ତାହିର, ଡୁମିନିଙ୍କ ଅବସର
ମାଞ୍ଚେଷ୍ଟର,୭।୭- ଭେଟେରାନ ସ୍ପିନର ଇମ୍ରାନ ତାହିର ଓ ଜେପି ଡୁମିନି ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ଏଠାରେ ଖେଳାଯାଇଥିବା ଚଳିତ ବିଶ୍ୱକପ୍ର ଅନ୍ତିମ ଲିଗ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ୧୦ ରନ୍ରେ ହରାଇ ଦକ୍ଷିଣ ଆଫ୍ରିକା ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି।…
୩୮ ବର୍ଷରେ ପାଦ ଦେଲେ ଧୋନୀ
ଲିଡ୍ସ,୭।୭- ଭେଟେରାନ ଉଇକେଟକିପର ଓ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ ରବିବାର ୩୮ ବର୍ଷରେ ପାଦ ଦେଇଛନ୍ତି। ଭାରତୀୟ ଦଳ ତା’ର ଅନ୍ତିମ ଲିଗ୍ ମ୍ୟାଚ୍ରେ ଶ୍ରୀଲଙ୍କାକୁ ହରାଇବା ପରେ ଧୋନୀଙ୍କ ଜନ୍ମ ଦିନ ପାଳନ ହୋଇଥିଲା। ଏହି ଅବସରରେ ଦଳୀୟ…
ରୋହିତ୍ଙ୍କ ବିଶ୍ୱରେକର୍ଡ
ଲିଡ୍ସ, ୭।୭ (ପି.ଟି.)- ଶ୍ରେଷ୍ଠ ଫର୍ମରେ ଥିବା ତାରକା ଓପନର୍ ରୋହିତ୍ ଶର୍ମା ଏବଂ ଲୋକେଶ ରାହୁଲଙ୍କ ଶତକ ସହାୟତାରେ ଭାରତ ଚଳିତ ଆଇସିସି ବିଶ୍ୱକପର ଶନିବାର ଅନୁଷ୍ଠିତ ମ୍ୟାଚରେ ଶ୍ରୀଲଙ୍କାକୁ ୭ ଉଇକେଟରେ ପରାସ୍ତ କରିଛି। ଶ୍ରୀଲଙ୍କା ପକ୍ଷରୁ ଧାର୍ଯ୍ୟ…
ଧୋନୀଙ୍କୁ ଆଇସିସିର ଭୂୟସୀ ପ୍ରଶଂସା
ଲିଡ୍ସ,୭।୭(ପି.ଟି.)- ଭାରତୀୟ ପୂର୍ବତନ ଅଧିନାୟକ ତଥା ଅଭିଜ୍ଞ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନଙ୍କ ପ୍ରଶଂସାରେ ଶତମୁଖ ହୋଇଛି ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି)। ଧୋନୀ ଭାରତୀୟ କ୍ରିକେଟର ରୂପରେଖରେ ସକାରାତ୍ମକ ପରିବର୍ତ୍ତନ ଆଣିଛନ୍ତି ବୋଲି ଆଇସିସି ତରଫରୁ କୁହାଯାଇଛି। ଜଣେ…
ଭାରତର ସହଜ ବିଜୟ
ଭାରତର ସହଜ ବିଜୟଲିଡ୍ସ, ୬।୭(ପି.ଟି.)- ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଶତକ ସହାୟତାରେ ଚଳିତ ବିଶ୍ୱକପ୍ରେ ଭାରତ ତା’ର ଅନ୍ତିମ ଲିଗ୍ ମ୍ୟାଚ୍ରେ ଶ୍ରୀଲଙ୍କାକୁ ୩୯ଟି ବଲ ବାକି ରଖି ୭ ଉଇକେଟରେ ପରାସ୍ତ କରିଛି। ଏଥିସହ…
ଉଡିଲା ଭାରତ ବିରୋଧୀ ବ୍ୟାନର
ଲିଡ୍ସ,୬।୭(ପିଟି)- ଚଳିତ ବିଶ୍ୱକପ୍ରେ ଆଉ ଏକ ରାଜନୈତିକ ବ୍ୟାନର ଦେଖିବାକୁ ମିଳିଛି। ସ୍ଥାନୀୟ ହେଡିଂଲେ ଷ୍ଟାଡିୟମ୍ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ବେଳେ ଏକ ଅଜଣା ବିମାନ ଷ୍ଟାଡିୟମ ଉପରେ ଉଡ଼ିଥିଲା। ସେଥିରେ କଶ୍ମୀର ପାଇଁ ନ୍ୟାୟ ବୋଲି ଲିଖିତ…
ଅମ୍ପାୟର ଇଆନ ଗୋଲ୍ଡଙ୍କ ଅବସର
ଲିଡ୍ସ,୬।୭(ପିଟି)- ଇଂଲିଶ ଅମ୍ପାୟର ଇଆନ ଗୋଲ୍ଡ ଏଠାରେ ଚାଲିଥିବା ଭାରତ ଓ ଶ୍ରୀଲଙ୍କା ମ୍ୟାଚ୍ ପରେ ଅବସର ନେବେ। ଏ ନେଇ ଆଇସିସି ପକ୍ଷରୁ ଶନିବାର କୁହାଯାଇଛି। ଗୋଲ୍ଡ ଅମ୍ପାୟରିଂ କ୍ୟାରିୟରରେ ୭୪ ଟେଷ୍ଟ ଓ ଭାରତ-ଶ୍ରୀଲଙ୍କା ମ୍ୟାଚ୍କୁ ମିଶାଇ ୧୪୦…
ନେଟ୍ ରନରେଟ୍ ନିୟମକୁ ଆର୍ଥରଙ୍କ ସମାଲୋଚନା
ଲଡର୍ସ,୬।୭- ପାକିସ୍ତାନ କ୍ରିକେଟ୍ ଦଳର କୋଚ୍ ମିକି ଆର୍ଥର ନେଟ୍ ରନରେଟ୍ ନିୟମ ବଦଳାଇବା ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ପରାମର୍ଶ ଦେଇଛନ୍ତି। ଏହା ବଦଳରେ ଟୁର୍ନାମେଣ୍ଟରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ର ଫଳାଫଳକୁ ଗୁରୁତ୍ୱ ଦିଆଯାଉ ବୋଲି…
ବିଶ୍ୱକପ୍ ରେକର୍ଡ ଅଧିକାରୀ ଶାହିନ ଆଫ୍ରିଦୀ
ଲଣ୍ଡନ,୬।୭- ୧୯ ବର୍ଷୀୟ ପାକିସ୍ତାନ ବୋଲର ଶାହିନ ଶାହ ଆଫ୍ରିଦୀ ଶୁକ୍ରବାର ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ବିଶ୍ୱକପ୍ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହି ମ୍ୟାଚ୍ରେ ସେ ୯.୧ ଓଭର ବୋଲିଂ କରି ୩୫ ରନ୍ ବ୍ୟୟରେ ୬ ଉଇକେଟ ଅକ୍ତିଆର କରିଥିଲେ।…
ପ୍ରଥମେ ବୋଲିଂ କରିବ ଭାରତ
ଲିଡ୍ସ,୬।୭- ଚଳିତ ବିଶ୍ୱକପ୍ରେ ଶ୍ରୀଲଙ୍କା ବିପକ୍ଷ ଅନ୍ତିମ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତୀୟ ଦଳ ପ୍ରଥମେ ବୋଲିଂ କରିବାକୁ ଆମନ୍ତ୍ରଣ ପାଇଛି। ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରିଥିବା ଦଳର ରେକର୍ଡ ଭଲ ଥିବାରୁ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି…
ଦିନିକିଆରୁ ମଲିକଙ୍କ ଅବସର
କରାଚୀ,୬।୭- ଭେଟେରାନ ପାକିସ୍ତାନ ଅଲରାଉଣ୍ଡର ଶୋଏବ ମଲିକ ଅନ୍ତର୍ଜାତୀୟ ଦିନିକିଆର ଅବସର ନେଇଛନ୍ତି। ଲଡର୍ସଠାରେ ପାକିସ୍ତାନ ତା’ର ଅନ୍ତିମ ମ୍ୟାଚ୍ରେ ବାଂଲାଦେଶକୁ ହରାଇବା ପରେ ମଲିକ ଏହି ଘୋଷଣା କରିଛନ୍ତି। ଅନ୍ତିମ ଲିଗ୍ ମ୍ୟାଚ୍କୁ ୯୪ ରନ୍ରେ ଜିତିବା ସତ୍ତ୍ୱେ ଦଳ…
ଭାବବିହ୍ବଳ ବିଦାୟ ଲାଗି ପ୍ରସ୍ତୁତ ତାହିର
ମାଞ୍ଚେଷ୍ଟର,୫।୭- ଦକ୍ଷିଣ ଆଫ୍ରିକା ଲେଗ୍ ସ୍ପିନର ଇମ୍ରାନ ତାହିର ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେବା ଲାଗି ପ୍ରସ୍ତୁତ। ଶନିବାର ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲା ତାଙ୍କ କ୍ୟାରିୟରର ୧୦୭ତମ ଓ ଅନ୍ତିମ ଦିନିକିଆ ମ୍ୟାଚ୍ ହେବ। ପାକିସ୍ତାନରେ ଜନ୍ମିତ…
Archives


