Home

ପୁଅ ଆର୍ୟନଙ୍କ ଏଭଳି ଅବସ୍ଥା ଦେଖି ଭୋ ଭୋ ହୋଇ କାନ୍ଦିଲେ ଗୌରୀ

ବମ୍ବେ: ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଜେଲରେ ଅଛନ୍ତି କିଙ୍ଗ୍‌ ଖାନ୍‌ ଶାହାରୁଖଙ୍କ ପୁଅ ଆର୍ୟନ। କୋର୍ଟ ଜାମିନ ନ ଦେବାରୁ ତାଙ୍କୁ ଆର୍ଥର ରୋଡ୍‌ରେ ଥିବା ଜେଲରେ ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ରଖାଯାଇଛି। ଏହାକୁ ନେଇ ଭାଙ୍ଗିପଡ଼ିଛନ୍ତି…

ଶାହରୁଖଙ୍କ ଡ୍ରାଇଭରଙ୍କୁ ଡାକରା

ମୁମ୍ବାଇ,୯।୧୦: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ଡ୍ରାଇଭର ରାଜେଶ ମିଶ୍ରା ଶନିବାର ମୁମ୍ବାଇସ୍ଥିତ ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଅଫିସରେ ପହଞ୍ଚିଛନ୍ତି। କ୍ରୁଜ ଡ୍ରଗ୍‌ ମାମଲାରେ ତାଙ୍କୁ ପଚରାଉଚୁରା ପାଇଁ ଏନ୍‌ସିବି ଡକାଇଛି। ମୁମ୍ବାଇର ଏକ କୋର୍ଟ ଶାହରୁଖଙ୍କ ପୁଅ ଆର୍ୟନଙ୍କ…

ଗ୍ରୀନ୍‌ କାର୍ଡ ପ୍ରକ୍ରିୟାରେ ବିଳମ୍ବ ହଟାଇବାକୁ ଚାହୁଁଛନ୍ତି ବାଇଡେନ: ଉପକୃତ ହେବେ ଲକ୍ଷାଧିକ ଭାରତୀୟ

ଓ୍ବାଶିଂଟନ,୯ା୧୦: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗ୍ରୀନ୍‌କାର୍ଡରେ ବିଳମ୍ବ ପ୍ରକ୍ରିୟାକୁ ହଟାଇବାକୁ ଚାହୁଁଛନ୍ତି। ଏହା କରିବା ଦ୍ୱାରା ଆମେରିକାରେ ଏଚ୍‌-୧ବି (H-1B)ଭିଜା ଉପରେ କାର୍ଯ୍ୟ କରୁଥିବା ଲକ୍ଷାଧିକ ଭାରତୀୟ ଉପକୃତ ହେବେ। ଗ୍ରୀନକାର୍ଡ ଯାହାକି ସ୍ଥାୟୀ ଆବାସିକ କାର୍ଡ ଭାବରେ ଜଣାଶୁଣା।…

କିଏ ସେହି ଶ୍ରୀକର ଭରତ, ଯାହାଙ୍କ ଛକା ଦେଖି ଖୁସିରେ ନାଚିଥିଲେ ଆର୍‌ସିବି ଅଧିନାୟକ

ଦୁବାଇ,୯।୧୦: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଲିଗ୍‌ ପର୍ଯ୍ୟାୟ ଶୁକ୍ରବାର ଶେଷ ହୋଇଛି। ଲିଗ୍‌ ରାଉଣ୍ଡର ଅନ୍ତିମ ଦିନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ବେଶ୍‌ ରୋମାଞ୍ଚକର ଥିଲା। ଦିଲ୍ଲୀ ଟିମ୍‌କୁ ବାଙ୍ଗାଲୋର ୭ ଉଇକେଟରେ…

ବାନ୍ଧବୀଙ୍କ ସହ ରେଷ୍ଟୁରାଣ୍ଟରେ ଖାଇଲେ ଅନୁଭବ, ଫଟୋ ଶେୟାର କରି ଏବେ ଚର୍ଚ୍ଚାରେ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି ଏବେ ଚର୍ଚ୍ଚାରେ ରହିଛନ୍ତି। ଅନୁଭବ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏହି ଫଟୋ ଶେୟାର କରିଛନ୍ତି। ଫଟୋରେ ଦେଖିବାକୁ ମିଳିଛି, ଅନୁଭବ ତାଙ୍କର ଜଣେ…

ରାଗିଗଲେ ସର୍ବଦା ଶାନ୍ତ ରହୁଥିବା ପନ୍ତ; କହିଲେ ‘ଆମେ ହାରିବା ଯୋଗ୍ୟ’

ଦୁବାଇ,୯।୧୦: ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ରିଷଭ ପନ୍ତ ଶାନ୍ତ ଖେଳାଳି ଭାବେ ଜଣାଶୁଣା। ତାଙ୍କ ମୁହଁରେ ସବୁବେଳେ ହସ ଥାଏ। କିନ୍ତୁ ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶେଷ ଓଭରରେ ଦିଲ୍ଲୀ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲା। ଶେଷ ବଲ୍‌ରେ ଶ୍ରୀକର…

୧୪.୨୫ କୋଟି: ନିଜ ମୂଲ୍ୟକୁ ଏଭଳି ପରିଶୋଧ କରୁଛନ୍ତି ଆର୍‌ସିବିର ଏହି ବ୍ୟାଟ୍ସମ୍ୟାନ୍‌; ପଞ୍ଚମ ଥର ପାଇଁ…

ଦୁବାଇ,୯।୧୦: ଆଇପିଏଲ୍‌ର ୫୬ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲକୁ ପରାସ୍ତ କରିଛି। ଶ୍ରୀକର ଭରତ ଶେଷ ବଲ୍‌ରେ ଛକା ମାରି ମ୍ୟାଚ୍‌ର ରୋମାଞ୍ଚକ ପରିସମାପ୍ତି ଘଟାଇଥିଲେ। ଏଣୁ ଏହି ମ୍ୟାଚ୍‌ର ହିରୋ ବୋଲି ତାଙ୍କୁ କୁହାଯାଉଥିବା ବେଳେ ଗ୍ଲେନ୍‌…

ଟିକାକରଣରେ ସିରିଞ୍ଜ୍‌ର ଅଭାବ: ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

ନୂଆଦିଲ୍ଲୀ,୯ା୧୦: ଘରୋଇ ଉତ୍ପାଦନ ତଥା ଯୋଗାଣ ବୃଦ୍ଧି ପାଇଁ ସିରିଞ୍ଜ ରପ୍ତାନି ଉପରେ କେନ୍ଦ୍ର ସରକାର ପ୍ରତିବନ୍ଧକ ଲଗାଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଶନିବାର କୁହାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ, ୩ ମାସ…

ଲହଡ଼ି ମାରୁଛି ବନ୍ୟାପାଣି, ରେଷ୍ଟୁରାଣ୍ଟରେ ଖାଦ୍ୟର ମଜା ନେଉଛନ୍ତି ଗ୍ରାହକ

କରୋନା ମହାମାରୀ ଯୋଗୁ ଥାଇଲାଣ୍ଡର ଲୋକେ ବହୁ ସମସ୍ୟାରେ ପଡ଼ିଥିଲେ। ଏବେ ପୁଣି ବନ୍ୟା। ଫଳରେ ଲୋକଙ୍କ ସମସ୍ୟା ଦ୍ୱିଗୁଣିତ ହୋଇପଡ଼ିଛି। ଏହି ସମୟରେ ଜଣେ ରେଷ୍ଟୁରାଣ୍ଟ ମାଲିକ ଯେଉଁ ନିଷ୍ପତ୍ତି ନେଇଛନ୍ତି ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ। ରିଭରସାଇଡ୍‌ ରେଷ୍ଟୁରାଣ୍ଟ…

ଦେବଗଡ଼ରେ ହେବ ୩୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୧୦(ବ୍ୟୁରୋ): ଆଜି ଦେବଗଡ଼ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୫୭୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି। ଏହା ସହ ୧୩୬ କୋଟି…

ଆସନ୍ତା ୧୧ରୁ ନାଇଟ୍‌ କର୍ଫ୍ୟୁ, ଅପରାଧୀଙ୍କ ଉପରେ ରଖାଯିବ ନଜର: ପୋଲିସ କମିଶନର

ଭୁବନେଶ୍ୱର, ୯।୧୦(ବ୍ୟୁରୋ): ଆରମ୍ଭ ହୋଇଛି ପାର୍ବଣ ଋତୁ। ଏହାକୁ ନେଇ ବିଭିନ୍ନ ସ୍ଥାନରେ ଲୋକଙ୍କ ଗହଳି ବଢ଼ିବାରେ ଲାଗିଛି। ଏଥିଯୋଗୁ କରୋନା ସଂକ୍ରମଣ ବ୍ୟାପିବାର ସମ୍ଭାବନା ଥିବାରୁ ଆସନ୍ତା ୧୧ ତାରିଖରୁ ଦ୍ୱୈତନଗରୀରେ ନାଇଟ କର୍ଫ୍ୟୁ ଲାଗୁ ହେବ। ଏହି କଟକଣା…

ଚଳନ୍ତା ଟ୍ରେନ୍‌ରେ ସ୍ବାମୀଙ୍କ ସାମ୍ନାରେ ସ୍ତ୍ରୀଙ୍କୁ ଗଣବଳାତ୍କାର

ମୁମ୍ବାଇ,୯ା୧୦: ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍ପକ ଏକ୍ସପ୍ରେସରେ ଜଣେ ମହିଳାଙ୍କୁ ଗଣବଳାତ୍କାର ହୋଇଥିବା ଖବର ସାମ୍ନାକୁ ଆସିଛି। ଏପରି ନିନ୍ଦନୀୟ ଘଟଣା ଶୁକ୍ରବାର ରାତିରେ ଘଟିଛି। ସୂଚନାଯୋଗ୍ୟ, ଇଗତପୁରୀ-କସାରା ମଧ୍ୟରେ ୮ ଦୁର୍ବୃତ୍ତ ଟ୍ରେନ୍‌ର ବଗି ନଂ-୨ରେ ଚଢ଼ିଥିଲେ। ଏହି ବଗିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri