ଦାବି ପୂରଣ ନ ହେଲେ ଜୁଲାଇ ୧୪ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ନୂଆପଡ଼ା,୨୬ା୬ (ମକାରୁ ବେମାଲ):ଓଡ଼ିଶା ରାଜସ୍ବ ଅମଲାସଂଘର ଆହ୍ବାନକ୍ରମେ ଜିଲା ଅମଲା ସଂଘ ନୂଆପଡା ପକ୍ଷରୁ ବୁଧବାର ଜିଲାପାଳ ମଧୁସୂଦନ ଦାଶଙ୍କୁ ୧୦ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଜିଲା ସଭାପତି ତ୍ରିଲୋଚନ ରଥଙ୍କ ନେତୃତ୍ୱରେ ସମସ୍ତ ଜିଲା ସ୍ତରୀୟ ଅମଲା ଉପସ୍ଥିତ ଥିଲେ।…
ଚାଇନା ଆଗରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଏମିତି ଧମକ ଦେଲା ଭାରତ, ବିଶ୍ୱରେ ଚହଳ
ନୂଆଦିଲ୍ଲୀ,୨୬।୬: ଚୀନର କ୍ୱିଙ୍ଗଡାଓ ସହରରେ ଚାଲିଥିବା SCO (ସାଂଘାଇ ସହଯୋଗ ସଂଗଠନ) ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆତଙ୍କବାଦ ଉପରେ ଆୟୋଜକ ଚାଇନା ଏବଂ ପାକିସ୍ତାନକୁ ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି ଯେ ଆମେ ଆତଙ୍କବାଦ ବିରୋଧରେ…
ଏବେ ରିଙ୍କୁ ସିଂହ କରିବେ ସରକାରୀ ଚାକିରି, ଯୋଗୀ ସରକାର ଦେଲେ ବଡ଼ ଉପହାର
ନୂଆଦିଲ୍ଲୀ,୨୬।୬: ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂହ ଭିନ୍ନ କାରଣକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଜନ୍ମ ୧୨ ଅକ୍ଟୋବର ୧୯୯୭ରେ ଆଲିଗଡ଼ର ଏକ ସାଧାରଣ ପରିବାରରେ ହୋଇଥିଲା। ତାଙ୍କ ଜୀବନ ସଂଘର୍ଷପୂର୍ଣ୍ଣ ଥିଲା, କିନ୍ତୁ ସେ ତାଙ୍କ କଠିନ…
ଯାଇଥିଲେ ହେଲେ ନବୀନଙ୍କୁ ଦେଖା କରିପାରିଲେନି, ବବିଙ୍କ ଫୋନ୍ରୁ ପାଣ୍ଡିଆନ୍ଙ୍କୁ ଭିଡିଓ କଲ; ବଢ଼ିଲା…
ଭୁବନେଶ୍ୱର,୨୬ା୬(ସୁନିତ୍ ମିଶ୍ର): ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବେ ଚିକିତ୍ସାଧୀନ ରହିଛନ୍ତି। ପୂର୍ବରୁ କେବେ ନିଜର ଚିକିତ୍ସା ସମ୍ପର୍କରେ ସାଧାରଣରେ ସବିଶେଷ ତଥ୍ୟ ଦେଇଯାଇ ନ ଥିଲେ। ହେଲେ ପ୍ରଥମ ଥର ଲାଗି…
ସୁଭଦ୍ରା ୩ୟ କିସ୍ତିକୁ ନେଇ ଆସିଲା ବଡ଼ ଖବର: ଏହି ଦିନ ଖାତାକୁ ଆସିବ ଟଙ୍କା
ଭୁବନେଶ୍ୱର,୨୬। ୬(ସୁନିତ୍ ମିଶ୍ର): ସୁଭଦ୍ରା ଯୋଜନାର ୩ୟ କିସ୍ତି ଆସନ୍ତା ରାଖୀ ପୂର୍ଣ୍ଣିମା ଅଗଷ୍ଟ ୯ରେ ହିତାଧିକାରୀମାନଙ୍କୁ ମିଳିବ। ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ସୁଭଦ୍ରା ସୋସାଇଟିର ୪ର୍ଥ ପରିଚାଳନା ପରିଷଦ…
ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ଯୋଗୁ ବନ୍ୟା: ୨ ମୃତ, ଅନେକ ନିଖୋଜ
ଶିମଲା, ୨୬।୬: ହିମାଚଳ ପ୍ରଦେଶରେ ବୁଧବାର ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କାଙ୍ଗଡ଼ା ଓ କୁଲୁ ଜିଲାରେ ଅନେକ ଲୋକ ନିଖୋଜ ହୋଇଥିବା ଆଶଙ୍କା କରାଯାଉଛି।…
ନବୀନଙ୍କୁ ଦେଖା କରିବାକୁ ଯାଇଥିଲେ ବିଜେଡି ନେତା, ହେଲେ ପାଣ୍ଡିଆନ ଦେଖାଇଲେ…
ଭୁବନେଶ୍ୱର,୨୬ା୬(ସୁନିତ୍ ମିଶ୍ର): ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏବେ ଚିକିତ୍ସାଧୀନ ରହିଛନ୍ତି। ନବୀନ ପୂର୍ବରୁ କେବେ ନିଜର ଚିକିତ୍ସା ସମ୍ପର୍କରେ ସାଧାରଣରେ ସବିଶେଷ ତଥ୍ୟ ଦେଇଯାଇ ନ ଥିଲେ।…
ଆଜି ଲଘୁଚାପ, ୪ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷିବ
ଭୁବନେଶ୍ୱର,୨୬ା୬(ଅନୁରାଧା ମହାରଣା): ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବୁଧବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଗୁରୁବାର ମଧ୍ୟରେ ଏହି ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବାର ସମ୍ଭାବନା…
ଅଭିନେତା ନାରାୟଣ ପତିଙ୍କ ପରଲୋକ
ଭୁବନେଶ୍ୱର, ୨୫ା୬ (ସୌମ୍ୟରଞ୍ଜନ ରାଉତ): ସିନେ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତି(୭୨)ଙ୍କ ବୁଧବାର ହୃଦ୍ଘାତରେ ପରଲୋକ ହୋଇଯାଇଛି। ବ୍ୟାସକବି ଫକୀରମୋହନ ସେନାପତିଙ୍କ କାଳଜୟୀ ସାହିତ୍ୟକୃତି ‘ଡାକମୁନସୀ’ ଉପରେ ଏକ ଓଡ଼ିଆ ସିନେମା ନିର୍ମାଣ କରିବାକୁ କଳାକାର ଚୟନ ଚାଲିଥିବା ବେଳେ…
ନାରୀ ନିର୍ଯାତନାର ପ୍ରତିବାଦ କରି ଯୁବଛାତ୍ରର ବିକ୍ଷୋଭ
ଛତ୍ରପୁର,୨୫ା୬(ଦିଲ୍ଲୀପ ସାମଲ): ରାଜ୍ୟ ବା ଗଞ୍ଜାମ ଜିଲାରେ ହୁ ହୁ ହୋଇ ବଢ଼ିଚାଲିଥିବା ନାରୀ ନିର୍ଯାତନା, ବଳାତ୍କାରର ଆଜି ଛତ୍ରପୁର ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଏନେଇ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର…
ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିବ +୨, ବିଧାୟକ-ଉପଜିଲାପାଳଙ୍କ ସହଯୋଗ…
ଭଞ୍ଜନଗର,୨୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱ ପ୍ରଦୀପ କମାନୁ ଆଜକୁ ୬ ମାସ ତଳେ ନେଇଥିଲେ। ସେ ଦାୟିତ୍ୱ ନେବା ପରଠୁ ବିଦ୍ୟାଳୟର କିଛିନା କିଛି ଉନ୍ନତି ପାଇଁ ସର୍ବଦା ଚେଷ୍ଟା କରୁଛନ୍ତି। ଭଞ୍ଜନଗର କେନ୍ଦ୍ରୀୟ…
ଆମେରିକା ପହଞ୍ଚିପାରିବା ଭଳି ଦୀର୍ଘ ଦୂରଗାମୀ ପରମାଣୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଉପରେ କାମ କରୁଛି ପାକିସ୍ତାନ: ରିପୋର୍ଟ
ନୂଆଦିଲ୍ଲୀ,୨୪: ପାକିସ୍ତାନ ଗୁପ୍ତରେ ଏକ ପରମାଣୁ-ସମ୍ପନ୍ନ ଆନ୍ତମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର (ICBM) ବିକାଶ କରୁଛି, ଯାହା ଆମେରିକା ପର୍ଯ୍ୟନ୍ତ ପହଞ୍ଚିପାରିବ ବୋଲି ଆମେରିକୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକ ଦାବି କରିଛନ୍ତି। ‘ଫରେନ ଆଫେୟାର୍ସ’ ପତ୍ରିକାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଏହି…
Archives


