ଏୟାରପୋର୍ଟରେ ମୃତଦେହ ବଦଳ ହେବା ଘଟଣା: ପୁଅର ମୃତଦେହ ବଦଳରେ କଫିନ୍ରେ ଆସିଥିଲା ଅନ୍ୟ ଜଣଙ୍କ ମୃତଦେହ, ଯୋଗାଯୋଗ ପରେ…
ସୋର,୧୮ା୮: ଏୟାରପୋର୍ଟରେ ଏକ ମୃତଦେହ ଅଦଳବଦଳ ହୋଇଯାଇଥିଲା। ତେବେ ପଶ୍ଚିମବଙ୍ଗ କ୍ରିଷ୍ଣନଗରରୁ ମୃତଦେହ ଘରକୁ ଆଣିଛନ୍ତି ସମ୍ପର୍କୀୟ। ଏୟାରପୋର୍ଟ କର୍ମଚାରୀଙ୍କୁ ପରିବାର ଲୋକେ ଦାୟୀ କରି କଫିନ୍ରେ ପୁଅର ମୃତଦେହ ବଦଳରେ ଅନ୍ୟ ଜଣଙ୍କ ମୃତଦେହ ଆସିଥିଲା ବୋଲି ଅଭିଯୋଗ କରିଥିଲେ।…
ଛୋଟ ଅପରାଧରେ ଦଣ୍ଡ ବ୍ୟବସ୍ଥା ଉଚ୍ଛେଦ କରାଯିବ, ଆଜି ଲୋକ ସଭାରେ ଆଗତ ହେବ ଜନ ବିଶ୍ୱାସ ବିଲ ୨.୦
ନୂଆଦିଲ୍ଲୀ,୧୮।୮: ଜନ ବିଶ୍ୱାସ (ସଂଶୋଧନ) ବିଲ, ୨୦୨୫ (୨.୦), ଯାହା ଜୀବନ ଏବଂ ବ୍ୟବସାୟକୁ ସହଜ କରିବା ଲକ୍ଷ୍ୟରେ କିଛି ଛୋଟ ଅପରାଧରେ ଦଣ୍ଡ ବ୍ୟବସ୍ଥାକୁ ଉଚ୍ଛେଦ କରିଥାଏ, ଏହାକୁ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ସୋମବାର ଲୋକ…
ଡାକ୍ତର ହେବେ ଆଦିବାସୀ ଯୁବତୀ: ଶୁଭେଚ୍ଛା ଜଣାଇଲେ ଜିଲାପାଳ
ମାଲକାନଗିରି,୧୮ା୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାର ଆଦିବାସୀ ଦିଦାୟୀ ଯୁବତୀ ଡାକ୍ତର ହେବେ। ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପଢିବା ଲାଗି ବିବେଚିତ ହୋଇଛନ୍ତି। ସେ ହେଲେ ଖଇରପୁଟ ବ୍ଲକ ନାକାମାମୁଡି ପଞ୍ଚାୟତ ଆମ୍ଲିବେଡା ଗ୍ରାମର ଚମ୍ପା ରାସପେଦା। ଏହା ଜଣାପଡିବା…
ନିର୍ମାଣରେ ବିଳମ୍ବ ହେଲେ ଅଧିକାରୀଙ୍କ ଦରମା କାଟ
ଭୁବନେଶ୍ୱର,୧୮ା୮ (ରବିନାରାୟଣ ଜେନା): ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେଲେ ଏଣିକି ଅଧିକାରୀଙ୍କ ଦରମା କାଟ୍ କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାଏକ କହିଛନ୍ତି। ରବିବାର ଭୁବନେଶ୍ବରସ୍ଥିତ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗର…
ଏଇ ଭାରତରେ
ବିବାହ କର୍ମ ସରିବା ପରେ ନବବଧୂକୁ ସାଙ୍ଗରେ ଧରି ଫେରିଥାଏ ବର। ନବବଧୂ ଶାଶୁ ଘରକୁ ଯାଇ ନୂଆ ସଂସାର ଆରମ୍ଭ କରେ। ହେଲେ ବରକନ୍ୟା ବିଦା ହୋଇ ଶାଶୁଘରକୁ ଫେରିବା ବାଟରେ ନବବଧୂଟି ଅପହରଣ କରାଯାଉଥିବାର ଅଭିଯୋଗ କରିବା କଥା…
ଅପବିକ୍ରୟ: ଏକ କଳଙ୍କିତ ଅଧ୍ୟାୟ
କହି ପୋଛି ଜାଣେ ଯିଏ, ପଚା ଚିଙ୍ଗୁଡ଼ି ବିକେ ସିଏ- ଏହି ଉକ୍ତିଟି ଆଜିର ବ୍ୟାଙ୍କଗୁଡ଼ିକ ପାଇଁ ପ୍ରଯୁଜ୍ୟ। ମହାକାଳ ଫଳ ଭାରି ସୁନ୍ଦର, ଭିତରଟା ଦେଖ ପୋଡ଼ା ଅଙ୍ଗାର ନ୍ୟାୟରେ ବାହାରକୁ ସୁନ୍ଦର ଲାଗୁଥିବା ବ୍ୟାଙ୍କ ଶାଖାଗୁଡ଼ିକରେ ବୃଦ୍ଧି ପାଉଥିବା…
ଆବେଦନରୁ ଆଡ୍ମିଶନ
ପିଲାଏ ମାଟ୍ରିକ୍ ପରୀକ୍ଷାରେ ପାସ୍ କରିବା ପରେ ଯୁକ୍ତଦୁଇ, ଆଇଟିଆଇ, ଡିପ୍ଲୋମା ଇଂଜିନିୟରିଂ ଆଦି କଲେଜରେ ଆଡ୍ମିଶନ ପାଇଁ ଚାଲେ ଆବେଦନ ପ୍ରକ୍ରିୟା। ଏହି ଆବେଦନ ପାଇଁ ରଖିଥିବା ନମ୍ବର, ରହୁଥିବା ଅଞ୍ଚଳ, ଆବେଦନ କରୁଥିବା ସ୍କୁଲ ବା କଲେଜର ପୂର୍ବ…
ସମ୍ଭାବ୍ୟ ବାଣିଜ୍ୟିକ ବ୍ୟବସ୍ଥା
ଆମେରିକାରେ ଯେତେବେଳେ ବି ରିପବ୍ଲିକାନ ରାଷ୍ଟ୍ରପତି କ୍ଷମତାକୁ ଆସିଛନ୍ତି ସେମାନେ ନୂଆ ଯୁଦ୍ଧ ଆରମ୍ଭ କରିନାହାନ୍ତି କିମ୍ବା ଚାଲିଥିବା ଯୁଦ୍ଧକୁ ପ୍ରୋତ୍ସାହନ ଦେଇନାହାନ୍ତି। ସେହି ପ୍ରଥାକୁ ଏବକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବଜାୟ ରଖିଛନ୍ତି। ଏହି କ୍ରମରେ ଦେଖିଲେ ଟ୍ରମ୍ପ୍ ସାଢ଼େ…
ଜାହ୍ନବୀଙ୍କ କାଷ୍ଟିଂ: ବର୍ଷିଲେ ପବିତ୍ରା
ଥିରୁଭାନନ୍ତପୁରମ: ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ସମ୍ପ୍ରତି ନିଜର ଆଗାମୀ ଫିଲ୍ମ ‘ପରମ ସୁନ୍ଦରୀ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଆସନ୍ତା ୨୯ରେ ତୁଷାର ଜଲୋଟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ରିଲିଜ୍ ହେବାକୁ ଥିବାବେଳେ ଗତ ୧୨ରେ ଏହାର ଟ୍ରେଲରକୁ ଜାରି କରାଯାଇଥିଲା।…
ସି.ପି. ରାଧାକ୍ରିଷ୍ଣନ ୧୬ ବର୍ଷ ବୟସରୁ ଆର୍ଏସ୍ଏସ୍ ସହ ଜଡ଼ିତ
ନୂଆଦିଲ୍ଲୀ, ୧୮ା୮: ସମସ୍ତ କଳ୍ପନାଜଳ୍ପନାର ଅବସାନ ଘଟାଇ ଭାଜପା ସଂସଦୀୟ ବୋର୍ଡ ରବିବାର ମହାରାଷ୍ଟ୍ର ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନଙ୍କୁ ଏନ୍ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି। ୧୯୫୭ ଅକ୍ଟୋବର ୨୦ରେ ତାମିଲନାଡୁର ତିରୁପୁରରେ ଜନ୍ମିତ ଚନ୍ଦ୍ରପୁରମ୍ ପୋନ୍ନୁସ୍ବାମୀ ରାଧାକ୍ରିଷ୍ଣନ ତାଙ୍କ ରାଜନୈତିକ କ୍ୟାରିୟର…
ବର୍ଷେ ପରେ ଭାରତ ଫେରିଲେ ଶୁଭାଂଶୁ
ନୂଆଦିଲ୍ଲୀ, ୧୮ା୮: ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ତଥା ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ରବିବାର ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନୂଆଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କୁ ଜୋର୍ଦାର ସ୍ବାଗତ କରାଯାଇଛି। ବିମାନବନ୍ଦରରେ ଭାରତୀୟ ତ୍ରିରଙ୍ଗା ଏବଂ ଢୋଲ ବଜାଇ ଅନେକ ଲୋକ ଶୁଭାଂଶୁଙ୍କର…
କାଲି ଏହି ଜିଲାର ସବୁ ସ୍କୁଲ-ଅଙ୍ଗନଓ୍ବାଡିକୁ ଛୁଟି ଘୋଷଣା, ଅତି ପ୍ରବଳ ବର୍ଷାକୁ ନେଇ…
ଭୁବନେଶ୍ୱର,୧୭।୮: ମାଲକାନଗିରି ଜିଲାରେ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲାପାଳ। ଏଥିସହ ଅଙ୍ଗନଓ୍ବାଡି ମଧ୍ୟ ବନ୍ଦ ରହିବ। ତେବେ ସୋମବାର ଅତିପ୍ରବଳ ବର୍ଷାର ସମ୍ଭାବନା ନେଇ ଜିଲାକୁ ଓ୍ବାର୍ନିଂ ଜାରି ରହିଥିବା ନେଇ ଏଭଳି ନିଷ୍ପତ୍ତି…
Archives


