Home

ଶୀଘ୍ର ଧନୀ ହେବାକୁ ଚାହାନ୍ତି କି? ଜାଣନ୍ତୁ ପ୍ରତି ମାସରେ ଦରମାର କେତେ ଅଂଶ SIPରେ ଲଗାଇବା ଦ୍ୱାରା…

ନୂଆଦିଲ୍ଲୀ,୧୧।୯: ପ୍ରତି ମାସରେ ଦରମା ମିଳିବା ମାତ୍ରେ ଖର୍ଚ୍ଚର ତାଲିକା ଲମ୍ବା ହୋଇଯାଏ, ଘର ଭଡ଼ା, EMI, ବିଲ ଏବଂ ଶପିଂ। କିନ୍ତୁ ଯଦି ଆପଣ ଚାହୁଁଛନ୍ତି ଯେ ଆଗାମୀ କିଛି ବର୍ଷରେ ଆପଣଙ୍କ ବ୍ୟାଙ୍କ ବାଲାନ୍ସରେ କେବଳ କିଛି ହଜାର…

୨୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ କୋର୍ଟଚାଲାଣ

ଖଇରା,୧୧ା୯(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ଅବକାରୀ ପୋଲିସ ପକ୍ଷରୁ ମାର୍କୋଣା ଷ୍ଟେଶନ ନିକଟରେ ଚଢ଼ାଉ କରାଯାଇ ୨୧୦ ଗ୍ରାମ ବ୍ରାଉନସୁଗାର ଚଢ଼ାଉ କରାଯିବା ସହ ୨ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତି ଦ୍ବୟ…

ହଠାତ ପଡ଼ିଲା କାମ, ବଦଳାଇବାକୁ ଚାହାନ୍ତି ଟ୍ରେନ୍‌ ଟିକେଟରେ ପାସେଞ୍ଜରଙ୍କ ନାମ? ଜାଣନ୍ତୁ ରେଳବାଇର ନିୟମ…

ନୂଆଦିଲ୍ଲୀ,୧୧।୯: ଅନେକ ସମୟରେ ଆମେ ଟ୍ରେନ ଟିକେଟ ବୁକ କରିଥାଉ କିନ୍ତୁ ହଠାତ ଯାତ୍ରା ବାତିଲ କରିବାକୁ ପଡ଼ିଥାଏ। ଏପରି ସମୟରେ ଟିକେଟ ବାତିଲ କରିବା ବଦଳରେ ଯଦି ଆପଣ ପରିବାରର ଅନ୍ୟ କୌଣସି ସଦସ୍ୟଙ୍କୁ ଯାତ୍ରା କରାଇବାକୁ ଚାହାନ୍ତି, ତେବେ…

ଗ୍ରାଜୁଏସନ୍‌ ପାସ୍‌ କରିନାହାନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି: ସଂଘର୍ଷର କାହାଣୀ ଜାଣିଲେ ଉଡ଼ିଯିବ ହୋଶ୍‌

ନୂଆଦିଲ୍ଲୀ,୧୧।୯: ବିଶ୍ୱ ବିଲିୟନେୟାରଙ୍କ ରାଙ୍କିଂରେ ଏକ ବଡ଼ ପରିବର୍ତ୍ତନ ଆସିଛି। ଦୀର୍ଘ ସମୟ ଧରି ଟେସଲା ଏବଂ ସ୍ପେସଏକ୍ସ ମାଲିକ ଏଲନ ମସ୍କଙ୍କୁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ବିବେଚନା କରାଯାଉଥିଲା, କିନ୍ତୁ ବର୍ତ୍ତମାନ ୮୧ ବର୍ଷୀୟ ଟେକ ଜାଏଣ୍ଟ…

ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିପି ରାଧାକୃଷ୍ଣନ: ସେପ୍ଟେମ୍ବର ୧୨ରେ…

ନୂଆଦିଲ୍ଲୀ,୧୧।୯: ଭାରତର ଉପରାଷ୍ଟ୍ରପତି ନିର୍ବାଚିତ ହେବାପରେ ସିପି ରାଧାକୃଷ୍ଣନ ମହାରାଷ୍ଟ୍ରର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି। ରାଷ୍ଟ୍ରପତି ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ମହାରାଷ୍ଟ୍ରର ରାଜ୍ୟପାଳର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି। ଆଚାର୍ଯ୍ୟ ଦେବବ୍ରତ ଗୁଜରାଟର ଦାୟିତ୍ୱ ସହିତ ମହାରାଷ୍ଟ୍ରର ରାଜ୍ୟପାଳ ଦାୟିତ୍ୱ…

‘ଉତ୍କଳ ପ୍ରଦେଶ ଗଠନର ପ୍ରଥମ ସ୍ବର ଘୁମୁସରରୁ ଆରମ୍ଭ ହୋଇଥିଲା’

ଭଞ୍ଜନଗର,୧୧ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଗୁରୁବାର ଘୁମୁସର ଦିବସ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ବକ୍ତାମାନେ ଯୋଗଦେଇ ସତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରଥମ ସ୍ବର ଭଞ୍ଜଭୂମି ଘୁମୁସରରୁ ଆରମ୍ଭ ହୋଇଥିଲା ବୋଲି…

ଭାରତ ଆଗରେ ମୁଣ୍ଡ ନୁଆଁଇଲା ଆମେରିକା! ଦେଲା ବଡ଼ ଉପହାର

ଓ୍ବାଶିଂଟନ୍‌,୧୧।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମତ ନରମ ହେବା ପରେ, ଆମେରିକୀୟ କମ୍ପାନୀ GE HALକୁ ତୃତୀୟ ବିମାନ ଇଞ୍ଜିନ (F-404) ପ୍ରଦାନ କରିଛି। ଏହି ମାସ ଶେଷ ସୁଦ୍ଧା ଚତୁର୍ଥ ଇଞ୍ଜିନ ମଧ୍ୟ ଭାରତ ଆସିପାରେ। ଗତ ମାସରେ…

ସୀମା ଟପିଲା ନିର୍ଯାତନା, ମୋ’ ଝିଅକୁ ମାରିଦେଲେ ଶାଶୁଘର ଲୋକେ, ଅଭିଯୋଗ ଆଣି ବାପା କହିଲେ ସାଂଘାତିକ କଥା…

କେସିଙ୍ଗା,୧୧ା୯(ତୁମେଶ୍ୱର ସାହୁ): ସୀମା ଟପିଗଲା ଯୌତୁକ ନିର୍ଯାତନା। ୧ ଲକ୍ଷ ଟଙ୍କା ପାଇଁ ଶାଶୁଘର ଲୋକେ ଆମ ଝିଅକୁ ମାରି ଦେଇଛନ୍ତି ବୋଲି ବାପଘର ଲୋକ ଅଭିଯୋଗ ଆଣି କହିଛନ୍ତି। ଏନେଇ ମୃତ ଝିଅଙ୍କ ବାପା କେସିଙ୍ଗା ଥାନାରେ ଗୁରୁବାର ଲିଖିତ…

ମୋ ବିରୋଧରେ ଚାଲିଛି ବଡ଼ ଷଡଯନ୍ତ୍ର: କାହିଁକି ଏମିତି କହିଲେ ନୀତିନ ଗଡକରୀ

ନୂଆଦିଲ୍ଲୀ,୧୧।୯: କେନ୍ଦ୍ରୀୟ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସମ୍ପ୍ରତି ସୋସିଆଲ ମିଡିଆରେ E20 ଇନ୍ଧନର ସମାଲୋଚନା ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ଗଡକରୀ କହିଛନ୍ତ, ଏହି ସମାଲୋଚନା କୌଣସି ଯାନ୍ତ୍ରିକ ସମସ୍ୟା ଯୋଗୁ ନୁହେଁ, ବରଂ ଧନୀ ଏବଂ…

ଆଉ ଏକ ଲକ୍ଷ୍ମୀବସ୍‌ ଚଳାଚଳ ପାଇଁ ଦାବି ଜଣାଇଲେ ଦନେକବାଡ଼ି ପଞ୍ଚାୟତବାସୀ, ବିଡିଓ କହିଲେ…

ଦାରିଙ୍ଗବାଡ଼ି,୧୧ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦନେକବାଡ଼ି ପଞ୍ଚାୟତ ଅଞ୍ଚଳକୁ ଆଉ ଗୋଟିଏ ଲକ୍ଷ୍ମୀବସ୍‌ ଚଳାଚଳ କରିବାକୁ ଉକ୍ତ ଅଞ୍ଚଳର ଲୋକପ୍ରତିନିଧି, ଏସ୍‌ଏଚ୍‌ଜି ଗ୍ରୁପର  ମହିଳାମାନେ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ନିକଟରେ ଦାବି କରିଛନ୍ତି। ଦାରିଙ୍ଗବାଡ଼ିଠାରୁ ଦନେକବାଡ଼ି ଦେଇ ସିର୍କାବର୍ଗ…

ଦିନେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଏହି କ୍ରିକେଟର୍‌, ଏବେ ହେଲେ ନମ୍ବର-୧

ୟୁଏଇ,୧୧।୯: ଭାରତୀୟ କ୍ରିକେଟ ଦଳ ଏସିଆ କପ ୨୦୨୫ରେ ଏକ ବିସ୍ଫୋରକ ଆରମ୍ଭ କରିଛି। ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ୯ ଉଇକେଟରେ UAEକୁ ପରାସ୍ତ କରିଛି। ଭାରତ ଏହି ମ୍ୟାଚ ମାତ୍ର ୨୭ ବଲରେ ଜିତିଛି, ଯାହା ଏକ ରେକର୍ଡ।…

ସାର ପାଇଁ ରାତି ଉଜାଗର ଚାଷୀ, ଲାଇନ୍‌ରେ ରହିଛି ବ୍ୟାଗ୍‌-ଆଧାରକାର୍ଡ

ବଣାଇଁ,୧୧ା୯(ପ୍ରଦୀପ ତ୍ରିପାଠୀ): ସାର ପାଇଁ ଲାଇନ ଲାଗିଛି ଆଧାରକାର୍ଡ ଓ ବ୍ୟାଗ୍‌। ଚାଷୀଟିଏ ସାମାନ୍ୟ ସାର ଟିକେ ପାଇଁ ଦିନଦିନ ଧରି ଅପେକ୍ଷା କରୁଥିବା ବେଳେ ବୁଧବାର ନରେନ୍ଦ୍ର ଲ୍ୟାମ୍ପସକୁ ସାର ଆସିଥିବା ଖବର ଶୁଣି ରାତି ଉଜାଗର ହୋଇ ଲାଇନ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri