Home

ସର୍ଜରୀ ମଝିରେ ରୋଗୀଙ୍କୁ ଛାଡି ନର୍ସଙ୍କ ସହ ଯୌନ ସମ୍ପର୍କ ରଖିବାକୁ ଚାଲିଗଲେ ଡାକ୍ତର: ଆଉ ତା’ପରେ ଘଟିଗଲା…

ଲଣ୍ଡନ,୧୩।୯: ୟୁକେର ଗ୍ରେଟର ମାଞ୍ଚେଷ୍ଟର ଟାମସାଇଡ ହସ୍ପିଟାଲରେ ଏକ ଗମ୍ଭୀର ଘଟଣା ସାମ୍ନାକୁ ଆସିଛି। ଏଥିରେ ପାକିସ୍ତାନର ୪୪ ବର୍ଷୀୟ କନସଲଟାଣ୍ଟ ଆନାସ୍ଥେଟିଷ୍ଟ ଡାକ୍ତର ସୁହେଲ ଅଞ୍ଜୁମ ଗଲବ୍ଲାଡର ଅସ୍ତ୍ରୋପଚାର ସମୟରେ ରୋଗୀଙ୍କୁ ଆନାସ୍ଥେସିଆରେ ଛାଡି ଅନ୍ୟ ଏକ ଅସ୍ତ୍ରୋପଚାର ଥିଏଟରରେ…

ଦିବ୍ୟାଙ୍ଗମାନଙ୍କୁ ଉପକରଣ ବାଣ୍ଟିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

ବଲାଙ୍ଗୀର,୧୩ା୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଶାସ୍ତ୍ରୀନଗରସ୍ଥିତ ଏସଭିନିରତାର୍‌ ସଂଯୁକ୍ତ ଆଞ୍ଚଳିକ କେନ୍ଦ୍ରଠାରେ ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ ବ୍ୟବହାରଯୋଗ୍ୟ ଉପକରଣ ଓ ଯନ୍ତ୍ରପାତି ବଣ୍ଟନ କରାଯାଇଥିଲା। ମୁଖ୍ୟଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ସମ୍ମାନିତ ଅତିଥି ଭାବେ ଲୋକ ସଭା ଏମ୍‌ପି ସଙ୍ଗୀତା…

ବିଲରେ କାମ କରୁଥିଲେ, ହଠାତ୍‌ ପଶିଆସିଲା ଭାଲୁ: ଚିତ୍କାର କରିବାରୁ…

ବୁଗୁଡ଼ା,୧୩।୯(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କରସିଙ୍ଗି ପଞ୍ଚାୟତ ଅନ୍ତର୍ଗତ ଜଙ୍ଗଲ ନିକଟବର୍ତ୍ତୀ କିରିଆମ୍ବା ଗ୍ରାମର ଜଣେ ଯୁବ ଚାଷୀଙ୍କୁ ଭାଲୁ ଆକ୍ରମଣ କରିଛି। ଅମିନ ନାୟକ(୩୨) ନାମକ ଏହି ଚାଷୀ ଜଣଙ୍କ ଭାଲୁ ଆକ୍ରମଣର ଶିକାର ହୋଇ ସ୍ଥାନୀୟ…

ହାଇଭୋଲଟେଜ୍‌ ମ୍ୟାଚ୍‌ ପୂର୍ବରୁ ଭାରତକୁ ଚ୍ୟାଲେଞ୍ଜ ଦେଲେ ପାକିସ୍ତାନ ଅଧିନାୟକ

ଆବୁଧାବି,୧୩।୯: ଏସିଆ କପ ୨୦୨୫ର ଉତ୍ସାହ ନିରନ୍ତର ବୃଦ୍ଧି ପାଉଛି। ଶୁକ୍ରବାର ଖେଳାଯାଇଥିବା ଗ୍ରୁପ ଏ ମ୍ୟାଚ୍‌ରେ ପାକିସ୍ତାନ ଓମାନକୁ ୯୩ ରନ୍‌ରେ ପରାସ୍ତ କରି ଟୁର୍ନାମେଣ୍ଟରେ ଏକ ଭଲ ଆରମ୍ଭ କରିଛି। ଏହି ବିଜୟ ପାକିସ୍ତାନୀ ଦଳର ଆତ୍ମବିଶ୍ୱାସକୁ ଦ୍ୱିଗୁଣିତ…

ଭାରତକୁ ହିନ୍ଦୁରାଷ୍ଟ୍ର କରିବା କାହିଁକି ଗୁରୁତ୍ୱପୂର୍ଣ୍ଣ କହିଲେ ଧୀରେନ୍ଦ୍ର ଶାସ୍ତ୍ରୀ, ଯଦି ପଡ଼ୋଶୀ ଦେଶ ଭଳି ହୁଏ ତେବେ…

ବାଗେଶ୍ୱର ଧାମ ପୀଠାଧୀଶ୍ୱର ପଣ୍ଡିତ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଭାରତକୁ ହିନ୍ଦୁରାଷ୍ଟ୍ର କରିବା ଦାବି କରି ନଭେମ୍ବର ୭ରୁ ୧୫ ପର୍ଯ୍ୟନ୍ତ ପଦଯାତ୍ରା କରିବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି, ଭାରତରେ ପଡ଼ୋଶୀ ଦେଶ ଭଳି ପରିସ୍ଥିତି ଏଡ଼ାଇବା ପାଇଁ ଦେଶକୁ…

ଟ୍ରମ୍ପଙ୍କୁ ବଡ଼ ଝଟ୍‌କା! ସବୁଠୁ ନିକଟତମ ବନ୍ଧୁଙ୍କୁ ଭାରତ ପଠାଉଛନ୍ତି ପୁଟିନ

ଓ୍ବାଶିଂଟନ୍‌,୧୩।୯: ଆମେରିକା ଦ୍ୱାରା ଲାଗୁ ହୋଇଥିବା ଟାରିଫ୍‌ ମଧ୍ୟରେ, ରୁଷିଆର ଉପ-ପ୍ରଧାନମନ୍ତ୍ରୀ ଦିମିତ୍ରୀ ପାତ୍ରୁଶେଭ ଏହି ମାସରେ ନୂଆଦିଲ୍ଲୀ ଗସ୍ତ କରିପାରନ୍ତି। ପାତ୍ରୁଶେଭ କୃଷି କ୍ଷେତ୍ରର ଜଣେ ବିଶେଷଜ୍ଞ ଏବଂ ତାଙ୍କ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଭାରତରୁ ଚିଙ୍ଗୁଡ଼ି ଆମଦାନୀ…

ପରକୀୟା ପ୍ରୀତି: ୨ ଯୁବକଙ୍କ ସହ ଜଣେ ମହିଳାଙ୍କୁ ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଯଶୀପୁର ଥାନା ଅଞ୍ଚଳରେ ଏକ ଅମାନବୀୟ ଘଟଣା ଘଟିଛି। ପରକୀୟା ପ୍ରୀତିକୁ ସନ୍ଦେହ କରି ଗ୍ରାମବାସୀ କଙ୍ଗାରୁ କୋର୍ଟ କରିଛନ୍ତି। ୨ ଯୁବକ ଓ ଜଣେ ମହିଳାଙ୍କୁ ଇଲେକ୍ଟ୍ରି ଖୁଣ୍ଟିରେ ବାନ୍ଧି ନିସ୍ତୁକ ମାଡ଼…

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ୨.୩ ବର୍ଷର ବାଳିକା

ଲୋଇସିଂହା,୧୩।୯(ସୁଶାନ୍ତ ବାରିକ): ଚର୍ଚ୍ଚାରେ ଅଦ୍ଭୁତ ବାଳିକା ଦୀପିକା ବିଶ୍ବାଳ। ତାଙ୍କୁ ମାତ୍ର ଦୁଇ ବର୍ଷ ୩ ମାସ ହେଉଛି। ହେଲେ ସେ ନିର୍ଭୁୁଲ ଭାବରେ କହୁଛନ୍ତି ବିଭିନ୍ନ ଶ୍ଲୋକ। ଖାଲି ସେତିକି ନୁହେଁ ସପ୍ତାହ, ମାସ, ବିଭିନ୍ନ ପ୍ରାଣୀ, ଜାତୀୟ ସଙ୍ଗୀତ,…

ଦୋକାନୀ କାଲି କିଣିଥିଲେ ନୂଆ ଫ୍ରିଜ୍‌, ଫାଟିଲା କମ୍ପ୍ରେସର, ଆଉ ତା’ ପରେ…

ଗଜପତି,୧୩ା୯(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଗାନ୍ଧି ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ସାହୁ କଫି ନାମକ ଏକ ପାନ ମସଲା ସାମଗ୍ରୀ ବିକ୍ରୟ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦୋକାନ ମାଲିକ ନରସିଂହ ସାହୁଙ୍କ କହିବା ଅନୁସାରେ,…

ରାସ୍ତାରେ ଅଚଳ ହୋଇପଡିଛି ମୁଖ୍ୟମନ୍ତ୍ରୀ ବସ୍‌: ସାଧାରଣ ଜନତା ହଟହଟା

ଲୋଇସିଂହା,୧୩।୯(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ (ଖ) ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ କେନ୍ଦୁପତ୍ର ଫଡ଼ି ଘର ନିକଟରେ ଗତ ୪ ଦିନ ହେଲା ରାସ୍ତା ଉପରେ ଅଚଳ ହୋଇ ପଡିଛି ମୁଖ୍ୟମନ୍ତ୍ରୀ ବସ। ବସକୁ ମରାମତି ପାଇଁ ନିଆ…

ବଙ୍ଗୋପସାଗରରେ ଆସୁଛି ଭୟଙ୍କର ବାତ୍ୟା! ଉପକୂଳରେ ରଚିବ ତାଣ୍ଡବ, ଜଣାପଡିଲା…

ଭୁବନେଶ୍ୱର, ୧୩।୯: ଆସୁଛି ବଡ଼ ବାତ୍ୟା! ପ୍ରଶାନ୍ତ ମହାସାଗରରେ ଲା ନିନା ପ୍ରଭାବରେ ବାତ୍ୟା ସମ୍ଭାବନା ସୃଷ୍ଟି କରୁଛିି, ଯାହା ଓଡ଼ିଶା ପାଇଁ ଏକ ବଡ଼ ବାତ୍ୟା ଆଶଙ୍କାର ସୂଚନା ଦେଉଛି। ଏହା ଅକ୍ଟୋବର ମାସରେ ବଙ୍ଗୋପସାଗରରେ ବଡ଼ବାତ୍ୟ ସୃଷ୍ଟି ହୋଇପାରେ,…

ଯାତ୍ରା ଦେଖି ଫେରିବାବେଳେ ଅଟୋଚାଳକଙ୍କୁ ହତ୍ୟା

ଟିକିରି,୧୩ା୯(ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲାର ଦୋରାଗୁଡ଼ା ଥାନା ଅନ୍ତର୍ଗତ ଡି. କରଳ ଗାଁ ନିକଟରେ ଶୁକ୍ରବାର ରାତିରେ ଜଣେ ଅଟୋଚାଳକଙ୍କୁ ହତ୍ୟା କରାଯାଇଛି। ରାତିରେ ସେ ତିକିରିଠାରେ ହେଉଥିବା ବାଲିଯାତ୍ରା ଦେଖି ଫେରୁଥିବା ସମୟରେ ତାଙ୍କ ବେକକୁ ଧାରୁଆ ଅସ୍ତ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri