ରେଳଯାତ୍ରୀଙ୍କ ପାଇଁ ଖୁସି ଖବର: ୮୦ ଟଙ୍କାରେ ମିଳିବ…
ନୂଆଦିଲ୍ଲୀ,୨୫।୭: ରେଳଯାତ୍ରୀଙ୍କୁ ଏବେ ଯାତ୍ରା ସମୟରେ କେବଳ ଆରାମଦାୟକ ଯାତ୍ରା ନୁହେଁ, ବରଂ ସ୍ୱାଦିଷ୍ଟ, ସ୍ୱଚ୍ଛ ଏବଂ ଶସ୍ତା ଖାଦ୍ୟ ମଧ୍ୟ ମିଳିବ। ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ଇଣ୍ଡିଆନ ରେଳବେ କ୍ୟାଟେରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି)…
ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ‘ଶ୍ରେୟାଶିଂ’, ୨୦ ମାସ ବୟସରେ…
ସାକ୍ଷୀଗୋପାଳ,୨୫।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ନିଜର ବିଚକ୍ଷଣ ବୁଦ୍ଧି ଏବଂ ତତ୍କାଳ ସଠିକ ଉତ୍ତର ଦେଇ ଭଲଭାବେ କଥା କହି ପାରି ନ ଥିବା ୨୦ ମାସ ବୟସର ଶିଶୁ କନ୍ୟା ଶ୍ରେୟାଶିଂ ପଣ୍ଡା ଇଣ୍ଡିଆ ବୁକ୍ସ ଅଫ ରେକର୍ଡସରେ ସ୍ଥାନ…
PF ଆକାଉଣ୍ଟରେ ଟଙ୍କା ନ ଥିଲେ ବି ନୋମିନିଙ୍କୁ ମିଳିବ ୫୦,୦୦୦ ଟଙ୍କା, ଜାଣନ୍ତୁ କିପରି?
ନୂଆଦିଲ୍ଲୀ,୨୫।୭: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ଏହାର କର୍ମଚାରୀ ଜମା ଲିଙ୍କଡ ବୀମା ଯୋଜନା (ଇଡିଏଲ୍ଆଇ) ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏହି ପରିବର୍ତ୍ତନଗୁଡ଼ିକ ବିଶେଷ କରି ସେହି ପରିବାରମାନଙ୍କ ପାଇଁ ଆଶ୍ୱସ୍ତିକର ହେବ, ଯାହାଙ୍କ ରୋଜଗାରକାରୀ ସଦସ୍ୟଙ୍କର…
ଅଶ୍ଳିଳ ଆପ୍ ଉପରେ ସରକାରଙ୍କ ଚାବୁକ: Ullu, Altt ସମେତ ଏହି ୨୫ ଆପ୍ ବ୍ୟାନ୍
ନୂଆଦିଲ୍ଲୀ,୨୫।୭: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ (MIB) ଏକ ବଡ଼ ନିଷ୍ପତ୍ତି ନେଇ ୨୫ଟି ମୋବାଇଲ ଆପ ଉପରେ କଟକଣା(ବ୍ୟାନ୍) ଲଗାଇଛି। ଏହି ଆପ୍ଗୁଡ଼ିକ ଅଶ୍ଳୀଳ ଏବଂ ଆପତ୍ତିଜନକ ବିଷୟବସ୍ତୁ ପ୍ରଚାର କରୁଥିବା ଅଭିଯୋଗ ସହ ଆଇଟି ଆଇନ…
ରକ୍ଷାବନ୍ଧନ ଥାଳିରେ ରଖନ୍ତୁ ଏହି ୫ ଜିନିଷ, ଚମକିବ ଭାଇଙ୍କ ଭାଗ୍ୟ!
ପ୍ରତିବର୍ଷ ରକ୍ଷାବନ୍ଧନ ପର୍ବ ଶ୍ରାବଣ ପୂର୍ଣ୍ଣିମା ଦିନ ପାଳନ କରାଯାଏ। ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ଅତୁଟ ବନ୍ଧନର ପ୍ରତୀକ ଏହି ପର୍ବ ଚଳିତ ବର୍ଷ ଅଗଷ୍ଟ ମାସରେ ପଡ଼ିବ। ଏହି ଦିନ, ଭଉଣୀମାନେ ସେମାନଙ୍କ ଭାଇର ଦୀର୍ଘ ଜୀବନ, ସୁରକ୍ଷା…
ବିବାହ ପୂର୍ବରୁ HIV ଟେଷ୍ଟ ହେବ ବାଧ୍ୟତାମୂଳକ, ସରକାର ଆଣୁଛନ୍ତି ନୂଆ ନିୟମ
ଶିଲଂ,୨୫।୭: ମେଘାଳୟ ସରକାର ରାଜ୍ୟରେ ବୃଦ୍ଧି ପାଉଥିବା HIV ଏବଂ AIDS ମାମଲା ବିରୋଧରେ କଠୋର ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରୀ ଆମପାରେନ ଲିଙ୍ଗଡୋହ ଶୁକ୍ରବାର କହିଛନ୍ତି ଯେ ରାଜ୍ୟରେ ବିବାହ ପୂର୍ବରୁ HIV/AIDS ପରୀକ୍ଷାକୁ ବାଧ୍ୟତାମୂଳକ କରିବା…
ଏବେ ବି ଚାଲିଛି ‘ଅପରେଶନ ସିନ୍ଦୂର’: ସେନାକୁ ସତର୍କ କରାଇଲେ CDS ଅନିଲ ଚୌହାନ
ନୂଆଦିଲ୍ଲୀ,୨୫।୭: ସିଡିଏସ ଜେନେରାଲ ଅନିଲ ଚୌହାନ ଶୁକ୍ରବାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ‘ଅପରେଶନ ସିନ୍ଦୂର’ ଏବେ ବି ଚାଲିଛି ଏବଂ ସେନାକୁ ସବୁବେଳେ ସର୍ବାଧିକ ସତର୍କ ରହିବାକୁ ପଡିବ। ଯୁଦ୍ଧ ପାଇଁ ଶସ୍ତ୍ର (ଅସ୍ତ୍ର) ଏବଂ ଶାସ୍ତ୍ର…
ଭାରତ-ପାକିସ୍ତାନ ମଧ୍ୟରେ କାହିଁକି ଘୋଷଣା କରାଯାଇଥିଲା ଅସ୍ତ୍ରବିରତି? ସଂସଦରେ ସାଂଘାତିକ ସତ କହିଦେଲେ ସରକାର!
ନୂଆଦିଲ୍ଲୀ,୨୫।୭:ସଂସଦରେ ଜାରି ରହିଛି ମୌସୁମୀ ଅଧିବେଶନ। ଏହି ଅଧିବେଶନରେ ଆରମ୍ଭରୁ ହଙ୍ଗାମା ଜାରି ରହିଛି ଏବଂ ବିରୋଧୀଙ୍କ ବିରୋଧ ଏବଂ ସ୍ଲୋଗାନ ଯୋଗୁଁ ଏହାକୁ ପ୍ରତ୍ୟେକ ଥର ସ୍ଥଗିତ ରଖିବାକୁ ପଡ଼ିଛି। ତେବେ ଆଜି ସରକାର ଅପରେଶନ ସିନ୍ଦୂର ସମ୍ପର୍କରେ ଏକ…
୭ ମାସର ଗର୍ଭବତୀ ନାବାଳିକା: ଜେଲ୍ ଗଲେ ୨ ଭାଇ, ପୂରା ଘଟଣା ଜାଣିଲେ…
କୁଜଙ୍ଗ,୨୫/୭(ମନୋଜ ପ୍ରଧାନ):ଜଗତସିଂହପୁର ଜିଲା କୁଜଙ୍ଗ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ତାକୁ ୭ ମାସର ଗର୍ଭବତୀ କରିଥିବା ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତମାନେ ହେଲେ ଏହି ଥାନା ଅନ୍ତର୍ଗତ ବାଣଶରା ଗ୍ରାମର…
୨୦୨୫ରେ ମୋଦିଙ୍କ ବିଦେଶ ଗସ୍ତରେ କେତେ କୋଟି ଟଙ୍କା ଖର୍ଚ୍ଚ ହୋଇଛି? ସଂସଦରେ ଜବାବ ଦେଲେ ସରକାର
୦୨୫ରେ ମୋଦିଙ୍କ ବିଦେଶ ଗସ୍ତରେ କେତେ କୋଟି ଟଙ୍କା ଖର୍ଚ୍ଚ ହୋଇଛି? ସଂସଦରେ ଜବାବ ଦେଲେ ସରକାର ନୂଆଦିଲ୍ଲୀ,୨୫।୭: ଗୁରୁବାର (୨୫ ଜୁଲାଇ, ୨୦୨୫) କେନ୍ଦ୍ର ସରକାର ସଂସଦକୁ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୫ ମସିହାରେ ଆମେରିକା…
ଘରୋଇ କମ୍ପାନୀର ୧୧ ଲକ୍ଷ ଟଙ୍କା ଅର୍ଥ ଆତ୍ମସାତ: ୩ ଜଣଙ୍କୁ ବାନ୍ଧିଲା ପୋଲିସ
କୋରାପୁଟ,୨୫।୭(ଅମିତାଭ ବେହେରା): ଏକ ଘରୋଇ କମ୍ପାନୀର ୧୧ ଲକ୍ଷ ୪ ହଜାର ୩୭୦ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ କୋରାପୁଟ ଟାଉନ ଥାନା ପୋଲିସ ତିନିଜଣଙ୍କୁ ଗିରଫ କରିଛି। ପରେ ସେମାନଙ୍କୁ କୋର୍ଟ ଚାଲାଣ ହେଇଥିବା ଟାଉନ ଥାନା ଅଧିକାରୀ ସତ୍ୟାନନ୍ଦ…
ସୋନିଆ ଗାନ୍ଧୀଙ୍କୁ ପ୍ରଶଂସା କରି ଏମିତି କହିଲେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା
ନୂଆଦିଲ୍ଲୀ,୨୫।୭: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ସୋନିଆ ଗାନ୍ଧୀଙ୍କ ଦ୍ୱାରା ଲେଖାଯାଇଥିବା ଚିଠିକୁ ‘ନୋବେଲ ପୁରସ୍କାର’ ଏବଂ ‘ଓସ୍କାର ଅପେକ୍ଷା ବଡ଼ ସମ୍ମାନ’ ବୋଲି ବର୍ଣ୍ଣନା କରିଛନ୍ତି। ଏହି ଘଟଣା ଅଖିଳ ଭାରତ କଂଗ୍ରେସ କମିଟି (AICC)ର…
Archives


