Home

ଜଳମଗ୍ନ ହୋଇ ପୂଜା ପାଉଛନ୍ତି ବାବା ଗୋକର୍ଣ୍ଣେଶ୍ୱର: ବୁଡ଼ିଗଲା ମହାଦେବଙ୍କ ଲିଙ୍ଗ

ଧର୍ମଶାଳା,୮।୭(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଷୋହଳ ନମ୍ବର ଜାତୀୟ ରାଜପଥ ଜାରକା ଅଞ୍ଚଳର ବହୁ ପୁରାତନ ପୀଠ ବାବା ଗୋକର୍ଣ୍ଣେଶ୍ୱରଙ୍କ ପୀଠରେ ବନ୍ୟା ଜଳ ପ୍ରବାହିତ ହେଉଥିବାବେଳେ ଜଳମଗ୍ନ ମଧ୍ୟରେ ବାବା ଗୋକର୍ଣ୍ଣେଶ୍ୱର ଶିବଲିଙ୍ଗ ପୁଜା ପାଉଛନ୍ତି। ଲଗାଣ ବର୍ଷା…

ଟ୍ରମ୍ପଙ୍କ ଭୋଜନରେ ଏମିତି କ’ଣ ଅଛି ଯେ ଯିଏ ଖାଉଛି ସିଏ ଡିମାଣ୍ଡ କରୁଛି ଆମେରିକା ରାଷ୍ଟ୍ରପତିଙ୍କୁ ଦିଆଯାଉ ନୋବେଲ, ପ୍ରଥମେ ପାକିସ୍ତାନ ଏବେ ଇସ୍ରାଏଲ

ଓ୍ବାଶିଂଟନ,୮।୭: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ୱାଶିଂଟନ ଗସ୍ତରେ ଯାଇଥିବା ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ପରେ ଗାଜାରେ ଚାଲିଥିବା ଯୁଦ୍ଧ ଉପରେ କିଛି ସହମତି ହୋଇପାରିବ ବୋଲି ଆଶା କରାଯାଉଥିଲା। ସେମାନଙ୍କ ସାକ୍ଷାତ ପରେ ଏପର୍ଯ୍ୟନ୍ତ ଏହି…

ଖେଳ ପଡ଼ିଆରେ ବସିଥିଲେ ୨ ଯୁବକ: ହଠାତ୍‌ ଛୁରିରେ ଆକ୍ରମଣ କଲେ ଦୁର୍ବୃତ୍ତ, ଆଉ ତା’ପରେ…

ବଲାଙ୍ଗିର,୮।୭(ସୁନିଲ ମହାନ୍ତି): ବଲାଙ୍ଗିର ଜିଲା ଦେଓଗାଁ ଥାନା ମୁରସିଂ ଗାଁରେ ଦୁଇଜଣ ଯୁବକଙ୍କୁ ଛୁରାମାଡ଼ କରି ଦୃବୁର୍ତ୍ତ ଫେରାର ହୋଯାଇଛନ୍ତି। ମୁରସିଂ ଗାଁର ଦୁଇଜଣ ଯୁବକ ନିକଟସ୍ଥ ଏକ ଖେଳ ପଡିଆରେ ବସିଥିଲେ। ଏହି ସମୟରେ ହଠାତ ଦୁଇଜଣ ଯୁବକ ଆସି…

ବେନିୟମ ବାଲିଗଦା ହେଲା କାଳ: ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ୪ ଆହତ

ଭଞ୍ଜନଗର,୮।୭(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମୁଖରେ ମଙ୍ଗଳବାର ଅପରାହ୍ନରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଆହତ ମାନେ ହେଲେ ଆଦିତ୍ୟ ପ୍ରଧାନ, ସଂଗ୍ରାମ ମଲ୍ଲିକ, ବିକାଶ ମଲ୍ଲିକ, ଅନିତା…

ଖୁବଶୀଘ୍ର ଜଣାପଡ଼ିବ ଅହମଦାବାଦ ବିମାନ ଦୁର୍ଘଟଣାର କାରଣ, ଦାଖଲ ହେଲା ପ୍ରାଇମେରୀ ରିପୋର୍ଟ

ନୂଆଦିଲ୍ଲୀ,୮।୭: ଅହମଦାବାଦରେ ହୋଇଥିବା ଦୁଃଖଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ତଦନ୍ତ କରୁଥିବା ଦଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଏହାର ପ୍ରାରମ୍ଭିକ ରିପୋର୍ଟ ପ୍ରଦାନ କରିଛି। ସରକାରୀ ସୂତ୍ରକୁ ଉଦ୍ଧୃତ କରି ସମ୍ବାଦ ସରବରାହ ସଂସ୍ଥା ANI ଏହି ସୂଚନା…

ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୮। ୭ (ଅରୁଣ ସାହୁ): ଗଛ ବଞ୍ଚିଲେ ଆମେ ବଞ୍ଚିବା। ପରିବେଶର ସୁରକ୍ଷା ପାଇଁ ଗଛଟିଏ ନିହାତି ବଞ୍ଚିବା ଦରକାର। ଆସ ଆମେ ମା’ଙ୍କ ନାମରେ ଗଛଟିଏ ଲଗାଇ ନିଜ ମହାବିଦ୍ୟାଳୟ ପରିସର ମଧ୍ୟରେ ସୁନ୍ଦର ପରିବେଶ ସୃଷ୍ଟି କରିବା।…

କୁମ୍ବିଂ ଅପରେଶନ ଜୋରଦାର: ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ

ନୂଆପଡ଼ା,୮।୭ (ମକାରୁ ବେମାଲ): କିଛି ଦିନର ନୀରବତା ପରେ ପୁଣି ନୂଆପଡା ଜିଲାରେ ମାଓବାଦୀମାନେ ତାଙ୍କର ଉପସ୍ଥିତି ଜାହିର କରିଛନ୍ତି। ସୁରକ୍ଷା ବାହିନୀଙ୍କ କୁମ୍ବିଂ ଅପରେଶନ ବେଳେ ବିପୁଳ ପରିମାଣ ମାଓବାଦୀ ସାମଗ୍ରୀ ଜବତ ହୋଇଛି। ମଙ୍ଗଳବାର ନୂଆପଡା ଜିଲା ପୋଲିସ…

ମୋଦିଙ୍କ ନାଁ ନେଇ କରାଯାଉଛି ବଡ଼ ସ୍କାମ: ହୋଇଯାନ୍ତୁ ସାବଧାନ

ନୂଆଦିଲ୍ଲୀ,୮।୭: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭାଇରାଲ ଭିଡିଓରେ ଦାବି କରାଯାଉଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିବେଶ ଯୋଜନାର ପ୍ରଚାର କରୁଛନ୍ତି, ଯେଉଁଥିରେ କେବଳ ୨୧,୦୦୦ ଟଙ୍କା ନିବେଶ କରି ପ୍ରତିଦିନ ୧.୨୫ ଲକ୍ଷ…

ବାପାଙ୍କୁ ମାରିବା ପାଇଁ ଝିଅଙ୍କୁ କହିଥିଲେ ମା’: ଆଉ ବୟଫ୍ରେଣ୍ଡ ପାଇଁ ସରିଗଲା ସବୁକିଛି

ମିରଟ,୮।୭: ଉତ୍ତର ପ୍ରଦେଶର ମିରଟରେ ଜଣେ ବ୍ୟକ୍ତିଙ୍କୁ ୨୩ ଜୁନରେ ହତ୍ୟା କରାଯାଇଥିଲା। ମୃତକଙ୍କ ନାମ ସୁଭାଷ। ତାଙ୍କ ହତ୍ୟା ମାମଲାରେ ତାଙ୍କ ପୁଅ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ପୋଲିସ ବର୍ତ୍ତମାନ ଏହି ହତ୍ୟାକାଣ୍ଡର ଖୁଲାସା କରିଛି।…

ଅପରେଶନ ସିନ୍ଦୂରକୁ ନେଇ ପାକିସ୍ତାନକୁ ଖୋଲାଖୋଲି ବେଇଜ୍ଜତ କଲା ଚାଇନା, ମିତ୍ର ଏବେ ପାଲଟିଲେ ପରମ ଶତ୍ରୁ!

ବେଜିଂ,୮।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ଚାରି ଦିନିଆ ସାମରିକ ସଂଘର୍ଷ, ‘ଅପରେଶନ ସିନ୍ଦୂର’ ସମ୍ପର୍କରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ଏହି ଅପରେଶନରେ ପାକିସ୍ତାନକୁ ଚାଇନାଠାରୁ ସାହାଯ୍ୟ ମିଳିଛି। ବିଶେଷ କଥା ହେଉଛି ଯେ ଚାଇନା ନିଜେ…

ନିଳାଦ୍ରୀ ବିଜେ ଶେଷ: ରସଗୋଲାରେ ଲକ୍ଷ୍ମୀଙ୍କ ମାନଭଞ୍ଜନ କଲେ କାଳିଆ ସାଆନ୍ତ

ପୁରୁଷୋତ୍ତମପୁର,୮। ୭( ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହି ଜଗନ୍ନାଥ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ଅନୁଷ୍ଟିତ ହୋଇଯାଇଛି। ଶହଶହ ଭକ୍ତଙ୍କ ହରିବୋଲ ହୁଳାହୁଳି ଶବ୍ଦ ସାଙ୍ଗକୁ ବାଣ ବାଜଣାରେ ମନ୍ଦିର ପରିସର ପ୍ରକମ୍ପିତ ହୋଇପଡିଥିଲା। କାଳିଆ ଠାକୁରଙ୍କୁ ରଥରୁ…

ପୋଷ୍ଟ ଅଫିସ, ବ୍ୟାଙ୍କ, ଶେୟାର ବଜାର…, ୯ ଜୁଲାଇରେ ଧର୍ମଘଟ କରିବେ ୨୫ କୋଟି କର୍ମଚାରୀ, ଜାଣନ୍ତୁ କ’ଣ ରହିବ ଖୋଲା କ’ଣ ରହିବ ବନ୍ଦ

ନୂଆଦିଲ୍ଲୀ,୮।୭: ବୁଧବାର ଦେଶର ୨୫ କୋଟିରୁ ଅଧିକ ଶ୍ରମିକ ଦେଶବ୍ୟାପୀ ଧର୍ମଘଟ କରିବାକୁ ପ୍ରସ୍ତୁତ ଅଛନ୍ତି। ଏଥିରେ ବ୍ୟାଙ୍କିଂ, ବୀମା, ଡାକ ସେବାଠାରୁ କୋଇଲା ଖଣି ପର୍ଯ୍ୟନ୍ତ କାମ କରୁଥିବା ଶ୍ରମିକ ସାମିଲ ହେବେ। ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନର ମିଳିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri