ଏ ହେଉଛନ୍ତି ବାସ୍ତବ ଜୀବନର କୁମ୍ଭକର୍ଣ୍ଣ ! ବର୍ଷର ୩୬୫ ଦିନରୁ ଶୋଇଥାନ୍ତି ୩୦୦ ଦିନ…
ନାଗୌର: ରାମାୟଣରେ ରାବଣର ସାନଭାଇ କୁମ୍ଭକର୍ଣ୍ଣଙ୍କ ବିଷୟରେ ଉଲ୍ଲେଖ ରହିଛି। ସେ ବର୍ଷରେ ଛଅମାସ ଖାଉଥିବା ବେଳେ ଛଅମାସ ଶୋଇଥାନ୍ତି। ଏବେ ରାଜସ୍ଥାନର ନାଗୌରରେ ଏଭଳି ଜଣେ ବ୍ୟକ୍ତି ଚର୍ଚ୍ଚାରେ ଅଛନ୍ତି, ଯିଏ ବର୍ଷର ୩୬୫ ଦିନରୁ ୩୦୦ ଦିନ ଶୋଉଛନ୍ତି।…
ତୃତୀୟ ସନ୍ତାନ ଥିବାରୁ ସରକାରୀ ଅଧିକାରୀଙ୍କୁ ଅଯୋଗ୍ୟ ଘୋଷିିତ କଲେ ହାଇକୋର୍ଟ…
ଭୋପାଳ,୧୪।୭: ଚାକିରି କରିବା ପରେ ଜଣେ ସରକାରୀ ଅଧିକାରୀଙ୍କ ତୃତୀୟ ସନ୍ତାନ ହେବାରୁ ହାଇକୋର୍ଟ ତାଙ୍କ ଅଯୋଗ୍ୟ ଘୋଷିତ କରିଛନ୍ତି। ମଧ୍ୟପ୍ରଦେଶର ଗ୍ବାଲିୟର ହାଇକୋର୍ଟଙ୍କ ପକ୍ଷରୁ ରାଜ୍ୟରେ ପ୍ରଣୟନ ହୋଇଥିବା ସଭିଲ୍ ସର୍ଭିସ୍ ଅଧିନିୟମ ୧୯୬୧ ଅନ୍ତର୍ଗତ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କୁ…
ତାରାତାରିଣୀ କଲେଜରେ ସିଟ୍ ସଂଖ୍ୟା ବୃଦ୍ଧି ଦାବି
ପୁରୁଷୋତ୍ତମପୁର,୧୪ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସ୍ଥିତ ତାରାତାରିଣୀ କଲେଜରେ ଛାତ୍ରୀଛାତ୍ରଙ୍କ ନାମଲେଖା ଲାଗି ଆବଶ୍ୟକ ପରିମାଣର ସିଟ୍ ନ ଥିବା ହେତୁ ବହୁ ଗରିବ ଶ୍ରେଣୀର ଛାତ୍ରୀଛାତ୍ର ଉଚ୍ଚଶିକ୍ଷାରୁ ବଞ୍ଚିତ ହେବାରେ ଲାଗିଛନ୍ତି। ଏହା ସହ ଏହି ଅଞ୍ଚଳର ଛାତ୍ରୀଛାତ୍ର ବହୁ…
ସେପ୍ଟେମ୍ବର ୧୧ରେ ଏନ୍ଇଇଟି ପିଜି
ଭୁବନେଶ୍ୱର, ୧୪।୭(ବ୍ୟୁରୋ):ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଏନ୍ଇଇଟି ପିଜି ୨୦୨୧ ଆସନ୍ତା ସେପ୍ଟେମ୍ବର ୧୧ରେ ଅନୁଷ୍ଠିତ ହେବ। ନ୍ୟାଶନାଲ ବୋର୍ଡ ଅଫ୍ ଏକ୍ଜାମିନେଶନ(ଏନ୍ବିଏ) ଦ୍ୱାରା ପରିଚାଳିତ ଏହି ପରୀକ୍ଷା ପୂର୍ବରୁ ଜାନୁୟାରୀରେ ହେବାର ଥିଲା। କିନ୍ତୁ କରୋନା ଯୋଗୁ ପରୀକ୍ଷା ଏପ୍ରିଲ…
ପରୀ ମାମଲା ଶୁଣାଣି ୨ ଦିନ ଘୁଞ୍ଚିଲା
ନୂଆଦିଲ୍ଲୀ,୧୪ା୭: ନୟାଗଡ଼ ଜିଲା ଯଦୁପୁର ଗ୍ରାମର ୫ବର୍ଷୀୟା ଶିଶୁ କନ୍ୟା ପରୀ ଅପହରଣ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ନିମନ୍ତେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ଗୁରୁବାରକୁ ଘୁଞ୍ଚତ୍ଛି। ପରୀର ମା’ ସୌଦାମିନୀ ଝିଅର ହତ୍ୟା ଘଟଣାର ସିବିଆଇ ତଦନ୍ତ…
୧୭ ଜିଲାରେ ନିଅଣ୍ଟିଆ ବର୍ଷା
ଭୁବନେଶ୍ୱର,୧୪ ।୭(ବ୍ୟୁରୋ);ଓଡ଼ିଶାକୁ ଏଥର ଠିକ୍ ସମୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଆବଶ୍ୟକତା ଅନୁଯାୟୀ ବର୍ଷା ହୋଇନାହିଁ। ୧୭ ଜିଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ମଙ୍ଗଳବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା…
କୋଭାକ୍ସିନକୁ ଖୁବ୍ଶୀଘ୍ର ଡବ୍ଲ୍ୟୁଏଚ୍ଓ ମଞ୍ଜୁରୀ
କରୋନାର ତୃତୀୟ ଲହରକୁ ରୋକିବା ପାଇଁ ଟିକାକରଣ ଜରୁରୀ ହୋଇପଡ଼ିଥିବାବେଳେ କୋଭାକ୍ସିନକୁ ନେଇ ବଡ଼ ଖବର ଆସିଛି। କୋଭାକ୍ସିନ ନିର୍ମାତା କମ୍ପାନୀ ଭାରତ ବାୟୋଟେକ୍ ପକ୍ଷରୁ କୁହାଯାଇଛି ଯେ, ଏହି ଟିକାକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍ଓ) ମଞ୍ଜୁରୀ ଯଥାଶୀଘ୍ର ସମ୍ଭବ…
୧୨୭ କିଲୋ ଓଜନର କ୍ରିକେଟ୍ର ଏକ କ୍ୟାଚ୍ ଧରି ରାତାରାତି ପାଲଟିଥିଲେ ସୁପର୍ଷ୍ଟାର୍
୨୦୦୭ ଦିନିକିଆ ବିଶ୍ୱକପ ଭାରତୀୟ ଦଳ ପାଇଁ ଏକ ଦୁଃସ୍ବପ୍ନଠାରୁ କମ ନୁହେଁ। ଦଳ ପ୍ରଥମ ରାଉଣ୍ଡରୁ ବାହାରେ ଥିଲା। ତେବେ ଏହି ବିଶ୍ୱକପରେ ବରମୁଣ୍ଡାର ଖେଳାଳି ଡ୍ବେନ ଲିଭରଲକ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଭାରତ ବିପକ୍ଷ ମ୍ୟାଚ ତାଙ୍କୁ ରାତାରାତି…
ସବୁଠାରୁ ବେଶୀ ଧନୀ ହୋଇଥାନ୍ତି ଏହି ୪ ରାଶିରେ ଜନ୍ମିତ ଲୋକେ: ଭାଗ୍ୟ ରହିଥାଏ ସର୍ବଦା ସାଥିରେ
ଜ୍ୟୋତିଷଶାସ୍ତ୍ର ଅନୁଯାୟୀ କିଛି ରାଶି ଏପରି ଅଛି, ଯେଉଁଥିରେ ଜନ୍ମିତ ବ୍ୟକ୍ତିବିଶେଷଙ୍କ ଭିତରେ ଧନୀ ହେବାର ଇଚ୍ଛା ରହିଥାଏ। ଏଥିପାଇଁ ଏମାନେ ପ୍ରୟାସ ମଧ୍ୟ କରିଥାନ୍ତି। ଯେଉଁ କାମରେ ସେମାନେ ହାତ ଦିଅନ୍ତି, ସଫଳତା ହାସଲ କରିଥାନ୍ତି। ଜାଣନ୍ତୁ ସେହି ୪…
ଜେଲରେ ଜୁମା, ପ୍ରତିବାଦରେ ଅରାଜକତା
ଜୋହାନ୍ସବର୍ଗ/ଡର୍ବାନ,୧୪ା୭: ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜାକୋବ ଜୁମା ଦୁର୍ନୀତି ମାମଲାରେ ଜେଲ୍ ଯିବା ପରେ ଦେଶର ବିଭିନ୍ନ ଭାଗରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ତାଙ୍କ ଗିରଫଦାରି ପ୍ରତିବାଦରେ ଗତ ସପ୍ତାହରେ ଆରମ୍ଭ ହୋଇଥିବା ବିକ୍ଷୋଭ କ୍ରମଶଃ ହିଂସ୍ର ହେବାରେ ଲାଗିଛି।…
ସ୍ତ୍ରୀ ଜାଣିପାରିବେ ନାହିଁ ବୋଲି ପ୍ରେମିକାଙ୍କ ନାଁରେ ଝିଅଙ୍କ ନାମ ରଖିଦେଲେ ବ୍ୟକ୍ତି; ପରେ ଯାହା ହେଲା ଜାଣିଲେ…
ନୂଆଦିଲ୍ଲୀ: ମାତାପିତାମାନେ ବହୁତ ଭାବିଚିନ୍ତି ନିଜ ସନ୍ତାନର ନାମ ସ୍ଥିର କରିଥାନ୍ତି। କିଛି ଲୋକ ସେମାନଙ୍କ ପିଲାମାନଙ୍କ ନାମ ସମସ୍ତଙ୍କଠାରୁ ଅଲଗା ରଖିବାକୁ ଚାହୁଁଥିବା ବେଳେ କିଛି ସେମାନଙ୍କର ଆଦର୍ଶ ଏବଂ ବିଚାରକୁ ନେଇ ନାମ ବାଛନ୍ତି। ତେବେ ଜଣେ ବ୍ୟକ୍ତି…
ନେପାଳରେ ଦେଉବା ସରକାର
କାଠମାଣ୍ଡୁ, ୧୪ା୭: ନେପାଳୀ କଂଗ୍ରେସ ଅଧ୍ୟକ୍ଷ ଶେର ବାହାଦୁର ଦେଉବା ମଙ୍ଗଳବାର ୫ମ ଥର ପାଇଁ ନେପାଳର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ୭୪ ବର୍ଷୀୟ ଦେଉବାଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଛନ୍ତି। ବିଦାୟୀ ପ୍ରଧାନମନ୍ତ୍ରୀ…
Archives


