ବିବାହର ୧୦ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ଏହି ଅଭିନେତା
ମହାମାରୀ କରୋନା ସମୟରେ ଅନେକ କଳାକାର ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେହିପରି ଆହୁରି ଅନେକ କଳାକାର ମା’ବାପା ହେବା ଅପେକ୍ଷାରେ ରହିଛନ୍ତି। ଏବେ ଏହି ତାଲିକାରେ ଯୋଡି ହୋଇଯାଇଛି ଆଉ ଏକ ନାମ। ସେ ହେଲେ ଏକତା କପୁରଙ୍କ…
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାଙ୍କୁ ଏହି ଉପହାର ଦେଲେ ନୀତା ଅମ୍ବାନୀ
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ ନୀତା ଅମ୍ବାନୀ ମହିଳାମାନଙ୍କ ପାଇଁ ଏକ ଡିଜିଟାଲ ପ୍ଲାଟଫର୍ମ ‘ହର ସର୍କଲ’ ଆରମ୍ଭ କରିଛନ୍ତି। ଏଥିରେ ମହିଳାଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ ହେବ। ଏହି ଡିଜିଟାଲ ପ୍ଲାଟଫର୍ମକୁ…
ନାରୀଶକ୍ତିଙ୍କୁ ସମ୍ମାନ ଜଣାଇଲେ ରାଷ୍ଟ୍ରପତି-ମୋଦି-ରାହୁଲ
ନୂଆଦିଲ୍ଲୀ,୮।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦେଶର ନାରୀଶକ୍ତିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି ଯେ, ମହିଳା ବହୁବିଧ କ୍ଷେତ୍ରରେ କୀର୍ତ୍ତି ସ୍ଥାପନ କରିଛନ୍ତି। ଏହା ଦେଶ ପାଇଁ ଅତ୍ୟନ୍ତ ଗୌରବର ବିଷୟ। ସେହିପରି…
ମହିଳା ଦିବସରେ ପୁଅର ପ୍ରଥମ ଝଲକ ଦେଖାଇଲେ କରୀନା କପୁର
ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାନ ଗତ ଫେବୃଆରୀ ୨୧ରେ ଦ୍ୱିତୀୟ ଥର ପାଇଁ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ କରୀନା ସୋସିଆଲ ମିଡିଆରେ ପୁଅର ପ୍ରଥମ ଝଲକ ଶେୟାର କରିଛନ୍ତି। ଏହି ଫଟୋରେ କରୀନା…
କରୋନା ଆତଙ୍କ: ୯ ରାଜ୍ୟ ସରକାରଙ୍କୁ ସତର୍କ ରହିବାକୁ ପରାମର୍ଶ
ନୂଆଦିଲ୍ଲୀ,୮।୩: ଭାରତରେ କରୋନା ପୁଣି ଆତଙ୍କ ସୃଷ୍ଟି କରିଛି। ପୂର୍ବରୁ ମହାରାଷ୍ଟ୍ର ଏବଂ ପଞ୍ଜାବ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏବେ ଏହି ତାଲିକାରେ କେରଳ, ତାମିଲନାଡୁ, ମଧ୍ୟପ୍ରଦେଶ, ଦିଲ୍ଲୀ, ଗୁଜରାଟ, କର୍ନାଟକ ଏବଂ ହରିୟାଣା ଆଦି ରାଜ୍ୟ…
ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୮।୩: ଆଜି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ମହିଳାଙ୍କୁ ଗଭୀର ସମ୍ମାନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜିର ମହିଳା ଆତ୍ମନିର୍ଭରଶୀଳ, ପ୍ରଗତିକାମୀ, ଉଦ୍ୟମୀ ଏବଂ ସଶକ୍ତ। ବିଶେଷକରି କୋଭିଡ୍ ସଂଗ୍ରାମରେ ପୁରୁଷଙ୍କ ସହିତ ସହଭାଗୀ…
ପିତାଙ୍କ ହତ୍ୟାରେ ଭାଙ୍ଗି ପଡି ନ ଥିଲେ ବିଶ୍ୱର ନଂ ୧ ମହିଳା ରେସଲର୍
ଭାରତର ତାରକା ରେସଲର ଭିନେଶ ଫୋଗେଟ ମାଟିଓ ପାଲିକନ ର଼୍ୟାଙ୍କିଙ୍ଗ ରେସଲିଂ ସିରିଜରେ କ୍ରମାଗତ ଦ୍ୱିତୀୟ ସ୍ବର୍ଣ୍ଣ ଜିତିଛନ୍ତି। ଏକମାତ୍ର ଭାରତୀୟ ମହିଳା ରେସଲର ଭାବେ ୨୬ ବର୍ଷୀୟା ଭିନେଶ ଟୋକିଓ ଅଲିମ୍ପିକ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଭ…
ବୁର୍ଖା ପିନ୍ଧିବା ନେଇ କଟକଣା
ଜୁରିଚ୍,୮।୩: ସ୍ବିଜରଲାଣ୍ଡରେ ବୁର୍ଖା ପିନ୍ଧିବା ନେଇ କଟକଣା ଲଗାଯିବାକୁ ହୋଇଥିବା ଜନମତ ସଂଗ୍ରହରେ ୫୧ ପ୍ରତିଶତ ସହମତି ମିଳିଛି। ସର୍ବସାଧାରଣ ସ୍ଥଳରେ ବୁର୍ଖା ପିନ୍ଧିବା କିମ୍ବା ମୁହଁକୁ ଢାଙ୍କିବା ବିରୋଧରେ ରବିବାର ଜନମତ ସଂଗ୍ରହ ହୋଇଥିଲା। ଜନମତ ଆଧାରରେ ସରକାରଙ୍କ ପକ୍ଷରୁ…
ସ୍ମରଣ ଶକ୍ତିକୁ ଦୃଢ଼ କରେ ମନ ପସନ୍ଦର ସଙ୍ଗୀତ
ମନ ପସନ୍ଦର ଗୀତ ଶୁଣିବା ଦ୍ୱାରା କେତେକ ଉପକାର ମଧ୍ୟ ମିଳିଥାଏ। ଏହାଦ୍ୱାରା ସ୍ମରଣ ଶକ୍ତି ଆହୁରି ଦୃଢ଼ ହୋଇଥାଏ ବୋଲି ଜଣାପଡିଛି। ଏପରି ବିଷୟବସ୍ତୁ ଉପରେ ସର୍ଭେ କରି ଏଭଳି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ। ଅଧିକାଂଶ…
କୋଭିଡ୍ ୧୯: ଧ୍ରୁବୀକରଣ ସମସ୍ୟା
ବିଗତ କିଛି ମାସ ଧରି ଆମ ଦେଶରେ କୋଭିଡ୍ ୧୯ ସଂକ୍ରମଣ ହ୍ରାସ ପାଇଥିଲାବେଳେ ଏବେ ପୁଣି କେରଳ, ମହାରାଷ୍ଟ୍ର ଏବଂ ଅନ୍ୟ କେତେକ ସ୍ଥାନରେ ଏହା ବୃଦ୍ଧି ପାଇବା ଚିନ୍ତାର କାରଣ ପାଲଟିଛି। ଅନ୍ୟପକ୍ଷରେ ଟିକାଦାନ ପ୍ରକ୍ରିୟା କ୍ରମେ ବ୍ୟାପକ…
ବଜେଟ ଅଧିବେଶନ ଅବଧି କମ୍ କରିବାକୁ ଦାବି
ନୂଆଦିଲ୍ଲୀ,୮।୩: ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପେଟ୍ରୋଲ ଏବଂ ଡିଜେଲ ଦାମ ବୃଦ୍ଧି ନେଇ ବିରୋଧି ଦଳଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ ହୋଇଛି। କଂଗ୍ରେସ ପକ୍ଷରୁ ମଲ୍ଲିକାର୍ଜୁନ ଖଡ୍ଗେ ଶୂନ୍ୟକାଳ ନିଲମ୍ବିତ କରିବା ଲାଗି…
ପେଟ୍ରୋଲ-ଡିଜେଲ ଦାମ ବୃଦ୍ଧି ନେଇ ରାଜ୍ୟ ସଭା ଅଚଳ
ନୂଆଦିଲ୍ଲୀ,୮।୩: ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପେଟ୍ରୋଲ ଏବଂ ଡିଜେଲ ଦାମ ବୃଦ୍ଧି ନେଇ ବିରୋଧି ଦଳଙ୍କ ପକ୍ଷରୁ ପ୍ରବଳ ହଟ୍ଟଗୋଳ ହୋଇଛି। କଂଗ୍ରେସ ପକ୍ଷରୁ ମଲ୍ଲିକାର୍ଜୁନ ଖଡ୍ଗେ ଶୂନ୍ୟକାଳ ନିଲମ୍ବିତ କରିବା ଲାଗି…
Archives


