ଶସ୍ତା ତୈଳ ପାଇଁ ଭାରତ ରୁଷିଆକୁ ସମର୍ଥନ ନ କରୁ, ଆମେରିକାର ବିବୃତି…
ଓ୍ବାଶିଂଟନ, ୧୬।୩ : ରୁଷିଆ ଭାରତକୁ ରିହାତି ମୂଲ୍ୟରେ ଅଶୋଧିତ ତୈଳ ଦେବାକୁ କହିବା ପରେ ଅନ୍ତର୍ଜାତୀୟସ୍ତରରେ ଏବେ ସମସ୍ତଙ୍କର ଦୃଷ୍ଟି ଭାରତ ଉପରେ ରହିଛି। ଆମେରିକା କହିଛି ଯେ, ଶସ୍ତା ତୈଳ ପାଇଁ ଭାରତ ରୁଷିଆକୁ ସମର୍ଥନ ନକରୁ। ଯଦି…
୫୦୦ ଲୋକ ବନ୍ଧକ, ପ୍ରତିଦିନ ୭୫ ହଜାର ଶିଶୁ ପାଲଟୁଛନ୍ତି ଶରଣାର୍ଥୀ…
କ୍ୱିଭ୍, ୧୬।୩ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ୨୧ ଦିନରେ ପହଞ୍ଚିଛି। ୟୁକ୍ରେନ ଦାବି କରିଛି ଯେ ରୁଷିଆର ସେନାର ବହୁତ କ୍ଷତି ହୋଇଛି। ଯୁଦ୍ଧରେ ୧୩,୫୦୦ ରୁଷିଆ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ରୁଷିଆର ବହୁ ସାମରିକ ଉପକରଣ…
କଟକଣାକୁ ବେଖାତିର, ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କଲେ କିମ୍…
ସିଓଲ,୧୬।୩ : ୟୁକ୍ରେନ ସଙ୍କଟ ମଧ୍ୟରେ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ପୁଣି ଥରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ଦକ୍ଷିଣ କୋରିଆର ସୈନ୍ୟବାହିନୀ କହିଛି ଯେ ଉତ୍ତର କୋରିଆର ବୁଧବାର ଦିନ ଏକ ଅଜ୍ଞାତ କ୍ଷେପଣାସ୍ତ୍ର ପରୀକ୍ଷା…
ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା ତଳମୁହାଁ…
ନୂଆଦିଲ୍ଲୀ, ୧୬।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗିଛି। ଦୈନିକ ସଂକ୍ରମଣ ୨ ହଜାର ୮୭୬ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ୯୮…
୫ ରାଜ୍ୟ ଅଧ୍ୟକ୍ଷଙ୍କଠାରୁ ଇସ୍ତଫା ମାଗିଲେ ସୋନିଆ…
ନୂଆଦିଲ୍ଲୀ, ୧୫।୩ : ବିଧାନସଭା ନିର୍ବାଚନରେ ୫ ରାଜ୍ୟରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳର ପୁନର୍ଗଠନ ପ୍ରକିୟା ଆରମ୍ଭ କରିଛନ୍ତି। ଉତ୍ତରପ୍ରଦେଶ, ଗୋଆ, ପଞ୍ଜାବ, ମଣିପୁର ଏବଂ ଉତ୍ତରାଖଣ୍ଡର ରାଜ୍ୟ ଅଧ୍ୟକ୍ଷଙ୍କଠାରୁ ସୋନିଆ ଇସ୍ତଫା ମାଗିଛନ୍ତି।…
ସୋନିଆଙ୍କ ଆଦେଶ ପରେ ଇସ୍ତଫା ଦେଲେ ଉତ୍ତରାଖଣ୍ଡ କଂଗ୍ରେସ ଅଧ୍ୟକ୍ଷ
ନୂଆଦିଲ୍ଲୀ,୧୫।୩: ନିକଟରେ ଶେଷ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ ପରାଜୟର ପ୍ରଭାବ କଂଗ୍ରେସରେ ଦେଖାଯାଉଛି। ଉତ୍ତରାଖଣ୍ଡ କଂଗ୍ରେସ ଅଧ୍ୟକ୍ଷ ପଦରୁ ଗଣେଶ ଗୋଡିୟାଲ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟର ବିଧାନସଭା ନିର୍ବାଚନରେ ପରାଜୟର ନୈତିକ ଦାୟିତ୍ୱ ଗ୍ରହଣ…
ଘରଭଡ଼ା ଦେଇ ନ ପାରିବା ଦଣ୍ଡନୀୟ ଅପରାଧ ନୁହେଁ…
ନୂଆଦିଲ୍ଲୀ, ୧୫।୩ : ଘରଭଡ଼ା ଦେଇ ନପାରିଲେ ଏହାକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ ନାହିଁ। ଏକ ମାମଲାର ବିଚାର କରି ସୁପ୍ରିମ୍ କୋର୍ଟ ଏଭଳି ରାୟ ଦେବା ସହିତ ଏହି ମାମଲାକୁ ଖାରଜ କରି ଦେଇଛନ୍ତି। ଜଣେ ଘର…
ଆଇପିଏଲ୍ରେ କେହି କିଣି ନ ଥିଲେ; ଏବେ ଢାକା ପ୍ରିମିୟର ଲିଗ୍ରେ ଦମ୍ ଦେଖାଇବେ…
ମୁମ୍ବାଇ,୧୫।୩: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ବିକ୍ରି ହୋଇ ନ ଥିବା ୭ ଭାରତୀୟ କ୍ରିକେଟର ଢାକା ପ୍ରିମିୟର ଲିଗ(ଡିପିଏଲ)ରେ ଭାଗ ନେବେ। ଏମାନଙ୍କ ମଧ୍ୟରେ ଅଛନ୍ତି ଟିମ ଇଣ୍ଡିଆର ନୂଆ ଟେଷ୍ଟ ସ୍ପେଶାଲିଷ୍ଟ ହନୁମା ବିହାରୀ, ବେଙ୍ଗଲ ଅଧିନାୟକ ଅଭିମନ୍ୟୁ ଈଶ୍ୱରନ,…
ବାଇଡେନ୍ଙ୍କ ସମେତ ୧୩ ଜଣଙ୍କ ଉପରେ କଟକଣା ଲଗାଇଲା ରୁଷିଆ…
ମସ୍କୋ, ୧୫।୩ : ୟୁକ୍ରେନ୍ ଉପରେ ଆକ୍ରମଣ ପରେ ରୁଷିଆ ଉପରେ ବହୁ ୟୁରୋପୀୟ ଦେଶ ଏବଂ କମ୍ପାନୀ ପକ୍ଷରୁ କଟକଣା ଜାରି ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ରୁଷିଆ ଏହାର ଉତ୍ତର ଦେବା ଆରମ୍ଭ କରିଛି। ସେମାବାର ଏହା ଇନଷ୍ଟାଗ୍ରାମ୍…
ୟୁକ୍ରେନ୍ରେ ଫୋକ୍ସ୍ ନ୍ୟୁଜ୍ କ୍ୟାମେରାମ୍ୟାନ୍ଙ୍କ ମୃତ୍ୟୁ…
କ୍ୱିଭ୍, ୧୫।୩ : ୟୁକ୍ରେନ୍ ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ପୋକ୍ସ୍ ନ୍ୟୁଜ୍ କ୍ୟାମେରାମ୍ୟାନ୍ଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାମ ପିୟର ଜକ୍ରଜେବସ୍କି। ସେ କ୍ୱିଭ୍ର ବାହାର ଅଞ୍ଚଳରେ ଗଣମାଧ୍ୟମ ପ୍ରତିନିଧି ବେଞ୍ଜାମିନ୍ ହାଲଙ୍କ ସହିତ କାମ କରୁଥିବା ସମୟରେ…
ସିବିଏସ୍ଇ ଦଶମ ଟର୍ମ-୧ ଓଡ଼ିଆ ପେପର ବିବାଦ ସମାଧାନ, ୨୮ ହଜାରରୁ ଅଧିକ ଛାତ୍ରୀଛାତ୍ରଙ୍କୁ ସୁଫଳ…
ନୂଆଦିଲ୍ଲୀ, ୧୫।୩ : ସିବିଏସ୍ଇ ଟର୍ମ-୧ ଦଶମ ପରୀକ୍ଷାରେ ଓଡ଼ିଆ ପେପରକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହୋଇଛି। ବୋର୍ଡ କର୍ତ୍ତୃପକ୍ଷ ଓଡ଼ିଆ ପେପରର ପ୍ରଶ୍ନପତ୍ର ଏବଂ ଉତ୍ତର ଯାଞ୍ଚ୍ କରିଛନ୍ତି। ଏହାପରେ ପ୍ରକାଶିତ ଫଳରେ ଆବଶ୍ୟକ ପରିବର୍ତ୍ତନ ପାଇଁ…
ଏଥର ବାୟୋ ବବଲ୍ ନିୟମ ଭାଙ୍ଗିବା ପଡ଼ିବ ମହଙ୍ଗା: ଦେବାକୁ ହେବ କୋଟିଏ ଜରିମାନା, ମ୍ୟାଚ୍ରୁ ବ୍ୟାନ୍…
ନୂଆଦିଲ୍ଲୀ,୧୫।୩: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ଆରମ୍ଭ ହେବାକୁ ଆଉ ଦୁଇ ସପ୍ତାହରୁ କମ୍ ଦିନ ବାକି। ଏହାକୁ ନେଇ ସମସ୍ତ ଟିମ୍ ନିଜ ନିଜର ରଣନୀତି ପ୍ରସ୍ତୁତରେ ବ୍ୟସ୍ତ ଥିବା ବେଳେ ଆଇପିଏଲ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଆଇପିଏଲ୍…
Archives


