Home

ହସ୍ପିଟାଲ୍‌ରେ କୋକିଲାବେନ୍‌: ଅମ୍ବାନୀ ପରିବାର ବଢୁଛି ଚିନ୍ତା

ମୁମ୍ବାଇ,୨୨।୮: ଶିଳ୍ପପତି ମୁକେଶ ଏବଂ ଅନିଲ ଅମ୍ବାନୀଙ୍କ ମା’ କୋକିଳାବେନ ଅମ୍ବାନୀଙ୍କୁ ଶୁକ୍ରବାର ସକାଳେ ଏୟାରଲିଫ୍ଟ କରାଯାଇ ମୁମ୍ବାଇର HN ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ସମ୍ପୂର୍ଣ୍ଣ ସୂଚନା ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ। ତଥାପି, ତାଙ୍କର ବର୍ଦ୍ଧିତ…

ପାଟଣାରେ ହେବ ବୃହତ ଇସ୍ପାତ କାରଖାନା, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇ…

ପାଟଣା,୨୨ା୮(ବୀରକିଶୋର ଦାଶ): ଦକ୍ଷିଣକୋରିଆର ଜଣାଶୁଣା କମ୍ପାନୀ ପୋସ୍କୋ ଏବଂ ଭାରତର ଜେଏସ୍‌ଡବ୍ଲ୍ୟୁର ମିଳିତ ସହଯୋଗରେ କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ରାଜ୍ୟର ଦ୍ବିତୀୟ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି। କେନ୍ଦୁଝର ଜିଲାବାସୀ୍‌ଙ୍କ ଦୀର୍ଘଦିନର ଦାବି ମୁଖ୍ୟମନ୍ତ୍ରୀ ମୋହନ…

କେନ୍ଦ୍ର ସରକାରଙ୍କୁ ଏମିତି ପ୍ରଶ୍ନ କଲେ ସୁପ୍ରିମକୋର୍ଟ: ଏବେ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୨ା୮(ପି.ଟି.):ସାମ୍ବିଧାନିକ ପଦାଧିକାରୀମାନେ ଯଦି ସେମାନଙ୍କ କର୍ତ୍ତବ୍ୟ ପାଳନ କରିବାକୁ ମନା କରନ୍ତି କିମ୍ବା ରାଜ୍ୟ ବିଧାନସଭାରେ ଗୃହୀତ ବିଲ୍‌ ଉପରେ ରାଜ୍ୟପାଳ କୌଣସି ପଦକ୍ଷେପ ନ ନେଇ ବସିରହନ୍ତି, ତେବେ ସାମ୍ବିଧାନିକ ଅଦାଲତ ହାତବାନ୍ଧି ବସିପାରିବେ କି ବୋଲି ସୁପ୍ରିମକୋର୍ଟ ଗୁରୁବାର…

ନାବାଳିକାଙ୍କ ତଣ୍ଟି କାଟି ଫେରାର ହୋଇଗଲେ ଯୁବକ, ଆଉ ତା’ ପରେ…

ବଲାଙ୍ଗୀର,୨୨ା୮(ସୁନୀଲ ମହାନ୍ତି): ପାଟଣାଗଡ଼ର ମାୟାବର୍ହା ଗାଁରେ ଜଣେ ନାବାଳିକାଙ୍କ ତଣ୍ଟି କାଟି ଦେଇଛନ୍ତି ଜଣେ ଯୁବକ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ପ୍ରଥମେ ଭୀମ ଭୋଇ ମେଡିକାଲ ଏବଂ ପରେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ଯୁବକ ଫେରାର ହୋଇଯାଇଥିବାବେଳେ ସେ…

NEET PGରେ ଶାଶ୍ୱତ, UGରେ ଶିବାନୀଙ୍କ ବାଜିମାତ୍‌: ଅଞ୍ଚଳରେ ଖେଳିଗଲା ଖୁସି

ଭଞ୍ଜନଗର,୨୨।୮(ବାବୁଲା ପ୍ରଧାନ):NEET PG ଏବଂ UG ପରୀକ୍ଷା ଫଳ ଇତିମଧ୍ୟରେ ପ୍ରକାଶିତ ହୋଇଛି। ଏନଇଇଟିପିଜିରେ ଭଞ୍ଜନଗର ବାଇପାସ ରୋଡ ବାସିନ୍ଦା ଡ. ଶାଶ୍ବତ ରଥ ସର୍ବଭାରତୀୟ ସ୍ତରରେ ୧୯୪ ରାଙ୍କ ରଖିଛନ୍ତି। ସେ ହେଉଛନ୍ତି ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ମୁଖ୍ୟ…

ଜିଲାପାଳଙ୍କ ନାଁରେ ଫେକ୍‌ ଆକାଉଣ୍ଟ ଖୋଲି ସରକାରୀ ଅଫିସରଙ୍କଠାରୁ….

ବୌଦ୍ଧ,୨୨ା୮: ବୌଦ୍ଧ ଜିଲାପାଳଙ୍କ ନାଁରେ କେହି ଜଣେ ଫେକ୍‌ ହ୍ବାଟ୍ସଆପ୍‌ ଆକାଉଣ୍ଟ ଖୋଲିଛନ୍ତି। ଫଟୋ ଲଗାଇ ସରକାରୀ ଅଫିସରଙ୍କଠାରୁ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଜିଲାପାଳ ବିଭୂତି ଭୂଷଣ ନାୟକ ଏନେଇ ଜନସାଧାରଣଙ୍କୁ ସତର୍କ ରହିବାକୁ ନିବେଦନ କରିଛନ୍ତି। ଏଥିସହିତ ଜିଲାପାଳ…

ଆଜିଠୁ ରଥଭଙ୍ଗା କାମ ଆରମ୍ଭ, ରଥ ଭଙ୍ଗାଯିବା ପରେ ଏହି କାଠ କ’ଣ ହୁଏ ଜାଣନ୍ତୁ…

ପୁରୀ,୨୨ା୮: ଶୁକ୍ରବାରଠାରୁ ଆରମ୍ଭ ହୋଇଛି ରଥଭଙ୍ଗା କାମ। ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ଭୋଇ ସେବକମାନେ ଏହି ରଥଭଙ୍ଗା କାର୍ଯ୍ୟ କରିଥାନ୍ତି। ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନ ଭଙ୍ଗାଯିବା ପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଭଙ୍ଗାଯିବ। ଶେଷରେ ନନ୍ଦିଘୋଷ ରଥ…

ହଠାତ୍‌ ଶ୍ରୀମନ୍ଦିର ଉପରକୁ ଚଢୁଥିଲେ ଜଣେ ବ୍ୟକ୍ତି: ଆଉ ତା’ପରେ ଯାହା ଘଟିଲା…

ପୁରୀ,୨୨।୮: ଶ୍ରୀମନ୍ଦିର ଉପରକୁ ଚଢ଼ିବାକୁ ଶୁକ୍ରବାର ଜଣେ ବ୍ୟକ୍ତି ଉଦ୍ୟମ କରିଛନ୍ତି। ପଶ୍ଚିମ ଦ୍ୱାର ନୃସିଂହ ମନ୍ଦିର ଦେଇ ଚଢ଼ିବାକୁ ଉଦ୍ୟମ ବେଳେ ତାଙ୍କୁ କାବୁ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଉତ୍ତରପ୍ରଦେଶ ଆଜମଗଡ଼ର ବୋଲି ସୂଚନା ମିଳିଛି। ତେବେ କାହିଁକି…

ବିପଦରେ ଆମେରିକା: କିମ ଜୋଙ୍ଗ ଉନଙ୍କ ସିକ୍ରେଟ୍‌ ପ୍ଲାନ୍‌ ଦେଖି ଥରିଲାଣି ଓ୍ବାଶିଂଟନ୍‌

ଓ୍ବାଶିଂଟନ,୨୨।୮: ୱାଶିଂଟନ ସ୍ଥିତ ସେଣ୍ଟର ଫର୍‌ ଷ୍ଟ୍ରାଟେଜିକ ଆଣ୍ଡ ଇଣ୍ଟରନ୍ୟାସନାଲ ଷ୍ଟଡିଜ (CSIS)ର ଏକ ନୂତନ ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆର ଚାଇନା ସୀମା ନିକଟରେ ଏକ ଗୁପ୍ତ କ୍ଷେପଣାସ୍ତ୍ର ଘାଟି ଅଛି। ଏହି ଘାଟି କେବଳ ୨୭ କିଲୋମିଟର (୧୭…

ଏଣିକି ବସ୍‌ରେ ମାଗଣା ଯିବେ ଛାତ୍ରୀଛାତ୍ର: ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୨।୮: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶୁକ୍ରବାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ସରକାରୀ ବସ୍‌ରେ ଛାତ୍ରଛାତ୍ରୀ ମାଗଣା ସ୍କୁଲ ଯାଇପାରିବେ। ପରିଚୟପତ୍ର ଦେଖାଇ ମାଗଣାରେ ଛାତ୍ରଛାତ୍ରୀ ସ୍କୁଲ ଯିବେ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ପ୍ରଥମରୁ…

ରାସ୍ତା କାର୍ଯ୍ୟ ନ ସରୁଣୁ ଉଠିଲାଣି ପିଚୁ: ପଞ୍ଚାୟତବାସୀଙ୍କ ଆଶା ମଉଳିଲା

ନୂଆପଡ଼ା,୨୨ା୮(ମକାରୁ ବେମାଲ) -ରାସ୍ତା କାମ ସରିବା ପୂର୍ବରୁ ପିଚୁଉଠି ନଷ୍ଟହେବାକୁ ବସିଲାଣି। ଏପରି ଦୃଶ୍ୟ କୋମନା ବ୍ଲକ୍‌ ଅନ୍ତର୍ଗତ ବରକୋଟ ବିଜୁ ଏକ୍ସପ୍ରେସ୍‌ ଫୋର ୱେଠାରୁ ସୁନାବେଡ଼ାକୁ ସଂଯୋଗ କରୁଥିବା ରାସ୍ତାରେ ଦେଖିବାକୁ ମିଳିଛି। କୋମନା ବ୍ଲକ୍‌ ମିଛାପାଲି ପଞ୍ଚାୟତ ଚେରେଚୁଆଁଠାରୁ…

କାମ ଦେଲାନି ଟ୍ରମ୍ପଙ୍କ ଧମକ: ରୁଷିଆ ସହ ଭାରତ କରିଦେଲା ବଡ଼ ଡିଲ୍‌

ନୂଆଦିଲ୍ଲୀ,୨୨।୮: ଭାରତ ଏବଂ ରୁଷିଆ ସେମାନଙ୍କର ଦ୍ୱିପାକ୍ଷିକ ବାଣିଜ୍ୟକୁ ସନ୍ତୁଳିତ ଭାବରେ ବୃଦ୍ଧି କରିବା ଏବଂ ଶକ୍ତି ସହଯୋଗ ବଜାୟ ରଖିବା ପାଇଁ ସଂକଳ୍ପ ନେଇଛନ୍ତି। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନନ୍‌-ଟାରିଫ୍‌ ପ୍ରତିବନ୍ଧକ ଏବଂ ନିୟାମକ ପ୍ରତିବନ୍ଧକଗୁଡ଼ିକୁ ଦ୍ରୁତ ଗତିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri