ପାକିସ୍ତାନକୁ ଲାଗିଲା ଜବରଦସ୍ତ ଝଟକା, ସେନା କନଭେ ଉପରେ ଆତ୍ମଘାତୀ ଆକ୍ରମଣ, ୧୩ ଯବାନ ମୃତ ୧୦ ଗୁରୁତର
ଇସଲାମାବାଦ,୨୮।୬: ଶନିବାର ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ଏକ ଆତ୍ମଘାତୀ ଆକ୍ରମଣରେ ଅତି କମରେ ୧୩ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୦ ଜଣ ସେନା ଗୁରୁତର ଆହତ ହୋଇଛନ୍ତି। ଏହି ଆକ୍ରମଣ ସେତେବେଳେ ହୋଇଥିଲା ଯେତେବେଳେ ଏକ ସାମରିକ…
କାହିଁକି ଆଇନ ଛାତ୍ରୀଙ୍କୁ ଗାର୍ଡ ରୁମ୍କୁ ନେଇ ବଳାତ୍କାର କରିଥିଲେ ମୋନୋଜିତ୍: ହେଲା ଚାଞ୍ଚଲ୍ୟକର ଖୁଲାସା
କୋଲକାତା,୨୮।୬: କୋଲକାତାରେ ଜଣେ ଆଇନ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଛି। ଏହି ଘଟଣାରେ ଆଇନ କଲେଜର ଜଣେ ପୂର୍ବତନ ଛାତ୍ରଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନଙ୍କୁ ଏକ ସ୍ଥାନୀୟ କୋର୍ଟରେ ହାଜର କରିବା ପରେ ୪ ଦିନିଆ ରିମାଣ୍ଡରେ ନେଇଥିବା…
୧୦ ଲକ୍ଷ ପୁରସ୍କାର ଘୋଷିତ ୬ ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି,୨୮ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ନିକଟରେ ୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ଆତ୍ମସମର୍ପଣ କରିଥିବା ୬ଜଣ ମାଓବାଦୀଙ୍କ ମଧ୍ୟରୁ ୪ ମାଓବାଦୀ ଓ ଦୁଇ ପୁରୁଷ ମାଓବାଦୀ ଥିବା ବେଳେ ସମସ୍ତେ…
ବିଶ୍ୱର ଧନୀ ବ୍ୟକ୍ତି ଜେଫ ବେଜୋସଙ୍କ ବିବାହରେ ଭାରତରୁ ମାତ୍ର ଜଣଙ୍କୁ ମିଳିଥିଲା ନିମନ୍ତ୍ରଣ: ଜାଣନ୍ତୁ ସେ କିଏ
ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଜେଫ ବେଜୋସ ଜୁନ୍ ୨୭ରେ ଇଟାଲୀରେ ତାଙ୍କ ପ୍ରେମିକା ଲରେନ ସାଞ୍ଚେଜଙ୍କୁ ବିବାହ କରିଥିଲେ। ଏହି ରାଜକୀୟ ବିବାହରେ ହଲିଉଡ ଠାରୁ ଆରମ୍ଭ କରି ବ୍ୟବସାୟ ଜଗତ ପର୍ଯ୍ୟନ୍ତ ଅନେକ ସେଲିବ୍ରିଟି ଯୋଗ…
ପାକିସ୍ତାନକୁ ଜୋରଦାର ଝଟ୍କା ଦେଲା ବନ୍ଧୁ ଚାଇନା: ଟେନ୍ସନ୍ରେ ଶେହବାଜ୍ ଶରିଫ
ବେଜିଂ,୨୮।୬: ପାକିସ୍ତାନର ହାଇପରସୋନିକ ମିଶାଇଲ୍ ଏବଂ ଏହାର ଉତ୍ପାଦନ ପ୍ରଯୁକ୍ତିବିଦ୍ୟା (ToT) ପାଇଁ କରିଥିବା ଦାବିକୁ ଚାଇନା ପ୍ରତ୍ୟାଖ୍ୟାନ କରିଛି। ରିପୋର୍ଟ ଅନୁଯାୟୀ, ଚାଇନା ସ୍ପଷ୍ଟ ଭାବରେ କହିଛି ଯେ, ଏହି ମିଶାଇଲ୍ଗୁଡ଼ିକ ଏପର୍ଯ୍ୟନ୍ତ ରପ୍ତାନି ପାଇଁ ଉପଲବ୍ଧ ନାହିଁ ଏବଂ…
ରଥଟଣା ବିଳମ୍ବକୁ ନେଇ ଉଦ୍ବେଗ ପ୍ରକାଶ କଲେ ନବୀନ, କହିଦେଲେ ଏହି ବଡ଼ କଥା…
ଭୁବନେଶ୍ୱର,୨୮ା୬: ରଥଟଣା ବିଳମ୍ବକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦ୍ବେଗ ପ୍ରକାଶ କରିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣାରେ ଅତ୍ୟଧିକ ବିଳମ୍ବ ହେବାରୁ ନବୀନ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଆମେ ବିଳମ୍ବ ପାଇଁ ପ୍ରଶାସନକୁ ଆଙ୍ଗୁଳି…
ଭାବପ୍ରବଣ ହୋଇପଡ଼ିଲେ ଭାରତର ମୁଖ୍ୟ ବିଚାରପତି: କହିଲେ, ମୋ ବାପା…
ନୂଆଦିଲ୍ଲୀ,୨୮।୬: ଏକ ସମାରୋହରେ ଭାରତର ମୁଖ୍ୟ ବିଚାରପତି (CJI) ଭୂଷଣ ରାମକୃଷ୍ଣ ଗଭାଇ ଭାବପ୍ରବଣ ହୋଇପଡ଼ିଛନ୍ତି। CJI ତାଙ୍କ ଜୀବନର ବ୍ୟକ୍ତିଗତ ଅଭିଜ୍ଞତା ଏବଂ ତାଙ୍କ ମାତାପିତାଙ୍କ ସଂଘର୍ଷ ବିଷୟରେ କହିଥିଲେ। ଏହି ସମୟରେ ତାଙ୍କ ଆଖିରେ ଳୁହ ଆସିଯାଇଥିଲା। CJI…
୮୫ ମଣ୍ଡିରେ ପଡିରହିଛି ୨ ଲକ୍ଷରୁ ଊଦ୍ଧର୍ବ କୁଇଣ୍ଟାଲ ଧାନ
ଭବାନୀପାଟଣା,୨୮ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ କିଛିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏହା ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି। ରବି ଧାନ ଅମଳ କରି ବିକ୍ରି ପାଇଁ ଚାଷୀମାନେ ମଣ୍ଡିରେ ରଖିଛନ୍ତି। ହେଲେ ମଣ୍ଡିରୁ ଧାନ ଠିକ୍…
ମୋ ସହ ଗୋଟିଏ ରାତି ବିତାଅ, ୪୦,୦୦୦ ମିଳିବ: ବୋହୂଙ୍କୁ ଏମିତି ଅଫର୍ ଦେଲେ ଶ୍ୱଶୁର, ପୁଅ ଜାଣିବା ପରେ…
ଆଗ୍ରା,୨୮।୬: ସମାଜରେ ଶ୍ୱଶୁର-ବୋହୂ ସମ୍ପର୍କକୁ ପବିତ୍ର ବୋଲି ଧରାଯାଏ। ଉତ୍ତର ପ୍ରଦେଶର ଆଗ୍ରାରେ କିନ୍ତୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଶ୍ୱଶୁର ବୋହୂକୁ ଏମିତି ପ୍ରସ୍ତାବ ଦେଲେ ଯେ ସେ ଆଶ୍ଚର୍ଯ୍ୟ ହୋଇଗଲେ। ଅତିଷ୍ଠ ହୋଇ ସେ…
ଅଟା ପ୍ୟାକେଟରେ ନିଶା: ଲୋକଙ୍କ ଜୀବନ ନେଉଛି ଆମେରିକୀୟ ସହାୟତା
ଗାଜା ସିଟି,୨୮ା୬:୨୦୨୩ ଅକ୍ଟୋବରରୁ ଗାଜାରେ ହମାସ୍ ସହ ଯୁଦ୍ଧରତ ଇସ୍ରାଏଲୀ ଡିଫେନ୍ସ ଫୋର୍ସେସ୍ (ଆଇଡିଏଫ୍) ବିରୋଧରେ ଗମ୍ଭୀର ଅଭିଯୋଗ ମାମଲା ବଢ଼ିବାରେ ଲାଗିଥିବାବେଳେ ଏହାର ଆଉ ଏକ ସାଙ୍ଘାତିକ ବର୍ବର କାର୍ଯ୍ୟ ସାମନାକୁ ଆସିଛି। କେତେବେଳେ ନିରସ୍ତ୍ର ପାଲେଷ୍ଟିନୀୟଙ୍କୁ ହତ୍ୟା ପାଇଁ…
ଡିଜେଲରେ ପାଣି: ମୁଖ୍ୟମନ୍ତ୍ରୀଙ୍କ ସହ ଥିବା ୧୯ ଗାଡ଼ି ଅଚଳ
ଭୋପାଳ,୨୮ା୬:ମଧ୍ୟପ୍ରଦେଶର ରତଲାମ ଜିଲାରେ ଏକ ପେଟ୍ରୋଲ ପମ୍ପ୍ରେ ଭେଜାଲ ତେଲ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସହ ଥିବା ଗାଡ଼ିସମୂହ ମଧ୍ୟରୁ ୧୯ଟି ଗାଡ଼ି ଆଉ ଚାଲି ନ ଥିଲା। ଡିଜେଲରେ ପାଣି ମିଶାଯାଇଥିବା ଜଣାପଡ଼ିବା ପରେ ଉକ୍ତ ପେଟ୍ରୋଲ ପମ୍ପ୍କୁ…
ପୁରୀରେ ଗୌତମ ଆଦାନୀ
ପୁରୀ,୨୮ା୬: ଓଡ଼ିଶାରେ ପହଞ୍ଚିଛନ୍ତି ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ। ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ ପୁରୀ ଆସିଛନ୍ତି। ପୁରୀରେ ବିଭିନ୍ନ ସେବାମୂଳକ କାର୍ଯ୍ୟରେ ଭାଗ ନେବେ। ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଓ ଆଲୋଚନା ହେବ ବୋଲି ସୂଚନାରୁ ପ୍ରକାଶ।…
Archives


