କୋହଲିଙ୍କ ଟୁଇଟ୍ ଦେଖି ତାତିଲେ ଭାରତ-ପାକିସ୍ତାନ ପ୍ରଶଂସକ
ନୂଆଦିଲ୍ଲୀ,୨୨।୧୦: ଟି -୨୦ ବିଶ୍ୱକପ ୨୦୨୧ ପାଇଁ ଆସନ୍ତା ଅକ୍ଟୋବର ୨୪ରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହେବେ। ଏଭଳି ପରିସ୍ଥିତିରେ ସମସ୍ତେ ଏହି ମ୍ୟାଚକୁ ଅପେକ୍ଷା କରିଛନ୍ତି। କିନ୍ତୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମ୍ୟାଚର…
ରିଭଲଭର ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମସ୍ଥଳକୁ ପଶିଲେ ଜଣେ ବ୍ୟକ୍ତି
ଲକ୍ଷ୍ନୌ,୨୨।୧୦: ଉତ୍ତରପ୍ରଦେଶର ବସ୍ତି ଜିଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା କ୍ଷେତ୍ରରେ ଏକ ବଡ଼ଧରଣର ଅବହେଳା ଦେଖିବାକୁ ମିଳିଛି। ଯୋଗୀଙ୍କ କାର୍ଯ୍ୟକ୍ରମ ପୂର୍ବରୁ ଜଣେ ବ୍ୟକ୍ତି ଲାଇସେନ୍ସପ୍ରାପ୍ତ ରିଭଲଭର ସହିତ ଅଡିଟୋରିୟମକୁ ପ୍ରବେଶ କରିଥିଲେ। ତେବେ ଡ୍ୟୁଟିରେ ଥିବା ସିଓ ଉକ୍ତ…
ଏହି ଫଳର ସାମାନ୍ୟ ଖଣ୍ଡଟିଏ ଖାଇଦେଲେ ଚାଲିଯାଏ ଜୀବନ ! କୁହାଯାଏ ‘ମୃତ୍ୟୁର ସେଓ’
ଦୁନିଆ ରହସ୍ୟରେ ପରିପୂର୍ଣ୍ଣ। ବେଳେବେଳେ ଏଭଳି କିଛି ଜିନିଷ ବିଷୟରେ ଜଣାପଡେ, ଯେଉଁ କଥା ଶୁଣି ଲୋକମାନେ ଜାଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଆଜି ଆମେ ଆପଣଙ୍କୁ ଏପରି ଏକ ଗଛ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଜାଣି ଆପଣ ଚକିତ…
ଦେଶରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି:ମୋଦି
ନୂଆଦିଲ୍ଲୀ,୨୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରାବାର ଦେଶକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଅକ୍ଟୋବର ୨୧ ରେ ଭାରତ ଏକ ଅସାଧାରଣ ଲକ୍ଷ୍ୟ ହାସଲ କରିଛି। ୧୦୦ କୋଟି ଟିକାକରଣର ମାତ୍ରା କେବଳ ଏକ ଆକଳନ ନୁହେଁ ବରଂ…
ମର୍ନିଂଓ୍ବାକ୍ ବେଳେ ଜଣଙ୍କୁ ଗୋଡ଼େଇ ଗୋଡ଼େଇ ମାରିଲା ହାତୀ
କଣିହାଁ,୨୨ା୧୦(ଡି.ଏନ୍.ଏ.): ଅନୁଗୋଳ ଜିଲା ତାଳଚେର ରେଞ୍ଜ କଣିହାଁ ବ୍ଲକ ହରିହରପୁର ପଞ୍ଚାୟତ ଏକଘରିଆ ଗ୍ରାମ ନିକଟରେ ତାଳଚେର ପାଳଲହଡ଼ା ମୁଖ୍ୟ ରାସ୍ତାରେ ଶୁକ୍ରବାର ମର୍ନିଂ ଓ୍ବାକ୍ କରୁଥିବା ସମୟରେ ଗ୍ରାମର ଯୋଗେଶ ଦେବତା (୭୦)ଙ୍କୁ ଏକ ଦନ୍ତାହାତୀ ଆକ୍ରମଣ କରବାରୁ ଘଟଣାସ୍ଥଳରେ…
ସାପର ଓଜନ ଏତେ ଯେ, ଉଠାଇବା ପାଇଁ ଦରକାର ପଡ଼ିଲା କ୍ରେନ୍; ଭିଡିଓ ଦେଖିଲେ…
ଡୋମିନିକାର କାର୍ବିୟାନ ଦେଶରୁ ଏକ ବିଶାଳକାୟ ସାପର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସାପଟି ଏତେ ବଡ଼ ଯେ, ଏହାକୁ ଉଠାଇବା ପାଇଁ ଏକ କ୍ରେନ୍ର ଆବଶ୍ୟକ ପଡ଼ିଥିଲା। ଏହି ସାପକୁ ବିଶ୍ୱର ସବୁଠୁ ବଡ଼ ସାପ କୁହାଯାଉଛି। ଏକ…
ବରଙ୍କ ଭଉଣୀ ରଖିଲେ ଏମିତି ସର୍ତ୍ତ: ଏବେ ଭାଙ୍ଗିବାକୁ ବସିଛି ବାହାଘର…
ବିବାହ ହେଉଛି ହସଖୁସିର ଉତ୍ସବ। ମାତ୍ର ଏକ ପ୍ରସ୍ତାବିତ ବିବାହରେ ଜଣେ ବରଙ୍କ ଭଉଣୀଙ୍କ ପସନ୍ଦ ଅନୁସାରେ ସବୁକିଛି ହେଉଛି। ଖାଇବା, ପିଇବାଠାରୁ ଆରମ୍ଭ କରି ବେଦୀ ସଜ୍ଜା ସବୁକିଛି ତାଙ୍କ ନିର୍ଦ୍ଦେଶରେ ହେଉଛି। ଶେଷରେ ସେ ଏମିତି ଏକ ସର୍ତ୍ତ…
ଶୁଟିଂ ସେଟ୍ରେ ଗୁଳି ଚଳାଇଲେ ଏହି ଅଭିନେତା: ସିନେମାଟୋଗ୍ରାଫର୍ଙ୍କ ଜୀବନ ଗଲା
ନ୍ୟୁ ମେକ୍ସିକୋ,୨୨।୧୦: ନ୍ୟୁ ମେକ୍ସିକୋର ଏକ ଫିଲ୍କ ସେଟ୍ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଆମେରିକୀୟ ଅଭିନେତା ଆଲେକ ବାଲ୍ଡୱିନଙ୍କ ଗୁଳିରେ ଜଣେ ମହିଳା ସିନେମାଟୋଗ୍ରାଫରଙ୍କଙ୍କ ମୃତ୍ୟୁ ଘଟିଛି। ଏହି ସମୟରେ ଫିଲ୍ମ ନିର୍ଦ୍ଦେଶକ ମଧ୍ୟ ଆହତ ହୋଇଥିବା କୁହାଯାଉଛି।…
ଦ୍ୱାଦଶ ଶ୍ରେଣୀରେ ଦେଶରେ ଟପ୍ପର ହୋଇଥିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଆଜି ୩୨ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୨୨ ଅକ୍ଟୋବର ୧୯୮୮ରେ ହରିୟାଣାର ଅମ୍ବାଲାଠାରେ ଜନ୍ମଗ୍ରହଣ କରିଥିଲେ। ଏବେ ସେ ଫିଲ୍ମ ଜଗତରେ ଏକ ଜଣାଶୁଣା ନାମ। କିନ୍ତୁ ପରିଣୀତି ପିଲାଦିନରୁ ଫିଲ୍ମ…
ସାଧାରଣ ନାଗରିକଙ୍କୁ ବିବାହ କରିବେ ସୁନ୍ଦରୀ ରାଜକୁମାରୀ
ଟୋକିଓ,୨୨।୧୦:ଜାପାନର ରାଜକୁମାରୀ ମାକୋ ଖୁବ୍ଶୀକ୍ର ବିବାହ କରିବାକୁ ଯାଉଛନ୍ତି। ସାଧାରଣ ନାଗରିକ କେ କୋମୁରୋଙ୍କୁ ୩-୪ଜଣ ଅତିଥିଙ୍କ ଉପସ୍ଥିତିରେ ଆସନ୍ତା ମଙ୍ଗଳବାର ବିବାହ କରିବେ। ଏହି ବିବାହ ପରେ ମାକୋ ଆଉ ରାଜକୁମାରୀ ରହିବେ ନାହିଁ। ସେ ସାଧାରଣ ନାଗରିକଙ୍କ ପରି…
କୋହଲି କି ରୋହିତ ନୁହେଁ, ଏହି ୨ କ୍ରିକେଟର୍ଙ୍କୁ ପାକିସ୍ତାନର ପ୍ରବଳ ଭୟ
ଦୁବାଇ,୨୨।୧୦: ଟି -୨୦ ବିଶ୍ୱକପ୍ରେ ଭାରତୀୟ ଦଳ ଜବରଦସ୍ତ ଆରମ୍ଭ କରିଛି। ଦଳ ଉଭୟ ଅଭ୍ୟାସ ମ୍ୟାଚରେ ଏକ ଚମତ୍କାର ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ପାକିସ୍ତାନ ଦ୍ୱିତୀୟ ଅଭ୍ୟାସ ଅପ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା। ୨୪ ଅକ୍ଟୋବରରେ ଟି…
୬ ବର୍ଷରେ ଭାରତ ଛାଡ଼ିଛନ୍ତି ୩୫ ହଜାର ଉଦ୍ୟୋଗୀ
କୋଲକାତା,୨୨।୧୦:୨୦୧୪ରେ କେନ୍ଦ୍ରରେ ମୋଦି ସରକାର କ୍ଷମତାସୀନ ହେବା ପରଠାରୁ ୨୦୨୦ ମଧ୍ୟରେ ୩୫,୦୦୦ ଭାରତୀୟ ଉଦ୍ୟୋଗୀ ଦେଶ ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୨୩,୦୦୦ ଏଣ୍ଟରପ୍ରିନ୍ୟୁର କେବଳ ୨୦୧୪ରୁ ୨୦୧୮ ମଧ୍ୟରେ ଭାରତ ଛାଡ଼ି ଅନ୍ୟ ଦେଶକୁ ଚାଲିଯାଇଛନ୍ତି। ଏକ ଅଧ୍ୟୟନ…

