ଏଇ ଭାରତରେ
ଆନ୍ଧ୍ରପ୍ରଦେଶର ଏକ ଦମ୍ପତି ଜଳ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟକରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଏହି ଦମ୍ପତି ହେଉଛନ୍ତି ଆଇଏଫ୍ଏସ୍ ବିନୀତ କୁମାର ଓ ରୂପକ ଯାଦବ। ସେମାନେ ଅନନ୍ତପୁର ଜିଲାରେ ପୋଖରୀ ପୁନରୁଦ୍ଧାର କରୁଛନ୍ତି। ଏହିସବୁ ପୁଷ୍କରିଣୀ ବିଭିନ୍ନ…
ୱାଲର୍ଡ ଆଥ୍ଲେଟିିକ୍ସ କଣ୍ଟିନେଣ୍ଟାଲ ଟୁର୍: କଳିଙ୍ଗରେ ପ୍ରଜ୍ଞା, ଅନିମେଶଙ୍କ ଚମକ
ଭୁବନେଶ୍ୱର, ୧୧।୮ (ତପନ ସ୍ବାଇଁ):କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ୱାଲର୍ଡ କଣ୍ଟିନେଣ୍ଟାଲ ଟୁର୍ (ବ୍ରୋଞ୍ଜ) ଲେଭଲ ପ୍ରତିଯୋଗିିତାରେ ଚମତ୍କାର ପ୍ରଦର୍ଶନ କରି ରାଜ୍ୟ ଓ ଦେଶକୁ ଗର୍ବିତ କରିଛନ୍ତି ଓଡ଼ିଶାର ପ୍ରଜ୍ଞା ପ୍ରଶାନ୍ତି ସାହୁ। ଓଡ଼ିଶା ଏଚ୍ପିସିର ଅନିମେଶ କୁଜୁର ମଧ୍ୟ…
ମାନସିକତାରେ ପରିବର୍ତ୍ତନ ଜରୁରୀ
ଦେଶରେ ପ୍ରତିଟି କ୍ଷେତ୍ରରେ ଅନେକ ନିୟମ ପ୍ରଣୟନ କରାଯିବା ସହ ଏହାର ସମୟୋଚିତ ସଂଶୋଧନ କରାଯାଉଛି। କିନ୍ତୁ ବିଡ଼ମ୍ବନାର ବିଷୟ ଯେ ଏହାଦ୍ୱାରା ମହିଳାମାନେ ସୁରକ୍ଷିତ ରହିବା କଷ୍ଟକର। ନାରୀ ନିର୍ଯାତନା, ମହିଳା ଓ ନାବାଳିକା ଗଣବଳାତ୍କାର, ଯୌତୁକ ନିର୍ଯାତନା ଜନିତ…
ବୀମାଶିଳ୍ପରେ ଏଫ୍ଡିଆଇ ଅନାବଶ୍ୟକ
ଦେଶୀ ବୀମା କମ୍ପାନୀଙ୍କ ସ୍ବାର୍ଥ ପାଇଁ ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ବା ଏଫ୍ଡିଆଇ ସୀମାକୁ ୭୪%ରୁ ଶତ ପ୍ରତିଶତକୁ ବୃଦ୍ଧି କରିବାକୁ ସରକାର ବଦ୍ଧପରିକର। ଏଥି ପାଇଁ ରିଜର୍ଭ ବ୍ୟାଙ୍କର ଅନୁମୋଦନ ଆବଶ୍ୟକ ପଡ଼ିବ ନାହିଁ, ବରଂ ସିଧାସଳଖ…
ଆମେରିକା ମାଟିରୁ ଭାରତକୁ ଧମକ ଦେଲେ ମୁନିର: କହିଲେ, ଧ୍ୱଂସ କରିଦେବୁ
ଓ୍ବାଶିଂଟନ,୧୧/୮:ପାକିସ୍ତାନ ସେନାମୁଖ୍ୟ ଫିଲ୍ଡ ମାର୍ଶାଲ ଆସିମ୍ ମୁନିର ରବିବାର ଆମେରିକା ମାଟିରୁ ଭାରତକୁ ଆଣବିକ ଅସ୍ତ୍ର ପ୍ରୟୋଗର ଧମକ ଦେଇଛନ୍ତି। ଭାରତ ଏକ ଡ୍ୟାମ୍ ନିର୍ମାଣ କରିବା ପର୍ଯ୍ୟନ୍ତ ଆମେ ଅପେକ୍ଷା କରିବୁ। ଭାରତ ଯେତେବେଳେ ସିନ୍ଧୁ ନଦୀରେ ଡ୍ୟାମ୍ ନିର୍ମାଣ…
ଟେଲିଭିଜନ ରିପୋର୍ଟରରୁ ବଲିଉଡ ନାୟିକା, ଯାତ୍ରା ଖୁବ ଲମ୍ବା
ମୁମ୍ବାଇ: ଶ୍ରୀଲଙ୍କାରରୁ ବଲିଉଡ ଯାତ୍ରା କରିଥିବା ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ୧୧ ଅଗଷ୍ଟରେ ତାଙ୍କର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି। ଜ୍ୟାକଲିନ ଜଣେ ପୂର୍ବତନ ମିସ ୟୁନିଭର୍ସ ଶ୍ରୀଲଙ୍କା ଏବଂ ତାଙ୍କର ସ୍ମାଇଲିଂ ଫେସ, ଅଭିନୟ ଏବଂ ଷ୍ଟାଇଲିସ ଅନ୍ଦାଜ ପାଇଁ…
Mettle Meet 2025 ଗ୍ରାଣ୍ଡ ଫାଇନାଲ: ବାଜି ମାରିଲେ ୟୁନିଟ-୮ ଡିଏଭି ପବ୍ଲିକ ସ୍କୁଲ, ଏମ୍ସ, ଭୁବନେଶ୍ୱର
ଭୁବନେଶ୍ୱର,୧୦ା୮: ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ଆନୁକୂଲ୍ୟରେ ୨ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ‘ମେଟଲ୍ ମିଟ୍-୨୦୨୫’ର ରବିବାର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହୋଇଯାଇଛି। ଗ୍ରାଣ୍ଡ ଫାଇନାଲ ସିନିୟର ବର୍ଗରେ ଏମ୍ସ ଭୁବନେଶ୍ୱର ଚାମ୍ପିୟନ ହୋଇଥିବା…
ପୁରୁଣା ଅଙ୍ଗନଓ୍ବାଡି କେନ୍ଦ୍ରରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର; ମୁଣ୍ଡକୁ ପଥରରେ ଛେଚା,ଦେହ ସାରା କ୍ଷତ…ପରିବାର…
ଥୁଆମୂଳ ରାମପୁର, ୧୦।୮(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ଥାନା ଅଧୀନସ୍ଥ ଗୁଣପୁର – କିର୍କିଚା ଗ୍ରାମରେ ଜଣେ ୩୦ ବର୍ଷିଆ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ…
ବରଗଡ଼ରେ ଅଭିନବ ପ୍ରତିବାଦ: କାର୍ଡବୋର୍ଡ ଧରି ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଲା ଛାତ୍ର କଂଗ୍ରେସ
ବରଗଡ଼, ୧୦।୮(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କୁ କାର୍ଡବୋର୍ଡ (ବୁଢାପଟ୍ଟା)ରେ ଚିକିତ୍ସା ଚର୍ଚ୍ଚାର ବିଷୟ ହୋଇଛି। ଏହାର ପ୍ରତିବାଦରେ ରବିବାର ଜିଲା ଛାତ୍ର କଂଗ୍ରେସର କର୍ମକର୍ତ୍ତା ଏବଂ କର୍ମୀବୃନ୍ଦ କାର୍ଡବୋର୍ଡ ଧରି ଜିଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ।…
ଟ୍ରମ୍ପଙ୍କୁ ଭାରତର କଡ଼ା ଜବାବ! ଆମେରିକୀୟ ସାମଗ୍ରୀ ଉପରେ ୫୦% ଯାଏ ଟାରିଫ…
ନୂଆଦିଲ୍ଲୀ,୧୦।୮: ଆମେରିକା ଦ୍ୱାରା ଭାରତୀୟ ଷ୍ଟିଲ, ଆଲୁମିନିୟମ ଏବଂ ଏହା ସହ ଜଡ଼ିତ ଉତ୍ପାଦଗୁଡ଼ିକ ଉପରେ ୫୦% ପର୍ଯ୍ୟନ୍ତ ଭାରୀ ଆମଦାନୀ ଶୁଳ୍କ ଲଗାଯିବା ପରେ ଭାରତ ଏବେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନର ପ୍ରସ୍ତୁତି କରୁଛି। ମନି କଣ୍ଟ୍ରୋଲର ଏକ ଖବର ଅନୁଯାୟୀ,…
ରିଲାଏନ୍ସ-HDFC ଖସିଲା, LIC-TCSର ବଢ଼ିଲା ମାର୍କେଟ କ୍ୟାପ୍
ନୂଆଦିଲ୍ଲୀ,୧୦।୮: ଗତ ସପ୍ତାହରେ ଭାରତୀୟ ଶେୟାର ବଜାରରେ ହ୍ରାସ ପରିଲକ୍ଷିତ ହୋଇଥିଲା। ଫଳରେ ଶୀର୍ଷ ୧୦ଟି ଶୀର୍ଷ କମ୍ପାନୀ ମଧ୍ୟରୁ ୬ଟିର ମାର୍କେଟ କ୍ୟାପ୍ରେ ୧.୩୬ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି। ସବୁଠାରୁ ବଡ଼ କ୍ଷତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର…
ନାବାଳିକାଙ୍କୁ ଗଣବଳାତ୍କାର କରି ଛାତରୁ ତଳକୁ ଫିଙ୍ଗିଦେଲେ, ଆଉ ତା’ ପରେ…
ଡେରାଡୁନ୍,୧୦ା୮: ଉତ୍ତରାଖଣ୍ଡର ହରିଦ୍ୱାର ଜିଲାର ରୁରକି ଅଞ୍ଚଳରୁ ଜଣେ ନାବାଳିକା ଝିଅ ସହିତ ଗଣବଳାତ୍କାର ଘଟଣା ସାମ୍ନାକୁ ଆସିଛି। ନାବାରିକାଙ୍କୁ ଗଣବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ଛାତରୁ ତଳକୁ ଫିଙ୍ଗି ଦେଇଥିଲେ। ଗୁରୁତର ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି…
Archives


