Home

୨୨ ମିନିଟ ମଧ୍ୟରେ ସବୁକିଛି ହୋଇଗଲା ଧୂଳିସାତ୍‌: ମୌସୁମୀ ଅଧିବେଶନ ପୂର୍ବରୁ କାହିଁକି ଏମିତି କହିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଳ୍ଲୀ,୨୧।୭: ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ସଂସଦ ଅଧିବେଶନରେ ବିରୋଧୀ ଦଳ ଅନେକ ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଆକ୍ରମଣାତ୍ମକ ହେବାର ଆଶା କରାଯାଉଛି। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ପରିସରରେ କହିଥିଲେ, ମୌସୁମୀ ନବସୃଜନ…

ଏମ୍‌କେସିଜିରେ ଡାକ୍ତରଙ୍କୁ ମାଡ଼ ଅଭିଯୋଗ, ଜଣେ ଅଟକ

ବ୍ରହ୍ମପୁର,୨୧ା୭(ସୁବାସ ଚନ୍ଦ୍ର ପାଢ଼ୀ): ଚିକିତ୍ସା ଅବହେଳା ଅଭିଯୋଗରେ ଏମ୍‌କେସିଜି ଜଣେ ଡକ୍ଟରଙ୍କୁ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଛି। ବୈଦ୍ୟନାଥପୁର ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଛି। ଆକ୍ରମଣକାରୀଙ୍କୁ କାବୁ କରି ଥାନାରେ ଅଟକ ରଖିଛି। କାର୍ଯ୍ୟରତ ଜଣେ…

ରାତାରାତି କୋଟିପତି ହୋଇଗଲେ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ: ଗୋଟିଏ ଦିନରେ ରୋଜଗାର କଲେ ଏତିକି କୋଟି ଟଙ୍କା, ଜାଣନ୍ତୁ କେମିତି

ହାଇଦ୍ରାବାଦ୍‌,୨୧।୭: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ପତ୍ନୀ ନାରା ଭୁବନେଶ୍ୱରୀ ଶେୟାର ବଜାରରେ ହଇଚଇ ସୃଷ୍ଟି କରିଛନ୍ତି। ଗୋଟିଏ ଦିନରେ ସେ ୭୯ କୋଟି ଟଙ୍କା ରୋଜଗାର କରିଥିଲେ। ହେରିଟେଜ ଫୁଡ୍ସ ଲିମିଟେଡର ଶେୟାରରେ ଏକ ବିରାଟ ବୃଦ୍ଧି ଯୋଗୁ…

ଅଭିଯୁକ୍ତଙ୍କୁ ଜାମିନ ଦେଇ କବିତା ଶୁଣାଇଲେ ବିଚାରପତି: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୨୧ା୭:ଦିଲ୍ଲୀର ରୋହିଣୀ କୋର୍ଟରୁ ଏକ ନିଆରା ମାମଲା ସାମ୍‌ନାକୁ ଆସିଛି। ଏକ ସମ୍ପତ୍ତି ବିବାଦ ମାମଲାରେ ଜୁଡିସିଆଲ ମାଜିଷ୍ଟ୍ରେଟ୍‌ (ଫାର୍ଷ୍ଟ କ୍ଲାସ୍‌) ରୋହିତ କୁମାର ଅଭିଯୁକ୍ତଙ୍କୁ ଜାମିନ ଦେବା ସମୟରେ ଏକ କବିତା ଶୁଣାଇଛନ୍ତି। ଏହି କବିତା ମାଧ୍ୟମରେ ସେ…

କିଟିକିଟି ଅନ୍ଧାରରେ ବ୍ଲକ୍‌ ମୁଖ୍ୟାଳୟ, ବାରମ୍ବାର ଖବର ପ୍ରସାରଣ ମଧ୍ୟ କାହାର ନଜର ପଡୁନି

ଥୁଆମୂଳ ରାମପୁର,୨୧ା୭(ଦୁର୍ଗା କୀର୍ତ୍ତି): ଅନ୍ଧାରରେ କିଟକିଟି ବ୍ଲକ ମୁଖ୍ୟାଳୟ। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାଠାରେ ଡିଏମ୍‌ଏଫ୍‌ ଗ୍ରାଣ୍ତରୁ ଗତ ୨୦୧୭ ଆର୍ଥିକ ବର୍ଷାରେ ୧୭,୯୨.୭୮୦ ଟଙ୍କା ଖର୍ଚ୍ଚରେ ସୋଲାର ଷ୍ଟ୍ରିଟ୍‌ ଲାଇଟ୍‌ ତହସିଲ କାର୍ଯ୍ୟାଳୟଠାରୁ ଆରମ୍ଭ କରି…

ସବୁଜିମା ହେବ ଲଣ୍ଡା ପାହାଡ଼, ସିଡ୍‌ ବଲ୍‌ ତିଆରିରେ ବ୍ୟସ୍ତ ଆଦିବାସୀ ମହିଳା

ଦାରିଙ୍ଗବାଡ଼ି,୨୧ା୭(ଅରୁଣ ସାହୁ): ସାରା ପୃଥିବୀରେ ଜଳବାୟୁ ପରିବର୍ତ୍ତନକୁ ନେଇ ଚିନ୍ତା ବଢ଼ିଥିବା ବେଳେ ଏହାର ପ୍ରଭାବ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି। ଅନେକ ଗାଁରେ ଜଙ୍ଗଲ ଉଜୁଡ଼ି ଯାଇଥିବା ବେଳେ ଲୋକଙ୍କ ମଧ୍ୟରେ ସଚେତନ ବୃଦ୍ଧି ପାଉଛି।…

ଶାନ୍ତି ପାଇଁ ୟୁକ୍ରେନ ଆଗରେ ବଡ଼ ସର୍ତ୍ତ ରଖିଲେ ପୁଟିନ୍‌: ନ ମାନିଲେ…

ମସ୍କୋ,୨୧ା୭:ୟୁକ୍ରେନ୍‌ ସହ ଶାନ୍ତି ଆଲୋଚନା ନେଇ ପ୍ରସ୍ତୁତ ଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ କହିଥିବାବେଳେ ଏଥିପାଇଁ ମସ୍କୋ ବଡ଼ ସର୍ତ୍ତ ରଖିଛି। ରୁଷିଆ ଏହାର ମୁଖ୍ୟ ଲକ୍ଷ୍ୟ ହାସଲ କରିବାକୁ ପ୍ରତିବଦ୍ଧ ବୋଲି କ୍ରେମ୍‌ଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍କୋଭ୍‌ କହିଛନ୍ତି।…

ସ୍କୁଲ ଭିତରେ ଛାତ୍ରୀଙ୍କୁ ଅସଦାଚରଣ: ବନ୍ଧା ହେଲେ ୨ ଶିକ୍ଷକ

ଜଳେଶ୍ୱର,୨୧ା୭(ନବୀନ ସାହୁ): ସ୍କୁଲରେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଦୁଇ ଶିକ୍ଷକ ଗିରଫ ହୋଇଛନ୍ତି। ଚମାରଗାଁ ପୃଥୁନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ କୈଳାସ ଚନ୍ଦ୍ର ବେଜ ଓ ପ୍ରଧାନଶିକ୍ଷକ ଭବାନୀ ଶଙ୍କର ପାଳଙ୍କୁ ଗିରଫ କରିଛି ରାଇବଣିଆ…

ହସ୍ପିଟାଲ୍‌ ବେଡ୍‌ରେ ସ୍ତ୍ରୀଙ୍କୁ ୩ଥର ଛୁରି ଭୁସିଲେ ସ୍ବାମୀ: ଆଉ ତା’ପରେ…

ଚେନ୍ନାଇ,୨୧ା୭:ତାମିଲନାଡ଼ୁର କରୁର ଜିଲାରେ ଶନିବାର ସ୍ବାମୀଙ୍କ ସହ ବଚସାରୁ ଗଣ୍ଡଗୋଳ ହୋଇ ଆହତ ହୋଇଥିବା ୨୭ ବର୍ଷୀୟ ସ୍ତ୍ରୀ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲ ବେଡ୍‌ରେ ଅଚେତ ଅବସ୍ଥାରେ ଥିବା ସ୍ତ୍ରୀ ଶ୍ରୁଥିଙ୍କୁ ରବିବାର ସ୍ବାମୀ ବିଶ୍ରୁଥ…

ନାକତଳେ ନିଶା କାରବାର: ପୋଲିସ, ଅବକାରୀ ନୀରବଦ୍ରଷ୍ଟା

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ନିଶା କାରବାର ଚର୍ଚ୍ଚାର ବିଷୟ ହୋଇଛି। ଗାଁଠୁ ସହର ସବୁଠି ଏହି କାରବାର ବଢ଼ି ଚାଲିଛି। ଚୋରାମଦ, କଫ୍‌ ସିରପ୍‌ଠାରୁ ଆରମ୍ଭ କରି ବ୍ରାଉନସୁଗାର ଯାଏ ନିଶାଦ୍ରବ୍ୟ ଏଠାରେ ଅବାଧରେ ବିକ୍ରି ହେଉଛି। ଏଥିରେ ଅଙ୍କୁଶ…

ରେଭେନ୍‌ଶାର ୧୦ ଛାତ୍ରଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ

କଟକ,୨୧ା୭: ରେଭେନ୍‌ଶାର ଇଷ୍ଟ ହଷ୍ଟେଲରେ ରାଗିଂ ଅଭିଯୋଗରେ ୧୦ ଜଣ ଛାତ୍ରଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ୟୁଜି ପ୍ରଥମ ବର୍ଷ ଛାତ୍ରଙ୍କୁ ତୃତୀୟ ବର୍ଷ ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ଆଣ୍ଟି ରାଗିଂ କମିଟି ପକ୍ଷରୁ…

ଅତ୍ୟଧିକ କୋଲ୍ଡ ଡ୍ରିଙ୍କ୍‌ସ ପିଉଛନ୍ତି କି? ଦେଖାଦେଇପାରେ ଏହି ସମସ୍ୟା…

ଥଣ୍ଡା ପାନୀୟ ବା କୋଲ୍ଡ ଡ୍ରିଙ୍କ୍‌ସ ପିଇବା ଆଜିକାଲି କେତେ ଜନାଦୃତ ହୋଇଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେବେ ବିଶେଷଭାବରେ ଯୁବପିଢ଼ି ଅଧିକ ପରିମାଣରେ ଏହାର କବଳିତ ହେଉଛନ୍ତି। ଏହାର ସ୍ବାଦ ମନକୁ ସାମୟିକ ଆନନ୍ଦ ଦେଇପାରେ, ହେଲେ ଏହାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri