ଏବେ ଚାକିରି ପାଇବା ମାତ୍ରେ ସରକାର ଦେବେ ୧୫୦୦୦ ଟଙ୍କାର ଭେଟି! ଜାଣନ୍ତୁ କେମିତି ମିଳିବ ଲାଭ
ନୂଆଦିଲ୍ଲୀ,୧।୭: ଦେଶର ଯୁବପିଢୀ ଏବଂ ମଧ୍ୟବିତ୍ତ ବର୍ଗ ପାଇଁ ଏକ ବଡ଼ ଖବର ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର, ୧ ଜୁଲାଇ, ୨୦୨୫ରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ, ନିଯୁକ୍ତି ଲିଙ୍କ୍ଡ ଇନସେଣ୍ଟିଭ (ELI) ଯୋଜନାକୁ ସବୁଜ ସଙ୍କେତ…
ସଞ୍ଜୁ ସାମସନ ହେବେ CSK ଅଧିନାୟକ? ଡିଲ୍ ପାଇଁ ପ୍ରସ୍ତୁତ…
ନୂଆଦିଲ୍ଲୀ,୧।୭: ଚର୍ଚ୍ଚାରେ ଭାରତୀୟ ଦଳର ଉଇକେଟକିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ। ଅନ୍ତର୍ଜାତୀୟ କ୍ରିକେଟ ସହିତ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ମଧ୍ୟ ନିଜର ଛାପ ଛାଡ଼ିଥିବା ଏହି କ୍ରିକେଟରଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ସେ IPL ୨୦୨୬ ରେ ଏକ ନୂତନ…
ଲଗାଣ ବର୍ଷା ଯୋଗୁ ଜାତୀୟ ରାଜପଥରେ ଧସିଲା ମାଟି ଅତଡ଼ା: ଯାନବାହାନ ଚଳାଚଳ ବାଧାପ୍ରାପ୍ତ
ବଣାଇଁ, ୧।୭(ପ୍ରଦୀପ ତ୍ରିପାଠୀ):ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଅଞ୍ଚଳରେ ଲାଗିରହିଛି ଲଗାଣ ବର୍ଷା। ବଣ ପାହାଡ଼ ଘେରା ଉପଖଣ୍ଡରେ ଜଙ୍ଗଲି ଝରଣା ଓ ନଦୀ ନାଳରେ ବନ୍ୟାଜଳ ପ୍ରବାହିତ ହେଉଛି। ନୂତନ ଭାବେ ନିର୍ନିତ ରାଜାମୁଣ୍ଡା-ପାଣିକୋଇଲି ୫୨୦ ନମ୍ବର ଜାତୀୟ ରାଜପଥର…
ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଯୋଗୁ ୨୦୩୦ ସୁଦ୍ଧା ମୃତ୍ୟୁମୁଖରେ ପଡ଼ିବେ ୧.୫ କୋଟି ଲୋକ! ଆସିଲା ଚାଞ୍ଚଲ୍ୟକର…
ଓ୍ବାଶିଂଟନ୍,୧।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ବିଦେଶୀ ମାନବିକ ସହାୟତାରେ ବ୍ୟାପକ ହ୍ରାସ ଦ୍ୱାରା ୨୦୩୦ ସୁଦ୍ଧା ସାରା ବିଶ୍ୱରେ ଭୋକ ଏବଂ ମହାମାରୀରେ ୧.୪ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇପାରେ। ମେଡିକାଲ ଜର୍ଣ୍ଣାଲ ଦି ଲାନସେଟ (The…
ମାଡ଼ ପରେ ମୁହଁ ଖୋଲିଲେ ଅଫିସର, କହିଦେଲେ ସାଂଘାତିକ କଥା
ଭୁବନେଶ୍ୱର, ୧।୭: ଭୁବନେଶ୍ୱର ମହାନଗର ନିଗମ (BMC)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ସୋମବାର ବିଏମସି କାର୍ଯ୍ୟାଳୟରେ ହିଁ ମରାଣାତ୍ମକ ଆକ୍ରମଣ ହୋଇଛି। ସାପ୍ତାହିକ ଜନଶୁଣାଣି ସମୟରେ କିଛି ବ୍ୟକ୍ତି ତାଙ୍କ କାର୍ଯ୍ୟାଳୟକୁ ପଶି ତାଙ୍କୁ ଗାଳିଗଳଜ କରିବା ସହ…
ମୋଦି କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି: ଯୁବତୀଯୁବକଙ୍କୁ ମିଳିବ ବମ୍ପର ନିଯୁକ୍ତି
ନୂଆଦିଲ୍ଲୀ,୧।୭: କେନ୍ଦ୍ର କ୍ୟାବିନେଟ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ସରକାର ନୂତନ କ୍ରୀଡା ନୀତି-୨୦୨୫କୁ ଅନୁମୋଦନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, କେନ୍ଦ୍ର କ୍ୟାବିନେଟ ନିଯୁକ୍ତି ଲିଙ୍କ୍ଡ ଇନସେଣ୍ଟିଭ ସ୍କିମ (ମୂଲ୍ୟ ୧.୦୭ ଲକ୍ଷ କୋଟି ଟଙ୍କା),…
ରହିଲେ ବନ, ବଞ୍ଚିବ ଜନ: ଜଙ୍ଗଲ ସୁରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ
ଭଞ୍ଜନଗର,୧।୭(ବାବୁଲା ପ୍ରଧାନ):ବନ ମହୋତ୍ସବ ସପ୍ତାହ ମଙ୍ଗଳବାର ଉଦଘାଟିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ଚାରାରୋପଣ ସହ ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି। ଏହିଭଳି ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଧ୍ୟ…
ବର୍ଷା ଦିନେ ଖାଉଛନ୍ତି କି ବାସିରୁଟି, ଜାଣି ରଖନ୍ତୁ କ’ଣ କହୁଛନ୍ତି ଡାକ୍ତର
ନୂଆଦିଲ୍ଲୀ: ଦେଶର ପ୍ରାୟ ସମସ୍ତ ସହର ଏବଂ ଗାଁରେ ବାସି ରୁଟି ଖାଇବା ଏକ ପାରମ୍ପରିକ ପ୍ରଥା। ଯେଉଁମାନେ ଖାଦ୍ୟକୁ ପୂଜା କରନ୍ତି, ସେମାନେ ଖାଦ୍ୟକୁ ଫୋପାଡ଼ି ଦେବା ପରିବର୍ତ୍ତେ ବଳକା ଖାଦ୍ୟ ଖାଇବାକୁ ଉଚିତ ବୋଲି ଭାବନ୍ତି। ଲୋକମାନେ ବାସି…
ଆପଣଙ୍କ ଘରେ ଅଛି କେତୋଟି କୋଠରୀ, ଏସି, ଫୋନ, ଗାଡ଼ି ଅଛି ନା ନାହିଁ? ଜାଣିରଖନ୍ତୁ ଜନଗଣନା ସମୟରେ ପଚରାଯିବ ଏମିତି ୨୬ ପ୍ରଶ୍ନ
ମେରଠ,୧।୭: ଜିଲା ପ୍ରଶାସନକୁ ଜନଗଣନା ଫର୍ମ ମିଳିଛି। ଜଲା ପ୍ରଶାସନ ଏବଂ ପରିସଂଖ୍ୟାନ ବିଭାଗ ମଧ୍ୟ ଜନଗଣନା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏଥିପାଇଁ ଏଡିଏମ ପ୍ରଶାସନକୁ ନୋଡାଲ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି। ଯେତେବେଳେ ଜନସାଧାରଣଙ୍କଠାରୁ ସୂଚନା ନିଆଯିବ, ସେମାନଙ୍କୁ…
ବନ୍ଧାହେଲେ କୋଟିପତି ଅଧିକାରୀ: ୮୪ ଏକର ଜମି ସାଙ୍ଗକୁ ଘରେ ରଖିଥିଲେ ପୁଳାପୁଳା ସୁନା
ଭୁବନେଶ୍ୱର,୧।୭: ରାୟଗଡ଼ା ଜଳ ବିଭାଜିକା ପ୍ରକଳ୍ପର ପୂର୍ବତନ ନିର୍ଦ୍ଦେଶକ (ପିଡି) ତଥା ବର୍ତ୍ତମାନ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ ମଙ୍ଗଳବାର ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ…
‘ମୋଦିଙ୍କ ପାଖକୁ ଆମେରିକାରୁ ଆସିଥିଲା ଫୋନ, କୁହାଯାଇଥିଲା ପାକିସ୍ତାନ କରିବାକୁ ଯାଉଛି ବଡ଼ ଆକ୍ରମଣ…’, ଗୁମର ଖୋଲିଲେ ଜୟଶଙ୍କର
ନୂଆଦିଲ୍ଲୀ,୧।୭: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଜମ୍ମୁ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଏକ ଆର୍ଥିକ ଆକ୍ରମଣ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ ଏହି ଆକ୍ରମଣର ଲକ୍ଷ୍ୟ କଶ୍ମୀରରେ ପର୍ଯ୍ୟଟନକୁ କ୍ଷତି ପହଞ୍ଚାଇବା। ଜୟଶଙ୍କର ସ୍ପଷ୍ଟ ଭାବରେ…
ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ପ୍ରତିବାଦ କଲେ ବଲାଙ୍ଗୀର ଓଏଏସ, ଓଆରଏସ ସଂଘ
ବଲାଙ୍ଗୀର, ୧/୭ (ସୁନିଲ କୁମାର ମହାନ୍ତି): ଭୁବନେଶ୍ବର ମହାନଗର ନିଗମ (ବିଏମସି) କାର୍ଯ୍ୟାଳୟରେ ସୋମବାର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରି ମଙ୍ଗଳବାର ବଲାଙ୍ଗୀର ଓଏଏସ ଓ ଓଆରଏସ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ କରାଯାଇଛି। ସଂଘ…
Archives


