ମେଡିକାଲ ଅଫିସର ପରୀକ୍ଷାଫଳ ପ୍ରକାଶ
ଭୁବନେଶ୍ୱର, ୧୨।୫(ବ୍ୟୁରୋ): ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ଦ୍ୱାରା ଅନୁଷ୍ଠିତ ମେଡିକାଲ ଅଫିସର ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ମୋଟ ୧,୪୯୧ଜଣ ପରୀକ୍ଷା ଦେଇଥିବାବେଳେ ୭୮୬ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିଛି ଓପିଏସ୍ସି।…
ଆଉ ୩ ଦିନ ଝଡ଼ବର୍ଷା
ଭୁବନେଶ୍ୱର,୧୩ା୫(ବ୍ୟୁରୋ): ରାଜ୍ୟରେ ଗତ କିଛି ଦିନ ଧରି ଲାଗି ରହିଥିବା ଝଡ଼ବର୍ଷା ଯୋଗୁ ଗ୍ରୀଷ୍ମ ପ୍ରକୋପ ହ୍ରାସପାଇଛି। ପାରଦ ୩୮ ଡିଗ୍ରୀ ସେଲ୍ସିୟସ୍ ତଳେ ରହିଛି। ଆସନ୍ତା ୩ ଦିନ ଯାଏ ରାଜ୍ୟର କେତେକ ସ୍ଥାନରେ ଝଡ଼ବର୍ଷା ହେବ ବୋଲି ପାଣିପାଗ…
ଏଣିକି ୬ ସପ୍ତାହ ପରେ କୋଭିଶିଲ୍ଡ ଦ୍ୱିତୀୟ ଡୋଜ୍
ଭୁବନେଶ୍ୱର, ୧୨।୫(ବ୍ୟୁରୋ):କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କୋଭିଶିଲ୍ଡର ଦ୍ୱିତୀୟ ଡୋଜ୍ ପାଇଁ କୋୱିନ ପୋର୍ଟାଲକୁ ବୁଧବାରଠାରୁ ସଂଶୋଧନ କରିଛି। ପୂର୍ବରୁ କୋଭିଶିଲ୍ଡର ପ୍ରଥମ ଡୋଜ୍ ନେବାର ୨୮ ଦିନ ଅର୍ଥାତ୍ ୪ ସପ୍ତାହ ପରେ ଦ୍ୱିତୀୟ ଡୋଜ୍ ଟିକା ନେବା ପାଇଁ ନିୟମ…
ଓଡ଼ିଶା ମାଗିଲା ୨୫ ଲକ୍ଷ ଟିକା
ଭୁବନେଶ୍ୱର,୧୩ା୫(ବ୍ୟୁରୋ):କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିଛନ୍ତି। ତେବେ ଟିକା ପର୍ଯ୍ୟାପ୍ତ ଉପଲବ୍ଧ ହେଉ ନ ଥିବାରୁ ଟିକାଦାନ ବାଧାପ୍ରାପ୍ତ ହେଉଛି। ତେଣୁ ତୁରନ୍ତ ୨୫ ଲକ୍ଷ ଟିକା ଯୋଗାଇ ଦେବାକୁ କେନ୍ଦ୍ର ନିକଟରେ ଓଡ଼ିଶା…
ବିବନଙ୍କ ବିରୋଧରେ ସିବିଆଇର ଚାର୍ଜଶିଟ୍
ଭୁବନେଶ୍ୱର,୧୩।୫(ବ୍ୟୁରୋ):ଦୀର୍ଘ ୨୨ବର୍ଷ ତଳର ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କ ବିରୋଧରେ ସିବିଆଇ ବୁଧବାର ଚାର୍ଜଶିଟ ଦାଖଲ କରିଛି। ସ୍ବତନ୍ତ୍ର ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ(ସିଜେଏମ୍) କୋର୍ଟରେ ତଦନ୍ତକାରୀ ଟିମ୍ ୨୬ପୃଷ୍ଠାର ସପ୍ଲିମେଣ୍ଟାରି ଚାର୍ଜଶିଟ୍ ଦାଖଲ କରିଛି।…
ଲଗାତର ତୃତୀୟ ଦିନ ବଢ଼ିଲା ତେଲ ଦର
ଭୁବନେଶ୍ୱର/ନୂଆଦିଲ୍ଲୀ,୧୩।୫: ଦେଶ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ଥମିବାର ନଁା ନେଉନାହିଁ। ଲଗାତର ତୃତୀୟ ଦିନ ଲାଗି ତେଲ ଦର ବୃଦ୍ଧି ପାଇଛି। ଫଳରେ ବୁଧବାର ଭୁବନେଶ୍ୱରରେ ପେଟ୍ରୋଲ ୨୫ ପଇସା ବଢ଼ି ୯୨.୭୫ ଟଙ୍କା ଏବଂ ଡିଜେଲ ୨୮…
ସ୍କୁଲ ନାମଲେଖା ଅବଧି ମାସେ ବୃଦ୍ଧି
ଭୁବନେଶ୍ୱର, ୧୩।୫(ବ୍ୟୁରୋ): ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ଅବଧିକୁ ମାସେ ବୃଦ୍ଧି କରାଯାଇଛି। ପୂର୍ବରୁ ମେ’ ୩୧ ସୁଦ୍ଧା ନାମଲେଖା ଶେଷ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। କିନ୍ତୁ ବର୍ତ୍ତମାନର କରୋନା ସ୍ଥିତିକୁ ଦୃଷ୍ଟିରେ…
ଏହି ଅଭିନେତ୍ରୀଙ୍କୁ କିସ୍ ସିନ୍ କରିବାକୁ କୁହାଯିବାରୁ ଏମିତି ଥିଲା ପିତାଙ୍କ ପ୍ରତିକ୍ରିୟା
ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତ୍ରୀ ଜନ୍ନତ ଜୁବେର ୨୦୧୦ରେ ଶିଶୁ କଳାକାର ଭାବେ ପାଦ ଥାପିଥିଲେ। ଜନ୍ନତ ଧୀରେ ଧୀରେ ବଢ଼ିବା ସହ ଫିଲ୍ମରେ ଯେମିତି ଏକ ଅଂଶ ପାଲଟିଗଲେ। ଫିଲ୍ମ ବ୍ୟତୀତ ସେ କେତୋଟି ମ୍ୟୁଜିକ୍ ଭିଡିଓରେ ମଧ୍ୟ ସୁପରହିଟ୍…
ଏବେ ଘାସ କାଟୁଛନ୍ତି ଏହି ପ୍ରସିଦ୍ଧ କ୍ରିକେଟର୍
କରୋନା ଯୋଗୁ ୨୯ଟି ମ୍ୟାଚ ପରେ ଆଇପିଏଲର ୧୪ତମ ସିଜନ ସ୍ଥଗିତ ରଖାଯାଇଥିଲା। ପରେ ଖେଳାଳିମାନେ ତାଙ୍କ ଘରକୁ ଫେରି ଯାଇଥିଲେ। ଏବେ ଭାରତୀୟ ଖେଳାଳିମାନେ ଆସନ୍ତା ମାସରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଏବଂ ପରେ ଇଂଲଣ୍ଡ…
ଜୁଆଆଡ୍ଡାରେ ଚଢ଼ାଉ: ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା, ୧୦ ବାଇକ୍; ୪ ବୋଲେରୋ ଜବତ
ସୁନ୍ଦରଗଡ଼,୧୨।୫(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରି ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା,୧୦ ବାଇକ୍, ୪ଟି ବୋଲେରୋ, ଗୋଟିଏ କାର୍ ସହ ୧୧ଟି ମୋବାଇଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ…
ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଧର୍ମେନ୍ଦ୍ର
ଭୁବନେଶ୍ୱର,୧୨।୫(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏପରିକି ରାଜ୍ୟରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୧୦ ହଜାର ଉପରେ ରହୁଛି। ତେଣୁ କରୋନା ସ୍ଥିତି ଏବଂ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ରମନ୍ତ୍ରୀ…
ଦେଶର ୭୧୮ଜିଲା ମଧ୍ୟରୁ ୫୩୩ରେ କରୋନା ପଜିଟିଭ୍..
ନୂଆଦିଲ୍ଲୀ,୧୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦେଶର ୭୧୮ ଜିଲା ମଧ୍ୟରୁ ୫୩୩ରେ କରୋନା ପଜିଟିଭ୍ ରହିଥିବା ସରକାରୀ ରିପୋର୍ଟରେ ପ୍ରକାଶ ପାଇଛି।…
Archives


