ମୋଦିଙ୍କ ବିରୋଧରେ ବିଷ ଓଗାଳିଲେ ନକ୍ଭି: କହୁ କହୁ କହିଦେଲେ…
ଦୁବାଇ,୨୯।୯: ଦୁବାଇରେ ଖେଳାଯାଇଥିବା ଏସିଆ କପର ଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆ ପାକିସ୍ତାନକୁ ୫ ଉଇକେଟରେ ପରାସ୍ତ କରିଛି। କିନ୍ତୁ, ମ୍ୟାଚ ପରେ ପୁରସ୍କାର ପ୍ରଦାନ ଉତ୍ସବରେ ବିବାଦ ଦେଖାଦେଇଥିଲା। ଭାରତୀୟ ଦଳ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଧ୍ୟକ୍ଷ ଏବଂ…
ଏସିଆ କପ୍ରେ କାହାକୁ ମିଳିଲା କେଉଁ ପୁରସ୍କାର: ଜାଣନ୍ତୁ ସବୁକିଛି
ଦୁବାଇ,୨୯।୯: ଟିମ ଇଣ୍ଡିଆ ପାକିସ୍ତାନକୁ ପରାସ୍ତ କରି ଏସିଆ କପ୍ ଚାମ୍ପିଅନ ହୋଇଥିଲା। କିନ୍ତୁ ପରେ ସେମାନଙ୍କୁ ଟ୍ରଫି ପାଇବାରୁ ବଞ୍ଚିତ କରାଯାଇଥିଲା। ଏସିଆ କପ ଫାଇନାଲରେ ଟିମ ଇଣ୍ଡିଆର ବିଜୟର ନାୟକ ତିଲକ ବର୍ମାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ…
ମାନସିକ ସ୍ବାସ୍ଥ୍ୟର ଯତ୍ନ: ବର୍ତ୍ତମାନ ସମୟର ଆହ୍ବାନ
ଲୋକମାନେ ମଧ୍ୟ ଭାବି ଥାଆନ୍ତି ମାନସିକ ରୋଗଗୁଡ଼ିକର ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ଖାଇଲେ ଦେହର ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ ଉପରେ ଖରାପ ପ୍ରଭାବ ପକାଇଥାଏ। ମାତ୍ର ଏସବୁ ଭୁଲ ଧାରଣା। ସମସ୍ତେ ଜାଣିରଖିବା ଉଚିତ ଯେ ମାନସିକ ରୋଗର ଚିକିତ୍ସା…
ସୌନ୍ଦର୍ଯ୍ୟ ହରାଉଛି ହିଲଭିୟୁ ଘାଟି: ବଢୁଛି ପ୍ରଦ୍ୟୁଷଣ
ଦାରିଙ୍ଗବାଡି, ୨୯।୯ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଏବେ କୁଢ଼ କୁଢ଼ ଅଳିଆ ଗଦା ଉପରେ ପର୍ଯ୍ୟଟକଙ୍କୁ ଠିଆ ହୋଇ ହାତ ଧରି ଡାକୁଛି। ଏବେ ପର୍ଯ୍ୟଟକ ଓ ପରିବେଶବିତ୍ମାନେ ଏହି କଥା କହିବା ଆରମ୍ଭ କଲେଣି। ଦାରିଙ୍ଗବାଡିରୁ…
ଯେତେ ରୋଜଗାର କଲେ ପାଖରେ ରହୁନି କି ଟଙ୍କା? ସଞ୍ଚୟର ଏହି ମୁଖ୍ୟ ଉପାୟ କହିଛନ୍ତି ଚାଣକ୍ୟ…
ଯେତେ ରୋଜଗାର କଲେ ପାଖରେ ରହୁନି କି ଟଙ୍କା? ଏହାକୁ ନେଇ ସର୍ବଶ୍ରେଷ୍ଠ ଅର୍ଥନୀତିଜ୍ଞ ଏବଂ ରଣନୀତିଜ୍ଞ ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି କିଛି କୁଅଭ୍ୟାସ ପାଇଁ ପାଖରେ ଟଙ୍କା ରହେ ନାହିଁ। ଟଙ୍କା ଉପାର୍ଜନ କରିବା ଯଥେଷ୍ଟ ନୁହେଁ; ଏହାକୁ…
ଫାଇନାଲ୍ରେ ଏମିତି କ’ଣ କରିଦେଲେ ବୁମରା: କେନ୍ଦ୍ରମନ୍ତ୍ରୀ କହିଲେ, ପାକିସ୍ତାନ ଏହାର ଯୋଗ୍ୟ
ଦୁବାଇ,୨୯।୯: ଦୁବାଇରେ ଭାରତ-ପାକିସ୍ତାନ ଏସିଆ କପ ଫାଇନାଲରେ ହାରିସ ରୌଫଙ୍କୁ ଆଉଟ କରିବା ପରେ ଜସପ୍ରୀତ ବୁମରା ‘ପ୍ଲେନ ଡାଉନ’ ପ୍ରତିକ୍ରିୟା ଭାଇରାଲ ହେଉଛି। ଲୋକମାନେ ଏହାକୁ ସୋସିଆଲ ମିଡିଆରେ ପସନ୍ଦ କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ରୌଫଙ୍କ…
ଦନ୍ତ କ୍ଷୟରୁ ରକ୍ଷା କରେ କ୍ଷୀର
କ୍ଷୀର ଆମ ଶରୀର ପାଇଁ କେତେ ଉପକାରୀ ତାହା ବର୍ଣ୍ଣନା କରିବା ଅନାବଶ୍ୟକ। କାରଣ ଆମେ ସମସ୍ତେ ପ୍ରାୟ ଜାଣିଛେ ଯେ ଏଥିରେ ଅନେକ ପ୍ରକାର ଉପକାରୀ ତତ୍ତ୍ୱ ରହିଛି। ତେବେ ଏହି ତାଲିକାରେ ଆଉ ଏକ କଥାକୁ ସାମିଲ କରାଯାଇଛି।…
ସାବଧାନ! ଫୋନ୍କୁ ୧୦୦% ଚାର୍ଜ କରୁଛନ୍ତି କି? ଦେଖାଦେଇପାରେ ଏହି ବଡ଼ ସମସ୍ୟା
ଲୋକମାନେ ପ୍ରାୟତଃ ଭାବିଥାନ୍ତି ଫୋନ୍କୁ ୧୦୦% ଚାର୍ଜ କରିବା ଭଲ। ତେଣୁ ସେମାନେ ସ୍ମାର୍ଟଫୋନକୁ ୧୦୦% ଚାର୍ଜ କରିବାର ଅଭ୍ୟାସ ରଖିଥାନ୍ତି। କିନ୍ତୁ ଏହି ଅଭ୍ୟାସ ଧିରେ ଧିରେ ବ୍ୟାଟେରୀକୁ ନଷ୍ଟ କରିଦେଇଥାଏ। ବ୍ୟାଟେରୀକୁ ଠିକ୍ ରଖିବା ପାଇଁ ଏହାକୁ ସର୍ବଦା…
ଭାରତକୁ ଆଉ ମିଳିବ ନାହିଁ ଏସିଆ କପ ଟ୍ରଫି? ଜାଣନ୍ତୁ କ’ଣ ରହିଛି ICCର ନିୟମ
ଦୁବାଇ,୨୯।୯: ଭାରତ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ନବମ ଏସିଆ କପ ଟାଇଟଲ ଜିତିଥିଲା। ଫାଇନାଲ ଏକ କଡ଼ା ପ୍ରତିଯୋଗିତା ଥିଲା, ପାକିସ୍ତାନ ଜିତିବା ପରି ମନେ ହେଉଥିଲା, କିନ୍ତୁ ଶେଷରେ ଟିମ ଇଣ୍ଡିଆ ବିଜୟୀ ହୋଇଥିଲା। ଆଶା ଅନୁଯାୟୀ, ବିଜୟୀ…
ଦୋକାନ, ରାସ୍ତା, ଇଣ୍ଟରନେଟ ସବୁ ବନ୍ଦ! କାହିଁକି ପାକିସ୍ତାନ ସରକାରଙ୍କ ଉପରେ ରାଗିଲେ ପିଓକେର ଲୋକେ? ଜାଣନ୍ତୁ…
ନୂଆଦିଲ୍ଲୀ,୨୯।୯: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ବଡ଼ ଧରଣର ପ୍ରତିବାଦ ପ୍ରଦର୍ଶନ କରାଯାଉଛି। ସୋମବାର ପିଓକେର ଅନେକ ଅଞ୍ଚଳରେ ଆୱାମୀ ଆକ୍ସନ କମିଟି (ଏଏସି) ଆକ୍ରମଣ କରିଛି। ଅନେକ ଅଞ୍ଚଳ ବନ୍ଦ ଆୟୋଜନ କରିଛି ଏବଂ ରାସ୍ତା ଅବରୋଧ କରିଛି। ପାକିସ୍ତାନ…
ଥମୁନି ବାଲିଯାତ୍ରା ବିବାଦ: ଚାଲିଛି ଗୁରୁତ୍ୱପୂର୍ଣ୍ଣ ବୈଠକ
କଟକ,୨୯।୯(କାର୍ତ୍ତିକ ସାହୁ): ବାଲିଯାତ୍ରାକୁ ନେଇ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ଆଲୋଚନା ଚାଲିଛି। ଜିଲା ପ୍ରଶାସନ ପକ୍ଷରୁ ଉପର ପଡ଼ିଆରେ ବାଲିଯାତ୍ରା ବନ୍ଦ କରାଯାଇଥିବାରୁ ବିଭିନ୍ନ ମହଲରେ…
ଟୁର୍ନାମେଣ୍ଟରେ ମାତ୍ର ଗୋଟିଏ ବଲ୍ ଖେଳି ଭାରତକୁ ଚାମ୍ପିଅନ୍ କରାଇଲେ ଏହି ଖେଳାଳି: ଜୀବନରେ ଭୁଲି ପାରିବନି ପାକିସ୍ତାନ
ଦୁବାଇ,୨୯।୯: ରିଙ୍କୁ ସିଂହ ସମଗ୍ର ଏସିଆ କପ୍ରେ କେବଳ ଗୋଟିଏ ବଲ ଖେଳିଥିଲେ ଏବଂ ପାକିସ୍ତାନ ବିପକ୍ଷ ଫାଇନାଲ୍ରେ ସେହି ବଲ୍ରେ ବିଜୟୀ ଚୌକା ମାରି କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଜୀବନବ୍ୟାପୀ ସ୍ମୃତି ପାଲଟି ଯାଇଥିଲେ। ପାକିସ୍ତାନ ବିପକ୍ଷ ଫାଇନାଲ…
Archives


