Home

ବିପଦରେ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ, କଟକଣା ସତ୍ତ୍ୱେ ପଶି ଆସୁଛନ୍ତି…

କେନ୍ଦ୍ରାପଡ଼ା,୧୩ା୩ (ଜଗନ୍ନାଥ ଧଳ): ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ପ୍ରଜନନ ସ୍ଥଳ ଗହୀରମଥା ଏବେ ପ୍ରକୃତିର କ୍ରୋଧ ସହ କୃତ୍ରିମ ବିପଦ ସହିତ ଲଢ଼ୁଛି। ବିଶ୍ୱପ୍ରସିଦ୍ଧ ଏହି ଏନ୍ତୁଡ଼ିଶାଳରେ ଶାବକ ଜନ୍ମ ନେବା ପୂର୍ବରୁ ବହୁ ସଂଖ୍ୟାରେ ମରିବା ସୁନିଶ୍ଚିତ ହୋଇଯାଉଛି। ସମୁଦ୍ର…

ଯୁଦ୍ଧକୁ ଡେଇଁବ ଫ୍ରାନ୍ସ! ହରଡଘଣାରେ ଇରାନ

ନୂଆଦିଲ୍ଲୀ,୧୩।୩: ମଧ୍ୟପ୍ରାଚ୍ୟରେ ଆମେରିକା-ଇସ୍ରାଏଲ ମେଣ୍ଟ ଏବଂ ଇରାନ ମଧ୍ୟରେ ଏକ ଭୟଙ୍କର ସଂଘର୍ଷ ଜାରି ରହିଛି। ମିଳିତ ଭାବରେ କାର୍ଯ୍ୟ କରି ଆମେରିକା ଏବଂ ଇସ୍ରାଏଲ ଇରାନ ଏବଂ ଏହାର ସହଯୋଗୀଙ୍କ ଟାର୍ଗେଟ ଉପରେ ବାରମ୍ବାର ଆକ୍ରମଣ ଆରମ୍ଭ କରୁଛନ୍ତି। ଇରାନ…

ଇରାକରେ ଆମେରିକୀୟ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ; ଖାମେନେଇଙ୍କ ସମ୍ପର୍କରେ ବଡ଼ ଦାବି କଲେ ନେତାନ୍ୟାହୁ

ତେହରାନ୍‌,୧୩।୩: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ଜାରି ରହିଛି। ଇସ୍ରାଏଲ ମଧ୍ୟ ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ ଆରମ୍ଭ କରୁଛି। ଉଲ୍ଲେଖନୀୟ ଯେ, ନିଷ୍କ୍ରିୟ ରହିବା ପରିବର୍ତ୍ତେ, ଇରାନ ଏହି ଦୁଇ ଶକ୍ତିଶାଳୀ ରାଷ୍ଟ୍ର ବିରୁଦ୍ଧରେ ଏକ ଭୟଙ୍କର…

ନିର୍ମାଣ କାର୍ଯ୍ୟର ତଦାରଖ କଲେ ଜିଲାପାଳ, ଆଗାମୀ ପରିକଳ୍ପନା ବିଷୟରେ ସମସ୍ତଙ୍କୁ ଅବଗତ କରାଇ…

ବଞ୍ଚୋ,୧୩ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦ୍ରୀୟ ବିଦ୍ୟାଳୟ ଆନନ୍ଦପୁରର ନୂତନ ବିଦ୍ୟାଳୟ ଭବନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଅବଲୋକନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ସାଇଟ ଭିଜିଟ କରାଯାଇଥିଲା। ଏହି ଅବସରରେ କେନ୍ଦୁଝର ଜିଲାପାଳ ଓ କେଭି ଆନନ୍ଦପୁରର ଅଧ୍ୟକ୍ଷ ବିଶାଳ…

ରେଳଧାରଣାରେ ପଡ଼ିଛି ଯୁବକଙ୍କ ମୁଣ୍ଡଗଣ୍ଡି ଅଲଗା ମୃତଦେହ

ନନ୍ଦପୁର/ପାଡୁଆ,୧୩ା୩(ତୁଷାରକାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କୋତାବାଲସା-କିରାଣ୍ଡୁଳ କେ.କେ ରେଳପଥର ପାଡୁଆ ଷ୍ଟେଶନର ଅନତି ଦୂରରେ ଜଣେ ଯୁବକଙ୍କ ମୃତ ଶରୀର ମୁଣ୍ଡ-ଗଣ୍ଡି ଅଲଗା ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ଶୁକ୍ରବାର ପୂର୍ବାହ୍ନ ୧୦ ଟାରୁ…

‘ମୋଚି’ଙ୍କୁ ଜୋତା କାରିଗର ବୋଲି କହିବାକୁ ପଡିବ, ଏବଂ ଜଣେ ‘ନାପିତ’ଙ୍କୁ ପର୍ସନାଲ କେୟାର ସର୍ଭିସ ପ୍ରୋଭାଇଡର କୁହାଯିବ!

ନୂଆଦିଲ୍ଲୀ,୧୩।୩: ଶିଳ୍ପ ସଂସଦୀୟ ସ୍ଥାୟୀ କମିଟି (୩୩୩ତମ ରିପୋର୍ଟ) ସୁପାରିଶ କରିଛି ଯେ ଶତାବ୍ଦୀ ପୁରୁଣା ଜାତି-ନିର୍ଦ୍ଦିଷ୍ଟ ବୃତ୍ତିଗତ ନାମଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରି ଏହି ବୃତ୍ତିଗୁଡ଼ିକୁ ଦକ୍ଷତା-ଭିତ୍ତିକ, ଆଧୁନିକ ବ୍ୟବସାୟରେ ପରିଣତ କରିବାକୁ। କମିଟିର ଅଧ୍ୟକ୍ଷତା ତିରୁଚି ଶିବ କରିଥିଲେ।…

ପାଟ୍ଟଖଣ୍ଡା ମନ୍ଦିରର ଖୋଲିଲା ହୁଣ୍ଡି: ବାହାରିଲା ସୁନା-ରୁପା ସହ ଏତିକି ଟଙ୍କା

ଦାରିଙ୍ଗବାଡି,୧୩।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଠାରେ ରହିଥିବା ମା’ ପଟ୍ଟାଖଣ୍ଡାଙ୍କ ପୀଠରେ ଗୁରୁବାର ହୁଣ୍ଡି ଖୋଲାଯାଇଛି। ଅନେକ ସମୟରେ ଶ୍ରଦ୍ଧାଳୁମାନେ ହୁଣ୍ଡିରେ ଦେଇଥିବା ଦାନ ଅର୍ଥ ଜାଣିବା ପାଇଁ ସମସ୍ତଙ୍କ ଉପସ୍ଥିତିରେ ହୁଣ୍ଡିକୁ ଖୋଲାଯାଇଥିଲା ଓ ଅର୍ଥକୁ ଗଣତି କରାଯାଇଥିଲା…

ଗ୍ରାମବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କଲେ ଜିଲାପାଳ, ନଦୀ ଉପରେ ହେବ…

ନନ୍ଦପୁର,୧୩ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଗତ ତା-୨୭.୨.୨୬ରେ ନନ୍ଦପୁର ବ୍ଲକ ପରିଦର୍ଶନରେ ଆସି ବାସୁକୀ ନଦୀପାର ହୋଇ ରାଇସିଂ ପଞ୍ଚାୟତର ଦେବଷଣ୍ଢଗୁଡ଼ା ଗ୍ରାମବାସୀଙ୍କୁ ଗ୍ରାମ ସମ୍ମୁଖରେ ପ୍ରବାହିତ ବାସୁକୀ ନଦୀ ଉପରେ ଏକ ପୋଲ ନିର୍ମାଣ କରାଯିବ…

ପିରିୟଡ଼ ଲିଭ ଆବେଦନର ଶୁଣାଣି କରିବାକୁ ମନା କରିଦେଲେ ସୁପ୍ରିମକୋର୍ଟ, କହିଲେ- ‘କୌଣସି ନିଯୁକ୍ତିଦାତା…’

ନୂଆଦିଲ୍ଲୀ,୧୩।୩: ମାସିକ ଋତୁସ୍ରାବ ସହିତ ଜଡିତ ଅସୁବିଧାକୁ ଦୃଷ୍ଟିରେ ରଖି ମହିଳା କର୍ମଚାରୀମାନଙ୍କୁ ଛୁଟି ପ୍ରଦାନ କରିବା ପାଇଁ ଏକ ବ୍ୟବସ୍ଥା ପ୍ରସ୍ତୁତ କରିବା ପାଇଁ ଏକ ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ଶୁକ୍ରବାର (ମାର୍ଚ୍ଚ ୧୩, ୨୦୨୬)…

ଫ୍ଲାଟ୍‌ କିଣିଲେ ଶିବମ ଦୁବେ: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ନୂଆଦିଲ୍ଲୀ,୧୩।୩: ଟି-୨୦ ବିଶ୍ୱକପ ଜିତିବା ପରଠାରୁ ଟିମ ଇଣ୍ଡିଆ ଅନେକ ଖେଳାଳି ନିରନ୍ତର ଚର୍ଚ୍ଚାରେ ରହିଛନ୍ତି। ବିଶେଷକରି ସଞ୍ଜୁ ସାମସନ ଏବଂ ଇଶାନ କିଶାନ ବହୁତ ଆଲୋଚନାର ବିଷୟ ହୋଇଛନ୍ତି। ସେମାନଙ୍କ ବ୍ୟତୀତ ଆଉ ଜଣେ ଖେଳାଳି ଅଛନ୍ତି ଯିଏ କିଛି…

ଆସିଲା ବଡ଼ ଖବର, ବଞ୍ଚିଛନ୍ତି ଖାମେନେଇଙ୍କ ପତ୍ନୀ, ସ୍ପଷ୍ଟ କଲା ଇରାନୀ ମିଡିଆ

ତେହରାନ୍‌,୧୩।୩: ଇରାନର ସ୍ବର୍ଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପତ୍ନୀ ମନସୁରେହ ଖୋଜାସ୍ତେହ ବାଘେରଜାଦେହ ଜୀବିତ ଅଛନ୍ତି ଏବଂ ତାଙ୍କ ମୃତ୍ୟୁ ହୋଇଥିବା ଦାବି କରୁଥିବା ରିପୋର୍ଟ ଭୁଲ ଥିଲା ବୋଲି ଇରାନର IRGC-ସମ୍ବନ୍ଧିତ ଫାର୍ସ ନ୍ୟୁଜ ଗୁରୁବାର କହିଛି।…

ଗ୍ୟାସ୍‌ ଯୋଗାଣରେ ସଙ୍କଟ: ଜଙ୍ଗଲରୁ କାଠ ସଂଗ୍ରହ ନ କଲେ ଜନଜାତିଙ୍କ ଚୁଲି ଜଳେ ନାହିଁ

ମହାକାଳପଡ଼ା, ୧୩ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଯୋଗୁ ପ୍ରାକୃତିକ ତୈଳ ଓ ଗ୍ୟାସ୍‌ ଆମଦାନୀରେ ସଙ୍କଟ ପ୍ରତିଫଳିତ ହେଉଛି। ଫଳରେ ବିଶ୍ୱ ବଜାରରେ ତୈଳ ଓ ଗ୍ୟାସ୍‌ ଯୋଗାଣରେ ସଙ୍କଟ ଦେଖାଯାଇଛି। ସେଥିପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?