ବିଦ୍ୟାଭାରତୀଙ୍କ ନାମରେ ୩୦୦ ପୃଷ୍ଠାର ଚାର୍ଜଶିଟ୍ ଦାଖଲ କଲା କ୍ରାଇମ୍ବ୍ରାଞ୍ଚ, ନିଆଯିବ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୯।୧୦(ବ୍ୟୁରୋ): ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୋମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ନୂଆ ମୋଡ ନେଉଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ତ୍ରୀ ଦିବ୍ୟାଭାରତୀଙ୍କ ବିରୋଧରେ ଶୁକ୍ରବାର ରାତିରେ ପାରଳାଖେମୁଣ୍ଡି କୋର୍ଟରେ ଚାର୍ଜଶିଟ୍ ଦାଖଲ କରିଛି। ୩ ଶହ ପୃଷ୍ଠାର…
ଶ୍ରମିକଙ୍କ ମୁଣ୍ଡରେ ପଡ଼ିଲା ୭୦ କେଜିର କଦଳୀ କାନ୍ଧି, ମାଲିକଙ୍କୁ ଦେବାକୁ ପଡ଼ିଲା ଏତିକି କୋଟି ଟଙ୍କା, ଜାଣିଲେ…
କାନବେରା,୯ା୧୦: ଏକ କଦଳୀ କ୍ଷେତରେ କାମ କରୁଥିବା ଜଣେ ଶ୍ରମିକଙ୍କ ମୁଣ୍ଡରେ କଦଳୀ କାନ୍ଧିଟି ଖସି ପଡ଼ିଯିବାରୁ ମାଲିକଙ୍କୁ ବିପୁଳ ପରିମାଣର ଅର୍ଥ ଜରିମାନା ଆକାରରେ ଦେବାକୁ ପଡ଼ିଛି। ଏକ ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲିଆର କୁକ୍ଟାଉନ ନିକଟରେ ଥିବା ଏକ କଦଳୀ…
ରେଷ୍ଟୁରାଣ୍ଟରେ କଫି ମାଗିଲେ ମହିଳା, ୫ ମିନିଟ୍ ବିଳମ୍ବ ହେବାରୁ ରାଗରେ କଲେ ଏମିତି
ଓ୍ବାଶିଂଟନ,୯ା୧୦: ଆମେରିକାର ଏକ ରେଷ୍ଟୁରାଣ୍ଟକୁ ଜଣେ ମହିଳା କଫି ପିଇବାକୁ ଯାଇଥିଲେ। କଫି ତିଆରିରେ ବିଳମ୍ବ ହେବାରୁ ମହିଳା ଜଣଙ୍କ ରାଗି କି ରେଷ୍ଟୁରାଣ୍ଟ ଭିତରେ ଅଜବ କାଣ୍ଡ ଘଟାଇଥିବା ଦେଖିବାକୁ ମିଳିଛି। ଯାହା ଦେଖି ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।…
ରାଷ୍ଟ୍ର ନିର୍ମାଣର ବୋଝ ଥିବା କାନ୍ଧ ଉପରେ ଡ୍ରଗ୍ସ୍ ଆତଙ୍କ…
ନୂଆଦିଲ୍ଲୀ,୯।୧୦: ଦେଶର ଯୁବପିଢ଼ିଙ୍କୁ ଡ୍ରଗ୍ସ୍ ପ୍ରଭାବିତ କରୁଛି। ଏହା ଦେଶର ଭବିଷ୍ୟତ ପାଇଁ ବିପଦ। ଯୁବପିଢ଼ିଙ୍କ କାନ୍ଧରେ ରାଷ୍ଟ୍ର ନିର୍ମାଣ ବୋଝ ରହିଛି। ମାତ୍ର ସେମାନେ ଡ୍ରଗ୍ସ୍ କବଳରେ ପଡ଼ିବାରେ ଲାଗିଛନ୍ତି। ଫଳରେ ଡ୍ରଗ୍ସ୍ ଆତଙ୍କ ଯୋଗୁ ଦେଶରେ ସଙ୍କଟ ସୃଷ୍ଟି…
ଆଗାମୀ ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସମ୍ଭାବନା
ଭୁବନେଶ୍ୱର,୯।୧୦(ବ୍ୟୁରୋ): ଭିଜିବ ଦଶହରା। ଉତ୍ତର ଆଣ୍ଡାମାନ ସାଗର ଓ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ରପତ୍ତନଠାରୁ ୩.୧ରୁ ୫.୮ କିମି ମଧ୍ୟରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଗୋଟିଏ ଲଘୁଚାପ କ୍ଷେତ୍ର…
ବିବାହ ମଣ୍ଡପକୁ ରିକ୍ସାରେ ଆସିଲେ ବରକନ୍ୟା, ଭାଇରାଲ ହେଉଛି ଭିଡିଓ
ସମସ୍ତେ ନିଜ ନିଜ ବିବାହ ଦିନଟିକୁ ସ୍ବତନ୍ତ୍ର କରିବାକୁ ଚାହିଁଥାନ୍ତି। ଏଥିପାଇଁ କିଏ କେତେ କ’ଣ ବ୍ୟବସ୍ଥା କରିଥାନ୍ତି। କିଏ ଘୋଡ଼ା ଗାଡ଼ି ଚଢ଼ି ଆସନ୍ତି ତ ଆଉ କିଏ କାର୍ରେ ଆସିଥାନ୍ତି। ଆଉ କେହି ବିମାନରେ ଆସିଥିବା ମଧ୍ୟ ନଜିର…
ମତଦାନ ପୂର୍ବରୁ ସର୍ଭେ ଉପରେ ଲାଗୁ ରୋକ, ନିର୍ବାଚନ କମିଶନଙ୍କୁ ଚିଠି ଲେଖିବେ ମାୟାବତୀ…
ଲକ୍ଷ୍ନୌ,୯।୧୦: ଆସନ୍ତା ୨୦୨୨ ବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ କେତେକ ଗଣମାଧ୍ୟମ ସଂସ୍ଥା ଦ୍ୱାରା କରାଯାଇଥିବା ଜନମତ ସର୍ଭେକୁ ବହୁଜନ ସମାଜବାଦୀ ପାର୍ଟି ପକ୍ଷରୁ ବିରୋଧ କରାଯାଇଛି। ଦଳର ପ୍ରମୁଖ ମାୟାବତୀ କହିଛନ୍ତି ସର୍ଭେ ଉପରେ…
ଚର୍ଚ୍ଚ ଗଲେ ଅବା କ୍ରସ୍ ପିନ୍ଧଲେ ଏସ୍ସି ପ୍ରମାଣପତ୍ର ହେବନି ରଦ୍ଦ, ହାଇକୋର୍ଟଙ୍କ ରାୟ…
ଚେନ୍ନାଇ,୯।୧୦: ଚର୍ଚ୍ଚ ଗଲେ. କ୍ରସ୍ ପିନ୍ଧଲେ ଅନ୍ୟ କୌଣସି ଧାର୍ମିକ ପରମ୍ପରା ପାଳନ କଲେ ଏସ୍ସି ପ୍ରମାଣପତ୍ରକୁ ରଦ୍ଦ କରାଯାଇ ପାରିବ ନାହିଁ। ହାଇାକୋର୍ଟ ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ଏବଂ ବିଚାରପତି ଏମ୍ ଦୁରାଇସ୍ବାମୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି…
ଆଉ ୪ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୯।୧୦(ବ୍ୟୁରୋ): ରାଜ୍ୟରେ ଆଉ ୪ ମୁଣ୍ଡ ନେଲା କରୋନା। ଏହାକୁ ମିଶାଇ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୨୪୨କୃ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ନବରଙ୍ଗପୁରରୁ ୨ ଜଣ, ଜଗତସିଂହପୁର-ବଲାଙ୍ଗୀରରୁ ଜଣେ ଲେଖାଏ ରହିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ…
ତାଇଓ୍ବାନ ନିଶ୍ଚିତ ଚାଇନାରେ ମିଶିବ, ଜିନ୍ପିଙ୍ଗ୍ଙ୍କ ଦୃଢ଼ୋକ୍ତି..
ବେଜିଂ,୯।୧୦: ତାଇଓ୍ବାନ ପ୍ରସଙ୍ଗରେ ଚାଇନା ପୁଣି ଦାଦାଗିରି ଦେଖାଇବା ଆରମ୍ଭ କରିଛି। ତାଇଓ୍ବାନକୁ ଚାଇନାରେ ନିଶ୍ଚିତ ମିଶାଯିବ। ଏଥିରେ କୌଣସି ତୃତୀୟ ପକ୍ଷ ଅବା ବାହାରର କାହାର ହସ୍ତକ୍ଷେପ ସହ୍ୟ କରାଯିବ ନାହିଁ ବୋଲି ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ ଶନିବାର…
୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୨୬ ଆକ୍ରାନ୍ତ; ଅଛନ୍ତି ୬୮ ପିଲା
ଭୁବନେଶ୍ୱର,୯।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୮ଜଣ ୧୮ ବର୍ଷରୁ କମ୍ ବର୍ଗର। ଏହାଛଡ଼ା କ୍ୱାରାଣ୍ଟାଇନ୍ରୁ ୩୦୩ ରହିଥିବା ବେଳେ ୨୨୩ ସ୍ଥାନୀୟ ସଂକ୍ରମଣ ରହିଛି। ଏହାକୁ ମିଶାଇ ରାଜ୍ୟରେ…
ଟିକାକରଣ ପ୍ରମାଣପତ୍ରରେ ମୋଦିଙ୍କ ଫଟୋ କାହିଁକି, କେନ୍ଦ୍ରକୁ ହାଇକୋର୍ଟଙ୍କ ଜବାବ୍ ତଲବ…
ଥିରୁଭାନନ୍ତପୁରମ୍,୯।୧୦: କରୋନା ଟିକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଥିବା ସମ୍ପର୍କରେ କେରଳ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। କୋଟ୍ଟାୟାମର ବାସିନ୍ଦା ଏମ୍. ପିଟର ଅଭିଯୋଗ କରିଛନ୍ତି ଯେ, ଟିକାକରଣ ପ୍ରମାଣପତ୍ର ନାଗରିକଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ…
Archives


