ଆଖଡ଼ା ପରିଷଦ ଅଧ୍ୟକ୍ଷଙ୍କ ସନ୍ଦେହଜନକ ମୃତ୍ୟୁ
ପ୍ରୟାଗରାଜ,୨୧।୯: ଏକ କୋଠରୀରେ ସୋମବାର ସନ୍ଧ୍ୟାରେ ଝୁଲନ୍ତା ଅବସ୍ଥାରେ ମିଳିଛି ଦେଶର ଅନ୍ୟତମ ବୃହତ୍ ଧାର୍ମିକ ସଂଗଠନ ଆଖଡ଼ା ପରିଷଦର ଅଧ୍ୟକ୍ଷ ନରେନ୍ଦ୍ର ଗିରିଙ୍କ ମୃତଦେହ। ଘଟଣାସ୍ଥଳରୁ ପୋଲିସକୁ ସୁଇସାଇଡ୍ ନୋଟ୍ ମିଳିଛି। ତାଙ୍କ ମୃତ୍ୟୁ ପରେ କେଉଁ ଭଳି ଆଶ୍ରମର…
ବିବାହ ଦିନ ଶାଶୁ ଏମିତି କାମ କଲେ, ଭାବି ବୋହୂ ରାଗରେ ହୋଇଗଲେ ନିଆଁବାଣ
ସାଧାରଣତଃ ବିବାହ ପରେ ବୋହୂମାନେ ଶାଶୁମାନଙ୍କ ବିରୋଧରେ ଅଭିଯୋଗ ଆଣନ୍ତି। କିନ୍ତୁ ବିବାହ ଦିନ ବୋହୂ ଶାଶୁଙ୍କ ବିରୋଧରେ ଅଭିଯୋଗ ଆଣିବା ନିହାତି ଆଶ୍ଚର୍ଯ୍ୟର ବିଷୟ। ଏକ ବିବାହ କାର୍ଯ୍ୟକ୍ରମରେ ଶାଶୁ ଏପରି କାର୍ଯ୍ୟ କରିଥିଲେ, ଯାହାଦ୍ୱାରା ତାଙ୍କ ଭାବି ବୋହୂ…
ଏହି ଭାରତୀୟ ଖେଳାଳିଙ୍କୁ ଦେଖି ଥରହର ପାକିସ୍ତାନ: ଟି-୨୦ ବିଶ୍ୱକପ୍ ସାବ୍ୟସ୍ତ ହୋଇପାରନ୍ତି ‘ଡେଞ୍ଜର ମ୍ୟାନ୍’
ଇସଲାମାବାଦ୍,୨୦।୯: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ରେ ଟିମ ଇଣ୍ଡିଆ ଅକ୍ଟୋବର ୨୪ରେ ଦୁବାଇ ଆନ୍ତର୍ଜାତୀୟ ଷ୍ଟାଡିୟମରେ ପାକିସ୍ତାନ ବିପକ୍ଷ ଉଦଘାଟନୀ ମ୍ୟାଚ ଖେଳିବ। ଜଣେ ଭାରତୀୟ ଖେଳାଳି ଯିଏ ଏହି ଟୁର୍ନାମେଣ୍ଟରେ ବିରୋଧୀ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରନ୍ତି।…
ଶପଥ ନେବା ପରେ ଉଠିଲା ଇସ୍ତଫା ଦାବି
ଚଣ୍ଡିଗଡ଼,୨୦।୯: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂ ଚାନ୍ନି ସୋମବାର ଶପଥ ଗ୍ରହଣ କରିଛନ୍ତି। ଶପଥ ନେବାର କିଛି ଘଣ୍ଟା ପରେ ପଞ୍ଜାବର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ଜାତୀୟ ମହିଳା କମିଶନ (ଏନ୍ସିଡବ୍ଲ୍ୟୁ) ଅଧ୍ୟକ୍ଷା ରେଖା…
ଅଶ୍ଳିଳ ବିଷୟବସ୍ତୁ ପ୍ରସ୍ତୁତିରେ ସାମିଲ ଥିବା ନେଇ କୌଣସି ପ୍ରମାଣ ନାହିଁ: ରାଜ କୁନ୍ଦ୍ରା
ବମ୍ବେ,୨୦।୯: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଶେଷରେ ମିଳିଲା ଜାମିନ। ଦୀର୍ଘ ୨ ମାସ ଜେଲରେ ରହିବା ପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। କୋର୍ଟରେ ରାଜ୍ ତାଙ୍କୁ ଫସାଯାଇଥିବା କହିବା…
କୋହଲିଙ୍କ ନିଷ୍ପତ୍ତିକୁ ନେଇ ଖୁସି ନାହାନ୍ତି ସେହ୍ବାଗ; ଦେଲେ ଏଭଳି ବଡ଼ ବୟାନ
ନୂଆଦିଲ୍ଲୀ,୨୦।୯: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୧ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ଅଧିନାୟକ ପଦ ଛାଡ଼ିବେ ବିରାଟ କୋହଲି। ନିକଟରେ ଜାତୀୟ ଟି୨୦ ଦଳର ଅଧିନାୟକ ପଦରୁ ଓହରିବାକୁ ନେଇ ସେ ନିଷ୍ପତ୍ତି ନେଇଥିବା ବେଳେ ଏବେ କୋହଲିଙ୍କ ଏହି ଘୋଷଣା…
ଆମିରଙ୍କ ପ୍ରେମରେ ପଡ଼ିଯିବେ ବୋଲି ଡରୁଥିଲେ ଏହି ଅଭିନେତ୍ରୀ, ଏପରି କହିଥିଲେ ମନକଥା…
ବମ୍ବେ: ଅଭିନେତାଙ୍କୁ କେହି ପସନ୍ଦ କରିବା ସ୍ବାଭାବିକ କଥା। ହେଲେ ଯଦି କେବେ ତାଙ୍କ ସହ କାମ କରିବାର ସୁଯୋଗ ମିଳିଯାଏ ତେବେ ହଠାତ୍ ବିଶ୍ୱାସ କରିହୁଏନା। ସେଭଳି କିଛି ଘଟିଥିଲା ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କ କ୍ଷେତ୍ରରେ। ଚଳଚ୍ଚିତ୍ର ‘ଗୁଲାମ୍’ରେ ଅଭିନେତା…
ରାସ୍ତାରେ ଦୀପିକାଙ୍କ ସହ ଦୁର୍ବ୍ୟବହାର କରିଥିଲେ ରୋଡ୍ ରୋମିଓ; ଚାପୁଡ଼ା ମାରି ଗାଲ ଲାଲ୍ କରିଦେଇଥିଲେ…
ବମ୍ବେ: ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଦୀପିକା ପାଦ୍ୟୁକୋନ ଜଣେ। ଅଭିନୟ ସାଙ୍ଗକୁ ରୋକ୍ଠୋକ୍ ସ୍ବଭାବକୁ ନେଇ ସେ ଚର୍ଚ୍ଚାରେ ଥାନ୍ତି। ଏକଦା ସେ ଜଣେ ରୋଡ୍ ରୋମିଓଙ୍କୁ ପାନେ ଦେଇଥିଲେ। ସ୍କୁଲରେ ପଢ଼ୁଥିଲେ ଦୀପିକା। ବାଙ୍ଗାଲୋରର ବ୍ରିଗେଡ ରୋଡ୍ରେ ସେ…
ବାରବାଟୀରେ ଟି୨୦ ମ୍ୟାଚ୍
କଟକ,୨୦।୯: ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆସନ୍ତା ଫେବୃୟାରୀ ୧୫ ତାରିଖରେ ଟିମ୍ ଇଣ୍ଡିଆ ଓ ଓ୍ବେଷ୍ଟଇଣ୍ଡିଜ ପରସ୍ପରକୁ ଭେଟିବେ। ଏହା ସ୍ପଷ୍ଟ କରିଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସମ୍ପାଦକ ସଞ୍ଜୟ ବେହେରା। ୨୦୨୨ ଫେବୃୟାରୀରେ ଓ୍ବେଷ୍ଟଇଣ୍ଡିଜ ସୀମିତ ଓଭର ବିଶିଷ୍ଟ…
ଭାଜପା ନେତ୍ରୀଙ୍କ ବିବାଦୀୟ ମନ୍ତବ୍ୟ: କହିଲେ, ଅମଲାତନ୍ତ୍ର କିଛି କରେ ନାହିଁ, ଆମ ଚପଲ ଉଠାଏ
ନୂଆଦିଲ୍ଲୀ,୨୦।୯: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ଉମା ଭାରତୀଙ୍କ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଅମଲାତନ୍ତ୍ର ବିଷୟରେ ଉମା ଭାରତୀ କହିଛନ୍ତି ଯେ, ଅମଲାତନ୍ତ୍ର ନେତାମାନଙ୍କୁ ଚଳାଏ ନାହିଁ, ସେମାନେ ଆମର ଚପଲ ଉଠାଇଥାନ୍ତି, ଅମଲାତନ୍ତ୍ର କିଛି ନୁହେଁ।…
ବେଶ ବଦଳାଇ ହସ୍ପିଟାଲରେ ପହଞ୍ଚିଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ, ସିକ୍ୟୁରୀଟି ଗାର୍ଡଙ୍କ ଠାରୁ ଖାଇଲେ ଠେଙ୍ଗା ପାହାର
ନୂଆଦିଲ୍ଲୀ,୨୦।୯: କରୋନା ମହାମାରୀ ମଧ୍ୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଆକ୍ସନ ମୋଡ୍ରେ କାର୍ଯ୍ୟ କରୁଛନ୍ତି। ସେ ପ୍ରତିଦିନ ଡାକ୍ତରଖାନା ପରିଦର୍ଶନ କରି ଅଧିକାରୀଙ୍କ ସହ ନିରନ୍ତର କାର୍ଯ୍ୟ ସମୀକ୍ଷା କରୁଛନ୍ତି। ମାନସୁଖ ମାଣ୍ଡଭିଆ ନିକଟରେ ଜଣେ ସାଧାରଣ ରୋଗୀଙ୍କ ପରି…
ଏକଦା ମହେଶ ଭଟ୍ଟଙ୍କ ଘରକୁ ପଶି ରାଗରେ ନିଆଁବାଣ ହୋଇଯାଇଥିଲେ ଅନୁପମ ଖେର; ଧୋକାବାଜ କହି…
ବମ୍ବେ: ବଲିଉଡ୍କୁ ଗୋଟିଏରୁ ବଳି ଗୋଟିଏ ସୁପରହିଟ୍ ଫିଲ୍ମ ଦେଇଛନ୍ତି ନିର୍ଦ୍ଦେଶକ ମହେଶ ଭଟ୍ଟ। ହେଲେ ସର୍ବଦା ସିନେମାଠାରୁ ଅଧିକ ତାଙ୍କ ବିବାଦକୁ ନେଇ ଚର୍ଚ୍ଚା ହୋଇଥାଏ। ସେଭଳି ଏକ ବିବାଦ ଅଭିନେତା ଅନୁପମ ଖେରଙ୍କ ସହ ତାଙ୍କର ହୋଇଥିଲା। ୧୯୮୪ରେ…
Archives


