Home

ନିର୍ଣ୍ଣାୟକ ମ୍ୟାଚରେ ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା

ବେଙ୍ଗାଲୁରୁ,୧୯।୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ଶେଷ ମ୍ୟାଚ ଆଜି ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ନିର୍ଣ୍ଣାୟକ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି…

ଏଥର କିଛି କହିବା ପୂର୍ବରୁ ଦୁଇଥର ଭାବିବି: ସାଇ ପଲ୍ଲବୀ

ହାଇଦ୍ରାବାଦ: ବିବାଦ ପରେ ସ୍ପଷ୍ଟୀକରଣ। କିଛି ଏଭଳି ଘଟଣାକୁ ନେଇ ଚର୍ଚ୍ଚାରେ ଦକ୍ଷିଣ ଭାରତୀୟ ସୁନ୍ଦରୀ ଅଭିନେତ୍ରୀ ସାଇ ପଲ୍ଲବୀ। ସେ ତାଙ୍କ ଆଗାମୀ ଫିଲ୍ମ ‘ବିରାଟ ପର୍ବମ’ର ପ୍ରମୋଶନ ବେଳେ କହିଥିବା କଥାକୁ ନେଇ ବିବାଦରେ ଫସିଛନ୍ତି। ଏକ ସାକ୍ଷାତକାରରେ…

ଟଳିପଡିଲେ ୨ ଆତଙ୍କବାଦୀ

ଶ୍ରୀନଗର,୧୯।୬: କୁପୱାରା ଏବଂ କୁଲଗାମରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ରବିବାର ଏନକାଉଣ୍ଟର ହୋଇଛି। ଏଥିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ସୂଚନାନୁସାରେ, ରବିବାର ଜିଲାର ଲୋଲାବ ଅଞ୍ଚଳରେ କୁପୱାରା ପୋଲିସ ଏବଂ ୨୮ ଆରଆର ସେନା କର୍ମଚାରୀ ମିଳିତ…

ପିତୃ ଦିବସରେ ସ୍ବାମୀଙ୍କ ଫଟୋ ଶେୟାର କରି ଏମିତି ଲେଖିଲେ ନୀତୁ

ମୁମ୍ବାଇ: ଆଜି ପିତୃ ଦିବସରେ ଅଭିନେତ୍ରୀ ନୀତୁ କପୁର ସ୍ବାମୀ ଋଷି କପୁରଙ୍କ ଫଟୋ ଶେୟାର କରିଛନ୍ତି। ଫଟୋ ଶେୟାର କରି ନୀତୁ କ୍ୟାପଶନ ଲେଖିଛନ୍ତି, ପିତୃ ଦିବସ ସବୁବେଳେ ଆମ ହୃଦୟରେ ଥାଏ। ତାଙ୍କର ଏହି ପୋଷ୍ଟରେ ଝିଅ ରିଦ୍ଧିମା…

ଅଳିଆ ଉଠାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବଚ୍ଛତାକୁ ଭଲ ପାଆନ୍ତି। ସେ ମଧ୍ୟ ଏଥିପାଇଁ ଲୋକଙ୍କୁ ଉତ୍ସାହିତ କରିଥା’ନ୍ତି। ରବିବାର ନୂଆଦିଲ୍ଲୀରେ ପ୍ରଗତି ମୈଦାନ ଇଣ୍ଟିଗ୍ରେଟେଡ ଟ୍ରାଞ୍ଜିଟ କରିଡର ପ୍ରକଳ୍ପ ଅଧୀନରେ ତିଆରି ହୋଇଥିବା ମୁଖ୍ୟ ଟନେଲ ଓ ୫ଟି ଅଣ୍ଡରପାସ ରାସ୍ତାର…

ଫାଦର୍ସ ଡେ’ରେ ପୁଅର ନାଁ ଘୋଷଣା କଲେ ଯୁବରାଜ

ଆଜି ଫାଦର୍ସ ଡେ’ ଅର୍ଥାତ୍‌ ପିତୃ ଦିବସ। ଆଜିର ଦିନରେ ଅନେକ ସେଲିବ୍ରିଟି ନିଜ ପିତାଙ୍କ ସହ ଫଟୋ ଶେୟାର କରି ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂ ଏବଂ ତାଙ୍କ ସ୍ତ୍ରୀ ହେଜେଲ କିଚ ପିତୃ ଦିବସ…

ଥରିଲା ଜାପାନ

ଟୋକିଓ,୧୯ା୬: ଜାପାନର ଇଶିକାଓ୍ବା ପ୍ରାନ୍ତ ନୋଟୋ ଅଞ୍ଚଳରେ ଭୟଙ୍କର ଭୂକମ୍ପ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହା ତୀବ୍ରତା ୫.୪ ଥିଲା। ଭୂକମ୍ପ ପ୍ରଭାବରେ ସୁନାମୀ ଆସିବାର ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ତେବେ…

ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ଜଣାପଡିଛି॥ ରାଷ୍ଟ୍ରପତିଙ୍କ ଟୁଇଟ୍‌ ହ୍ୟାଣ୍ଡେଲରୁ ଦୁଇଟି ସାକ୍ଷାତ ସମୟର ୨ଟି ଫଟୋ ପ୍ରକାଶ ପାଇଛି। କିନ୍ତୁ ଏହି…

ବୁଲଡୋଜରରେ ବସି କନ୍ୟାଙ୍କୁ ନେବାକୁ ଆସିଲେ ବର

ଲକ୍ଷ୍ନୌ,୧୯।୬: ଉତ୍ତରପ୍ରଦେଶର ବାହରାଇଚ ଜିଲାରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଯାଇଛି। ସାଧାରଣତଃ ବିବାହରେ ବର କନ୍ୟାଙ୍କୁ ନେବା ପାଇଁ ସବାରୀ କିମ୍ବା କାର୍‌ ନେଇ ଆସିଥାନ୍ତି। କିନ୍ତୁ ବାହରାଇଚ୍‌ ଜଣେ ମୁସଲମାନ ଯୁବକ ନିଜ ଭାବି ସ୍ତ୍ରୀଙ୍କୁ ନେବା ପାଇଁ…

କୁକୁର ଭୁକିଲେ ପଡ଼ୋଶୀଙ୍କୁ ମୋଟା ଅଙ୍କର ଜରିମାନା ଗଣିବେ ମାଲିକ

କୁକୁର ଭୁକିବା ଏକ ପ୍ରବୃତ୍ତି। ସେମାନଙ୍କ ଭୁକିବାକୁ କ’ଣ କେହି ଅଟକାଇ ପାରିବ। ମାତ୍ର କୁକୁର ଭୁକିଲେ ପଡ଼ୋଶୀଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ। ଏହା ଟିକେ ଅଜବ ଲାଗୁଥିଲେ ମଧ୍ୟ ସତ। ଡର୍ବିରେ କୁକୁର ଭୁକିବା ଦ୍ୱାରା ପଡ଼ୋଶୀମାନେ…

ସିକନ୍ଦରାବାଦ୍ ହିଂସା ଘଟଣା: ମାଷ୍ଟରମାଇଣ୍ଡ ଗିରଫ

ସିକନ୍ଦରାବାଦ୍‌,୧୯।୬: ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ କରି ତେଲେଙ୍ଗାନାର ସିକନ୍ଦରାବାଦ୍‌ ରେଳ ଷ୍ଟେଶନରେ ଘଟିଥିବା ହିଂସା ଘଟଣାରେ ପୂର୍ବତନ ସେନା କର୍ମଚାରୀ ଅବୁଲା ସୁବା ରାଓଙ୍କୁ ଆନ୍ଧ୍ରପ୍ରଦେଶ ପୋଲିସ ଗିରଫ କରିଛି। ପୋଲିସର ସୂଚନାନୁସାରେ, ସୁବା ରାଓ ସିକନ୍ଦରାବାଦ୍‌ ହିଂସାର ପ୍ରକୃତ…

ସିରିଜ୍‌ ଜିତିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ ଦୁଇ ଦଳ

ବେଙ୍ଗାଲୁରୁ,୧୯।୬: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ସିରିଜର ଶେଷ ମ୍ୟାଚ ଆଜି ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଉଭୟ ଦଳ ପାଇଁ କର ବା ମର ହେବ। ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?