ହସଖୁସିରେ ଘରୁ ବୁଲି ବାହାରିଥିଲେ: ତପ୍ତପାଣି ଘାଟିରେ ଠିଆ ହୋଇଥିବା ଟ୍ରକ୍କୁ ପିଟିଲା ଟାଭେଲର୍ସ, ୨୫ ଯାତ୍ରୀ…
ଦିଗପହଣ୍ଡି,୧୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟି ପାଳୁଖଳା ଗ୍ରାମ ନିକଟ ମୁଖ୍ୟରାସ୍ତାରେ ରବିବାର ଭୋରରେ ଏକ ଲୁହାଛଡ଼ ବୋଝେଇ ଟ୍ରକକୁ ଯାତ୍ରୀବାହୀ ଟ୍ରାଭେଲର୍ସ ନଂ.(ଓଡ଼ି୦୫ ବିଏମ – ୧୫୧୯) ଧକ୍କା ଦେବାରୁ ଟ୍ରାଭେଲର୍ସ…
Rahul Dravid Net Worth: ରାହୁଲ ଦ୍ରାଭିଡଙ୍କ ନେଟ ଓ୍ବର୍ଥ କେତେ? ଜାଣନ୍ତୁ କେଉଁଠୁ ଆସୁଛି ଏହି ଅର୍ଥ
ନୂଆଦିଲ୍ଲୀ,୧୧।୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଆଜି ଜାନୁଆରୀ ୧୧ ତାରିଖରେ ତାଙ୍କର ୫୩ତମ ଜନ୍ମଦିନ ପାଳନ କରୁଛନ୍ତି। ଦ୍ରାବିଡ କେବଳ ଜଣେ ଚମତ୍କାର କ୍ରିକେଟର ନଥିଲେ ବରଂ ଜଣେ ଚମତ୍କାର ପ୍ରଶିକ୍ଷକ…
ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ବାହାରିଗଲେ ଏହି ଖେଳାଳି, ଜାଣନ୍ତୁ ବଡ଼ କାରଣ
ନୂଆଦିଲ୍ଲୀ,୧୧।୧: ଭାରତ ବନାମ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ ଜାନୁଆରୀ ୧୧ରେ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖରାପ ଖବର ଆସିଛି, କାରଣ ରିଷଭ ପନ୍ତ ଆଘାତ ଯୋଗୁ ଦିନିକିଆ ଦଳରୁ ବାଦ ପଡ଼ିଛନ୍ତି। ଶନିବାର ବରୋଦାରେ…
ସିରିଆ ଉପରେ ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଆଇଏସ୍ ଆତଙ୍କବାଦୀ ଶିବିର
ଫ୍ଲୋରିଡା,୧୧।୧: ଆମେରିକା ପୁଣି ଥରେ ସିରିଆରେ ଆତଙ୍କବାଦୀଙ୍କ ବିରୁଦ୍ଧରେ ଏକ ବଡ଼ ଅଭିଯାନ ଆରମ୍ଭ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM) ବାହିନୀ, ସହଯୋଗୀ ବାହିନୀ ସହିତ, ଅପରେଶନ ହକିଆଇଷ୍ଟ୍ରାଇକର ଅଂଶ ଭାବରେ ସମଗ୍ର ସିରିଆରେ ଏକାଧିକ ଆଇଏସ ଲକ୍ଷ୍ୟସ୍ଥଳ ବିରୁଦ୍ଧରେ…
ଥଣ୍ଡାରେ କମ୍ପୁଛି ଉତ୍ତର ଭାରତ, ପାରଦ ଛୁଇଁଲା ୧.୧ ଡିଗ୍ରୀ
ଚଣ୍ଡିଗଡ଼,୧୧।୧: ଉତ୍ତର ଭାରତର ପାହାଡିଆ ଏବଂ ସମତଳ ଅଞ୍ଚଳରେ ଶନିବାର ପ୍ରବଳ ଥଣ୍ଡା ଦିନ ଥିଲା, ଲୋକମାନେ ପ୍ରବଳ ଥଣ୍ଡାରେ ଥରୁଥିଲେ। ଗତ କିଛି ଦିନ ଧରି କଶ୍ମୀର ଉପତ୍ୟକାରେ ତାପମାତ୍ରା ଶୂନ୍ୟ ସୀମା ତଳେ ରହିଛି ଏବଂ ଦିଲ୍ଲୀ ଶୀତ…
ଏଇ ଭାରତରେ
ଘିକୁଆଁରି ଚାଷ ଲାଭଜନକ ବୋଲି ପ୍ରମାଣ କରିଛନ୍ତି ମହାରାଷ୍ଟ୍ରର ହୃଷୀକେଶ ଜୟସିଂ ଧାନେ । ସତାରା ଜିଲା ପଡାଲି ଗାଁରେ ରୁହନ୍ତି ଜୟସିଂ। ସେଠାରେ ସେ ୮ ଏକର ଜମିରେ ଘିକୁଆଁରି ଚାଷ କରୁଛନ୍ତି। ଏହି ଚାଷରୁ ସେ ବର୍ଷକୁ ୩.୫…
ଇରାନର ନିର୍ବାସିତ ଯୁବରାଜ
ଇରାନରେ ଅର୍ଥନୈତିକ ସମସ୍ୟା ତୀବ୍ର ରୂପ ଧାରଣ କରିବା ସହ ଏହାର ମୁଦ୍ରା ‘ରିୟାଲ’ର ମୂଲ୍ୟ ବହୁ ମାତ୍ରାରେ ହ୍ରାସପାଇବା ପରେ ସେଠାରେ ଅରାଜକତା ସୃଷ୍ଟି ହୋଇଛି। ସାମଗ୍ରୀ ଦରଦାମ୍ ବଢ଼ିବା ସହ ନିଯୁକ୍ତି ସଙ୍କୁଚିତ ହୋଇଯାଇଥିବାରୁ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି।…
ଯେତେ ବିଜ୍ଞ ସେତେ ଅଜ୍ଞ
ପ୍ରତ୍ୟେକ ସାହିତ୍ୟ ସଭାର ଆୟୋଜନ ଏକପ୍ରକାର ସ୍ବତନ୍ତ୍ର। ବିଶେଷକରି ରବିବାର ଦିନ ଆୟୋଜିତ ସାହିତ୍ୟ ଆସର ଅବସରର ଆନନ୍ଦ ସମ୍ପୂର୍ଣ୍ଣ ନିଆରା। ଜିଲା ସଂସ୍କୃତି ଭବନରେ ଜଣେ ଶିକ୍ଷାବିତ୍ଙ୍କ ଆୟୋଜିତ ପୁସ୍ତକ ଲୋକାର୍ପଣ ଉତ୍ସବର ଏକ ଭବ୍ୟ ସଭାରେ ମୋର ଉପସ୍ଥିତି…
ହସ୍ତକ୍ଷେପରୁ କ୍ଷତି
ଆମେରିକା ବିଷୟରେ ପ୍ରଶଂସା କରିବା ପାଇଁ ବହୁତ କିଛି ଅଛି ଏବଂ ଘୃଣା କରିବା ସକାଶେ ମଧ୍ୟ ଅନେକ କିଛି ରହିଛି। ସର୍ବାଧିକ ପ୍ରଶଂସା କରିବାର ବିଷୟ ହେଉଛି ଏହା ବିଶ୍ୱର ଅନେକ ପ୍ରତିଭାବାନ୍ ଲୋକଙ୍କୁ ଆକର୍ଷିତ କରି ସେମାନଙ୍କୁ ନିଜ…
ଭେନେଜୁଏଲା ତୈଳ ସେକ୍ଟରରେ ନିବେଶ ପାଇଁ ଟ୍ରମ୍ପ୍ଙ୍କ ଚାପ
ଓ୍ବାଶିଂଟନ,୧୧ା୧: ସମସ୍ୟା ଘେରରେ ଥିବା ଭେନେଜୁଏଲା ତୈଳ ଶିଳ୍ପର ପୁନରୁଦ୍ଧାର ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅନୂ୍ୟନ ୧୦୦ ବିଲିୟନ ଡଲାର ଘରୋଇ ସେକ୍ଟର ନିବେଶ ନିମନ୍ତେ ଚାପ ପକାଉଥିବାବେଳେ ନିଜ ଦେଶର ବୃହତ୍ ତୈଳ କମ୍ପାନୀଗୁଡ଼ିକ ଏହାର ବିରୋଧ…
ବ୍ରିକ୍ସ ପ୍ଲସ୍ ନୌସମରାଭ୍ୟାସ ଆରମ୍ଭ
କେପ୍ ଟାଉନ୍,୧୧ା୧: ଦକ୍ଷିଣ ଆଫ୍ରିକା ସମୁଦ୍ରରେ ଚାଇନା, ରୁଷିଆ ଏବଂ ଇରାନ ଶନିବାରଠାରୁ ସପ୍ତାହବ୍ୟାପୀ ମିଳିତ ନୌସେନା ସମରାଭ୍ୟାସ ଆରମ୍ଭ କରିଛନ୍ତି। ଜାହାଜ ଚଳାଚଳ ଏବଂ ସାମୁଦ୍ରିକ ଆର୍ଥତ୍କ କାରବାରର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବ୍ରିକ୍ସ ପ୍ଲସ୍ ସମରାଭ୍ୟାସ ନାମରେ…
ସିଟି ସେଣ୍ଟର ଦଖଲ ପାଇଁ ରେଜା ପହଲବୀଙ୍କ ଆହ୍ବାନ
ତେହରାନ,୧୧ା୧: ଇରାନରେ ଅତ୍ୟଧିକ ମୁଦ୍ରାସ୍ଫୀତି ଓ ଆର୍ଥତ୍କ ସଙ୍କଟକୁ ନେଇ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ବହିଷ୍କାର ଦାବିରେ ୨ ସପ୍ତାହ ହେଲା ବିକ୍ଷୋଭ ଜାରି ରହିଥିବାବେଳେ ଏବେ ତାହା ନୂଆ ମୋଡ଼ ନେଇଛି। ସେଠାର କ୍ଷମତାଚ୍ୟୁତ ଶେଷ ରାଜା…
Archives


