ବାପା ହେଲେ ସିଦ୍ଧାର୍ଥ, ପତ୍ନୀ କିଆରା ଦେଲେ…
ମୁମ୍ବାଇ: ବାପା ହୋଇଛନ୍ତି ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା। ପତ୍ନୀ ତଥା ଅଭିନେତ୍ରୀ କିୟାରା ଆଡଭାନୀଙ୍କ ଗର୍ଭରୁ ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି। ଏହାକୁ ନେଇ ପରିବାରରେ ଖୁସିର ଲହରି ଖେଳି ଯାଇଥିବା ବେଳେ ପ୍ରଶଂସକମାନେ ଦୁହିଁଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।…
‘ରାତି ଅଧିଆ ସୌମ୍ୟାଶ୍ରୀଙ୍କ ମରଶରୀରକୁ ପୁରୀରେ ଦାହ କରିବାକୁ ଯୋଜନା କରିଥିଲେ ସରକାର’
ଭୁବନେଶ୍ୱର,୧୫ା୭(ସୁନିତ୍ ମିଶ୍ର): ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳ ସରକାରଙ୍କ ଉପରେ ପ୍ରବଳ ବର୍ଷିଛି। ଶଙ୍ଖ ଭବନଠାରେ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କହିଛନ୍ତି,…
ଭାଜପା ଅଫିସରେ ସରିଲା ବୈଠକ: ମନ୍ତ୍ରୀ କଲେ ବଡ଼ ଘୋଷଣା
ଭୁବନେଶ୍ୱର,୧୫।୭: ଏଫଏମ କଲେଜ ଛାତ୍ରୀ ସୌମ୍ୟାଙ୍କ ମୃତ୍ୟୁ ଘଟଣାରେ ଆସିଛି ବଡ଼ ଅପଡେଟ । ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ସାରା ରାଜ୍ୟ ଉଠୁଛି ପଡୁଛି। ବିରୋଧୀ ବିଜେଡି ଓ କଂଗ୍ରେସ ମଧ୍ୟ ସରକାରଙ୍କ ଉପରେ ଚାପ ପକାଉଛନ୍ତି। ତେବେ ଏନେଇ ଆଜି…
୧୯ ଯାଏ ପ୍ରବଳ ବର୍ଷା, ଏହି ୬ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କଲା…
ଭୁବନେଶ୍ୱର, ୧୫ା୭(ଅନୁରାଧା ମହାରଣା)- ସାରା ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ମଙ୍ଗଳବାର ଜଗତ୍ସିଂହପୁରରେ ସର୍ବାଧିକ ୨୯.୨ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ଝାରସୁଗୁଡ଼ାରେ ୧୬.୦ ମିମି, ବରଗଡ଼ରେ ୧୫.୬ ମିମି, ଭବାନୀପାଟଣାରେ ୧୧.୮ ମିମି, ସୋନପୁରରେ ୧୧.୬ ମିମି ଓ…
ଏଫଏମ ପ୍ରିନ୍ସପାଲଙ୍କ ଖୋଲିଲା ପୋଲ୍, ହେଲା ସାଂଘାତିକ ଖୁଲାସା
ବାଲେଶ୍ୱର,୧୫।୭: ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଛି ନୂଆ ଟ୍ବିଷ୍ଟ । ଛାତ୍ରୀଙ୍କ ଯୌନ ନିର୍ଯାତନା ଅଭିଯୋଗ ନେଇ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ପ୍ରକୃତରେ ବିଭାଗ ମୁଖ୍ୟ ସମୀର ସାହୁଙ୍କ ବିରୋଧରେ ରିପୋର୍ଟ ଦେଇଥିଲା । ଏହି ରିପୋର୍ଟରେ…
ଶୁଭାଂଶୁ ଶୁକ୍ଲାଙ୍କ ଭଳି Astronaut ହେବାକୁ ଚାହାନ୍ତି କି? ଜାଣନ୍ତୁ କେଉଁ ଡିଗ୍ରୀ ଆବଶ୍ୟକ;ଦରମା କେତେ , ଚୟନ ପ୍ରକ୍ରିୟା…
ନୂଆଦିଲ୍ଲୀ,୧୫।୭: ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଏବଂ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ମହାକାଶରେ ୨୦ ଦିନ ଏବଂ ମହାକାଶ ଷ୍ଟେସନରେ ୧୮ ଦିନ ବିତାଇବା ପରେ ଆଜି ସୁରକ୍ଷିତ ଭାବରେ ପୃଥିବୀକୁ ଫେରିଛନ୍ତି। ସେ କାଲିଫର୍ନିଆ ଉପକୂଳ ନିକଟସ୍ଥ ପ୍ରଶାନ୍ତ ମହାସାଗରରେ…
ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ବିଜେଡିର ଆସନ୍ତାକାଲି ବଡ଼ ବନ୍ଦ ଡାକରା, ଜାଣନ୍ତୁ କ’ଣ ଖୋଲା କ’ଣ ବନ୍ଦ
ବାଲେଶ୍ୱର,୧୫।୭: ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଓଡ଼ିଶାରେ ତୀବ୍ର ଆନ୍ଦୋଳନ ଓ ରାଜନୈତିକ ପ୍ରତିକ୍ରିୟା ଦେଖାଦେଇଛି। ଏହି ଘଟଣାର ପ୍ରତିବାଦରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଆସନ୍ତାକାଲି, ବାଲେଶ୍ୱରରେ ଆଠ ଘଣ୍ଟିଆ…
ବଲିଉଡରେ ଶୋକର ଛାୟା, ଶେଷ ନିଶ୍ୱାସ ତ୍ୟାଗକଲେ ଏହି ଭେଟେରାନ ଅଭିନେତା
ମୁମ୍ବାଇ,୧୫।୭: ଅଭିନେତା ଏବଂ ପ୍ରଯୋଜକ ଧୀରଜ କୁମାରଙ୍କ ମଙ୍ଗଳବାର ପରଲୋକ ହୋଇଛି। ଧୀରଜ କୁମାର ୭୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନା ଅନୁଯାୟୀ, ସେ ଗତ କିଛି ମାସ ଧରି ନିମୋନିଆରେ ପୀଡିତ ଥିଲେ। ତାଙ୍କୁ କୋକିଲାବେନ…
Gallbladder Stone: ଜାଣନ୍ତୁ ପିତ୍ତାଶୟରେ ପଥର ହେବାର ଲକ୍ଷଣ, କାରଣ, ଚିକିତ୍ସା; କ’ଣ ସର୍ଜରୀ ନିହାତି…
Gallbladder Stone Treatment: ପିତ୍ତାଶୟ ପଥର ବା ଗଲ୍ଡଷ୍ଟୋନ୍ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା, ଯାହା ପିତ୍ତାଶୟରେ କଠିନ ଜମାଟ ଦ୍ରବ୍ୟ ହିସାବରେ ଗଠିତ ହୁଏ। ଏହା ପ୍ରାୟତଃ କୋଲେଷ୍ଟରଲ, ବିଲିରୁବିନ ବା କ୍ୟାଲସିୟମ ଲବଣରୁ ତିଆରି ହୁଏ। ଏହା ଆକାରରେ…
ନୋକିଆର ପୁରୁଣା ଫୋନ ସାହାଯ୍ୟରେ ଚିହ୍ନଟ ହେଲା ୧୦ ବର୍ଷ ତଳର କଙ୍କାଳ, ୨୦୧୫ରେ କରାଯାଇଥିଲା ୮୪ ମିସ୍ଡ କଲ
ହାଇଦ୍ରାବାଦ,୧୫।୭: ହାଇଦ୍ରାବାଦର ନାମପାଲିର ଏକ ଖାଲି ଘରୁ ସୋମବାର (୧୪ ଜୁଲାଇ, ୨୦୨୫) ପୋଲିସ ଏକ କଙ୍କାଳ ଉଦ୍ଧାର କରିଛି। ପୋଲିସର ସୂଚନା ଅନୁଯାୟୀ, ଏହି କଙ୍କାଳ ୧୦ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିବା ଆମିର ଖାନଙ୍କର ହୋଇପାରେ। କଙ୍କାଳ ବ୍ୟତୀତ,…
ଟାର୍ଗେଟରେ ଶୁବମନ ଗିଲ: ଓ୍ବନ କହିଲେ ଟେକନିକ ଠିକ ନୁହେଁ, ମଞ୍ଜରେକର କହିଲେ ଧୋନି-କୋହଲି ମଧ୍ୟରୁ ଜଣଙ୍କର ଷ୍ଟାଇଲ ବାଛ
ନୂଆଦିଲ୍ଲୀ,୧୫।୭: ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ ଓ୍ବନ କହିଛନ୍ତି ଯେ ଯେତେବେଳେ ଭାରତୀୟ ଅଧିନାୟକ ଶୁବମନ ଗିଲ ତୃତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିଲେ, ସେତେବେଳେ ସେ ଟେକ୍ନିକାଲ ଭାବରେ ଦୃଢ଼ ଦେଖାଯାଉ ନଥିଲେ ଏବଂ ତାଙ୍କଠାରେ…
ସୋମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ମୁହାଁମୁହିଁ ହେଲେ ରାହୁଲ-ଧର୍ମେନ୍ଦ୍ର, କହିଦେଲେ ଏତେ ବଡ଼କଥା
ନୂଆଦିଲ୍ଲୀ,୧୫।୭: ଏଫଏମ କଲେଜ ଛାତ୍ରୀ ସୋମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାରେ ପୂରା ରାଜ୍ୟ ଉଠୁଛି ପଡୁଛି। ତେବେ ଏହା ଜାତୀୟ ରାଜନୀତିରେ ମଧ୍ୟ ଚହଳ ପକାଇଛି। ଯାହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଧର୍ମେନ୍ଦ୍ର ପ୍ରଧାନ ମୁହାଁମୁହିଁ ହୋଇଛନ୍ତି। ସୋମ୍ୟାଶ୍ରୀଙ୍କ…
Archives


