ଅହମଦାବାଦ ବିମାନ ଦୁର୍ଘଟଣାର ୨ ମାସ ପରେ କାହିଁକି ଏମିତି କହିଲେ ପୀଡ଼ିତ? ଜାଣନ୍ତୁ କ’ଣ ତାଙ୍କର ଦୁଃଖ
ନୂଆଦିଲ୍ଲୀ,୧୧।୮: ଜୁନ ୨ ତାରିଖରେ ଗୁଜରାଟର ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ଦୁଇ ମାସ ବିତିଗଲାଣି, କିନ୍ତୁ ପୀଡିତମାନେ ଏପର୍ଯ୍ୟନ୍ତ କ୍ଷତିପୂରଣ ରାଶି ପାଇନାହାଁନ୍ତି। ପୀଡିତଙ୍କ ପ୍ରତିନିଧିତ୍ୱ କରୁଥିବା ଆମେରିକୀୟ ଓକିଲ ଆଣ୍ଡ୍ରୁଜ କହିଛନ୍ତି ଯେ ଯଦି ରତନ ଟାଟା…
ନୂଆ ଇନ୍କମ୍ ଟ୍ୟାକ୍ସ ବିଲ ଆଗତ: ସାଧାରଣ ଲୋକଙ୍କ ଉପରେ ପଡ଼ିବ ପ୍ରଭାବ
ନୂଆଦିଲ୍ଲୀ,୧୧।୮: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ନୂଆ ଇନ୍କମ୍ ଟ୍ୟାକ୍ସ ବିଲ ୨୦୨୫ ଆଗତ କରିଛନ୍ତି। ସୀତାରମଣ ସୋମବାର ଲୋକସଭାରେ ଇନ୍କମ୍ ଟ୍ୟାକ୍ସ ବିଲ୍ର ଏକ ସଂଶୋଧିତ ସଂସ୍କରଣ ଆଗତ କରିଛନ୍ତି। ଏଥିରେ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱାଧୀନ ସିଲେକ୍ଟ କମିଟିର…
ଭଞ୍ଜନଗର ମେଡିକାଲରେ ରୋଗୀ-ଗାର୍ଡ ଧସ୍ତାଧସ୍ତି, ପ୍ରତିବାଦରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ
ଭଞ୍ଜନଗର,୧୧ା୮(ବାବୁଲା ପ୍ରଧାନ): ଦୁଇ ଦିନ ପୂର୍ବେ ଗଞ୍ଜାମ ଜିଲା ଭଞ୍ଜନଗର ମେଡିକାଲକୁ ଦୁଇଟି କ୍ଷେତ୍ରରେ ଉଲ୍ଲେଖନୀୟ ସାସ୍ଥ୍ୟସେବା ପାଇଁ ରାଜ୍ୟସ୍ତରରେ ଦୁଇଟି ପୁରସ୍କାର ମିଳିଥିଲା। ଯାହାକୁ ନେଇ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଥିଲେ। କିନ୍ତୁ ରବିବାର ମେଡିକାଲର ସୁନାମରେ କିଛିଟା ଦାଗ…
ବେହୋସ ହୋଇପଡ଼ିଲେ ମହିଳା ଏମ୍ପି: ସମ୍ଭାଳିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୧୧।୮: ଇଣ୍ଡିଆ ଆଲାଏନ୍ସ ନିର୍ବାଚନ କମିଶନଙ୍କ ଉପରେ ଭୋଟ ତାଲିକାରେ ହେରଫେର ଅଭିଯୋଗ କରୁଛି। ଏହି ସମୟରେ ସଂସଦର ମକର ଦ୍ୱାରରୁ ନିର୍ବାଚନ କମିଶନ ଭବନ ପର୍ଯ୍ୟନ୍ତ ଇଣ୍ଡିଆ ବ୍ଲକ ପ୍ରତିବାଦରେ ନାଟକୀୟ ଦୃଶ୍ୟ ଦେଖାଦେଇଛି। ଏଥିରେ ସମାଜବାଦୀ ପାର୍ଟି ମୁଖ୍ୟ…
ମୃତ ନର୍ସିଂ ଛାତ୍ରୀଙ୍କ ପରିବାରକୁ ସହାୟତା ରାଶି ଯୋଗାଇବା ଦାବିରେ ୧୨ ଘଣ୍ଟିଆ ରାଇଘର ବନ୍ଦ
ନବରଙ୍ଗପୁର,୧୧ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ରାଇଘର ଥାନା ଅଞ୍ଚଳର ନର୍ସିଂ ଛାତ୍ରୀଙ୍କ ଭୁବନେଶ୍ୱର ଏମ୍ସଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିବା ପରେ ରାଜନୀତି ଜୋର ଧରିଛି। ପୀଡ଼ିତାଙ୍କ ପରିବାରକୁ ଏକ କୋଟି ଟଙ୍କାର କ୍ଷତିପୂରଣ ଦାବି କରି ଜିଲା ବିଜେଡି ପକ୍ଷରୁ…
ଡକାୟତି ଘଟଣାରେ ୬ ଗିରଫ, ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଦୁଇ ନାବାଳକ
ବୌଦ୍ଧ,୧୧ା୮(ଅଜିତ କୁମାର ବାରିକ): ବୌଦ୍ଧ ଜିଲାରେ ଦିନକୁ ଦିନ ଚୋରି ଡକାୟତି ବୃଦ୍ଧି ପାଉଥିବା ବେଳେ ପୋଲିସ ପକ୍ଷରୁ ଏକ ଡକାୟତି ଘଟଣାରେ ଜଣେ ନାବାଳକଙ୍କ ସହ ୪ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ପୋଲିସ ଅଭିଯୁକ୍ତମାନଙ୍କ ପାଖରୁ ଗୋଟିଏ…
ଜେଲ୍ରେ ଥାଇ ୨୫ କୋଟି ଟଙ୍କା ଦାନ ଦେଲେ ଏହି ବ୍ୟକ୍ତି: ଜ୍ୟାକ୍ଲିନ୍ଙ୍କୁ ଲେଖିଲେ ଲଭ୍ ଲେଟର
ଆଜି ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ୪୦ତମ ଜନ୍ମଦିନ ପାଳୁଛନ୍ତି। ଏହି ଅବସରରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ଠକ ସୁକେଶ ମଧ୍ୟ ତାଙ୍କୁ ଏକ ପ୍ରେମ ଚିଠି…
ରାହୁଲ-ପ୍ରିୟଙ୍କାଙ୍କୁ ଟେକିନେଲା ପୋଲିସ: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୧୧।୮: ଆଜିକାଲି ଭୋଟ ଚୋରି ପ୍ରସଙ୍ଗରେ ଦେଶରେ ରାଜନୈତିକ ପାଣିପାଗ ଉଷ୍ମ ରହିଛି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭୋଟର ତାଲିକାରେ ଅନିୟମିତତା ସମ୍ପର୍କରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ଆଜି ବିରୋଧୀ ଦଳର ଏମ୍ପିମାନେ ସଂସଦର ମକର…
ଆଖି ବୁଜିଲେ ବରଗଡ଼ ଅର୍ଦ୍ଧଦଗ୍ଧ ନାବାଳିକା, ଏସ୍ପି କହିଲେ…
ବରଗଡ଼,୧୧ା୮(ପ୍ରେମାନନ୍ଦ ଖମାରୀ): ଆଖି ବୁଜିଲେ ବରଗଡ଼ର ଅର୍ଦ୍ଧଦଗ୍ଧ ନାବାଳିକା। ବରଗଡ଼ ଦାୟିତ୍ୱରେ ଥିବା ବଲାଙ୍ଗୀର ଏସ୍ପି ଅଭିଳାଷ. ଜୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା କହିଛନ୍ତି ଭାରପ୍ରାପ୍ତ ଏସ୍ପି।…
ଗାଜା ଆକ୍ରମଣରେ ଅଲ ଜଜିରାର ୫ ଖବରଦାତାଙ୍କ ମୃତ୍ୟୁ, ଇସ୍ରାଏଲ କହିଲା ଆତଙ୍କବାଦୀ
ଜେରୁଜେଲମ,୧୧।୮: ଇସ୍ରାଏଲୀ ସେନା ଗାଜା ସହରରେ ଏକ ବିମାନ ଆକ୍ରମଣରେ ଅଲ ଜଜିରା ସାମ୍ବାଦିକ ଅନସ ଅଲ-ଶରିଫଙ୍କୁ ହତ୍ୟା କରିଛି। ଇସ୍ରାଏଲୀ ସେନା ସାମ୍ବାଦିକଙ୍କୁ ହମାସର ଜଣେ ବଡ଼ ନେତା ବୋଲି କହୁଛି। ଅଲ ଜଜିରା ଏହି ଆକ୍ରମଣକୁ ଦୃଢ଼ ନିନ୍ଦା…
ଏମିତି ଲୋକଙ୍କ ଉପରେ ଦୋଷ ଲଦିଲେ ରବର୍ଟ ଭଦ୍ରା ସମସ୍ତେ ଆଶ୍ଚର୍ଯ୍ୟ, ଇଡିକୁ ଦେଲେ ଏଡାଇଯିବା ଭଳି ଉତ୍ତର
ନୂଆଦିଲ୍ଲୀ,୧୧।୮: ୨୦୦୮ ମସିହାରେ ହରିୟାଣାର ଗୁରୁଗ୍ରାମର ଶିକୋହପୁର ଗ୍ରାମରେ ହୋଇଥିବା ‘ହେରଫେର’ ଜମି କାରବାର ମାମଲାରେ ପଚରାଉଚରା ସମୟରେ କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ବ୍ୟବସାୟୀ ରବର୍ଟ ଭଦ୍ରା ‘ଏଡ଼ାଇବା ଭଳି’ ଉତ୍ତର ଦେଇଥିଲେ ଏବଂ ତାଙ୍କର ତିନି…
ଖୁବ୍ଶୀଘ୍ର ଆସିବ ନୂଆ ବିସ୍ଥାପନ, ଥଇଥାନ ନୀତି: ମନ୍ତ୍ରୀ
ଭୁବନେଶ୍ୱର,୧୧ା୮: ଖୁବ୍ଶୀଘ୍ର ନୂଆ ବିସ୍ଥାପନ ଓ ଥଇଥାନ ନୀତି ଆଣିବେ ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ନୂଆ ନୀତି ଆଣିବାକୁ ସରକାରୀ ସ୍ତରରେ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। କ୍ଷତିଗ୍ରସ୍ତ ଚାହିଁଲେ କ୍ଷତିପୂରଣ ବଦଳରେ…
Archives


