ଦେଶପ୍ରେମର ଊର୍ଜା
ଈଶ୍ୱରଙ୍କ ଅମୃତ ସନ୍ତାନ କହିଲେ ସମଗ୍ର ମନୁଷ୍ୟ ସମାଜକୁ ଇଙ୍ଗିତ କରେ। ବିଶ୍ୱର ବିଭିନ୍ନ ଭୂଖଣ୍ଡରେ ଥିବା ମଣିଷ ସମାଜର ସାମଗ୍ରିକ ପ୍ରଚେଷ୍ଟାରେ ପ୍ରତ୍ୟେକ ଭୂଖଣ୍ଡଗୁଡ଼ିକ ଗୋଟିଏ ଗୋଟିଏ ସମୃଦ୍ଧ ରାଷ୍ଟ୍ରରେ ପରିଣତ ହୋଇଛି। ବିଭିନ୍ନ ଦେଶରେ ଜନ୍ମ ନେଇଥିବା ଅନେକ…
ରାଜ୍ୟବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫ା୮(ବ୍ୟୁରୋ): ସୋମବାର ସମଗ୍ର ଦେଶରେ ୭୬ ତମ ସ୍ବାଧୀନତା ଦିବସ ପାଳନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୭୬ତମ #ସ୍ୱାଧୀନତାଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ପ୍ରତିଟି ଭାରତୀୟଙ୍କ ପାଇଁ…
୭୬ ତମ ସ୍ବାଧୀନତା ଦିବସ, ରାଜଘାଟରେ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧୫।୮ : ଦେଶର ୭୬ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାବାର ରାଜଘାଟେରେ ମହାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ଲାଲ୍ କିଲ୍ଲା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ସ୍ବାଧୀନତାର ଏହି ଅମୃତ ମହୋତ୍ସବରେ…
ଭାରତବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ ବାଇଡେନ
ଓ୍ବାଶିଂଟନ,୧୫ା୮: ଭାରତକୁ ୭୬ ତମ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଏଥିସହିତ ବାପୁଙ୍କ ସତ୍ୟ, ଅହିଂସା, ସଂଗ୍ରାମ କଥା ମନେ ପକାଇଛନ୍ତି ବାଇଡେନ। ଏହି ପବିତ୍ର ଦିବସ ଅବସରରେ ସେ କହିଛନ୍ତି, ଭାରତ-ଆମେରିକୀୟ ସଂସଦୀୟ ପାଇଁ…
ସ୍ବାଧୀନତା ଦିବସର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୧୪ ଦେଶର ଯୁବବର୍ଗ…
ନୂଆଦିଲ୍ଲୀ, ୧୧।୮ ସ୍ବାଧୀନତା ଦିବସ ଉପଲକ୍ଷେ ୯ ଅଗଷ୍ଟରୁ ୧୭ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୧୪ ଦେଶର ଯୁବବର୍ଗ ଅଂଶଗ୍ରହଣ କରିଛନ୍ତି। ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଥମ ଥର ପାଇଁ ଏଭଳି ଏକ ସ୍ବତନ୍ତ୍ର ଯୁବବର୍ଗଙ୍କ…
ଲାଲ୍ କିଲ୍ଲାରେ ପ୍ରଥମ ଥର ପାଇଁ ସଲାମୀ ଦେବ ସ୍ବଦେଶୀ ତୋପ…
ନୂଆଦିଲ୍ଲୀ, ୧୧।୮ : ଅଗଷ୍ଟ ୧୫ରେ ୭୫ ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଥମ ଥର ପାଇଁ ଲାଲ୍ କିଲ୍ଲାରେ ୨୧ ଥର ତୋପ ସଲାମୀ ପାଇଁ ମେକ ଇନ ଇଣ୍ଡିଆ ପଦକ୍ଷେପର ଏକ ଅଂଶ ଭାବରେ ସ୍ବଦେଶୀ ଆଡଭାନ୍ସଡ…
ମିଶନ କର୍ମଯୋଗୀ, ପ୍ରଶାସନିକ ସେବାକୁ କରିଛି ସୁଦୃଢ଼: ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧୫।୮: ପ୍ରଶାସନିକ ସେବାକୁ ସୁଦୃଢ଼ କରିବା ଲାଗି ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମିଶନ କର୍ମଯୋଗୀ ଯୋଗୁ ସୁଫଳ ମିଳିପାରିଛି। ଏହି ଜାତୀୟସ୍ତରୀୟ କାର୍ଯ୍ୟକ୍ରମ ଦ୍ୱାରା ସିଭିଲ୍ ସର୍ଭିସ୍ କାପାସିଟି ବିଲ୍ଡିଂ ସମ୍ଭବ ହୋଇ ପାରିଥିବା ନେଇ ଦେଶର ୭୫ ତମ…
ଜାତୀୟ ପତାକା ଉତ୍ତୋଳନ କଲେ ଆତଙ୍କବାଦୀଙ୍କ ପିତା…
ଶ୍ରୀନଗର,୧୫।୮: ଦେଶର ୭୫ ତମ ସ୍ବାଧୀନତା ଦିବସ ଅବସରରେ ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ଆତଙ୍କବାଦୀ ବୁରହାନ୍ ଓ୍ବାନୀଙ୍କ ପିତା ମୁଜଫର ଓ୍ବାନୀ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସେ ସ୍ଥାନୀୟ ଗଭର୍ନମେଣ୍ଟ୍ ଗର୍ଲସ୍ ହାୟର ସେକେଣ୍ଡାରୀ ସ୍କୁଲ୍ରେ ରବିବାର ପୂର୍ବାହ୍ନ ୯ଟାରେ ପହଞ୍ଚି…
ଆତ୍ମନିର୍ଭର ଭାରତ ଗଠନରେ ଜାତୀୟ ହାଇଡ୍ରୋଜେନ୍ ମିଶନ ଅପରିହାର୍ଯ୍ୟ…
ନୂଆଦିଲ୍ଲୀ,୧୫।୮: ସମ୍ପ୍ରତି ଭାରତ ବହୁବିଧ କ୍ଷେତ୍ରରେ ବିକାଶ କରୁଥିବାବେଳେ ଶକ୍ତି କ୍ଷେତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଲଟିଛି। ଏବେ ଦେଶ କ୍ୱାଣ୍ଟମ ଜମ୍ପ ଦେବାକୁ ଯାଉଛି। ଦେଶର ବହୁବିଧ ବିକାଶ ଲାଗି ଆଜି ସବୁଜ ଶକ୍ତି ଅପରିହାର୍ଯ୍ୟ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ…
କ୍ରୀଡ଼ା ପାଠପଢ଼ାର ଅଂଶ ବିଶେଷ, ମୁଖ୍ୟ ସ୍ରୋତରେ ହେବ ସାମିଲ୍…
ନୂଆଦିଲ୍ଲୀ,୧୫।୮: ପାଠପଢ଼ାରେ କ୍ରୀଡ଼ାକୁ ଏକ ଅଂଶ ବିଶେଷ ଭାବେ ଗ୍ରହଣ କରାଯାଇ ମୁଖ୍ୟ ସ୍ରୋତରେ ସାମିଲ୍ କରାଯିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ଦେଶର ୭୫ ତମ ସ୍ବାଧୀନତା ଦିବସ ଅବସରରେ ନିଜ ଭାଷଣରେ ସେ ଏଭଳି ସୂଚନା…
ସବ୍କା ସାଥ୍-ସବ୍କା ବିକାଶ-ସବ୍କା ବିଶ୍ୱାସ ସହିତ ସବ୍କା ପ୍ରୟାସ ମଧ୍ୟ ଜରୁରୀ: ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧୫।୮: ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ସହିତ ସବ୍କା ପ୍ରୟାସ ମଧ୍ୟ ଜରୁରୀ ବୋଲି ଦେଶର ୭୫ ତମ ସ୍ବାଧୀନତା ଦିବସ ଅବସରରେ ଲାଲ୍ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ମୋଦି ଏଭଳି କହିଛନ୍ତି। ଏହା…
କେଉଁଠି କିଏ କରିବେ ପତାକା ଉତ୍ତୋଳନ
ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜ୍ୟ ସରକାରଙ୍କ ତରଫରୁ ସ୍ବାଧୀନତା ଦିବସ-୨୦୨୧ ପାଳନ ଲାଗି ମନ୍ତ୍ରୀ ଏବଂ ଜିଲାପାଳମାନଙ୍କୁ ବିଭିନ୍ନ ଜିଲାର ଦାୟିତ୍ୱ ବଣ୍ଟାଯାଇଛି। ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ବରଗଡ଼ ଜିଲାସ୍ତରୀୟ ଉତ୍ସବରେ ପତାକା ଉତ୍ତୋଳନ କରିବେ। ସେହିପରି ଜଙ୍ଗଲ ପରିବେଶ ଓ ସଂସଦୀୟ…
Archives


