Home

ଦୈନିକ ମୃତ୍ୟୁ ସଂଖ୍ୟା ୧୦…

ନୂଆଦିଲ୍ଲୀ, ୧୯।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…

ପ୍ରତି ୩୦ ସେକେଣ୍ଡ୍‌ରେ ସବୁକିଛି ଭୁଲି ଯାଉଛନ୍ତି ଏହି ବ୍ୟକ୍ତି

ଆପଣ ନିଶ୍ଚିତ ଭାବରେ ଅମିର ଖାନ୍‌ଙ୍କ ଫିଲ୍ମ ‘ଗଜ୍‌ନୀ’କୁ ମନେ ରଖିଥିବେ। ଯେଉଁଥିରେ ତାଙ୍କ ଚରିତ୍ର ସ୍ବଳ୍ପ ସମୟର ସ୍ମୃତି ଶକ୍ତି ହରାଇଥାଏ ଏବଂ ପ୍ରତ ୫ ମିନିଟରେ ଅତୀତକୁ ଭୁଲିଯାଇଥାନ୍ତି। ବାସ୍ତବ ଜୀବନରେ କ୍ଲାଇଭ ଓ୍ବେୟାରିଙ୍ଗ୍‌ ନାମକ ଜଣେ ବ୍ୟକ୍ତିଙ୍କଠାରେ…

ସାଇକେଲ ଚଢ଼ି ବାହା ହେବାକୁ ଗଲେ ଶୁଭ୍ରାଂଶୁ

ଭୁବନେଶ୍ୱର, ୧୯।୫ (ବ୍ୟୁରୋ): ତେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି ସାଧାରଣ ଲୋକଙ୍କୁ ହନ୍ତସନ୍ତ କରୁଛି। ସାମାଜିକ ବ୍ୟବସ୍ଥାକୁ ବିଗାଡି ଦେଉଛି। ଆନ୍ଦୋଳନ, ଧର୍ମଘଟର ପ୍ରଭାବ ଦରବୃଦ୍ଧି ଉପରେ ପଡୁ ନ ଥିବାବେଳେ ରାଜଧାନୀର ଯୁବକ ଶୁଭ୍ରାଂଶୁ ସାମଲ ନିଆରା…

ଗ୍ରାମାଞ୍ଚଳରେ ଟମାଟୋ ଫ୍ଲୁ’

ସାଲେପୁର,୧୯।୫(ଡି.ଏନ୍‌.ଏ.): ସହରାଞ୍ଚଳ ପରେ ଏବେ ଗ୍ରାମାଞ୍ଚଳର ଶିଶୁମାନଙ୍କ ଠାରେ ଟମାଟୋ ଫ୍ଲୁ’ ରୋଗ ଦେଖିବାକୁ ମିଳୁଛି। ଗତ କିଛି ଦିନ ହେବ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିୟମିତ ୧୦ରୁ ଊର୍ଦ୍ଧ୍ୱ ଶିଶୁରୋଗୀ ଆସୁଛନ୍ତି। ବିଶେଷକରି ୫ବର୍ଷରୁ କମ୍‌ ବୟସର ଶିଶୁମାନଙ୍କ ଠାରେ…

ଚନ୍ଦ୍ରର ଖଣିଜ ପଦାର୍ଥ ପ୍ରତି ଆମେରିକା-ଚାଇନାର ଲୋଭ…

ଓ୍ବାଶିଂଟନ/ବେଜିଂ, ୧୯।୫ : ନିକଟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ବିବୃତ୍ତି ଦେଇଛନ୍ତି ଯେ ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଯୋଗୁ ପୃଥିବୀର ଭୂ-ରାଜନୀତି ପ୍ରଭାବିତ ହେଉଛି। ଏହାର ପ୍ରଭାବ ପୃଥିବୀ ବାହାରେ ମଧ୍ୟ ଦେଖାଯିବ। ଏହି ବିବୃତ୍ତିର…

ମାନପୁର-ଆରଡ଼ି ପୋଲ ନିର୍ମାଣ ନେଇ ଅନିଶ୍ଚିତତା

ରାଜକନିକା, ୧୯ା୫ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳ ରାଜକନିକା ବ୍ଲକର ବାରାହାଦୋମଣ୍ଡା ପଞ୍ଚାୟତ। ଏହି ପଞ୍ଚାୟତର ମାନପୁର, ବାରାହା ଦୋମଣ୍ଡା, କାଏମା ଦୋମଣ୍ଡା, ବାରାହା କନପୁର, କାଏମା କନପୁର ଓ ଗୁଣ୍ଠଳ ଆଦି ୬ଟି ଗଁା ରହିଛି। ତେବେ ଦୈନିକ…

୧୦୦୦ ୟୁକ୍ରେନ୍‌ ସୈନ୍ୟ କରିଛନ୍ତି ଆତ୍ମସମର୍ପଣ, ରୁଷିଆର ଦାବି…

ମସ୍କୋ, ୧୯।୫ : ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଚଳିତ ସପ୍ତାହରେ ମାରିଓପୋଲର ଆଜୋଭଷ୍ଟାଲ ପ୍ଲାଣ୍ଟରେ ପ୍ରାୟ ୧୦୦୦ ୟୁକ୍ରେନ ସୈନ୍ୟ ଆତ୍ମସମର୍ପଣ କରିଛନ୍ତି। ୧୯ ଏପ୍ରିଲରେ ରୁଷିଆର ସୈନ୍ୟମାନେ ପ୍ଲାଣ୍ଟ ଉପରେ ଆକ୍ରମଣ କରି ଏହାର ବଡ଼ ଅଞ୍ଚଳ…

ମାତୃଗର୍ଭରେ ଥିବା ଶିଶୁର ଭାରତୀୟ ନାଗରିକତ୍ୱର ଅଧିକାର ରହିଛି, ହାଇକୋର୍ଟଙ୍କ ରାୟ…

ଚେନ୍ନାଇ, ୧୯।୫ : ମାତା ପିତାମାନେ ସେମାନଙ୍କର ଭାରତୀୟ ନାଗରିକତ୍ୱ ତ୍ୟାଗ କରି ଅନ୍ୟ ଦେଶର ନାଗରିକତ୍ୱ ଗ୍ରହଣ କଲେ ମଧ୍ୟ ତ୍ୟାଗ ସମୟରେ ମାତୃଗର୍ଭରେ ଥିବା ସେମାନଙ୍କର ସନ୍ତାନଙ୍କର ଭାରତୀୟ ନାଗରିକତ୍ୱ ଦାବି କରିବାର ଅଧିକାର ରହିଛି ବୋଲି ବୁଧବାର…

ବେଦିରେ କନ୍ୟା ଅମଙ୍ଗ, ବର ଅଚେତ

ବାଲିଆପାଳ, ୧୯ା୫(ସ୍ବ.ପ୍ର.): ବେଦି ସଜା ହୋଇଥିଲା। ବନ୍ଧୁବାନ୍ଧବ, ଆତ୍ମୀୟସ୍ବଜନଙ୍କ ଉପସ୍ଥିତିରେ ବୈଦିକ ରୀତିନୀତିରେ ଚାଲିଥିଲା ବିବାହ କାର୍ଯ୍ୟ। ବର କନ୍ୟାଙ୍କ ହାତଗଣ୍ଠି ବି ପଡିସାରିଥିଲା। ହେଲେ କନ୍ୟାଙ୍କୁ ବର ସିନ୍ଦୂର ପିନ୍ଧାଇବା ବେଳେ ସବୁ କିଛି ଓଲଟପାଲଟ ହୋଇଗଲା। ହଠାତ୍‌ କନ୍ୟା…

ବଡ଼ଦାଣ୍ଡ ନାଳରେ ପଡ଼ି ମୃତ୍ୟୁ

ରାଜ୍ୟର ବିଭିନ୍ନ ସ୍ଥାନରେ ମୁକୁଳା ଡ୍ରେନ୍‌ରେ ପଡ଼ି ଲୋକଙ୍କ ମୃତ୍ୟୁ ଘଟିଥିବାର ଅନେକ ନଜିର ରହିଥିବାବେଳେ ପୁରୀ ବଡ଼ଦାଣ୍ଡରେ ଘଟିଛି ଅନୁରୂପ ଏକ ଘଟଣା। ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ରିକ୍ସାଚାଳକ ମୁକୁଳା ନାଳରେ ପଡ଼ି ପ୍ରାଣ ହରାଇଛନ୍ତି। ପ୍ରଶାସନିକ ଦାୟିତ୍ୱହୀନତା…

ପୃଥିବୀର ଖାଦ୍ୟ ସୁରକ୍ଷା ନେଇ ଚିନ୍ତା ବ୍ୟକ୍ତ କଲା ଭାରତ…

ନୂଆଦିଲ୍ଲୀ/ନ୍ୟୁୟର୍କ, ୧୯।୫ : ଭାରତ ପୃଥିବୀର ଖାଦ୍ୟ ସୁରକ୍ଷା ନେଇ ଚିନ୍ତା ବ୍ୟକ୍ତ କରିଛି। କେନ୍ଦ୍ରୀୟ ବହିର୍ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି ମୁରଲୀଧରନ ବୁଧବାର ନ୍ୟୁୟର୍କରେ ’ଗ୍ଲୋବାଲ ଫୁଡ ସିକ୍ୟୁରିଟି-କଲ ଟୁ ଆକ୍ସନ’ ଉପରେ ଏକ ଉଚ୍ଚ ସ୍ତରୀୟ ମନ୍ତ୍ରୀସ୍ତରୀୟ ବୈଠକକୁ…

ପୁଣି ବଢିଲା ଏଲପିଜି ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୧୯ ।୫: ଦେଶରେ ଲଗାତାର ଭାବେ ଘରୋଇ ଏଲପିଜି ସିଲିଣ୍ଡରର ଦାମ ବଢିବାରେ ଲାଗିଛି । ପୁଣିଥରେ ରୋଷେଇ ଗ୍ୟାସ ସିଲିଣ୍ଡର ଦାମ ବୃଦ୍ଧି ଲୋକଙ୍କୁ ଚିନ୍ତାରେ ପକାଇଲାଣି । ଏବେ ସାରା ଦେଶରେ ଘରୋଇ ଏଲପିଜି ସିଲିଣ୍ଡର ଦାମ ୧୦୦୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri