ପୁଣି କରୋନା ଆତଙ୍କ, ୪ ଲକ୍ଷ ଲୋକ ଘରେ ବନ୍ଦ…
ବେଜିଂ,୨୬।୧୦: ଚାଇନାର ବିଭିନ୍ନ ସହରକୁ ପୁଣି ଥରେ କରୋନା ଫେରିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଚାଇନାର ଲାଝୁଂ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଏଠାରେ…
ପାଣ୍ଡ୍ୟା ଫିଟ୍ ନା ଅନଫିଟ୍: ଆସିଲା ଅପଡେଟ୍
ଦୁବାଇ,୨୬।୧୦: ପାକିସ୍ତାନ ବିପକ୍ଷ ଟି -୨୦ ବିଶ୍ୱକଫ ଉଦଘାଟନୀ ମ୍ୟାଚରେ ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତ ସେତେଟା ଗୁରୁତର ନୁହେଁ। ତେଣୁ ସେ ୩୧ ଅକ୍ଟୋବରରେ ନ୍ୟୁଜିଲାଣ୍ଡ ବିପକ୍ଷ ପରବର୍ତ୍ତୀ ମ୍ୟାଚ ପାଇଁ ଉପଲବ୍ଧ ହେବାର ସମ୍ଭାବନା ରହିଛି।…
କରୋନା ମହାମାରୀରେ ମହିଳା ଅଧିକ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟାରେ ପୁରୁଷ ଆଗରେ…
ଜେନେଭା,୨୬।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣକୁ ୨ ବର୍ଷ ପୂରଣ ହେବାକୁ ଯାଉଛି। ୨୦୧୯ ନଭେମ୍ବରରେ ଏହାର ପ୍ରଥମ ମାମଲା ଚାଇନାରେ ଚିହ୍ନଟ ହୋଇଥିବା ଘୋଷଣା କରାଯାଇଥିଲା। ଇତିମଧ୍ୟରେ ପୃଥିବୀର ୨୪ କୋଟି ୪୭ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି।…
ବସ୍ କଣ୍ଡକ୍ଟରରୁ ସିନେମାର ଶ୍ରେଷ୍ଠ ପୁରସ୍କାର ପର୍ଯ୍ୟନ୍ତ ଯାତ୍ରା
ସୁପରଷ୍ଟାର ରଜନୀକାନ୍ତ ଅଭିନୟ ଜରିଆରେ ପ୍ରଶଂସକଙ୍କ ହୃଦୟରେ ରାଜ୍ କରନ୍ତି। ସିନେମାରେ ତାଙ୍କର ଅବଦାନ ହେତୁ ତାଙ୍କୁ ସିନେମା ଜଗତର ଶ୍ରେଷ୍ଠ ପୁରସ୍କାର ଦାଦାସହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି। ଆଜି ବି ସେ ସମଗ୍ର ବିଶ୍ୱରେ ଏକ ନିଆରା ପରିଚୟ…
ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଭାରତର ୮୭୦୦ କୋଟି ଡଲାର କ୍ଷତି…
ନୂଆଦିଲ୍ଲୀ,୨୬।୧୦: ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତରେ ଗତ ୨୦୨୦ ବର୍ଷରେ ଦେଖାଦେଇଥିବା ପ୍ରାକୃତିକ ବିପର୍ଯ୍ୟୟରେ ୭୮୦୦ କୋଟି ଡଲାର କ୍ଷତି ହୋଇଛି। ଏନେଇ ମଙ୍ଗଳବାର ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍ଓ) ପକ୍ଷରୁ ଏସିଆରେ ଜଳବାୟୁ ସମ୍ପର୍କରେ ପ୍ରକାଶିତ ଏକ ରିପୋର୍ଟ ଉଲ୍ଲେଖ…
ବାପାଙ୍କ ପାର୍ଥିବ ଶରୀର ଆଗରେ ଗ୍ଲାମରସ୍ ପୋଜ୍ ଦେଲେ ଯୁବତୀ, ଆଉ ତା’ପରେ…
ସୋସିଆଲ ମିଡିଆରେ ଜଣେ ଆମେରିକୀୟ ଯୁବତୀଙ୍କ ଫଟୋ ଭାଇରାଲ ହୋଇଛି। ଫଟୋରେ ଯୁବତୀଙ୍କ ଜଣଙ୍କ ନିଜ ବାପାଙ୍କ ପାର୍ଥିବ ଶରୀର ନିକଟରେ ଗ୍ଲାମରସ୍ ଅନ୍ଦାଜରେ ପୋଜ ଦେଉଥିବାର ଦେଖାଯାଇଛି। ଏହି ଫଟୋ ଭାଇରାଲ ହେବା ପରେ ତାଙ୍କୁ ଟ୍ରୋଲ କରାଯାଉଛି। ଯୁବତୀ…
ବଡ଼ ଘୋଷଣା କଲେ କେଜ୍ରିଓ୍ବାଲ୍
ଆଯୋଧ୍ୟା,୨୬।୧୦: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ସଭାପତି ଅରବିନ୍ଦ କେଜ୍ରିଓ୍ବାଲ୍ ଅଯୋଧ୍ୟା ଗସ୍ତରେ ଅଛନ୍ତି। କେଜ୍ରିଓ୍ବାଲ୍ ମଙ୍ଗଳବାର ସକାଳେ ହନୁମାନଗଢି ଏବଂ ରାମଲାଲା ପରିଦର୍ଶନ କରିଥିଲେ। ଦର୍ଶନ ପରେ କେଜ୍ରିଓ୍ବାଲ୍ ମଧ୍ୟ ଏକ ବଡ ଘୋଷଣା କରି…
ଯୋଗୀ ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ଛାଟ, ୪ ହଜାର ଭିଡ଼ରେ ମାତ୍ର ୨୩ ଜଣ ପ୍ରତ୍ୟକ୍ଷଦର୍ଶୀ…
ନୂଆଦିଲ୍ଲୀ,୨୬।୧୦: ଲଖିମପୁର ମାମଲାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ସୁପ୍ରିମ୍କୋର୍ଟଙ୍କ ଛାଟ ଲାଗିଛି। ଶୀର୍ଷ ଅଦାଲତ କହିଛନ୍ତି ଯେ, ଏହି ମାମଲାରେ ଘଟଣାସ୍ଥଳରେ ୪-୫ ହଜାର ପାଖାପାଖି ଭିଡ଼ ଜମା ହୋଇଥିଲେ। କିନ୍ତୁ ମାତ୍ର ୨୩ ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ନାମ…
ପାକିସ୍ତାନ ଜିତିବା ଖୁସିରେ ଷ୍ଟାଟସ୍ ରଖିଲେ ଶିକ୍ଷକ: ସ୍କୁଲରୁ ହେଲେ ବିଦା
ଉଦୟପୁର,୨୬।୧୦: ଗତ ରବିବାର ଟି-୨୦ ବିଶ୍ୱକପ୍ରେ ଭାାରତ ଏବଂ ପାକିସ୍ତାନ ମଧ୍ୟ ମ୍ୟାଚ୍ ଖେଲାଯାଇଥିଲା। ଏହି ମ୍ୟାଚ୍ରେ ପାକିସ୍ତାନ ଭାରତକୁ ୧୦ ଉଇକେଟ୍ ପରାସ୍ତ କରିଥିଲା। ଏହାପରେ ଦେଶରେ ନିରାଶାର ମାହୋଲ ଖେଳି ଯାଇଥିଲା। କିନ୍ତୁ ଉଦୟପୁରର ଜଣେ ଶିକ୍ଷକ ଭାରତ…
ଲୁଚି ରହିଥିବା ଆତଙ୍କବାଦୀଙ୍କ ମାର୍ଗଦର୍ଶକ ପାଲଟିଛନ୍ତି ପାକିସ୍ତାନୀ ଅବସରପ୍ରାପ୍ତ ସୈନ୍ୟ…
ଶ୍ରୀନଗର,୨୬।୧୦: ଜମ୍ମୁ-କଶ୍ମୀରର ପୁଞ୍ଚ୍ର ଜଙ୍ଗଲରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ମାର୍ଗଦର୍ଶକ ପାଲଟିଛନ୍ତି ପାକିସ୍ତାନୀ ଅବସରପ୍ରାପ୍ତ ସୈନ୍ୟ। ଏନେଇ ଭାରତୀୟ ସୁରକ୍ଷା ଏଜେନ୍ସି ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଲୁଚିଥିବା ଆତଙ୍କବାଦୀମାନେ ସମ୍ପୂର୍ଣ୍ଣ ଭାବେ ତାଲିମ ପ୍ରାପ୍ତ ବୋଲି ଭାରତୀୟ ସୁରକ୍ଷା…
ଶାହରୁଖ ଖାନଙ୍କ ପାଇଁ ତରଳିଲା ପାକିସ୍ତାନୀଙ୍କ ହୃଦୟ
ଇସଲାମାବାଦ,୨୬।୧୦:ବଲିଉଡର ପ୍ରସିଦ୍ଧ ଅଭିନେତା ଶାହରୁଖ ଖାନଙ୍କ ପ୍ରଶଂସକମାନେ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଅଛନ୍ତି। ଡ୍ରଗ୍ସ ମାମଲାରେ ତାଙ୍କ ପୁଅ ଆର୍ୟନ ଖାନ ଆଜିକାଲି ଜେଲରେ ଅଛନ୍ତି। ଏଭଳି ପରିସ୍ଥିତିରେ ଦୁନିଆର ଅନେକ ଲୋକ ଶାହରୁଖଙ୍କ ବିଷୟରେ ନିଜର ମତାମତ…
ପାକିସ୍ତାନ ଜିତିଲେ ଭାରତକୁ ଫାଇଦା
ଦୁବାଇ,୨୬।୧୦: କ୍ରିକେଟ୍ ଏକ ଅନିଶ୍ଚିତାର ଖେଳ, କେତେବେଳେ କେଉଁ ଦଳ କାହା ଉପରେ ଭାରୀ ପଡ଼ିବ ତାହା କହିବା କଷ୍ଟକର। ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ୍ରେ ଭାରତ ପାକିସ୍ତାନଠାରୁ ୧୦ ଉଇକେଟ୍ରେ ପରାସ୍ତ ହୋଇଛି। ଏହି ପରାଜୟ ପରେ ଭାରତର ସେମିଫାଇନାଲ…

