Home

ଏହି ଅଭିନେତ୍ରୀଙ୍କ ସହ ସଲମାନଙ୍କ ବାହାଘର କାର୍ଡ ଛପା ସରିଥିଲା: ଏବେ କେମିତି ଅଛି ଦୁହିଁଙ୍କ ସମ୍ପର୍କ

ବଲିଉଡ ସୁପରଷ୍ଟାର ସଲମାନ ଖାନ ତାଙ୍କ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ତାଙ୍କ ନାମ ଐଶ୍ୱର୍ଯ୍ୟା ରାୟଙ୍କ ଠାରୁ ଆରମ୍ଭ କରି କାଟ୍ରିନା କୈଫଙ୍କ ସହ ଯୋଡା ଯାଇଛି। ଏହି ନାମଗୁଡିକ ମଧ୍ୟରୁ ଗୋଟିଏ ହେଉଛି ସଙ୍ଗୀତା ବିଜଲାନୀ। ସଲମାନ…

ଭିଜିଲାନ୍ସ ଜାଲରେ ସମ୍ବଲପୁର ଓସିସିଏଲ୍‌ର ସିନିୟର ମ୍ୟାନେଜର

ସମ୍ବଲପୁର ଅଫିସ,୨୦ା୯: ସମ୍ବଲପୁର ଓସିସିଏଲର ସିନିୟର ମ୍ୟାନେଜର ରଞ୍ଜନ କୁମାର ଡାଙ୍ଗ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଭିଜିଲାନ୍ସ ପକ୍ଷରୁ ଏକକାଳୀନ ରଞ୍ଜନଙ୍କ ସମ୍ବଲପୁରସ୍ଥିତ ବାସଭବନ, ଅଫିସ ଏବଂ ତାଙ୍କ ଶ୍ୱଶୁର ଘରେ ଚଢ଼ାଉ…

ଭଲ ସଡ଼କ ଦାବିରେ ଧାରଣା, ୧୫ କିମି ରାସ୍ତା ଜାମ୍‌ …

ରୋହତକ,୨୦।୯: ଭଲ ସଡ଼କ ଦାବିରେ ଦିଲ୍ଲୀର ରୋହତକରେ ଲୋକଙ୍କ ପ୍ରଦର୍ଶନ ଯୋଗୁ ୧୫ କିଲୋମିଟର ରାସ୍ତା ଜାମ୍‌ ହୋଇଛିି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କଠାରୁ ରାସ୍ତାରେ ସୁଧାର ପ୍ରତିଶ୍ରୁତି ନ ପାଇବା ପର୍ଯ୍ୟନ୍ତ ବିକ୍ଷୋଭକାରୀ ଧାରଣା ସ୍ଥଳରୁ ହଟିବେ ନାହିଁ ବୋଲି କହିଛନ୍ତି।…

ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର,୨୦ା୯(ବ୍ୟୁରୋ): ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ସ୍ତ୍ରୀ ବିଦ୍ୟାଭାରତୀଙ୍କର ସୋମବାର ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଛି । ଭୁବନେଶ୍ୱରସ୍ଥିତ ଷ୍ଟେଟ୍‌ ଫରେନ୍‌ସିକ୍‌ ସାଇନ୍ସ ଲାବୋରେଟୋରୀରେ ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଚାଲିଛି । ଲାଏ ଡିଟେକ୍ସନ…

ସୁରେଶ ରାଇନାଙ୍କୁ ଲାଗିଲା ଡବଲ୍‌ ଝଟ୍‌କା

ୟୁଏଇ,୨୦।୯: ଆଇପିଏଲ ୨୦୨୧ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଦୁବାଇରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ୨୦ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଚେନ୍ନାଇ ବ୍ୟାଟ୍ସମ୍ୟାନ ସୁରେଶ ରାଇନାଙ୍କ ସହ ଏମିତି…

ଶପଥ ନେଲେ ଚନ୍ନି…

ଚଣ୍ଡିଗଡ଼,୨୦।୯: ପଞ୍ଜାବର ନୂଆ ତଥା ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ୍‌ ସିଂ ଚନ୍ନି ଶପଥ ଗ୍ରହଣ କରିଛନ୍ତି। ଫଳରେ ଚନ୍ନି ଏବେ ପଞ୍ଜାବର ୧୬ ତମ ମୁଖ୍ୟମନ୍ତ୍ରୀ ପାଲଟିଛନ୍ତି। ତାଙ୍କ ସହିତ ସୁଖ୍‌ଜିନ୍ଦର ସିଂ ରାନ୍ଧଓ୍ବା ଏବଂ ଓପି ସୋନୀ…

ଜଣଙ୍କୁ ପଥରରେ ଛେଚି ହତ୍ୟା, ମୃତଦେହ ନିକଟରେ ଦୁର୍ବୃତ୍ତ ରକ୍ତରେ ଲେଖିଲେ ପରବର୍ତ୍ତୀ ଟାର୍ଗେଟଙ୍କ ନାଁ

ପୁରୁଷୋତ୍ତମପୁର,୨୦ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡିଘାଇ ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ରବିବାର ରାତିରେ ଶୋଇଥିବା ଅବସ୍ଥାରେ ଅତି ବୀଭତ୍ସ ଭାବରେ ମୁଣ୍ଡକୁ ପଥର ଛେଚି ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ବିନାୟକ ପ୍ରଧାନ (୪୮)। ପୁରୁଷୋତ୍ତମପୁର ଏସ୍‌ଡିପିଓ…

ରାତି ଅନ୍ଧାରରେ ତୋପ ବର୍ଷା କଲା ଚାଇନା…

ଲଦାଖ,୨୦।୯: ଭାରତ ଚାଇନା ସୀମାରେ ପୁଣି ଉତ୍ତେଜନା ମୂଳକ ସ୍ଥିତି ସୃଷ୍ଟି ହୋଇଛି। ପୂର୍ବ ଲଦାଖରେ ଚାଇନା ନିଜର ସୈନ୍ୟ ବାହିନୀଙ୍କୁ ଆଧୁନିକ ଅସ୍ତ୍ରଶସ୍ତ୍ର ସମ୍ପର୍କରେ ତାଲିମ ଦେବା ପାଇଁ ରାତି ଅନ୍ଧାରରେ ତୋପ ବର୍ଷା କରିଛି। ଏନେଇ ଏଲ୍‌ଏସିରେ ସ୍ଥିତି…

ଟ୍ୟାକ୍ସ ଚୋରି ଅଭିଯୋଗକୁ ନେଇ ମୁହଁ ଖୋଲିଲେ ସୋନୁ ସୁଦ, କହିଲେ..

ରିଲ୍‌ରୁ ରିଅଲ ହିରୋ ସାଜିଥିବା ସୋନୁ ସୁଦ ନିକଟରେ ଆୟକର ରାଡାର୍‌ରେ ଆସିଥିଲେ। ସେ ଟ୍ୟାକ୍ସ ଫାଙ୍କିଥିବା ନେଇ ହୋଇଛି ଖୁଲାସା। ପାଖାପାଖି ୨୦ କୋଟିରୁ ଅଧିକ ଟଙ୍କାର ସେ ଟ୍ୟାକ୍ସ ଫାଙ୍କିଥିବା ନେଇ ଆୟକର ବିଭାଗ ପକ୍ଷରୁ କୁହାଯାଇଛି। ଏଭଳି…

ଡ୍ରେନ୍‌ରେ ଭାସି ଯାଇଥିବା ଛାତ୍ରଙ୍କ ମୃତଦେହ ମିଳିଲା

ଭୁବନେଶ୍ୱର,୨୦ା୯(ବ୍ୟୁରୋ): ରାଜଧାନୀର ଖୋଲା ଡ୍ରେନ୍‌ରେ ରବିବାର ଅପରାହ୍ନରେ ଭାସି ଯାଇଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃତଦେହକୁ ସୋମବାର ଉଦ୍ଧାର କରିଛି ଅଗ୍ନିଶମ ବାହିନୀ ଟିମ୍‌। ଦୀର୍ଘ ୧୮ ଘଣ୍ଟା ଖୋଜାଖୋଜି କରିବା ପରେ ଆଜି ପଞ୍ଚସଖା ନଗର ନାଳରୁ…

ବିନାଶକାରୀ ଅବସ୍ଥା, ବଢୁଛି ମୃତକଙ୍କ ସଂଖ୍ୟା-କମୁଛି ଜନ୍ମ ହାର…

ଓ୍ବାଶିଂଟନ,୨୦।୯: ଆମେରିକାର ଆଲବାମା ରାଜ୍ୟରେ ବିନାଶକାରୀ ଅବସ୍ଥା ସୃଷ୍ଟି ହୋଇଛି। ଏଠାରେ ମୃତକଙ୍କ ସଂଖ୍ୟା ବଢୁଥିବାବେଳେ ଜନ୍ମ ହାର କମିବାରେ ଲାଗିଛି। ଫଳରେ ଜନ୍ମ ଏବଂ ମୃତ୍ୟୁ ମଧ୍ୟରେ ଥିବା ଅନ୍ତର କମୁଛି। ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ସହିତ ଆମେରିକା…

ମାଲାମାଲ୍‌ ହେବେ ସଲ୍‌ମାନ ଖାନ୍‌: ବିଗ୍‌ବସ୍‌ରୁ ମିଳିବ ଏତିକି ଟଙ୍କା

ଟେଲିଭିଜନ ଜଗତର ବିବାଦୀୟ ଶୋ’ ବିଗ ବସ ୧୫ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଶୋ’ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ବଲିଉଡର ସୁପରଷ୍ଟାର ସଲମାନ ଖାନ ପୁଣି ଥରେ ଏହି ଶୋ’ର ହୋଷ୍ଟ ଷ୍‌କରୁଥିବା ନଜର ଆସିବେ। ସଲମାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri