ଅନ୍ତର୍ଜାତୀୟ

ଆମେରିକାରେ ନୂଆ ବ୍ୟାଙ୍କିଙ୍ଗ ସଙ୍କଟ, ସିଲିକନ ଭ୍ୟାଲି ବ୍ୟାଙ୍କରେ ଲାଗିଲା ତାଲା

କାଲିଫର୍ନିଆ,୧୧ ।୩: ଆମେରିକାରେ ଆରମ୍ଭ ହୋଇଯାଇଛି ନୂଆ ବ୍ୟାଙ୍କିଙ୍ଗ ସଙ୍କଟ । ସେଠାକାର ୧୬ଟି ଶୀର୍ଷ ବ୍ୟାଙ୍କର ତାଲିକାରେ ଥିବା ସିଲିକନ ଭ୍ୟାଲି ବ୍ୟାଙ୍କ(ଏସଭିବି)କୁ ତତ୍କାଳ ବନ୍ଦ…

3 years ago

ବ୍ରିଟେନ୍‌ରେ ଭୟଙ୍କର ତୁଷାରଝଡ଼: ସ୍କୁଲକୁ କରାଗଲା ବନ୍ଦ, ଟ୍ରେନ୍‌ ବାତିଲ

ଲଣ୍ଡନ,୧୦।୩: ବ୍ରିଟେନ୍‌ରେ ଶୁକ୍ରବାର ଭୟଙ୍କର ତୁଷାରଝଡ଼ ଯୋଗୁ ଦ୍ୱିତୀୟ ଥର ଲାଗି ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଛି। ଏଥିସହ କେତେକ ସ୍କୁଲ ମଧ୍ୟ ବନ୍ଦ କରିଦିଆଯାଇଛି। ଲୋକମାନେ…

3 years ago

ଉତ୍ତର କୋରିଆରୁ ମିଳିଲା ବହୁ ପୁରୁଣା ବୋମା

ପ୍ୟୋଙ୍ଗୟାଙ୍ଗ,୧୦ା୩: ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗସ୍ଥିତ ଏକ ଆପାର୍ଟମେଣ୍ଟ ସାଇଟ୍‌ରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ୧୧୦ରୁ ଅଧିକ ବୋମା, ସେଲ୍‌, ଲ୍ୟାଣ୍ଡମାଇନ୍‌, ଗ୍ରେନେଡ୍‌ ଏବଂ ଅନ୍ୟାନ୍ୟ ବିସ୍ଫୋରକ…

3 years ago

ଇରାନ ରାସ୍ତା ଦେଇ ଆଫଗାନିସ୍ତାନକୁ ୨୦ହଜାର ମେଟ୍ରିକ୍‌ ଟନ୍‌ ଗହମ ପଠାଇବ ଭାରତ

ନୂଆଦିଲ୍ଲୀ/କାବୁଲ,୧୦।୩: ଆଫଗାନିସ୍ତାନକୁ ୨୦ହଜାର ମେଟ୍ରିକ୍‌ ଟନ୍‌ ଗହମ ପଠାଇବ ଭାରତ। ଇରାନର ଚବାହାର ପୋର୍ଟ ଦେଇ ଏହି ଗହମ ସପ୍ଲାଇ କରାଯିବ। ଗୁରୁବାର ଦିଲ୍ଲୀରେ ଇଣ୍ଡିଆ-ସେଣ୍ଟ୍ରାଲ ଏସିଆ…

3 years ago

ବିମାନରୁ ମିଳିଲା ଦୁଇ ଜୀବନ୍ତ ଗୁଳି

ସିଓଲ,୧୦ା୩: ଦକ୍ଷିଣ କୋରିଆର ଇଞ୍ଚନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଡ଼ାଣ କରିବାକୁ ଥିବା ବିମାନରୁ ଦୁଇଟି ଜୀବନ୍ତ ଗୁଳି ମିଳିବା ପରେ ଉତ୍ତେଜନା ଦେଖାଦେଇଥିଲା। ବିମାନ ଅଧିକାରୀମାନେ ତୁରନ୍ତ…

3 years ago

ପୁଣି ଥରିଲା ଆଫଗାନିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୧

କାବୁଲ,୧୦।୩: ପୁଣି ଥରିଲା ଆଫଗାନିସ୍ତାନ। ଶୁକ୍ରବାର ସକାଳେ ଆଫଗାନିସ୍ତାନର ଫୌଜାବାଦରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି। ଏନେଇ…

3 years ago

ଆହୁରି ଶକ୍ତିଶାଳୀ ହେଲେ ସି ଜିନ୍‌ପିଙ୍ଗ: ତୃତୀୟଥର ରାଷ୍ଟ୍ରପତି ମନୋନୀତ

ବେଜିଂ,୧୦।୩: ନ୍ୟାଶନାଲ୍‌ ପିପୁଲ୍ସ କଂଗ୍ରେସ (ଏନପିସି) ର ୧୪ ତମ ବୈଠକରେ ସି ଜିନପିଙ୍ଗଙ୍କୁ ତୃତୀୟ ଥର ପାଇଁ ରାଷ୍ଟ୍ରପତି ଭାବେ ମନୋନୀତ କରାଯାଇଛି। ଏହା ତାଙ୍କ…

3 years ago

ଭାରତ-ପାକିସ୍ତାନ ମଧ୍ୟରେ ‘ରଚନାତ୍ମକ କଥାବାର୍ତ୍ତା’କୁ ସମର୍ଥନ କରିବ ଆମେରିକା, ହେଲେ ନିଷ୍ପତ୍ତି ସେମାନଙ୍କୁ ନେବାକୁ ପଡିବ

ୱାଶିଂଟନ,୧୦ ।୩: ଆମେରିକା ଗୁରୁବାର ଦୋହରାଇଛି ଯେ ଦୀର୍ଘ ସମୟରୁ ଲାଗି ରହିଥିବା ବିବାଦର ସମାଧାନ କରିବାକୁ ଭାରତ ଓ ପାକିସ୍ତାନ ମଧ୍ୟରେ ‘ରଚନାତ୍ମକ କଥାବାତ୍ତା’କୁ ସମର୍ଥନ…

3 years ago

ଇମ୍ରାନ ‘ନାନୀ’ କହିବାରୁ ରାଗିଲେ ମରିୟମ

ଇସଲାମାବାଦ,୧୦ ।୩: ପାକିସ୍ତାନ ମୁସଲିମ ଲିଗ(ଏନ)ର ନେତା ମରିୟମ ନୱାଜ ଗୁରୁବାର ତାଙ୍କର ଏକ ରାଲିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ଖୁବ ବର୍ଷିଛନ୍ତି ।…

3 years ago

ଇସ୍ରାଏଲରେ ଗୁଳିକାଣ୍ଡ, ୩ ଆହତ ପୋଲିସ ଗୁଳିରେ ଆକ୍ରମଣକାରୀ ନିହତ

ଜେରୁଜେଲମ,୧୦ ।୩: ଇସ୍ରାଏଲର ତେଲ ଆଭିବ ସହରରେ ଗୁରୁବାର ଏକ ଗୁଳିକାଣ୍ଡ ଘଟଣା ଘଟିଛି । ଏହି ସନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି…

3 years ago