ଜୋରାମ୍ଥାଙ୍ଗା ଦୋଷମୁକ୍ତ
ଆଇଜଲ, ୧୦ା୧୧: କ୍ଷମତାର ଅପବ୍ୟବହାର ଏବଂ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏକ ସ୍ବତନ୍ତ୍ର କୋର୍ଟ ମିଜୋରାମ୍ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କୁ ଦୋଷମୁକ୍ତ କରିଛନ୍ତି। ଦୁର୍ନୀତି ନିରୋଧୀ ସଂସ୍ଥା ପିପୁଲ ରାଇଟ୍ ଟୁ ଇନଫର୍ମେଶନ ଏବଂ ଡେଭେଲପମେଣ୍ଟ ଇମ୍ପ୍ଲିମେଣ୍ଟିଂ ସୋସାଇଟି ଅଫ୍…
ମୁଖ୍ୟ ପାରିଲେନି, ଅଫିସର କରିବେ
ଭୁବନେଶ୍ୱର,୧୦ା୧୧(ବ୍ୟୁରୋ):କୋଟିଆ ଗ୍ରାମପୁଞ୍ଜ, ନେରେଡି ବ୍ୟାରେଜ, ଝଞ୍ଜାବତୀ ଜଳପ୍ରପାତ, ପୋଲାଭରମ, ବାହୁଦା ନଦୀ ଜଳ ଛାଡ଼ିବା, ବାଲିମେଳା ଓ ଅପର ସିଲେରୁ ଜଳବିଦ୍ୟୁତ୍ କ୍ଷେତ୍ର ଆଦି ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସମାଧାନ ପାଇଁ ଆନ୍ଧ୍ର ଏବଂ ଓଡ଼ିଶା ସରକାରଙ୍କ ଅଫିସରମାନେ ମିଳିତ ଭାବେ…
‘ଜାତୀୟ ସ୍ବାର୍ଥ ହାନି କରିଛି କେନ୍ଦ୍ର’
ନୂଆଦିଲ୍ଲୀ, ୧୦ା୧୧: ଫ୍ରାନ୍ସରୁ ରାଫାଲ ଯୁଦ୍ଧ ବିମାନ କିଣିବା ପାଇଁ ଭାରତ ସହ ହୋଇଥିବା ଚୁକ୍ତିରେ ୬୫ କୋଟି ଟଙ୍କା ଲାଞ୍ଚ କାରବାର, ନକଲି ଇନ୍ଭଏସ୍ ପ୍ରସ୍ତୁତ ଆଦି ବେଆଇନ କାର୍ଯ୍ୟକଳାପକୁ ନେଇ ମିଡିଆପାର୍ଟ ପୋର୍ଟାଲରେ ରିପୋର୍ଟ ପ୍ରକାଶ ପାଇବା ପରେ…
ବିଜ୍ଞାନ ଦ୍ୱାରା ବିଶ୍ୱ ଶାନ୍ତି
ବିଶ୍ୱ ଶାନ୍ତି ସାମ୍ପ୍ରତିକ ସମୟରେ ଅପରିହାର୍ଯ୍ୟ ହୋଇପଡ଼ିଛି। ବିଜ୍ଞାନର ବିକାଶ ସହିତ ବିଭିନ୍ନ ଦେଶ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଲାଗିଛନ୍ତି। ପୁଣି ଏଥିରେ ଆଣବିକ ଶକ୍ତିର ଉପଯୋଗ କରାଯାଉଛି। ଏହାଦ୍ୱାରା ବିଶ୍ୱ ଶାନ୍ତି ବ୍ୟାହତ ହେବାର ଆଶଙ୍କା ରହିଛି।…
ବିଗ୍ ବିଙ୍କୁ ଚାରି ଘଣ୍ଟା ଅପେକ୍ଷା କରାଇଲେ କପିଲ
ବମ୍ବେ: ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଘଣ୍ଟାଏ କିମ୍ବା ଦୁଇଘଣ୍ଟା ନୁହେଁ, ବରଂ ସାଢ଼େ ଚାରିଘଣ୍ଟା ଅପେକ୍ଷା କରାଇଲେ କମେଡିକିଙ୍ଗ କପିଲ ଶର୍ମା। କଥାଟି ଆମେ କହୁନାହୁଁ। ସୋନି ଚ୍ୟାନେଲ ପକ୍ଷରୁ କୌନ ବନେଗା କରୋଡପତିର ଆଗାମୀ ଏପିସୋଡ ଲାଗି ଶେୟାର…
କମେଣ୍ଟ୍ରି ବକ୍ସକୁ ଫେରିବେ କି ଶାସ୍ତ୍ରୀ? ଦେଲେ କିଛି ଏଭଳି ସଙ୍କେତ
ଦୁବାଇ,୯।୧୧: ଭାରତର ମୁଖ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟକାଳ ଶେଷ ହେବା ପରେ ରବି ଶାସ୍ତ୍ରୀ ସେ ପୁଣି କ୍ରିକେଟ କମେଣ୍ଟ୍ରିକୁ ଫେରିପାରନ୍ତି। ୫୯ ବର୍ଷୀୟ ଶାସ୍ତ୍ରୀ ମୁଖ୍ୟ ପ୍ରଶିକ୍ଷକ ହେବା ପୂର୍ବରୁ ଜଣେ ସମୀକ୍ଷକ ଭାବରେ ନିଜର ସ୍ବତନ୍ତ୍ର ସ୍ଥାନ ନିରୂପଣ…
ରୋହିତଙ୍କୁ ଦିଆଗଲା ନେତୃତ୍ୱ
ନୂଆଦିଲ୍ଲୀ,୯।୧୧: ବିରାଟ କୋହଲି ଭାରତୀୟ ଟି୨୦ ଦଳର ଅଧିନାୟକ ପଦ ଛାଡ଼ିବା ପରେ ରୋହିତ ଶର୍ମାଙ୍କୁ ଦିଆଯାଇଛି ଗୁରୁଦାୟିତ୍ୱ। ଆସନ୍ତା ୧୭ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍। ଏଥିଲାଗି ମଙ୍ଗଳବାର ୧୬…
ବିରାଟ କି ବିସିସିଆଇ ନୁହେଁ; ଯିବା ପୂର୍ବରୁ ଏହି ଖାସ୍ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଇଲେ ଶାସ୍ତ୍ରୀ
ଦୁବାଇ,୯।୧୧: ଭାରତୀୟ ଦଳର ମୁଖ୍ୟ କୋଚ୍ ଭାବେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଟି୨୦ ବିଶ୍ୱକପ୍ ୨୦୨୧ ଶାସ୍ତ୍ରୀଙ୍କ ଶେଷ ଟୁର୍ନମେଣ୍ଟ ଥିଲା। ଏଥିରେ ଭାରତ ସେମିଫାଇନାଲ ଦୌଡ଼ରୁ ବାଦ ପଡ଼ିଛି। ତେବେ ମ୍ୟାଚ୍ ପରେ ଶାସ୍ତ୍ରୀ ନିଜର ବିଦାୟୀ…
ଅକ୍ଟୋବର ମାସର ଶ୍ରେଷ୍ଠ କ୍ରିକେଟର: ବାଜି ମାରିଲେ ଏହି ଦୁଇ ଖେଳାଳି
ଦୁବାଇ,୯।୧୧: ପାକିସ୍ତାନ ବ୍ୟାଟ୍ସମ୍ୟାନ ଆସିଫ ଅଲି ଏବଂ ଆୟର୍ଲାଣ୍ଡର ଅଲରାଉଣ୍ଡର ଲୌରା ଡେଲାନିଙ୍କୁ ଅକ୍ଟୋବର ମାସ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦର (ଆଇସିସି)ର ଯଥାକ୍ରମେ ଶ୍ରେଷ୍ଠ ପୁରୁଷ ଏବଂ ମହିଳା ଖେଳାଳି ଭାବେ ଚୟନ କରାଯାଇଛି। ପୁରୁଷ ବର୍ଗରେ ଆସିଫ ବାଂଲାଦେଶର…
୨୦୨୨ ଆଇପିଏଲ୍ ପୂର୍ବରୁ ଆର୍ସିବିର ବଡ଼ ଘୋଷଣା
ବାଙ୍ଗାଲୋର,୯।୧୧: ୨୦୨୨ ଆଇପିଏଲ୍ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି) ପକ୍ଷରୁ କୋଚ୍ ପଦ ନେଇ ବଡ଼ ଘୋଷଣା କରାଯାଇଛି। ମଙ୍ଗଳବାର ଆରିସିବି ଆଗାମୀ ଦୁଇ ବର୍ଷ ପାଇଁ ସଞ୍ଜୟ ବାଙ୍ଗରଙ୍କୁ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତି ଦେଇଛି। ତେବେ ମାଇକ…
ବାପା ପୋଲିସରେ, ପୁଅ ଆକ୍ସିସ ବ୍ୟାଙ୍କରୁ ଲୁଟ୍ କରି ଫସିଲେ
ସୁନ୍ଦରଗଡ଼,୯।୧୧(ଡି.ଏନ୍.ଏ.): ପୋଲିସ ବାପାଙ୍କ ସର୍ଭିସ ବନ୍ଧୁକ ଦେଖାଇ ବ୍ୟାଙ୍କ ଲୁଟ୍ କରିବା ପଡ଼ିଛି ମହଙ୍ଗା। ଲୁଟେରାଙ୍କୁ କାବୁ କରିଛି ପୋଲିସ। ସୁନ୍ଦରଗଡ଼ ଟାଉନ୍ ଥାନା ଆକ୍ସିସ ବ୍ୟାଙ୍କରୁ ମଙ୍ଗଳବାର ବନ୍ଧୁକ ଦେଖାଇ ପାଖାପାଖି ୧୫ ଲକ୍ଷ ଟଙ୍କା ଲୁଟ୍ କରି ଚମ୍ପଟ…
ଚାନ୍ଦିପୁର ଗୁପ୍ତ ତଥ୍ୟ ଚୋରି ମାମଲା: ରାଜ୍ୟ-କେନ୍ଦ୍ରକୁ ହାଇକୋର୍ଟଙ୍କ ନୋଟିସ୍
ଭୁବନେଶ୍ୱର, ୯।୧୧(ବ୍ୟୁରୋ): ଚାନ୍ଦିପୁର ଆଇଟିଆର୍ରୁ ତଥ୍ୟ ଚୋରି ମାମଲାର ତଦନ୍ତ ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟ ମଙ୍ଗଳବାର ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ…
Archives


