Home

ଓଜନ ବଢିବା ନେଇ ମୁହଁ ଖୋଲିଲେ ମିସ୍‌ ୟୁନିଭର୍ସ

୨୦୨୧ରେ ମିସ୍‌ ୟୁନିଭର୍ସ ଟାଇଟଲ ଜିତିଥିବା ହରନାଜ୍‌ ସାନ୍ଧୁ ଏବେ ଚର୍ଚ୍ଚାରେ ଅଛନ୍ତି। ଦୀର୍ଘ ୨୧ ବର୍ଷର ଅପେକ୍ଷା ପରେ ଭାରତର ଝିଅ ହରନାଜ୍‌ ମିସ ୟୁନିଭର୍ସ ଟାଇଟଲ ଜିତିଥିଲେ। ଟାଇଟେଲ ଜିତିବା ପରେ ହରନାଜ୍‌ ବିଭିନ୍ନ ଇଭେଣ୍ଟ, ଫ୍ୟାଶନ ଶୋ’…

ପାକିସ୍ତାନ ଅଭିଯୋଗକୁ ଖଣ୍ଡନ କଲା ଆମେରିକା

ଇସଲାମାବାଦ,୩୧ା୩: ପାକିସ୍ତାନର ଖରାପ ରାଜନୈତିକ ପରିସ୍ଥିତି ମଧ୍ୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଦେଶ ତଥା ବିଶ୍ୱ ରାଜନୈତିକ ଉଷ୍ଣତା ବଢ଼ାଇଥିବା ସିକ୍ରେଟ ଲେଟରକୁ ଆମେରିକା ସମ୍ପୂର୍ଣ୍ଣ ଭାବେ ଅସ୍ବୀକାର କରିଛି। ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ଖବରଦାତାମାନଙ୍କ ପ୍ରଶ୍ନର ଉତ୍ତର ଦେବାବେଳେ…

ପୁଣି ଫେରିଆସ, ରାଜ୍ୟ ସଭା ସଦସ୍ୟଙ୍କ ବିଦାୟୀ ଭାଷଣରେ କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୩୧।୩ : ରାଜ୍ୟ ସଭାର ୭୨ ଜଣ ଏମ୍‌ପିଙ୍କୁ ଗୁରୁବାର ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ସେମାନଙ୍କ ମଧ୍ୟରେ କପିଲ ସିବଲ, ପି ଚିଦାମ୍ବରମ, ଜୟରାମ ରମେଶ ଏବଂ ଏ.କେ ଆଣ୍ଟୋନିଙ୍କ ପରି ଅନେକ ଭେଟେରାନ ନେତା ଅଛନ୍ତି। ଏହା ବ୍ୟତୀତ…

୨ ବର୍ଷରେ ୪୦ ହଜାର ଶିଶୁଙ୍କୁ ଯୌନ ନିର୍ଯାତନା…

ନୂଆଦିଲ୍ଲୀ, ୩୧।୩ : ଦେଶରେ ଶିଶୁ ନିର୍ଯାତନା ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ନେଇ ଡିଏମକେ ନେତା ତିରୁଚି ଶିବ ରାଜ୍ୟ ସଭାରେ କହିଛନ୍ତି ଯେ ଶିକ୍ଷାର୍ଥୀ ଓ ଶିକ୍ଷକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଦ୍ୟାଳୟରେ କର୍ମଶାଳା…

ଏହି ରାଜ୍ୟରେ ସାମାନ୍ୟ ତରଭୁଜ ପାଇଁ ହୋଇଥିଲା ଯୁଦ୍ଧ, ପ୍ରାଣ ହରାଇଥିଲେ ହଜାର ହଜାର ସୈନିକ

ଯୁଦ୍ଧ କେବେ ବି କାହାର ଲାଭ କରେ ନାହିଁ ବରଂ ବହୁମାତ୍ରାରେ କ୍ଷତି କରେ। ଯୁଦ୍ଧରେ ହଜାର ହଜାର ଜୀବନ ଯାଏ। ଲୋକମାନେ ନିଜ ନିଜର ପ୍ରିୟଜନଙ୍କୁ ହରାଇଥାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଘଟିଥିବା ସମସ୍ତ ଯୁଦ୍ଧରେ ଶକ୍ତି ଏବଂ ଧନ ହିଁ…

ଗୋଟିଏ ପଟରେ ଆରସିବିର ଦୁଇ ବ୍ୟାଟ୍ସମ୍ୟାନ୍‌, ତଥାପି ହେଲେନି ରନ୍‌ଆଉଟ୍‌: ଦେଖନ୍ତୁ ଚମତ୍କାର ଭିଡିଓ

ମୁମ୍ବାଇ,୩୧।୩: କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ମଧ୍ୟରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ରନ ନେବାକୁ ଚେଷ୍ଟା କରୁଥିବା ଦୁଇ ଆରସିବି ବ୍ୟାଟ୍ସମ୍ୟାନ କ୍ରିଜ୍‌ର ଗୋଟିଏ ପଟରେ ପହଞ୍ଚି…

ସୋସିଆଲ ମିଡ଼ିଆ କମ୍ପାନୀ ଲୋକଙ୍କ ଅଧିକାରର ସମ୍ମାନ କରିବା ଜରୁରୀ, କାହାର ଆକାଉଣ୍ଟ୍‌ ବନ୍ଦ କରାଯିବା ଅନୁଚିତ: କେନ୍ଦ୍ର ସରକାର…

ନୂଆଦିଲ୍ଲୀ, ୩୧।୩ : କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି ଯେ ସ୍ବାଧୀନତା ତଥା ସମାଜର ବୈଷିୟିକ ପ୍ରଗତି ପଥରେ ବାଧା ସୃଷ୍ଟି କରିବା ଠିକ୍‌ ନୁହେଁ। ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ନାଗରିକଙ୍କ ମୌଳିକ ଅଧିକାରର ସମ୍ମାନ ଉଚିତ ଏବଂ ଏହା…

ରୁଷିଆକୁ ଗ୍ୟାସ ଯୋଗାଣ ପାଇଁ ରାଜି ହେଲା ଜର୍ମାନୀ

ବର୍ଲିନ,୩୧ା୩: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧ ମାସରୁ ଅଧିକ ହେବ ଲାଗିରହିଛି। ବର୍ତ୍ତମାନ ସୁଦ୍ଧା ୟୁକ୍ରେନର କୋଟିକୋଟି ଟଙ୍କାର କ୍ଷତି ହୋଇସାରିଲାଣି। ଅନ୍ୟପକ୍ଷରେ ରୁଷିଆର ମଧ୍ୟ କ୍ଷତି ହୋଇଛି। ପାଶ୍ଚାତ୍ୟ ଦେଶଗୁଡ଼ିକ ଦ୍ୱାରା ଲାଗୁ କରାଯାଇଥିବା ପ୍ରତିବନ୍ଧକ ହେତୁ ରୁଷିଆ ଏକ…

କେଜ୍‌ରିଓ୍ବାଲଙ୍କ ଘର ଉପରେ ଆକ୍ରମଣ ଘଟଣା: ୮ ଗିରଫ

ନୂଆଦିଲ୍ଲୀ,୩୧।୩: ଆମ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଘର ସାମ୍ନାରେ ବୁଧବାର ଭାଜପା କର୍ମୀମାନେ ଜୋରଦାର ବିକ୍ଷୋଭ କରିଥିଲେ। ଭାଜପା କର୍ମୀମାନେ କେଜ୍‌ରିୱାଲଙ୍କ ଘରର ଗେଟ ସମ୍ମୁଖରେ ଭଙ୍ଗାରୁଜା ମଧ୍ୟ କରଥିଲେ। ଏହି ଘଟଣାରେ ଦିଲ୍ଲୀ…

ଚାଇନାର ୩୧ ରାଜ୍ୟରେ କରୋନା ସଂକ୍ରମଣ, ୫ ସହରରେ ଲକ୍‌ଡାଉନ୍‌…

ବେଜିଂ, ୩୧।୩ : ପୁଣି ୨ ବର୍ଷ ପରେ ଚାଇନାକୁ କରୋନା ଫେରିଛି। ପ୍ରଥମ ଥର ପାଇଁ ଚାଇନାର ସମସ୍ତ ୩୧ ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। କୋରୋନାକୁ ନିୟନ୍ତ୍ରଣ କରିବା ପାଇଁ ଚାଇନାରେ ଲାଗୁ କରାଯାଇଥିବା ଶୂନ କୋଭିଡ…

୧୩ ବର୍ଷ ବଡ ପ୍ରଦୀପଙ୍କ ପ୍ରେମରେ କେମିତି ପଡିଲେ ଆଇଏଏସ୍‌ ଟିନା ଡାବି

ନୂଆଦିଲ୍ଲୀ,୩୧।୩: ୨୦୧୫ରେ ୟୁପିଏସସି ପରୀକ୍ଷାରେ ଟପ୍ପର ହୋଇଥିବା ଟିନା ଡାବି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଏବେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ୨୦୧୩ ବ୍ୟାଚ ଆଇଏଏସ୍‌ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଛି। ଏହି…

ପଦୋନ୍ନତିରେ ସଂରକ୍ଷଣ ବନ୍ଦ ହେଲେ ସାଢ଼େ ୪ ଲକ୍ଷ କର୍ମଚାରୀ ହେବେ ପ୍ରଭାବିତ, ବଢ଼ିବ ଅଶାନ୍ତି…

ନୂଆଦିଲ୍ଲୀ, ୩୧।୩ : ସରକାରୀ ଚାକିରିରେ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସଂରକ୍ଷଣକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଉତ୍ତର ରଖିଛନ୍ତି। ସରକାର କୋର୍ଟଙ୍କୁ କହିଛନ୍ତି ଯେ ୨୦୦୭ ରୁ ୨୦୨୦ ପର୍ଯ୍ୟନ୍ତ ପ୍ରାୟ ସାଢ଼େ ୪ ଲକ୍ଷ କର୍ମଚାରୀଙ୍କୁ ଏହି ନୀତିର ସୁବିଧା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri