କିଏ ଏହି ସାନିଆ ଚାନ୍ଦୋକ, ଅର୍ଜୁନ ତେନ୍ଦୁଲକରଙ୍କଠାରୁ କେତେ ଧନୀ, ଜାଣନ୍ତୁ…
ନୂଆଦିଲ୍ଲୀ,୧୪।୮: କ୍ରିକେଟର ଅର୍ଜୁନ ତେନ୍ଦୁଲକର ଆଜିକାଲି ଖବରର ଶିରୋନାମାରେ ଅଛନ୍ତି। କିନ୍ତୁ, ଏଥର ସଚିନ ତେନ୍ଦୁଲକରଙ୍କ ପୁଅ କ୍ରିକେଟ ପାଇଁ ନୁହେଁ, ବରଂ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ। ୨୫ ବର୍ଷୀୟ ଅର୍ଜୁନ ତେନ୍ଦୁଲକରଙ୍କର ଅଗଷ୍ଟ ୧୩ ତାରିଖରେ ନିର୍ବନ୍ଧ ହୋଇଛି।…
ଅନିଲ ଅମ୍ବାନୀଙ୍କ ପାଇଁ ‘ଖୁସି ଖବର’, ରିଲଏନ୍ସ ଇନଫ୍ରାକୁ ମିଳିଲା ୫୨୬ କୋଟିର ପୁରସ୍କାର
ମୁମ୍ବାଇ,୧୪।୮: ଅନିଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇନଫ୍ରା (ଆରଇନଫ୍ରା) ପାଇଁ ଏକ ଖୁସି ଖବର ଅଛି। କମ୍ପାନୀ ବୁଧବାର ସୂଚନା ଦେଇଛି ଯେ ଏହା ଆରାବଲି ପ୍ରାଇଭେଟ ଲିମିଟେଡ ବିରୁଦ୍ଧରେ ୫୨୬କୋଟି ଟଙ୍କାର ମଧ୍ୟସ୍ଥତା ପୁରସ୍କାର ପାଇଛି। କମ୍ପାନୀ ଏକ୍ସଚେଞ୍ଜ ଫାଇଲିଂରେ…
ଆଜି ଲିଜାର୍ଡ ଡେ’
ପ୍ରତିବର୍ଷ ଅଗଷ୍ଟ ୧୪ରେ ‘ବିଶ୍ୱ ଲିଜାର୍ଡ ଡେ’ ପାଳନ କରାଯାଇଆସୁଛି। ପରିସଂସ୍ଥାର ସନ୍ତୁଳନରେ ଏମାନେ ବିଶେଷ ଭୂମିକା ଗ୍ରହଣ କରିଥାନ୍ତି। କୀଟ ନିୟନ୍ତ୍ରକ ଭାବେ ମଧ୍ୟ ଏମାନେ ବିବେଚିତ ହୁଅନ୍ତି। ସମଗ୍ର ବିଶ୍ୱରେ ପ୍ରାୟ ୬ ହଜାର ଲିଜାର୍ଡ ପ୍ରଜାତିର ସରୀସୃପ…
‘ଟ୍ରମ୍ପଙ୍କୁ ନୋବେଲ ପୁରସ୍କାର ଦେବାକୁ ୨ଥର ପ୍ରସ୍ତାବ ଦିଅନ୍ତୁ ମୋଦି’, କାହିଁକି ଏମିତି କହିଲେ ଆମେରିକାର ପୂର୍ବତନ NSA? ଜାଣନ୍ତୁ…
ଓ୍ବାଶିଂଟନ/ନୂଆଦିଲ୍ଲୀ,୧୪।୮: ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ବା NSA ଜନ ବୋଲ୍ଟନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଭାରତ ଉପରେ ଲାଗୁ ହୋଇଥିବା ଭାରୀ ଶୁଳ୍କ ଦ୍ୱିପାକ୍ଷିକ…
ଓଡ଼ିଶାର ୪ ସୀମାନ୍ତ ଗାଁକୁ ଆନ୍ଧ୍ରର ସନ୍ଧି ଚିହ୍ନଟ: ମୁଖିଆଙ୍କୁ ୧୮୯୮ର ତମ୍ବାପଟ୍ଟା
ପଟ୍ଟାଙ୍ଗି, ୧୪ା୮(ଶରତ କୁମାର ଧଳ): ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ଓଡ଼ିଶାର ଗ୍ରାମଗୁଡ଼ିକୁ ନିଜର ଅଞ୍ଚଳ ଦର୍ଶାଇବାକୁ ଆନ୍ଧ୍ର ସରକାର ଦୀର୍ଘବର୍ଷ ଧରି ଅନେକ ଫନ୍ଦିଫିକର କରି ଆସୁଛନ୍ତି। ଏନେଇ ଅନେକ ବିବାଦ ସୃଷ୍ଟି ହୋଇଥିବାବେଳେ ମାମଲା ମଧ୍ୟ ବିଚାରାଧୀନ ରହିଛି। ଆନ୍ଧ୍ରର…
AIIMSରେ ରୋଗୀଙ୍କ ଚିକିତ୍ସାରେ ହେବ ଆହୁରି ବିଳମ୍ବ! ଚାକିରି ଛାଡୁଛନ୍ତି ଶହ ଶହ ଡାକ୍ତର, ଚମକାଇଦେବ ଏହା ପଛର କାରଣ
ନୂଆଦିଲ୍ଲୀ,୧୪।୮: ଦେଶବ୍ୟାପୀ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ (ଏମ୍ସ)ରୁ ଡାକ୍ତରଙ୍କ ଇସ୍ତଫା ଜାରି ରହିଛି। ସରକାରଙ୍କ ଦ୍ୱାରା ସଂସଦରେ ଶେୟାର କରାଯାଇଥିବା ତଥ୍ୟରୁ ଜଣାପଡିଛି ଯେ ୨୦୨୨ ରୁ ୨୦୨୪ ପର୍ଯ୍ୟନ୍ତ ୨୦ଟି ପ୍ରତିଷ୍ଠାନରୁ ପ୍ରାୟ ୪୨୯ ଜଣ ଡାକ୍ତର…
ଆଡ୍ଭାନ୍ସଡ୍ ବୁକିଂରେ ‘କୁଲି’ର ରେକର୍ଡ
ଚେନ୍ନାଇ: ବହୁ ପ୍ରତୀକ୍ଷିତ ଫିଲ୍ମ ‘କୁଲି’ ଗୁରୁବାର ରିଲିଜ୍ ହେବାକୁ ଯାଉଛି। ତେବେ ରିଲିଜ୍ ପୂର୍ବରୁ ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଏହି ଫିଲ୍ମ ଆଡ୍ଭାନ୍ସଡ୍ ବୁକିଂରେ ରେକର୍ଡ କରିଛି। ରିପୋର୍ଟ ଅନୁଯାୟୀ, ରିଲିଜ୍ ପୂର୍ବରୁ କେବଳ ଆଡ୍ଭାନ୍ସଡ୍ ବୁକିଂରେ ‘କୁଲି’…
ସେପ୍ଟେମ୍ବରରେ ୟୁଏନ୍ଜିଏ ଅଧିବେଶନ ପାଇଁ ଆମେରିକା ଯାଇପାରନ୍ତି ମୋଦି
ନୂଆଦିଲ୍ଲୀ, ୧୪ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟେମ୍ବରରେ ଆମେରିକା ଯାଇପାରନ୍ତି ବୋଲି ବୁଧବାର ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି। ଏହି ଅବସରରେ ସେ ନ୍ୟୁୟର୍କରେ ଜାତିସଂଘ ସାଧାରଣ ପରିଷଦ (ୟୁଏନ୍ଜିଏ)ର ବାର୍ଷିକ ଉଚ୍ଚସ୍ତରୀୟ ଅଧିବେଶନକୁ ସମ୍ବୋଦନ କରିପାରନ୍ତି। ଜାତିସଂଘ ଦ୍ୱାରା…
କେବିସିରେ ସୋଫିଆ, ବ୍ୟୋମିକା
ନୂଆଦିଲ୍ଲୀ, ୧୪ା୮: ଲୋକପ୍ରିୟ ଟିଭି ରିଆଲିଟି ଶୋ’ ‘କୋନ୍ ବନେଗା କରୋଡ୍ପତି’ରେ ଶୁକ୍ରବାର ସ୍ବାଧୀନତା ଦିବସ ଉପଲକ୍ଷେ ଏକ ସ୍ବତନ୍ତ୍ର ଏପିସୋଡ୍ ପ୍ରସାରିତ ହେବ। ଭାରତର ଆତଙ୍କବାଦ ବିରୋଧୀ ଅପରେଶନ ସିନ୍ଦୂର ସମ୍ପର୍କରେ ଦେଶବାସୀଙ୍କୁ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଥିବା…
ଆଲୋଚନା ପରେ ଆକ୍ରମଣ କଲେ ଭୟଙ୍କର ପରିଣାମ ଭୋଗିବେ ପୁଟିନ୍
ଓ୍ବାଶିଂଟନ୍,୧୪ା୮: ଆଲାସ୍କାରେ ଶୁକ୍ରବାର ହେବାକୁ ଥିବା ଶାନ୍ତି ଆଲୋଚନା ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଲେ ଏହାର ଭୟଙ୍କର ପରିଣାମ ଭୋଗିବେ ବୋଲି ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି। ୟୁରୋପୀୟ ନେତାମାନଙ୍କ…
ଏଇ ଭାରତରେ
ପ୍ଲାଷ୍ଟିକ୍ ପ୍ରଦୂଷଣ ଦୂର କରିବା ଲାଗି ବିଭିନ୍ନ ବର୍ଜ୍ୟରୁ ଏହାର ବିକଳ୍ପ ସାମଗ୍ରୀ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି ରେହା କୋଠାରି ଓ ରିଶିକା ରେଡ୍ଡୀ। ଲକ୍ଡାଉନ ସମୟରେ ସମସ୍ତେ ଘରକୁ ସାମଗ୍ରୀ ମଗାଉଥିଲେ ଏବଂ ଏହା ଯୋଗୁ ଘରେ ପ୍ଲାଷ୍ଟିକ୍…
ଏସ୍ସିଏସ୍: ଚାଇନା-ଆମେରିକା ମୁହାଁମୁହିଁ
ଓ୍ବାଶିଂଟନ୍,୧୪ା୮: ଦକ୍ଷିଣ ଚାଇନା ସାଗର(ଏସ୍ସିଏସ୍)ରେ ଆଧିପତ୍ୟ ବିସ୍ତାର କରିଆସିଥିବା ଚାଇନା ପୁଣିଥରେ ଏହି ସାମୁଦ୍ରିକ ଜଳରାଶି ଉପରେ ଆମେରିକୀୟ ନୌସେନା ସହ ମୁହାଁମୁହିଁ ହୋଇଛି। ଚାଇନା ନୌସେନା ପକ୍ଷରୁ ବୁଧବାର କୁହାଯାଇଛି ଯେ, ଆମେରିକା ନୌସେନାର ଏକ ଯୁଦ୍ଧଜାହାଜ ଏସ୍ସିଏସ୍ରେ ଥିବା ଚାଇନାର…
Archives


