Home

ଲୁହ ଭିଜା ଆଖିରେ ନୂଆ ସପନ, ରୁଷିଆ ରକେଟ ମାଡ଼ରୁ ରକ୍ଷା ପାଇଥିବା ଗର୍ଭବତୀ ଶିଶୁକନ୍ୟାଙ୍କୁ ଜନ୍ମ ଦେଲେ…

କ୍ୱିଭ୍‌, ୧୩।୩ : ରୁଷିଆ ଏବଂ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି। ତେବେ ଯୁଦ୍ଧର ଭୋକ ଶୋଷ ଆଉ ଲୁହ ଭିଜା ଆଖିରେ ବି ନୂଆ ସପନ ଝଲସୁଛି। ୟୁକ୍ରେନ୍‌ର ମାରିଆପୋଲ୍‌ର ଜଣେ ଗର୍ଭବତୀ ମହିଳା ଯିଏକି ରୁଷିଆ ରକେଟ୍‌…

‘ସୋନିଆ ଗାନ୍ଧୀଙ୍କୁ କେମିତି ମୁହଁ ଦେଖେଇବି ଜାଣିପାରୁନି’

ଡେରାଡୁନ୍‌,୧୩।୩: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ପରାଜୟ ସହିତ ତାଙ୍କ ରାଜନୈତିକ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ହରିଶଙ୍କ ଏହି ପରାଜୟ ମଧ୍ୟ ଉତ୍ତରାଖଣ୍ଡରେ କଂଗ୍ରେସ ଦଳ ପାଇଁ ଏକ ବଡ଼ ଝଟ୍‌କା ବୋଲି ବିବେଚନା…

କେହି କାହାକୁ ଛାଡ଼ିବାକୁ ପ୍ରସ୍ତୁତ ନୁହଁ

କ୍ୱିଭ୍‌,୧୩ା୩: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏପରି ସ୍ଥିତିରେ ପହଞ୍ଚିଛି, କେହି କାହାକୁ ଛାଡ଼ିବାକୁ ପ୍ରସ୍ତୁତ ନୁହଁ। ଏହି ସମୟରେ ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ମାନବିକତା ଭିତ୍ତିରେ ଲୋକଙ୍କୁ ସୁରକ୍ଷିତ ସୁରକ୍ଷା ଦେବା ବିଷୟରେ ଆଲୋଚନା ମଧ୍ୟ କୌଣସି ପ୍ରଭାବ ପକାଇବ…

ବିଜେଡି ହାତକୁ ଗଲା ବଲାଙ୍ଗୀର ଜିଲା ପରିଷଦ ଅଧ୍ୟକ୍ଷା ପଦ

ବଲାଙ୍ଗୀର ଅଫିସ,୧୩ା୩: ବଲାଙ୍ଗୀର ଜିଲା ପରିଷଦ ଅଧ୍ୟକ୍ଷା ଭାବେ ଆଗଲପୁର ଜୋନ୍‌ ୧ର ବିଜେଡି ଜିଲା ପରିଷଦ ସଦସ୍ୟା ଦେବକୀ ସାହୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ୩୪ ଆସନ ବିଶିଷ୍ଟ ଜିଲା ପରିଷଦରୁ ବିଜେଡି ୨୬ଟି ଆସନରେ ବିଜୟୀ ହୋଇ ଜିଲା…

ବିଶ୍ୱର ସବୁଠୁ ଲମ୍ବା କାର୍‌, ଛାତ ଉପରେ ଅବତରଣ କରିପାରିବ ହେଲିକପ୍ଟର

ଆପଣ ନିଶ୍ଚିତ ଦୁନିଆରେ ଅନେକ ପ୍ରକାରର କାର୍‌ ଦେଖିଥିବେ। କିଛି କାର୍‌ ବୁଲେଟ ପ୍ରୁଫ ବି। ଆଉ କିଛି କାର୍‌ର ଆକର୍ଷଣୀୟ ଫିଚର ରହିଛି। କିନ୍ତୁ ବିଶ୍ୱରେ ଏମିତି ଏକ କାର୍‌ ରହିଛି, ଯେଉଁଟା ଅନ୍ୟ କାର୍‌ଗୁଡ଼ିକଠାରୁ ଭିନ୍ନ ଏବଂ ସ୍ବତନ୍ତ୍ର।…

୧୦୯ ରନ୍‌ରେ ଅଲଆଉଟ୍‌ ଶ୍ରୀଲଙ୍କା

ବେଙ୍ଗାଲୁରୁ,୧୩।୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ବେଙ୍ଗାଲୁରୁରେ ଖେଳାଯାଉଛି। ଦିନିକିଆ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୫୨ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଶ୍ରୀଲଙ୍କା ୧୦୯ ରନ୍‌ରେ…

ସୁବର୍ଣ୍ଣପୁର ଜିଲା ପରିଷଦ ଅଧ୍ୟକ୍ଷା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ସୋନପୁର,୧୩ା୩(ନି.ପ୍ର.): ସୁବର୍ଣ୍ଣପୁର ଜିଲା ପରିଷଦ ଅଧ୍ୟକ୍ଷା ଭାବେ ସୁପରା ଠେଲା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଶ୍ରୀମତୀ ଠେଲା ଜିଲାର ୩ ନମ୍ବର ଜୋନ୍‌ରୁ ଜିଲାପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଚଳିତ ନିର୍ବାଚନରେ ବିଜେଡି ମୋଟ୍‌ ୧୩ ଜିଲାପରିଷଦ ଜୋନ୍‌ରୁ ୧୨ଟିରେ…

ସେଦିନର ହୋଲି…

ପ୍ରତିବର୍ଷ ହୋଲି ଆସେ, ରଙ୍ଗ ବି ଉଡ଼େ। ଅବିର ରଙ୍ଗରେ ମନ ବି ରଙ୍ଗେଇ ହୋଇଯାଏ। ଏମିତି ରଙ୍ଗର ପର୍ବ ହୋଲିକୁ ନେଇ ରହିଛି ବିଭିନ୍ନ ପୌରାଣିକ, ଐତିହାସିକ ଓ ଧାର୍ମିକ କଥା କାହାଣୀ। ରଙ୍ଗ ବୋଳାବୋଳିରେ ପରସ୍ପର ମନରେ ରହେନା…

ହୋଲିରେ ଆପଣାନ୍ତୁ ଏହିି ଖାସ୍‌ ବାସ୍ତୁ ଟିପ୍ସ, ବର୍ଷସାରା ମିଳିବ ସୁଫଳ

ରଙ୍ଗର ପର୍ବ ହୋଲି। ସାଙ୍ଗସାଥୀଙ୍କ ସହ ହୋଲି ଖେଳିବା ଆଉ ନାନାଦି ସୁସ୍ବାଦୁ ବ୍ୟଞ୍ଜନ ଖାଇବାରେ ଏହି ଶୁଭଦିନଟି କିପରି ବିତିଯାଏ ଜଣାପଡ଼େନି। କିନ୍ତୁ ବାସ୍ତୁବିତ୍‌ଙ୍କ ମତରେ ଯଦି ଏହିିଦିନ କିଛି ଖାସ୍‌ ବାସ୍ତୁ ଟିପ୍ସକୁ ଆପଣାଯାଏ, ତା’ହେଲେ ବର୍ଷସାରା ଏହାର…

ଚନ୍ନିଙ୍କୁ ପରାଜିତ କରିଥିବା ଏଏପି ବିଧାୟକଙ୍କ ମା’ ସଫେଇ କର୍ମଚାରୀ ଚାକିରି ଛାଡ଼ିବେ ନାହିଁ…

ଚଣ୍ଡିଗଡ଼, ୧୩।୩ : ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି( ଏଏପି) ପ୍ରାର୍ଥୀ ଲାବ ସିଂ ଉଗୋକେ ବିଦାୟୀ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନିଙ୍କୁ ପରାଜିତ କରିଛନ୍ତି। କିନ୍ତୁ ତାଙ୍କ ମା ଜଣେ ସଫେଇ କର୍ମଚାରୀରଭାବେ କାମ କରୁଛନ୍ତି। ସେ…

ଅଧ୍ୟକ୍ଷ ପଦ ହାତେଇଲେ ଯତୀନ୍ଦ୍ର, ଦୁଇ ପ୍ରାର୍ଥୀଙ୍କ କ୍ରସିଂଭୋଟ୍‌କୁ ନେଇ ଜୋର୍‌ଦାର ଚର୍ଚ୍ଚା

ଲୋଇସିଂହା,୧୩ା୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀକୁ ଲାଗି ରହିଥିବା ଦ୍ୱନ୍ଦ୍ୱ ଓ କଳ୍ପନାଜଳ୍ପନା ଶନିବାର ଅନ୍ତ ଘଟିଛି। ଏମ୍‌ପି କଳିକେଶ ନାରାୟଣ ସିଂଦେଓଙ୍କ ସମର୍ଥିତ ପ୍ରାର୍ଥୀ ଝିଲି ସାହୁଙ୍କୁ ୪ ଖଣ୍ଡ ଭୋଟ୍‌ରେ ହରାଇ ଯତୀନ୍ଦ୍ର ପଟେଲ…

ଶ୍ରୀଲଙ୍କା ସିରିଜ ପରେ ସନ୍ୟାସ ନେଇପାରନ୍ତି ଏହି ଅଲରାଉଣ୍ଡର, ଏଭଳି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୩: ଜାତୀୟ ଦଳ ଭାରତ ପକ୍ଷରୁ ଖେଳିବାର ସ୍ବପ୍ନ ପ୍ରତିଟି କ୍ରିକେଟର ଦେଖିଥାନ୍ତି। ହେଲେ ବହୁତ କମ୍‌ ଖେଳାଳିଙ୍କୁ ଏହାର ସୁଯୋଗ ମିଳିଥାଏ। ନିକଟରେ ଅଧିନାୟକ ରୋହିତ ଶର୍ମା ଜଣେ ଅଲରାଉଣ୍ଡରଙ୍କୁ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ବାଦ ଦେଇଛନ୍ତି। ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?