ଓ୍ବାଶିଂଟନ,୮।୩ : ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ନେଡ ପ୍ରାଇସ ତାଙ୍କ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି। ତେବେ ସେ ଚଳିତ ଶେଷ ମାସ…
ନ୍ୟୁୟର୍କ,୮।୩ : ନ୍ୟୁୟର୍କର ଦକ୍ଷିଣ ଜିଲା ପାଇଁ ମୂଳ ଭାରତୀୟ ଆମେରିକୀୟ ଅରୁଣ ସୁବ୍ରମଣ୍ୟନ ଜଜ ହେବେ। ସେ ଏହି ବେଞ୍ଚରେ ପ୍ରଥମ ଦକ୍ଷିଣ ଏସୀୟ ବିଚାରପତି…
ଢାକା,୮।୩: ବାଂଲାଦେଶର ରାଜଧାନୀ ଢାକାର ଗୁଲିସ୍ତାନ ଅଞ୍ଚଳରେ ଥିବା ଜନଗହଳୀପୂର୍ଣ୍ଣ ଏକ ବହୁତଳ କୋଠାରେ ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ବର୍ତ୍ତମାନ ସୁଦ୍ଧା ୧୬ ଜଣଙ୍କ ମୃତ୍ୟୁ…
ସିରିଆ,୮।୩: ଇସ୍ରାଏଲର ଏକ ଲଢୁଆ ବିମାନ ମଙ୍ଗଳବାର ବିଳମ୍ବିତ ରାତି ଏବଂ ବୁଧବାର ସକାଳେ ସିରିଆର ଆଲେପ୍ପୋ ବିମାନବନ୍ଦରରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ତିନି ଜଣଙ୍କ…
କାବୁଲ,୮।୩: ଆଫଗାନିସ୍ତାନରେ ପୁଣି ଭୂକମ୍ପ ଝଟକା। ମଙ୍ଗଳବାର ରାତି ପ୍ରାୟ ୧.୪୦ରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସଳଚନା ଦିଆଯାଇଛି।…
ଇସଲାମାବାଦ,୮।୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଶ୍ୱସ୍ତି ମିଳିଛି। ଇସଲାମାବାଦ ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଣାଣି କରି ଇମ୍ରାନଙ୍କ ଜାମିନ ବିହୀନ ଗିରଫ ପରୱାନାକୁ ଅସ୍ଥାୟୀ…
ତେହେରାନ,୭।୩ : ନିକଟରେ ଭାରତରେ ଲିଥିୟମର ଏକ ବିଶାଳ ଭଣ୍ଡାର ରହିଥିବା ଜଣାପଡ଼ିଥିଲା। ବର୍ତ୍ତମାନ ଇରାନର ମାଟିତଳେ ମଧ୍ୟ ବହୁ ପରିମାଣରେ ଲିଥିୟମ ଥିବା ଜଣାପଡ଼ିଛି। ଇରାନ…
ବେଜିଂ,୭।୩ : ଦୀର୍ଘ ଦିନ ଧରି ଚାଇନା ଏବଂ ଆମେରିକା ମଧ୍ୟରେ ତିକ୍ତତା ଜାରି ରହିଛି। ଦୁଇ ବିଶ୍ୱ ଶକ୍ତି ମଧ୍ୟରେ ଉତ୍ତେଜନା କମ୍ ହେବାର ନାମ…
ବେଜିଂ,୭।୩ : ଲି କିୟାଙ୍ଗ ଚାଇନାର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ନିକଟତମ କୁହାଯାଉଥିବା ଲି କିଆଙ୍ଗଙ୍କ ନାମ ଚାଇନା ପ୍ରଧାନମନ୍ତ୍ରୀ ଲି…
କାଠମାଣ୍ଡୁ,୭।୩ : ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପା କୁମାର ଦହଲ ପ୍ରଚଣ୍ଡଙ୍କ ଅଡୁଆ ବଢ଼ିବାରେ ଲାଗିଛି। ସେ ନିଜ ସରକାରଙ୍କୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି। ଏବେ ତାଙ୍କ…