Home

ଏଇ ଭାରତରେ

ହିମାଚଳପ୍ରଦେଶର ରିଭା ସୁଦ୍‌ ରସାୟନମୁକ୍ତ କୃଷିରେ ୧ କୋଟି ଟଙ୍କାର ବ୍ୟବସାୟିକ ସାମ୍ରାଜ୍ୟ ପ୍ରତିଷ୍ଠା କରିପାରିଛନ୍ତି। ରିଭା ୭୦ ଏକର ଜମିରେ ଡ୍ରାଗନଫ୍ରୁଟ୍ସ ଚାଷ କରୁଛନ୍ତି। ସେ ଏହାକୁ ସ୍ଥାନୀୟ ଅଞ୍ଚଳରେ କେ.ଜି. ପ୍ରତି ୨୦୦ ଟଙ୍କାରେ ବିକ୍ରି କରିବା ସହ…

ଛୋଟ ଦେଶରୁ ବଡ଼ ବାର୍ତ୍ତା

କଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟ ତଥା ଦକ୍ଷିଣ-ପୂର୍ବ ୟୁରୋପ ସଂଲଘ୍ନ ଦ୍ବୀପଦେଶ ସାଇପ୍ରସ୍‌, ଉତ୍ତର ଆମେରିକାନ ଦେଶ କାନାଡା ଓ କେନ୍ଦ୍ରୀୟ ତଥା ଦକ୍ଷିଣ-ପୂର୍ବ ୟୁରୋପୀୟ ଦେଶ କ୍ରୋଏସିଆ ଗସ୍ତ କରିଥିଲେ। ସାଇପ୍ରସ୍‌ ପକ୍ଷରୁ ମୋଦିଙ୍କୁ ସର୍ବୋଚ୍ଚ ସମ୍ମାନ…

୧୫ ଜୁଲାଇରୁ YouTubeର ବଦଳିଯିବ ନିୟମ: ଏହିି ବିଷୟବସ୍ତୁ ଉପରେ ମିଳିବନି ଟଙ୍କା

ନୂଆଦିଲ୍ଳୀ,୧୨।୭: YouTube ବହୁତ ଦିନ ଧରି ଏକ ଗମ୍ଭୀର ସମସ୍ୟା ଦେଇ ଗତି କରୁଛି। AI ସାହାଯ୍ୟରେ ତିଆରି ଖରାପ ଏବଂ ସ୍ପାମ ଭିଡିଓ ଏବେ YouTubeରେ ଗଦାଗଦା ଦେଖିବାକୁ ମିଳୁଛି। ଏହି ଭିଡିଓଗୁଡ଼ିକ କେବଳ ପ୍ଲାଟଫର୍ମର ଗୁଣବତ୍ତା ହ୍ରାସ କରୁନାହିଁ,…

କାହିଁକି ହୋଇଥିଲା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଳୀ,୧୨।୭: ଜୁନ ୧୨ ତାରିଖରେ, ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନ ଅହମ୍ମଦାବାଦରେ ଉଡ଼ାଣ ଭରିବାର କିଛି ସେକେଣ୍ଡ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଭାରତୀୟ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ଏହି ଦୁର୍ଘଟଣା ଉପରେ ଏକ ପ୍ରାରମ୍ଭିକ ରିପୋର୍ଟ ପ୍ରକାଶ…

ସମୟାନୁବର୍ତ୍ତିତାର ମୂଲ୍ୟବୋଧ

ଘଣ୍ଟା ସମୟ ନିର୍ଦ୍ଧାରଣର ଏକ ମାନକ ଯାହା ହାତଠାରୁ କାନ୍ଥ ପର୍ଯ୍ୟନ୍ତ ସର୍ବତ୍ର ବିରାଜିତ। କିନ୍ତୁ ଅବସୋସ ଏହି ଯେ ଘଣ୍ଟା କେବଳ ଏକ ଶୋଭାବର୍ଦ୍ଧକ ସାମଗ୍ରୀ ରୂପେ ବିବେଚିତ ହୋଇଛି। ମୂଲ୍ୟବାନ ଘଣ୍ଟା ଥାଇ ମଧ୍ୟ ଆମେ ସମୟାନୁବର୍ତ୍ତିତାକୁ ଉପେକ୍ଷା…

ଅଧିକାରୀ ଅଭାବ

ତ୍ରିପୁରାରୁ ଏକ ଡଜନରୁ ଊର୍ଦ୍ଧ୍ୱ ଆଇଏଏସ୍‌ ଅଧିକାରୀ ଛାଡ଼ି ଚାଲିଯିବା ଫଳରେ ରାଜ୍ୟରେ ସେମାନଙ୍କ ସଂଖ୍ୟା କମିଚାଲିଛି। ୨୦୧୯ରୁ ୨୦୨୩ ମଧ୍ୟରେ ୨୦୧୯, ୨୦୨୦, ୨୦୨୧ ଓ ୨୦୨୨ ଆଇଏଏସ୍‌ ବ୍ୟାଚର ଯୁବ ଅଧିକାରୀମାନେ ବାହାର ରାଜ୍ୟ ଯଥା ରାଜସ୍ଥାନ, ବିହାର,…

କାଲି ଶ୍ରାବଣ ମାସର ପ୍ରଥମ ଶନିବାର: କରନ୍ତୁ ଏସବୁ ଜିନିଷ ଦାନ, ଭୋଳାନାଥଙ୍କ ସହ ଶନି ଦେବଙ୍କ କୃପାରୁ…

ଶ୍ରାବଣ ମାସର ପ୍ରଥମ ଶନିବାର ଜୁଲାଇ ୧୨ ରେ ପଡ଼ିବ। ଏହି ମାସରେ ପଡୁଥିବା ଶନିବାରଗୁଡ଼ିକର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଭୋଳାନାଥଙ୍କ ସହିତ, ଆପଣ ନ୍ୟାୟର ଦେବତା ଶନି ଦେବଙ୍କ ଆଶୀର୍ବାଦ ମଧ୍ୟ ପାଇପାରିବେ। ଜାଣନ୍ତୁ ଶ୍ରାବଣ ମାସରେ…

କାଲି ୫୧ହଜାର ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଓଡ଼ିଶାରୁ ୨୦୦ ପାଇବେ ନିଯୁକ୍ତି

ଭୁବନେଶ୍ୱର, ୧୧ା୭(ଅନୁରାଧା ମହାରଣା)- କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୬ତମ ରୋଜଗାର ମେଳା ଶନିବାର ଦେଶର ୪୭ଟି ସ୍ଥାନରେ ଅନୁଷ୍ଠିତ ହେବ। ପୂର୍ବତଟ ରେଳପଥ ଦ୍ୱାରା ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମଠାରେ ହେବାକୁ ଥିବା ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓି…

କାଲିଠୁ ୧୭ ଯାଏ ଛେଚିବ ବର୍ଷା, ଏହି ୩ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୧୧ା୭(ଅନୁରାଧା ମହାରଣା) – ଦକ୍ଷିଣ ଝାଡ଼ଖଣ୍ଡ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ସହ ଉତ୍ତର ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପିତିନଠାରୁ ୫.୮ କି.ମି. ଉଚ୍ଚରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲାରେ ହାଲୁକାରୁ…

ସକାଳେ ଖାଲି ପେଟରେ ଚା’ ପିଉଛନ୍ତି କି? ଦେଖାଦେଇପାରେ ମାରାତ୍ମକ ସ୍ବାସ୍ଥ୍ୟ ସମସ୍ୟା, ଜାଣନ୍ତୁ କ’ଣ କୁହନ୍ତି…

ଭାରତରେ ଚା’ ବିନା ଦିନର ଆରମ୍ଭ ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଅନେକ ଲୋକ ସକାଳୁ ଉଠିବା ମାତ୍ରେ ଚା’ ପିଇବାକୁ ପସନ୍ଦ କରନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ସକାଳେ ଖାଲି ପେଟରେ ଚା ପିଇବା ଦ୍ୱାରା ଆପଣଙ୍କ…

ବସ୍‌ ମାଲିକ ସଂଘର ବଡ଼ ଘୋଷଣା, କାଲିଠୁ ଗଡିବ ବସ୍‌

ଭୁବନେଶ୍ୱର,୧୧।୭: ରାଜ୍ୟ ଘରୋଇ ବସ ମାଲିକ ସଂଘର ବଡ଼ ଘୋଷଣା। ଆସନ୍ତାକାଲିଠାରୁ ସାରା ରାଜ୍ୟରେ ଗଡ଼ିବ ସବୁ ଘରୋଇ ବସ। ଘରୋଇ ବସ୍ ସେବା ଆସନ୍ତାକାଲିଠୁ ପୁଣି ସ୍ବଭାବିକ ହେବ । ପୁରୀରେ ଚାଲିଥିବା ଘରୋଇ ବସ୍ ମାଲିକ ସଂଘରେ ବସ୍…

୨୪ ଘଣ୍ଟାରେ  ଦ୍ୱିତୀୟ ଥର ପାଇଁ ଥରିଲା ଦିଲ୍ଲୀ, ଭୂକମ୍ପ ଝଟ୍‌କାକୁ ନେଇ ଭୟଭୀତ…

ନୂଆଦିଲ୍ଲୀ,୧୧।୭: ଦିଲ୍ଲୀରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ରାଜଧାନୀରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହାର ତୀବ୍ରତା ୩.୭ ଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ହରିୟାଣାର ଝାଜ୍ଜର ଥିଲା। ଗୁରୁବାର ଦିଲ୍ଲୀ-ଏନ୍‌ସିଆରରେ ଶକ୍ତିଶାଳୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri