ଗାଁରେ ଆତଙ୍କ ଖେଳାଇଲେ ମଦ୍ୟପ ଯୁବକ, ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇ…
ଅମରପାଲି,୧୦ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ଗୌଡ଼ଗାଡ଼ ଗ୍ରାମର ଶତାଧିକ ମହିଳା ଜଣେ ମଦ୍ୟପଙ୍କ ବିରୋଧରେ ଅଭିଯୋଗ କରି ଥାନାର ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁସାରେ ଗତ ବର୍ଷଠାରୁ ଗୌଡ଼ଗାଡ଼ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ…
ଆମେରିକାକୁ ବନ୍ଧୁ ବୋଲି କହିବାରୁ ମୋଦିଙ୍କୁ ଏମିତି ପ୍ରଶ୍ନ ପଚାରିଲେ କେଜରିଓ୍ବାଲ, ହେଉଛି ଚର୍ଚ୍ଚା
ନୂଆଦିଲ୍ଲୀ,୧୦।୯: ଆପର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଘଟଣାହେଲା, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୋସିଆଲ ମିଡିଆ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥାବାର୍ତ୍ତା କରିବାକୁ ମଧ୍ୟ…
Asia Cup 2025: ପରମାଣୁ ଆକ୍ରମଣର ଧମକ ଦେଇଥିବା ପାକିସ୍ତାନ ମନ୍ତ୍ରୀଙ୍କ ସହ ହାତ ମିଳାଇଲେ ସୂର୍ଯ୍ୟକୁମାର ଯାଦବ, ସୋସିଆଲ ମିଡିଆର…
ଆବୁଧାବି,୧୦।୯: ଏସିଆ କପ ୨୦୨୫ ଆରମ୍ଭ ହେବା ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଏବେ ପଡ଼ିଆ ଅପେକ୍ଷା ସୋସିଆଲ ମିଡିଆରେ ଅଧିକ ଶିରୋନାମା ସୃଷ୍ଟି କରୁଛି। ଏହାର କାରଣ ହେଉଛି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ଗୃହମନ୍ତ୍ରୀ ଏବଂ ପାକିସ୍ତାନ…
Gen-Zର ବଡ଼ ଘୋଷଣା, ପ୍ରଦର୍ଶନକାରୀ କହିଲେ ଆମେ ଓଲିଙ୍କୁ ପିଟିବାକୁ ଚାହୁଁଥିଲୁ ହେଲେ…
କାଠମାଣ୍ଡୁ,୧୦।୯: ନେପାଳରେ ଚାଲିଥିବା ପ୍ରତିବାଦ ମଧ୍ୟରେ, ସୁଭାଷ ନାମକ ଜଣେ ଯୁବ ପ୍ରଦର୍ଶନକାରୀ ANI କୁ ଏକ ସାକ୍ଷାତକାରରେ Gen-Z ସମ୍ପର୍କରେ ଏକ ବୟାନ ଦେଇଥିଲେ। ସେ କହିଥିଲେ ଯେ Gen-Z ଦୁର୍ନୀତିରୁ ମୁକ୍ତି ଚାହାଁନ୍ତି। ଆମେ ପରିବର୍ତ୍ତନ ଚାହୁଁଛୁ, ସେଥିପାଇଁ…
ପାଇକମାଳକୁ NAC ଘୋଷଣା ଦାବି ନେଇ ବିଜେଡିର ୧୨ ଘଣ୍ଟିଆ ବନ୍ଦ ପାଳନ
ପାଇକମାଳ,୧୦ା୯(ବଡ଼ ଶତପଥୀ): ପାଇକମାଳକୁ ଏନ୍ଏସି ଘୋଷଣା ଦାବି ନେଇ ବିଜେଡି ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ବନ୍ଦ ପାଳନ କରିଛି। ଆଜି ସକାଳ ୬ ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳନ କରାଯିବା ନେଇ ପାଇକମାଳ ଛକରେ ଅନୁଷ୍ଠିତ…
ଦେଶ ଛାଡ଼ି ପଳାଇଲେ ଓଲି! ନେପାଳରେ ଉଗ୍ରରୂପ ନେଲା ହିଂସା
କାଠମାଣ୍ଡୁ,୧୦।୯: ନେପାଳ ବର୍ତ୍ତମାନ ଏକ ବଡ଼ ରାଜନୈତିକ ଏବଂ ସାମାଜିକ ଅସ୍ଥିରତା ଦେଇ ଗତି କରୁଛି। ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଏବଂ ବଢ଼ୁଥିବା ଦୁର୍ନୀତି ବିରୋଧରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ହିଂସାତ୍ମକ ମୋଡ଼ ନେଇଛି। ପରିସ୍ଥିତି ଏତେ ଖରାପ…
ରାଖୀ ବାନ୍ଧିବି, ବିବାହ ବି କରିବି: ୨୦ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ପରେ ଘଟିଲା..
କାନପୁର,୧୦।୯: ଉତ୍ତର ପ୍ରଦେଶର କାନପୁରରେ ଜଣେ ଯୁବକଙ୍କ ଏକ ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ଗୋଟିଏ କି ଦୁଇଟି ନୁହେଁ ବରଂ ୨୦ରୁ ଅଧିକ ଝିଅଙ୍କ ଜୀବନ ନଷ୍ଟ କରିଦେଇଛନ୍ତି। ଯୁବକ ଜଣକ ପ୍ରଥମେ ନାବାଳିକା…
ଫ୍ରାନ୍ସରେ ନେପାଳ ଭଳି ପରିସ୍ଥିତି, ରାସ୍ତାକୁ ଓହ୍ଲାଇଲେ ସାଧାରଣ ଜନତା
ପ୍ୟାରିସ,୧୦।୯: ଫ୍ରାନ୍ସରେ ବୁଧବାର ପ୍ୟାରିସ ଏବଂ ଅନ୍ୟାନ୍ୟ ଅନେକ ସ୍ଥାନରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଏହି ସମୟରେ ବିକ୍ଷୋଭକାରୀମାନେ ରାସ୍ତା ଅବରୋଧ କରିଥିଲେ। ଦଙ୍ଗାକାରୀମାନେ ସାର୍ବଜନୀନ ସମ୍ପତ୍ତିରେ ନିଆଁ ଲଗାଇ ଦେଇଥିଲେ। ସହରଗୁଡ଼ିକରେ ପୋଡ଼ାଜଳା ଯୋଗୁ ଉତ୍ତେଜନା ବ୍ୟାପିଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ…
ଜେଲରୁ ପଳାଇଲେ ୫୦୦ କଏଦୀ, ହାଇ ଆଲର୍ଟରେ ସେନା-ପୋଲିସ
କାଠମାଣ୍ଡୁ,୧୦।୯: ନେପାଳର ସଂସଦ ଭବନ, ରାଷ୍ଟ୍ରପତିଙ୍କ ବାସଭବନ, ସୁପ୍ରିମକୋର୍ଟ, ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ନିଆଁରେ ଜଳୁଛି। ନେପାଳର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, କ୍ୟାବିନେଟ ମନ୍ତ୍ରୀମାନେ ଇସ୍ତଫା ଦେଇଛନ୍ତି। ସେଠାକାର ପରିସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ଏହି ସମୟରେ, ନେପାଳର ନବଲପାରାସିର ଜିଲା ଜେଲରୁ…
ବୋହୂଙ୍କୁ ‘ପୁରୁଷ’ କହିଦେଲେ ଶାଶୁ, ତା’ପରେ ପୁଅ ଯାହା କଲେ…
ଆଗ୍ରା,୧୦।୯: ଉତ୍ତର ପ୍ରଦେଶର ଆଗ୍ରାରେ ଜଣେ ବିବାହିତ ମହିଳା ତାଙ୍କ ସ୍ବାମୀ ଏବଂ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଯୌତୁକ ପାଇଁ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହାସହ ତାଙ୍କ ଶରୀରର ଅଙ୍ଗଗୁଡ଼ିକ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେବା ଅଭିଯୋଗରେ ମାମଲା ରୁଜୁ…
ମେଡିକାଲ, ବସଷ୍ଟାଣ୍ଡ ସମସ୍ୟା ନେଇ ରାଜ୍ୟପାଳଙ୍କୁ ଦାବିପତ୍ର
କୋରାପୁଟ,୧୦ା୯(ଅମିତାଭ ବେହେରା): କୋରାପୁଟ ଗସ୍ତରେ ଅଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି । କୋରାପୁଟରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ କୋରାପୁଟ ସଚେତନ ନାଗରିକ ତରଫରୁ ବୁଧବାର ରାଜ୍ୟପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଚେତନ ନାଗରିକ ତରଫରୁ କୁହାଯାଇଛି…
ରାହୁଲ ଗାନ୍ଧୀଙ୍କୁ ମଝି ରାସ୍ତାରେ ରୋକିଲେ ଭାଜପା ମନ୍ତ୍ରୀ: ଆଉ ତା’ପରେ ଘଟିଗଲା…
ରାଏବରେଲି,୧୦।୮: ରାହୁଲ ଗାନ୍ଧୀଙ୍କ ରାଏବରେଲି ଗସ୍ତ ସମୟରେ ବହୁତ ହଙ୍ଗାମା ହୋଇଥିଲା। ଭାଜପା ନେତା ତଥା ୟୁପି ସରକାରର ମନ୍ତ୍ରୀ ଦିନେଶ ପ୍ରତାପ ସିଂହ ତାଙ୍କର ଶହ ଶହ ସମର୍ଥକଙ୍କ ସହିତ ସ୍ଲୋଗାନ ଦେଇଥିଲେ। ମନ୍ତ୍ରୀ ଏବଂ ତାଙ୍କ ସମର୍ଥକମାନେ ରାହୁଲ…
Archives


