Home

୭ ବର୍ଷରେ ଖୋଜି ବାହାର କଲେ ୭ ଗ୍ରହାଣୁପିଣ୍ଡ …

ରିଓ ଡି ଜେନେରିଓ ,୨୯।୭: ଛୋଟ ପିଲା ସାଧାରଣତଃ ଖେଳକୁଦରେ ଅଧିକ ସମୟ ବିତାଇଥାନ୍ତି। ତେବେ ବ୍ରାଜିଲର ନିକୋଲ ଅଲିଓ୍ବେରା ଡି ଲିମା ମାତ୍ର ୭ ବର୍ଷ ବୟସରେ ମହାକାଶ ଗବେଷଣା କ୍ଷେତ୍ରରେ ଖ୍ୟାତି ହାସଲ କରିପାରିଛନ୍ତି। ମହାକାଶ ସମ୍ପର୍କରେ ଜାଣିବାର…

ସଇନିଙ୍କ ଯୋଗୁ ଭାରତୀୟ ଟିମ୍‌ରେ ନୂଆ ସମସ୍ୟା! ବାଧ୍ୟ ହୋଇ ନେଟ୍‌ ବୋଲର୍‌ଙ୍କୁ…

କଲମ୍ବୋ,୨୯।୭: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ରେ ପରାଜିତ ହୋଇଛି ଭାରତ। ଭାରତୀୟ ଦଳ ଏହି ମ୍ୟାଚ୍‌କୁ ଶେଷ ପର୍ଯ୍ୟନ୍ତ ନେବାରେ ସଫଳ ହୋଇଥିଲେ ହେଁ ହାର୍‌କୁ ଏଡାଇ ପାରି ନ ଥିଲା। ତେବେ କୋଭିଡ ସଂକ୍ରମିତ ହେବାର ଗୋଟିଏ ମାମଲା ଏହିଭଳି…

ୟୁପି ବିଧାନସଭା ନିର୍ବାଚନ: ଆଶାୟୀ ପ୍ରାର୍ଥୀ ଘୋଷଣା କଲା ବିଏସ୍‌ପି

ଲକ୍ଷ୍ନୌ,୨୯।୭: ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ତଥା ୨୦୨୨ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ଏବେଠାରୁ ନିର୍ବାଚନୀ ବିଗୁଲ ଆରମ୍ଭ ହୋଇଛି। ସମସ୍ତ ଦଳ ନିଜ ନିଜର ଗୋଟି ଚାଳନାରେ ଲାଗିପଡ଼ିଛନ୍ତି। ଇତିମଧ୍ୟରେ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଉତ୍ତରପ୍ରଦେଶରେ…

ବୋଲ୍ଡ ଫଟୋଶୁଟ୍‌ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଝିଅ

ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍‌ଙ୍କ ଝିଅ ଲାରା ପବ୍ଲିକ୍‌ ଇଭେଣ୍ଟରେ ଖୁବ୍‌ କମ ନଜର ଆସନ୍ତି। କିନ୍ତୁ ନିକଟରେ ସେ ଏକ ବୋଲ୍ଡ ଫଟୋଶୁଟ୍‌ କରି ଚର୍ଚ୍ଚାକୁ ଆସିଛନ୍ତି। ୨୮ ବର୍ଷୀୟା ଲାରା ଜନସନ୍‌ ହ୍ବିଲର୍‌ ପ୍ରସିଦ୍ଧ ଟିଭି ଷ୍ଟାର୍‌ କିମ୍‌…

ବିନା ଛାତର ହୋଟେଲ

ବର୍ନ: ଦୁନିଆରେ ବୁଲିବା ପାଇଁ ଅନେକ ସ୍ଥାନ ରହିଛି। ଯେଉଁଠି କିଛି ସମୟ ଶାନ୍ତିରେ ବିତାଇବାକୁ ଲୋକେ ଯାଇଥାନ୍ତି। ସବୁଠୁ ପସନ୍ଦର ସ୍ଥାନ ହେଲା ସବୁଜ ବନାନୀ ମଧ୍ୟରେ ଥିବା ନିରୋଳା ଜାଗା। ଏହାକୁ ଦମ୍ପତିମାନେ ସବୁଠୁ ଅଧିକ ପସନ୍ଦ କରନ୍ତି।…

‘ମୁଁ କ’ଣ ରାଜ କୁନ୍ଦ୍ରା, ମୋର ଫଟୋ ନେଉଛ’

ପୁଣେ,୨୯।୭: ଆଜିକାଲି ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ନିଜର ଏକ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ରାଜ ଠାକରେ ତିନି ଦିନିଆ ପୁଣେର ଗସ୍ତରେ ଅଛନ୍ତି। ଏହି ସମୟରେ ଗଣମାଧ୍ୟମ ବ୍ୟକ୍ତିମାନେ ରାଜ ଠାକରେଙ୍କ ଫଟୋ ଉଠାଇବା ଆରମ୍ଭ…

କରୋନା ଡୋଜ୍‌ ନଷ୍ଟ, ବିହାର ଆଗରେ…

ନୂଆଦିଲ୍ଲୀ,୨୯।୭: ଦେଶରେ କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଦେଶର ବିଭିନ୍ନ ଅଞ୍ଚଳରେ କରୋନା ଭାକ୍ସିନ୍‌ ଡୋଜ୍‌ ଅପଚୟ ହେଉଛି। ଦେଶର କେଉଁ ରାଜ୍ୟରେ କେତେକ ଡୋଜ୍‌ ନଷ୍ଟ ହେଉଛି ତାହାର ସୂଚନା…

କାରାଗାରରେ ଆଇନ ସହାୟତା କ୍ଲିନିକ

ଭୁବନେଶ୍ୱର,୨୯ା୭(ବ୍ୟୁରୋ): ଜେଲ ଅନ୍ତେବାସୀଙ୍କୁ ମାଗଣାରେ ଆଇନ ସହାୟତା ଯୋଗାଇଦେବା ପାଇଁ ରାଜ୍ୟର ସମସ୍ତ କାରାଗାରରେ ଆଇନ ସହାୟତା କ୍ଲିନିକ ଖୋଲାଯିବ। ଓଡ଼ିଶା ମଡେଲ ଜେଲ ମାନୁଆଲ ନିୟମ ଅନୁସାରେ ଏହି ସହାୟତା ପ୍ରଦାନ କରାଯିବ। ଏଥିରେ ଆଇନଜୀବୀ ଓ ପାରାଲିଗାଲ ସ୍ବେଚ୍ଛାସେବୀ…

ଭୁବନେଶ୍ୱରକୁ ‘ଇଣ୍ଡିଆ ସାଇକେଲ୍‌ସ ଫୋର୍‌ ଚେଞ୍ଜ୍‌ ଚ୍ୟାଲେଞ୍ଜ ପୁରସ୍କାର’

ଭୁବନେଶ୍ୱର, ୨୯ା୭(ବ୍ୟୁରୋ): ଚଳିତବର୍ଷ ଜୁନ୍‌ ୨୫ରେ ଅନୁଷ୍ଠିତ ଇଣ୍ଡିଆ ସ୍ମାର୍ଟ ସିଟି ପୁରସ୍କାର ପ୍ରତିଯୋଗିତାରେ ଦୁଇଟି ପୁରସ୍କାର ପାଇଥିବା ଭୁବନେଶ୍ୱର ସ୍ମାର୍ଟ ସିଟିକୁ ମିଳିଛି ଆଉଏକ ପୁରସ୍କାର। ଇଣ୍ଡିଆ ସାଇକେଲ୍‌ସ ଫୋର୍‌ ଚେଞ୍ଜ୍‌ ଚ୍ୟାଲେଞ୍ଜ ଷ୍ଟେଜ୍‌-୧ ପୁରସ୍କାର ପାଇଥିବା ଦେଶର ଶ୍ରେଷ୍ଠ…

କ୍ୟାପିଟାଲ ହସ୍ପିଟାଲକୁ ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼ରୁ ଅଧିକ ଡେଙ୍ଗୁ ରୋଗୀ ଆସୁଛନ୍ତି

ଭୁବନେଶ୍ୱର, ୨୯ା୭(ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ନ ଯାଉଣୁ ଏବେ ଚିନ୍ତା ବଢ଼ାଇଛି ଡେଙ୍ଗୁ। ରାଜଧାନୀ ଭୁବନେଶ୍ୱରରେ ଗତ କିଛିଦିନ ହେବ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବା ସହ ସ୍ଥିତି ଜଟିଳ ହେବାରେ ଲାଗିଛି। ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲ ଡେଙ୍ଗୁ ୱାର୍ଡରେ…

କରୋନା କାଳରେ ବଢ଼ିଛି ଆତ୍ମହତ୍ୟା

ଭୁବନେଶ୍ୱର,୨୯ା୭(ବ୍ୟୁରୋ): ଆତ୍ମହତ୍ୟାଜନିତ ମୃତ୍ୟୁ ଏବେ ଚିନ୍ତା ବଢ଼ାଇଛି। ଗତ କିଛିବର୍ଷ ହେବ ବିଶେଷକରି କରୋନା କାଳରେ ରାଜଧାନୀରେ ଆତ୍ମହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି। ପାରିବାରିକ କଳହ ହେଉ କିମ୍ବା ବ୍ୟକ୍ତିଗତ ସମସ୍ୟା, ମାନସିକ ଭାରସାମ୍ୟ ହରାଇ ଅନେକ ଲୋକ ଆତ୍ମହତ୍ୟା…

ରାଜ୍ୟରେ ୨ ଦିନିଆ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌…

ଥିରୁଭାନନ୍ତପୁରମ୍‌,୨୯।୭: ଦେଶରେ କରୋନାର ଦ୍ୱିତୀୟ ଲହର ଥମୁଥିବାବେଳେ କେରଳରେ କ୍ରମାଗତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ସରକାର ୩୧ ଜୁଲାଇ(ଶନିବାର) ଏବଂ ୧ ଅଗଷ୍ଟ(ରବିବାର) ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri