବାଳିଆ ପରିସ୍ଥିତିରେ ପହଞ୍ଚି…

3 years ago

ଲାଟିନ୍‌ ଆମେରିକାରେ ପୁଣି ଉଡିଲା ଚାଇନାର ଗୁଇନ୍ଦା ବେଲୁନ

ୱାଶିଂଟନ,୪।୨: ଲାଟିନ୍‌ ଆମେରିକା ଆକାଶରେ ପୁଣି ଉଡିଲା ଚାଇନାର ଗୁଇନ୍ଦା ବେଲୁନ। ଏନେଇ ପେଣ୍ଟାଗନ ଶୁକ୍ରବାର ସୂଚନା ଦେଇଛି। ଏହାପୂର୍ବରୁ ଆମେରିକା ଆକାଶରେ ଚାଇନାର ଗୁଇନ୍ଦା ବେଲୁନ…

3 years ago

‘କ୍ୟାପିଟୋଲ ହିଲ୍‌ ଭଳି ଦଙ୍ଗା ଭିଆଇବେ ବୋଲ୍‌ସୋନାରୋ’

ବ୍ରାସିଲିଆ,୪।୨: ବ୍ରାଜିଲ ସାଧାରଣ ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଜୈର ବୋଲ୍‌ସୋନାରୋ ପରାଜିତ ହେବା ପରେ ତାଙ୍କ ସମର୍ଥକମାନେ ହିଂସାମତ୍କ ଆନ୍ଦୋଳନ ଜାରି ରଖିଛନ୍ତି। ଦଙ୍ଗା ଷଡ଼ଯନ୍ତ୍ରକାରୀ ରୂପେ…

3 years ago