Home

ପଞ୍ଜାବ କ୍ୟାବିନେଟର ସମ୍ପ୍ରସାରଣ: ୪ବିଧାୟକ ନେଲେ ମନ୍ତ୍ରୀ ପଦ ଶପଥ

ଚଣ୍ଡିଗଡ଼,୪।୭: ପଞ୍ଜାବରେ ମାନ ସରକାରଙ୍କ କ୍ୟାବିନେଟର ସମ୍ପ୍ରସାରଣ ହୋଇଛି। ୫ଜଣ ଏଏପି ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସୋମବାର ସନ୍ଧ୍ୟାରେ ପଞ୍ଜାବ ରାଜ ଭବନର ଗୁରୁ ନାନକ ଦେବ ଅଡିଟୋରିୟମରେ ନୂତନ ନିଯୁକ୍ତ ପଞ୍ଜାବ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ…

ବିଧାନସଭାରେ ବିରୋଧୀ ଦଳର ନେତା ହେବେ ଅଜିତ ପାଓ୍ବାର

ମୁମ୍ବାଇ,୪।୭: ମହାରାଷ୍ଟ୍ରରେ ଜାରି ରହିଥିବା ହାଇଡ୍ରାମା ଏବେ ଶେଷ ହୋଇଛି। ସୋମବାର ମହାରାଷ୍ଟ୍ର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଶକ୍ତି ପରୀକ୍ଷାରେ ସଫଳ ହୋଇଛନ୍ତି। ୧୬୪ଟି ଭୋଟ ସିନ୍ଧେ-ଭାଜପା ଦଳ ସପକ୍ଷରେ ଯାଇଥିବା ବେଳେ ୯୯ଭୋଟ ବିରୋଧୀ ଦଳକୁ ଆସିଛି। ଇତିମଧ୍ୟରେ…

ଏସ୍‌ଆଇଙ୍କ ନାମରେ ମାମଲା ରୁଜୁ

ହାଟଡିହୀ,୪।୭(ଡି.ଏନ୍‌.ଏ.): ଗତ ପଞ୍ଚାୟତ ନିର୍ବାଚନରେ ଆକ୍ରୋଶମୂଳକ ଭାବେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଧରିତ୍ରୀ ଖବରଦାତା ଶୁଭକାନ୍ତ ନାୟକଙ୍କ ଘରେ ପଶି ପରିବାର ଲୋକଙ୍କୁ ଧମକ ଦେବା ସହ ଆକ୍ରମଣ କରାଯାଇଥିଲା। ଏନେଇ ଜଣେ ପୋଲିସ ଏସ୍‌ଆଇଙ୍କୁ ମହଙ୍ଗା ପଡିଛି l…

ସାଇକେଲ କ୍ୟାରିଅରରୁ ମିଳିଲା ଅଖାରେ ଭର୍ତ୍ତି ହୋଇଥିବା ମୃତଦେହ

ଭବାନୀପାଟଣା,୪।୭(ସ୍ବ.ପ୍ର.): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଚଞ୍ଚରାମୁଣ୍ଡା ଛକ ବିଜୁ ଏକ୍ସପ୍ରେସ ଓ୍ବେରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ସୋମବାର ଜବତ କରିଛି। ହେଲେ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ। ମିଳିଥିବା ସୂଚନା ମତାବକ, ସାଇକେଲ କ୍ୟାରିଅରରେ ଏକ ମୃତଦେହ ଥିବା…

୧୧୯ କେଜି ଗଞ୍ଜେଇ ଜବତ

ଚିତ୍ରକୋଣ୍ଡା,୪।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ଡାଇକ ୩, ଟନେଲକ୍ୟାମ୍ପ, ନାକାମାମୁଡୁ, ମନ୍ତ୍ରୀପୁଟ ଅଞ୍ଚଳରେ ଖାନତଲାସୀ ବେଳେ ପୋଲିସ ୧୧୯ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ରବିବାର…

ଶିକ୍ଷୟିତ୍ରୀଙ୍କୁ ହତ୍ୟା କଲେ ନାବାଳକ ପ୍ରେମିକ

ଲକ୍ଷ୍ନୌ ୪।୭: ଉତ୍ତରପ୍ରଦେଶ ଅଯୋଧ୍ୟା କୋତଓ୍ବାଲିରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଅନୈତିକ ସମ୍ପର୍କକୁ ନେଇ ଜଣେ ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଜଣେ ୧୭ ବର୍ଷୀୟ ବାଳକଙ୍କୁ ୟୁପି ପୋଲିସ ଗିରଫ କରିଛି।…

ଶହେ ଦିନରେ ୮୪୪କୋଟି ଟଙ୍କାର ସମ୍ପତ୍ତି ଜବତ

ଲକ୍ଷ୍ନୌ,୪।୭: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱିତୀୟ କାର୍ଯ୍ୟକାଳର ୧୦୦ଦିନ ସୋମବାର ପୂରଣ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଏକ ପତ୍ରିକା ଉନ୍ମୋଚନ କରିଛନ୍ତି। ଯେଉଁଥିରେ ତାଙ୍କ ସରକାରଙ୍କ ସଫଳତା ବିଷୟରେ ବଖାଣିବା ସହ ଏହି ଶହେ ଦିନ ସେବା,…

ଗତ ସପ୍ତାହରେ ଉଦ୍ଧବଙ୍କ ଠାକ୍‌ରେ ପାଇଁ କାନ୍ଦୁଥିଲେ, ଆଜି ଦେଲେ ଧୋକା

ମୁମ୍ବାଇ,୪।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଫ୍ଲୋର ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟ୍‌କା ଲାଗିଥିଲା। ଉଦ୍ଧବ ସହ ଥିବା ଅନ୍ୟ ଜଣେ ଶିବସେନା ବିଧାୟକ ସିନ୍ଧେ ଦଳରେ ଯୋଗ ଦେଇଥିଲେ। ରବିବାର ବିଳମ୍ବିତ ରାତିରେ…

‘ଇଡି’ ସରକାରର ଅର୍ଥ ବୁଝାଇଲେ ଫଡ୍‌ନବିସ

ମୁମ୍ବାଇ,୪।୭: ମହାରାଷ୍ଟ୍ର ବିଧାନସଭାରେ ସୋମବାର ଅନୁଷ୍ଠିତ ଆସ୍ଥା ଭୋଟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ବାଜି ମାରିନେଇଛନ୍ତି। ତାଙ୍କ ସପକ୍ଷରେ ୧୬୪ ଜଣ ବିଧାୟକ ଭୋଟ ଦେଇଥିବା ବେଳେ ବିରୋଧୀଙ୍କ ପକ୍ଷରେ ୯୯ ଖଣ୍ଡ ଭୋଟ ଯାଇଛି। ଏହାପରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ…

ମୂସଓ୍ବୋଲାଙ୍କୁ ଗୁଳି ମାରିଥିବା ଶୁଟର ଗିରଫ

ନୂଆଦିଲ୍ଲୀ,୪।୭:ପଞ୍ଜାବୀ ଗାୟକ ସିଦ୍ଧୁ ମୂସେୱାଲାଙ୍କୁ ଗୁଳି ମାରି ହତ୍ୟା କରିଥିବା ଶୁଟର୍‌ ଅଙ୍କିତ ସିରସାଙ୍କୁ ତାଙ୍କ ସହଯୋଗୀଙ୍କ ସହ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗିରଫ କରିଛି। ମୂସେୱାଲାଙ୍କ ହତ୍ୟାରେ ସମ୍ପୃକ୍ତ ଶୁଟରମାନଙ୍କ ମଧ୍ୟରୁ ଅଙ୍କିତ ଅନ୍ୟତମ। ସେ ରାଜସ୍ଥାନରେ ୨…

ମଣିପୁର ଭୂସ୍ଖଳନ: ୪୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ଇମ୍ଫାଲ୍‌,୪।୭: ମଣିପୁର ନୋନି ଜିଲାରେ ଭୂସ୍ଖଳନ ଘଟଣାକୁ ୬ ଦିନ ବିତିଯାଇଛି। ହେଲେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୋମବାର ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି। ଘଟଣାରେ ୨୦ ଜଣ ଏବେବି ନିଖୋଜ ଥିବା ଉଦ୍ଧାରକାରୀ ଦଳ…

ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା: ୬ ଜଣିଆ ଟିମ୍‌ ଗଠିତ

ଭୁବନେଶ୍ୱର,୪ା୭(ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ କଲେଜ ପକ୍ଷରୁ ତଦନ୍ତ ପାଇଁ ୬ ଜଣିଆ ତଦନ୍ତକାରୀ ଟିମ୍‌ ଗଠନ କରାଯାଇଛି। ଏଥିରେ ଆଣ୍ଟି ର଼୍ୟାଗିଂ କମିଟି, ଶୃଙ୍ଖଳା କମିଟି ଓ ସମସ୍ତ ବିଭାଗର ଅଧ୍ୟାପକ ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?