ବିଶ୍ୱକପ୍ରେ ରୋହିତଙ୍କ ଦ୍ୱିତୀୟ ଶତକ
ମାଞ୍ଚେଷ୍ଟର,୧୬ା୬(ପିଟି): ଭାରତୀୟ ଓପନର ରୋହିତ ଶର୍ମା ଏଠାରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ବିଶ୍ୱକପ୍ ମ୍ୟାଚ୍ରେ ଶତକ ଲଗାଇଛନ୍ତି। ସେ ୮୯ ବଲରୁ ୧୦୪ ରନ୍ କରି ଏପର୍ଯ୍ୟନ୍ତ ଅପରାଜିତ ଅଛନ୍ତି। ତାଙ୍କ ଇନିଂସରେ ୯ ଚୌକା ଓ ୩ ଛକା ସାମିଲ…
ଆଇସିସି ନିକଟରେ ଫେରାଦ ହେଲା ପିସିବି
ମାଞ୍ଚେଷ୍ଟର,୧୬ା୬(ପିଟି): ଭାରତରେ ବିଶ୍ୱକପ୍ ପ୍ରସାରଣ କରୁଥିବା ଷ୍ଟାର ସ୍ପୋଟର୍ସ ଚ୍ୟାନେଲ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଏକ ସ୍ବତନ୍ତ୍ର ବିଜ୍ଞାପନ ପ୍ରସାରଣ କରୁଥିଲା। ଏହାକୁ ବିରୋଧ କରି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆଇସିସି ନିକଟରେ ଫେରାଦ ହୋଇଛି। ଏପରି କି ଆଇସିସି…
ଅମିରଙ୍କୁ ମିଳିଲା ଦୁଇ ଚେତାବନୀ
ମାଞ୍ଚେଷ୍ଟର,୧୬ା୬: ଏଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ବିଶ୍ୱକପ୍ ମ୍ୟାଚ୍ରେ ଦକ୍ଷ ବୋଲର ମହମ୍ମଦ ଅମିରଙ୍କୁ ଅମ୍ପାୟର ଦୁଇ ଥର ଚେତାବନୀ ଦେଇଛନ୍ତି। ଭାରତ ବ୍ୟାଟିଂ କରୁଥିବାବେଳେ ଇନିଂସର ୨.୪ ଓ ୩.୪ ଓଭରରେ ଦୁଇ ଥର ଘଟିଥିଲା। ଭାରତୀୟ…
ପ୍ରଥମେ ବ୍ୟାଟିଂ ଭାରତ
ମାଞ୍ଚେଷ୍ଟର,୧୬।୬(ପିଟି): ଏଠାରେ ଭାରତ ବିପକ୍ଷରେ ଖେଳାଯାଉଥିବା ବିଶ୍ୱକପ୍ ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ବର୍ଷା ହେବାର ସମ୍ଭାବନା ଥିବାରୁ ସର୍ଫରାଜ ଅହମ୍ମଦ ଏହି ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିବ।…
ଦଣ୍ଡିତ ହୋଇପାରେ ଶ୍ରୀଲଙ୍କା
ଲଣ୍ଡନ,୧୬ା୬: ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ଶ୍ରୀଲଙ୍କା ଦଳକୁ ଦଣ୍ଡିତ କରିପାରେ। ପୂର୍ବ ଚାମ୍ପିୟନ ଶ୍ରୀଲଙ୍କା ଆଇସିସି ନିୟମ ଭଙ୍ଗ କରିଛି। ଏଠାରେ ଖେଳାଯାଇଥିବା ବିଶ୍ୱକପ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆଠାରୁ ୮୭ ରନ୍ ପରାଜୟ ବରଣ କରିବା ପରେ ଦିମୁଥ କରୁଣାରତ୍ନେଙ୍କ ଦଳର…
ବିଶ୍ୱକପ୍ ଆୟୋଜକଙ୍କୁ ଗାଭାସ୍କରଙ୍କ ସମାଲୋଚନା
ମାଞ୍ଚେଷ୍ଟର,୧୬ା୬: ପୂର୍ବତନ ଭାରତୀୟ ଅଧିନାୟକ ସୁନିଲ ଗାଭାସ୍କର ବିଶ୍ୱକପ୍ ଆୟୋଜକ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)କୁ ସମାଲୋଚନା କରିଛନ୍ତି। ବର୍ଷା ପ୍ରଭାବିତ ଗ୍ରାଉଣ୍ଡକୁ ଶୀଘ୍ର ମ୍ୟାଚ୍ ଲାଗି ପ୍ରସ୍ତୁତ କରିବା ପାଇଁ ଏଠାରେ ବିଶେଷ ସୁବିଧା ନାହିଁ। ଏଥିନେଇ…
ବ୍ରାଥଓ୍ବେଟଙ୍କୁ ଭର୍ତ୍ସନା
ସାଉଥାମ୍ପଟନ,୧୫।୬(ପିଟି): ଓ୍ବେଷ୍ଟଇଣ୍ଡିଜ ଅଲରାଉଣ୍ଡର କାର୍ଲୋସ ବ୍ରାଥଓ୍ବେଟଙ୍କୁ ଭର୍ତ୍ସନା କରାଯାଇଛି। ଏଠାରେ ଶୁକ୍ରବାର ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ବିଶ୍ୱକପ୍ ମ୍ୟାଚ୍ରେ ସେ ଅମ୍ପାୟରଙ୍କୁ ଖରାପ ବ୍ୟବହାର କରିଥିଲେ। ଫଳରେ ବ୍ରାଥଓ୍ବେଟ ଖେଳାଳିଙ୍କ ଲାଗି ଉଦ୍ଦିଷ୍ଟ ଆଇସିସି ନିୟମ ଭଙ୍ଗ କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ଦଳ…
ଭାରତ-ପାକିସ୍ତାନ ମ୍ୟାଚ୍ରେ ବର୍ଷା ହେଲେ କ୍ଷତି ହେବ ୧୩୭ କୋଟି ଟଙ୍କା
ନୂଆଦିଲ୍ଲୀ,୧୫।୬: ହଠାତ୍ ମାଡ଼ିଆସିଥିବା କଳା ବାଦଲ ଯୋଗୁ ଇଂଲଣ୍ଡରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍ର ୪ ମ୍ୟାଚ୍ ସମ୍ପୂର୍ଣ୍ଣ ବାତିଲ ହୋଇସାରିଛି। ଏଥିଯୋଗୁ ବିମା କମ୍ପାନୀକୁ କ୍ଷତି ସହିବାକୁ ପଡ଼ୁଛି। ଏପର୍ଯ୍ୟନ୍ତ ବାତିଲ ହୋଇଥିବା ୪ ମ୍ୟାଚ୍ ଯୋଗୁ ବିମା କମ୍ପାନୀ ୨୦୦ରୁ…
ଭାରତ-ପାକିସ୍ତାନ ମ୍ୟାଚ୍ ଭାରତ ଆର୍ମି ପାଇଁ ସ୍ବତନ୍ତ୍ର
ମାଞ୍ଚେଷ୍ଟର,୧୫।୬: ଭାରତୀୟ କ୍ରିକେଟ ଦଳକୁ ଦେଶ ଓ ବିଦେଶରେ ସମର୍ଥନ କରୁଥିବା ପ୍ରଶଂସକଙ୍କ ଗ୍ରୁପ ଭାରତ ଆର୍ମି ଟିମ୍ ଇଣ୍ଡିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇଭୋଲଟେଜ ମ୍ୟାଚ୍ ପୂର୍ବରୁ ଏକ ମେସେଜ ଦେଇଛନ୍ତି। ଏହା କେବଳ ଏକ ମ୍ୟାଚ୍।…
ରୟ, ମୋର୍ଗାନ ଆହତ
ସାଉଥାମ୍ପଟନ,୧୫।୬(ପି.ଟି.): ଇଂଲଣ୍ଡ ଦଳର ଅଧିନାୟକ ଇଅନ ମୋର୍ଗାନ ଓ ଓପନର ଜାସନ ରୟ ଆହତ ହୋଇଛନ୍ତି। ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ରୟଙ୍କ ମାଂସପେଶୀ ଟାଣି ହୋଇଯାଇଥିବାବେଳେ ମୋର୍ଗାନ ପିଠିରେ ଆଘାତ ଲାଗିଛି। ଦୁଇ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଆହତ ହୋଇଥିଲେ…
ଅସାଧାରଣ ପାଣିପାଗ: ସନ୍ଦେହରେ ଭାରତ- ପାକିସ୍ତାନ ମ୍ୟାଚ୍
ମାଞ୍ଚେଷ୍ଟର,୧୫।୬: ଏଠାରେ ରବିବାର ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍ ମ୍ୟାଚ୍ ଖେଳାଯିବ। ଏହି ହାଇଭୋଲଟେଜ ମ୍ୟାଚ୍ ଉପରେ ଅସାଧାରଣ ପାଣିପାଗ ଯୋଗୁ ସଙ୍କଟ ଦେଖାଦେଇଛି। କଳା ବାଦଲ ଲାଗି ଚଳିତ ବିଶ୍ୱକପ୍ର ୪ ମ୍ୟାଚ୍ ସମ୍ପୂର୍ଣ୍ଣ ବାତିଲ…
ପାକିସ୍ତାନରେ ଜନ୍ମିତ ପ୍ରଶଂସକଙ୍କୁ ଟିକେଟ୍ ଦେଲେ ଧୋନୀ
ନୂଆଦିଲ୍ଲୀ,୧୪।୬(ପି.ଟି.): ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ଚାଚା ସିକାଗୋ ନାମରେ ପରିଚିତ କରାଚୀରେ ଜନ୍ମିତ ମହମ୍ମଦ ବାଶିରଙ୍କ ବନ୍ଧୁତ୍ୱ ୨୦୧୧ ବିଶ୍ୱକପ୍ ସେମିଫାଇନାଲଠାରୁ ମଜଭୁତ ହୋଇଯାଇଛି। ରବିବାର ଖେଳାଯିବାକୁ ଥିବା ହାଇଭୋଲଟେଜ ମ୍ୟାଚ୍ର ଟିକେଟ୍ ନ ଥାଇ…
Archives


