Home

ମୁହଁରେ ଫୁଟି ଉଠୁଥିଲା ଗର୍ବର ସ୍ମିତ ହାସ୍ୟ…, ପୃଥିବୀରେ ପହଞ୍ଚିବା ପରେ ଆସିଲା ଶୁଭାଂଶୁଙ୍କ ପ୍ରଥମ ଫଟୋ

କାଲିଫର୍ନିଆ,୧୫।୭: ଆକ୍ସିଅମ-୪ ମିଶନରେ ସାମିଲ ଥିବା ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଏବଂ ଅନ୍ୟ ତିନି ଜଣ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS)ରେ ୧୮ ଦିନ ରହିବା ଏବଂ ୨୨.୫ ଘଣ୍ଟା ଯାତ୍ରା ପରେ ମଙ୍ଗଳବାର (ଜୁଲାଇ ୧୫, ୨୦୨୫)ରେ ପୃଥିବୀକୁ ଫେରି…

ପୃଥିବୀରେ ପହଞ୍ଚିବା ପରେ ପ୍ରଥମେ ଶୁଭାଂଶୁଙ୍କୁ କ’ଣ ମିଳିବ ଖାଇବାକୁ? ଜାଣନ୍ତୁ ଏମ୍ପର୍କରେ…

କାଲିଫର୍ନିଆ,୧୫।୭: ଭାରତର ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ମହାକାଶରୁ ପୃଥିବୀକୁ ସୁରକ୍ଷିତ ଭାବରେ ଫେରି ଆସିଛନ୍ତି। ଫେରିବା ପରେ ତାଙ୍କୁ ପ୍ରଥମେ କ’ଣ ଖାଇବାକୁ ବା ପିଇବାକୁ ଦିଆଯାଇଥିଲା? କେତେ ସମୟ ପରେ ତାଙ୍କୁ ଖାଦ୍ୟ ମିଳିବ ଏବଂ ସେତେବେଳେ ସେ କ’ଣ…

କାମ ଚାପରେ କେମିତି ରଖିବେ ମାଇଣ୍ଡ୍‌ ଫ୍ରି:ମନକୁ ରିଲାକ୍ସ କରିବାର ଉପାୟ ଜାଣନ୍ତୁ…

ଅତ୍ୟଧିକ କାମ ଚାପରେ ବ୍ୟତିବ୍ୟସ୍ତ ହୋଇ ଅନେକ ସମୟରେ ଭାରାକ୍ରାନ୍ତ ହୋଇଯାଏ ମନ। ନୀତିଦିନିଆ ଜୀବନରେ ବିଭିନ୍ନ ଭାବରେ ଏହାର ପ୍ରଭାବ ପଡ଼େ। କାର୍ଯ୍ୟ ଦକ୍ଷତା କମିଯାଏ, ବିରକ୍ତ ଲାଗେ। ଏମିତି ଅନୁଭବକଲେ ମନକୁ ରିଲାକ୍ସ କରିବାର ଉପାୟ ଜାଣନ୍ତୁ… ଅତ୍ୟଧିକ…

ବର୍ଷାଦିନେ ଘରେ ହେଉଛନ୍ତି କି ପୋକ, ଆପଣାନ୍ତୁ ଏହି ଉପାୟ

ବର୍ଷାଦିନେ ସାଧାରଣତଃ କୀଟପତଙ୍ଗଙ୍କ ସଂଖ୍ୟା ବହୁତ ବଢ଼ିଯାଏ। ତେବେ ଘରକୁ ଏମାନଙ୍କଠାରୁ ସୁରକ୍ଷିତ ରଖିବାକୁ ହେଲେ କିଭଳି ପ୍ରତିକାର କରିବେ ଜାଣିରଖନ୍ତୁ… -ବର୍ଷାଦିନେ ଘର ଭିତରକୁ କୀଟପତଙ୍ଗଠାରୁ ସୁରକ୍ଷା ଦେବା ପାଇଁ ଏକ ଘରୋଇ ସ୍ପ୍ରେ ତିଆରି କରନ୍ତୁ। ଏଥିପାଇଁ ଏକ…

୨ ଦିନ ପୂର୍ବରୁ ହୋଇଥିଲା ସୌମ୍ୟାଶ୍ରୀଙ୍କ ମୃତ୍ୟୁ! ଅସଲ କଥା କହିଲେ ସୁର ରାଉତରାୟ, ଓଡ଼ିଶା ରାଜନୀତିରେ ଉଠିବ ଝଡ଼

ଭୁବନେଶ୍ୱର,୧୫।୭: ପୂର୍ବତନ ମନ୍ତ୍ରୀ ତଥା ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ମାମଲାରେ ଏକ ବଡ଼ ଦାବି କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ୨ ଦିନ ପୂର୍ବରୁ ହୋଇଥିଲା। ରାଉତରାୟ…

ପାକିସ୍ତାନର ସବୁଠାରୁ କମ ବୟସର ପାଇଲଟ ବନିଲେ ମିନେଲ ଫାରୁକି, ୧୮ ବର୍ଷ ବୟସରେ ଉଡାଇଲେ ବିମାନ

ଇସଲାମାବାଦ,୧୫।୭: ପାକିସ୍ତାନ ଅନେକ ସମୟରେ କୌଣସି ନା କୌଣସି କାରଣରୁ ଖବରରେ ରହିଥାଏ। କିନ୍ତୁ, ପ୍ରଥମ ଥର ପାଇଁ, ପାକିସ୍ତାନରୁ ଏକ ଭଲ ଖବର ଆସିଛି। ଜଣେ ୧୮ ବର୍ଷୀୟ ଝିଅ ପାକିସ୍ତାନର ପୁରୁଷପ୍ରଧାନ ସମାଜକୁ ଚ୍ୟାଲେଞ୍ଜ କରି ନିଜର ଲକ୍ଷ୍ୟ…

କାନ୍ଦି କାନ୍ଦି ଏମିତି କହିଦେଲେ ସୌମ୍ୟାଶ୍ରୀଙ୍କ ବାପା: ରାଷ୍ଟ୍ରପତି, ରାଜ୍ୟ ସରକାର …

ଭୁବନେଶ୍ୱର,୧୫।୭: ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଶେଷରେ ଆଖିବୁଜିଛନ୍ତି। ସୌମ୍ୟାଶ୍ରୀଙ୍କ ପଳାସିଆ ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଗାଁ ଝିଅକୁ ଅଶ୍ରୁଳ ବିଦାୟ ଦେଇଥିଲେ ହଜାର ହଜାର ଲୋକ।…

ବିମାନ ଉଡ଼ାଣକୁ ନେଇ ନୂଆ ନିୟମ ଜାରି କଲେ ସରକାର, ଜାଣନ୍ତୁ କ’ଣ କ’ଣ ହେଲା ପରିବର୍ତ୍ତନ

ନୂଆଦିଲ୍ଲୀ,୧୫।୭: ଭାରତ ସରକାର ବିମାନ ଉଡ଼ାଣ ସମ୍ପର୍କରେ ନୂତନ ନିୟମର ଏକ ଡ୍ରାଫ୍ଟ ଜାରି କରିଛନ୍ତି। ଭାରତୀୟ ବିମାନ ନିୟମ, ୨୦୨୫ ଅନୁଯାୟୀ, ଏବେ ସରକାର ୩୦ ଦିନ ମଧ୍ୟରେ ଏହି ନିୟମଗୁଡ଼ିକ ଉପରେ ଯେକୌଣସି ମତାମତ କିମ୍ବା ପରାମର୍ଶ ପଠାଇବାକୁ…

କାମରେ ଆସୁନାହିଁ ଉଠା ଜଳସେଚନ ପ୍ରକଳ୍ପ: ଚାଷୀ ମହଲରେ ଅସନ୍ତୋଷ

କେସିଙ୍ଗା,୧୫।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଲଇତରା ଗ୍ରାମ ପଞ୍ଚାୟତର ଯୋଲକୋ ଗ୍ରାମ ନିକଟରେ ପ୍ରବାହିତ ନଦୀରେ ରହିଛି ବୃହତ୍‌ ଉଠା ଜଳସେଚନ ପ୍ରକଳ୍ପ। ଏହି ପ୍ରକଳ୍ପ ଗତ ୨୦୧୪ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଉଦଘାଟନ ହୋଇଥିଲା।…

ଛବିରାଣୀ, ଅଞ୍ଜନା ମିଶ୍ର ଘଟଣା ଉଠାଇଲେଣି ନନା, ଓଡ଼ିଶା ବନ୍ଦ ଡାକରକୁ ନେଇ କହିଲେ…

ଭୁବନେଶ୍ୱର,୧୫।୭: ବାଲେଶ୍ବର ଫକୀରମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଉଦ୍ୟମ କରିବାର ୩ ଦିନ ପରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏବେ ଏହାକୁ ନେଇ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ଏହାକୁ ନେଇ ରାଜନୀତି…

ପଞ୍ଚାୟତ ପ୍ରଶାସନ ଶୁଣିଲେନି: ଏକାଠି ହୋଇ ଘାଇ ବନ୍ଧାଇଲେ ମହିଳା

ମହାକାଳପଡ଼ା, ୧୫ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ)କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଗଁା ଗହଳିର ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ ସୁନିଶ୍ଚିତ କରୁଛନ୍ତି। ହେଲେ ଏବେବି ଅନେକ ଗଁାରେ ବିକାଶର ଚିତ୍ର ବଦଳିନି। ୧୦ ହାତ ରାସ୍ତାର ଘାଇ ବନ୍ଧାଇବାକୁ…

ବିଳମ୍ବରେ ଭୋଜନ କରୁଛନ୍ତି କି, ହୋଇଯାନ୍ତୁ ସାବଧାନ: ନଚେତ୍‌…

ଆଧୁନିକ ଜୀବନଶୈଳୀରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିବା ଓ ବିଳମ୍ବରେ ଭୋଜନ କରିବା ଏକ ସାଧାରଣ କଥା ହୋଇଗଲାଣି । କିନ୍ତୁ ଏହି ଅଭ୍ୟାସ ଭବିଷ୍ୟତରେ ଅନେକ ସମସ୍ୟା ସୃଷ୍ଟି କରିପାରେ । -ବିଳମ୍ବରେ ଭୋଜନ କରିବା ଅଭ୍ୟାସ ମୋଟାପଣ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri