Home

ରଣବୀରଙ୍କୁ ୧ କୋଟି ଟଙ୍କା ମାଗୁଛନ୍ତି ଡ୍ରାମା କୁଇନ୍‌

ଆଜିକାଲି ବଲିଉଡ୍‌ରେ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି। ବିବାହର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ସମୟରେ ବଲିଉଡର ‘ଡ୍ରାମା କୁଇନ’ ଭାବରେ ଜଣାଶୁଣା ରାଖୀ ସାୱନ୍ତଙ୍କ ଏକ ଭିଡିଓ ଭାଇରାଲ ହେବାରେ…

ଫିନଲାଣ୍ଡ ମୁହାଁ ରୁଷିଆ କ୍ଷେପଣାସ୍ତ୍ର…

ମସ୍କୋ, ୧୩।୪ : ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଫିନଲାଣ୍ଡ ନାଟୋ ଦେଶଗୁଡ଼ିକର ନିକଟତର ହେବାରେ ଲାଗିଛି। ଫଳରେ ୟୁକ୍ରେନ୍‌ ପରେ ଏବେ ଫିନଲାଣ୍ଡ୍‌ ଉପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ଙ୍କ ନଜର ରହିଛି। ପୁଟିନ୍‌ ସରକାର ଫିନଲାଣ୍ଡକୁ ଚେତାବନୀ ଦେବା ପରେ…

ସ୍ପାଇସ୍‌ଜେଟ୍‌ ପାଇଲଟ୍‌ଙ୍କୁ ବିମାନ ଉଡାଇବା ମନା

ନୂଆଦିଲ୍ଲୀ,୧୩।୪: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ସ୍ପାଇସ୍‌ଜେଟ୍‌ର ୯୦ ପାଇଲଟଙ୍କ ବୋଇଂ-୭୩୭ ମ୍ୟାକ୍ସ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛି। ସିମୁଲେଟର ତାଲିମରେ ତ୍ରୁଟି ଦେଖାଯିବା ପରେ ଡିଜିସିଏ ଏହି ପଦକ୍ଷେପ ନେଇଛି। ଏହି ପାଇଲଟଙ୍କୁ ନୋଏଡାରେ ଏକ ତାଲିମ କେନ୍ଦ୍ରରରେ…

‘ୟୁକ୍ରେନ୍‌କୁ ସଫା କରିଦେବାକୁ ଚାହୁଁଛି ରୁଷିଆ’

ଓ୍ବାଶିଂଟନ୍‌,୧୩।୪:ୟୁକ୍ରେନ-ରୁଷିଆ ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ପୁଣି ଥରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଟାର୍ଗେଟ କରିଛନ୍ତି। ବାଇଡେନ୍‌ କହିଛନ୍ତି, ପୁଟିନ ୟୁକ୍ରେନରେ ନରସଂହାର କରୁଛନ୍ତି। ୟୁକ୍ରେନକୁ ମୂଳୋତ୍ପାଟନ କରିବାକୁ ପୁଟିନ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଛନ୍ତି।…

ଓବ୍ଲାଷ୍ଟରୁ ମିଳିଲା ୭ଶହ ମୃତଦେହ: ଏବେ ବି ୨୦୦ ନିଖୋଜ

କ୍ୱିଭ୍‌,୧୩।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ୫୦ଦିନ ପୂରିବାକୁ ଯାଉଛି। କିନ୍ତୁ ୨ଦେଶର ମଧ୍ୟରେ ଜାରି ରହିଥିବା ସଂଘର୍ଷର କେବେ ଅନ୍ତ ହେବ ତାହା ଜଣାପଡ଼ୁନାହିଁ। ରୁଷିଆ ବେଳକୁ ବେଳ ଆହୁରି ଆକ୍ରମଣାତ୍ମକ ହୋଇ ୟୁକ୍ରେନର ବିଭିନ୍ନ…

ନୂଆ ଇନିଂସ ଆରମ୍ଭ କରିବେ ଶାହରୁଖଙ୍କ ପୁଅ

ବଲିଉଡ୍‌ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ବଲିଉଡ୍‌ରେ କେବେ ଡେବ୍ୟୁ କରିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଖୁବ୍‌ଶୀଘ୍ର ସେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। କିନ୍ତୁ ଜଣେ ଅଭିନେତା ଭାବରେ ନୁହେଁ, ଜଣେ ନିର୍ଦ୍ଦେଶକ ଭାବରେ…

ସାଙ୍ଘାଇରେ ଲକ୍‌ଡାଉନ୍‌, ଦୂତାବାସ ସହିତ ଯୋଗାଯୋଗ କରିବାକୁ ଭାରତୀୟଙ୍କୁ ପରାମର୍ଶ…

ବେଜିଂ, ୧୩।୪ : ଚାଇନାରେ କରୋନା ମହାମାରୀ ସଂକ୍ରମଣ ପୁଣି ଅଣାୟତ୍ତ ହେବାରେ ଲାଗିଛି। ଏଠାରେ ନୂତନ ସଂକ୍ରମଣ ମାମଲା ପ୍ରତିଦିନ ରେକର୍ଡ ଭାଙ୍ଗୁଛି । ଚାଇନାର ଆର୍ଥିକ ରାଜଧାନୀ ସାଙ୍ଘାଇରେ ସବୁଠାରୁ ଖରାପ ପରିସ୍ଥିତି ସୃଷ୍ଟି ହୋଇଛି । ଏପ୍ରିଲ…

ପ୍ରବାସୀ ଶ୍ରମିକଙ୍କ ଜୀବନ ଭୟ, ଜମ୍ମୁ-କଶ୍ମୀରରୁ କରୁଛନ୍ତି ପଳାୟନ…

ଶ୍ରୀନଗର, ୧୩।୪ : ଗତ ୨୦ ଦିନ ମଧ୍ୟରେ କାଶ୍ମୀରରେ ଆତଙ୍କବାଦୀମାନେ ୭ଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ଆହତ କରିଛନ୍ତି। ସମସ୍ତ ଆକ୍ରମଣ ଦକ୍ଷିଣ ଜିଲ୍ଲା ପୁଲୱାମାରେ ଘଟୁଛି। ସନ୍ଦିଗ୍ଧମାନଙ୍କୁ ଖୋଜିବାରେ ଅଧିକାରୀମାନେ ବିଶେଷ ସଫଳତା ପାଇ ନାହାନ୍ତି। ଜୀବନ…

ଟି-୨୦ ମ୍ୟାଚ୍‌ରେ ଚମତ୍କାର: ୬ ବଲ୍‌ରେ ୬ ଉଇକେଟ୍‌! ଦେଖନ୍ତୁ ଭିଡିଓ

କାଠମାଣ୍ଡୁ,୧୩।୪:ଯଦି ଏକ କ୍ରିକେଟ ମ୍ୟାଚରେ ବ୍ୟାଟିଂ କରୁଥିବା ଦଳ ୬ଟି ବଲରେ ୬ଟି ଉଇକେଟ ହରାଇଥାଏ, ତେବେ ବୋଧହୁଏ ଏହାକୁ ସହଜରେ କେହି ବିଶ୍ୱାସ କରି ପାରିବେ ନାହିଁ, କିନ୍ତୁ ନେପାଳର କ୍ଲବ କ୍ରିକେଟ (ନେପାଳ ପ୍ରୋ କ୍ଲବ ଚାମ୍ପିଅନସିପ)ରେ ଏହି…

ଲକ୍ଷ୍ନୌରେ ମହିଳା ଡାକ୍ତର କରୋନା ପଜିଟିଭ୍‌

ଲକ୍ଷ୍ନୌ,୧୩।୪: ଉତ୍ତରପ୍ରଦେଶରେ କରୋନା ମାମଲା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଏହିକ୍ରମରେ ଲକ୍ଷ୍ନୌରେ ଜଣେ ମହିଳା ଡାକ୍ତର କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ଗତ କିଛି ଦିନରୁ ସେ ଥଣ୍ଡା ଓ ଜ୍ୱରରେ ପୀଡ଼ିତ ଥିଲେ। ଏହାପରେ ସେ ନିଜର…

ପ୍ରଥମ ଥର ୨ଉପ-ମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀରେ ପହଞ୍ଚିଲେ ଯୋଗୀ

ନୂଆଦିଲ୍ଲୀ,୧୩।୪: ଉତ୍ତରପ୍ରଦେଶରେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେବା ପରେ ଯୋଗୀ ଆଦିତ୍ୟନାଥ ୨ଉପମୁଖ୍ୟମନ୍ତ୍ରୀଙ୍କ ସହ ଦିଲ୍ଲୀରେ ପହଞ୍ଚିଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୨ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ବ୍ରଜେଶ ପାଠକ ରାଷ୍ଟ୍ରପତିଙ୍କଠାରୁ ପ୍ରଧାନମନ୍ତ୍ରୀ ଓ…

ଚତୁର୍ଥ ଲହର ଆଶଙ୍କା ଘନେଇଲା, ୨୯ ଜିଲାରେ ସ୍ଥିତି ବେକାବୁ…

ନୂଆଦିଲ୍ଲୀ, ୧୩।୪ : କରୋନା ମହାମାରୀର ଚତୁର୍ଥ ଲହର ନେଇ ପୁଣି ସଙ୍କଟ ଘନେଇବାରେ ଲାଗିଛି। ଚତୁର୍ଥ ଲହର ଯୋଗୁ ଦେଶର ୨୯ଟି ଜିଲାରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି।, ଦିଲ୍ଲୀ-ଗୁଜୁରାଟ ଏବଂ ହରିୟାଣାରେ ଆଦି ୩ ରାଜ୍ୟରେ ସଂକ୍ରମଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri