Home

ଟ୍ରେନ୍‌ରେ ଯିବାବେଳେ ଯାତ୍ରୀ ଆପଣାଇଲେ ଅଜବ କୌଶଳ, ଏମିତି ଦୃଶ୍ୟ କେବେ ଦେଖି ନ ଥିବେ…

ଆଜିକାଲି ସୋସିଆଲ ମିଡିଆରେ ଏକ ମଜାଳିଆ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯାତ୍ରୀ ଟ୍ରେନ୍‌ରେ ଏମିତି ଏକ ଦେଶୀ କୌଶଳ କରିଛନ୍ତି ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ମଜା ବି ନେଉଛନ୍ତି। ଭିଡିଓରେ ଜଣେ ଯାତ୍ରୀ…

ସେବାୟତଙ୍କ ବିସ୍ଫୋରକ ବୟାନ, ଭିଡରେ…

ପୁରୀ,୨୯।୬(ଅଜିତ କୁମାର ମହାନ୍ତି): ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ତୃତୀୟ ଦିନରେ ଏକ ବଡ ଧରଣର ଅଘଟଣ ଘଟିଛି । ପ୍ରଶାସନର ଦାୟିତ୍ୱହୀନତା କାରଣରୁ ଅନେକ ଭକ୍ତ ଆହତ ହୋଇଥିବାବେଳେ 3 ଜଣଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ ପୋଲିସ ଓ…

ପୁରୀରେ ବଡ଼ ଅଘଟଣ: ଜଣାପଡିଲା ବଡ଼ କାରଣ

ପୁରୀ, ୨୯।୬: ସକାଳୁ ସକାଳୁ ପୁରୀରେ ଘଟିଛି ବଡ଼ ଅଘଟଣ। ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ। କାଳିକା ଦର୍ଶନ କରିବାକୁ ଆସି ଠେଲାପେଲାରେ ୩ ଭକ୍ତଙ୍କ ମୃତ୍ୟୁ ହୋଇଛି। ୩ଜଣଙ୍କ ମୃତ୍ୟୁ ହେବା ସହ ୫୦ ଆହତ ହୋଇଛନ୍ତି। ତେବେ…

ସକାଳୁ ସକାଳୁ ପୁରୀରେ ବଡ଼ ଅଘଟଣ, ୩ ଭକ୍ତଙ୍କ ମୃତ୍ୟୁ, ଅନେକ ଆହତ

ପୁରୀ, ୨୯।୬: ସକାଳୁ ସକାଳୁ ପୁରୀରେ ଘଟିଛି ବଡ଼ ଅଘଟଣ। ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ। କାଳିଆ ଦର୍ଶନ କରିବାକୁ ଆସି ଠେଲାପେଲାରେ ୩ ଭକ୍ତଙ୍କ ମୃତ୍ୟୁ ହୋଇଛି। ସୂଚନାଥାଉ କି, ରଥ ସମ୍ମୁଖରେ ଅଘଟଣ ଘଟିଥିବା ସୂଚନା ମିଳିଛି।…

ରଥଟଣା ବିଳମ୍ବରୁ ରାଜନୀତି

ଶ୍ରୀକ୍ଷେତ୍ର ପୁରୀରେ ଶୁକ୍ରବାର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ନିର୍ଦ୍ଧାରିତ ସମୟ ଅପରାହ୍ନ ୪ଟାରେ ହୋଇପାରି ନ ଥିଲା। ପରମ୍ପରା ଅନୁଯାୟୀ, ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପ୍ରଥମେ ଅପରାହ୍ନ ୪ଟା ୧୦ରେ ଗଡ଼ିଥିଲା। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଶ୍ରଦ୍ଧାଳୁ ଟାଣିନେଇଥିଲେ।…

Reel ବାଲା ମ୍ୟାଜିକ ରିୟଲ ଲାଇଫରେ ଦେବ ଅଦ୍ଭୁତ ଲାଭ, ହଳଦୀପାଣି ଦୂର କରିବ ଏସବୁ ରୋଗ

ନୂଆଦିଲ୍ଲୀ: Instagram ରେ ସମସ୍ତେ ହଳଦୀ ପାଣି ପାଇଁ ପାଗଳ ହେଉଛନ୍ତି। ଏହି ଟ୍ରେଣ୍ଡ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନ୍ଧାରରେ ସମସ୍ତେ ପାଣିରେ ହଳଦୀ ମିଶାଇ ପିଇବାର ଦେଖାଯାଉଛି। ହଳଦୀ ପାଣି କେବଳ ରିଲରେ ଯାଦୁ ନୁହେଁ ବରଂ ବାସ୍ତବ…

ପୁରୀ ସହ ଦୀଘା ରଥଯାତ୍ରାକୁ ତୁଳନା କଲେ ରାଜଦୀପ ସର୍‌ଦେଶାଇ, କ୍ଷମା ମାଗିବାକୁ କହିଲେ ସବ୍ୟସାଚୀ

ଭୁବନେଶ୍ୱର, ୨୮ା୬ (ବନ୍ଦନା ସେଠୀ) – ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ଶ୍ରୀକ୍ଷେତ୍ର ସମେତ ସାରା ରାଜ୍ୟ ଚଳଚଞ୍ଚଳ ହୋଇପଡିଛି। ରଥାରୁଢ ଦିଅଁଙ୍କୁ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ଶ୍ରଦ୍ଧାଳୁମାନେ ପୁରୀରେ ଡେରା ପକାଇଛନ୍ତି। ଏଭଳି ସମୟରେ ବିଶ୍ୱ ପ୍ରସିଦ୍ଧ…

ଘରେ ପଡ଼ିଛି କି କାହା ଖରାପ ନଜର, ଲାଗି ରହୁଛି ସ୍ବାସ୍ଥ୍ୟ ସମସ୍ୟା, ହେବା କାମ ବିଗୁଡୁଛି; ଜାଣନ୍ତୁ ଉପାୟ…

ଘର ଉପରେ ଖରାପ ନଜର ପଡ଼ିଲେ ସମସ୍ତଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପଡ଼ିଥାଏ। ଘରେ କଳହ ଲାଗି ରହେ। ନାନାଦି ସମସ୍ୟା ଯୋଗୁ ଘରେ ଅଶାନ୍ତି ବାସ କରେ। ଏମିତିରେ କିପରି ଆପଣ ନିଜକୁ ଖରାପ ନଜରରୁ ରକ୍ଷା କରିବେ, କେଉଁ…

‘ଆଦାନୀଙ୍କ ଇଚ୍ଛା ଅନୁସାରେ ଘୁଞ୍ଚିଲା ରଥଟଣା’

ଭୁବନେଶ୍ୱର,୨୮ା୬(ସୁନିତ୍‌ ମିଶ୍ର): ଚଳିତ ବର୍ଷ ତ୍ରୁଟି ଶୂନ୍ୟ ଓ ସ୍ମରଣୀୟ ରଥଯାତ୍ରା ହେବ ଏବଂ ଏକ ଦିବ୍ୟ ଅନୁଭୂତି ନେଇ ଭକ୍ତମାନେ ଫେରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ କିନ୍ତୁ ଅବ୍ୟବସ୍ଥିତ ଓ ମହାବିଭ୍ରାଟରେ ରଥଯାତ୍ରା ସମ୍ପନ୍ନ ହେଲା। ଦୋଷ ଏବଂ ତ୍ରୁଟି…

ଶେଫାଳିଙ୍କ ଅସମୟ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ସ୍ବାମୀ ପରାଗ

ମୁମ୍ବାଇ: ବଲିଉଡରେ ‘କାଣ୍ଟା ଲଗା ଗାର୍ଲ’ ଭାବରେ ପ୍ରସିଦ୍ଧ ଶେଫାଳି ଜରିୱାଲାଙ୍କ ୪୨ ବର୍ଷ ବୟସରେ ମୃତ୍ୟୁ ଘଟିଛି। ଅଭିନେତ୍ରୀଙ୍କ ଶେଷକୃତ୍ୟ ମୁମ୍ବାଇରେ କରାଯାଇଥିଲା। ଯେଉଁଠାରେ ତାଙ୍କ ପରିବାର ବ୍ୟତୀତ ଅନେକ ଟିଭି ଷ୍ଟାର ଯୋଗ ଦେଇଥିଲେ। ଅଭିନେତ୍ରୀଙ୍କୁ ଶେଷ ବିଦାୟ…

୨ ଲଘୁଚାପ ସକ୍ରିୟ: ୪ ଯାଏ ପ୍ରବଳ ବର୍ଷା, ୧୬ ଜିଲାକୁ ୟେଲୋ ଓ୍ବାର୍ନିଂ…

ଭୁବନେଶ୍ୱର,୨୮ା୬(ଅନୁରାଧା ମହାରଣା)- ଗୁଜରାଟର ସୌରାଷ୍ଟ୍ର ଓ କଚ୍ଛର ଦକ୍ଷିଣ ଭାଗ ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତରପୂର୍ବ ଆରବସାଗର ଅଞ୍ଚଳରେ ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଘନୀଭୂତ ହୋଇ ରବିବାର ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ସେହିପରି…

ଖାମେନେଇଙ୍କ ଉପରେ ପୁଣି ରାଗିଲେ ଟ୍ରମ୍ପ, କହିଲେ ମୁଁ ଇରାନ ଉପରୁ ପ୍ରତିବନ୍ଧକ…

ଓ୍ବାଶିଂଟନ,୨୮।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ଉପରେ ରାଗି ଯାଇଛନ୍ତି। ଟ୍ରମ୍ପ ଶନିବାର (ଜୁନ ୨୮, ୨୦୨୫) ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ପୋଷ୍ଟ କରି ଖାମେନେଇଙ୍କୁ ଟାର୍ଗେଟ କରିଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri